Browsing Category

ଆଞ୍ଚଳିକ

ସରକାରୀ ସହାୟତା ନମିଳିବାରୁ ସହାୟତା କଲା ହୋମଗାର୍ଡ ସଂଘ…

ଫୁଲବାଣୀ/ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନାରେ କାର୍ଯ୍ୟରତ ହୋମଗାର୍ଡ ନକୁଳ ମନ୍ତ୍ରୀଙ୍କ ଅକାଳ ବିୟୋଗ ହୋଇଯିବା ହେତୁ ତାଙ୍କ ପରିବାର ସଦସ୍ୟଙ୍କୁ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ନିଷ୍ପତ୍ତି ପ୍ରକାରେ ଗୋଟିଏ ଦିନର…

ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ପକ୍ଷରୁ ୫ ଦଫା ଦାବି ନେଇ କଳା ବ୍ୟାଜ ପରିଧାନ କରି…

ବ୍ରହ୍ମପୁର : ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ଗଞ୍ଜାମ ଜିଲା ଶାଖା ପକ୍ଷରୁ ୫ ଦଫା ଦାବି ସମୂହକୁ ନେଇ ବୁଧବାରଠାରୁ କଳା ବ୍ୟାଜ ପରିଧାନ କରି ପ୍ରତିବାଦ କରାଯାଇଛି । ସଂଘର ଦାବି ଗୁଡିକ ମଧ୍ୟରେ ଦରମାରେ ଥିବା ଅସଙ୍ଗତି ଦୂରୀକରଣ, କ୍ୟାଡର ପୁର୍ନ ଗଠନ ଓ…

ପଟ୍ଟା ଜାଗାରେ ଯୋର ଜବରଦସ୍ତ ବାଡ ଦେବା ଘଟଣା : ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଉପଜିଲ୍ଲାପାଳ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ର ତୁମୁଡିବନ୍ଧ ତହସିଲ ଅନ୍ତର୍ଗତ କୁର୍ତ୍ତମଗଡ ବଜାର ସାହିରେ ଥିବା କିଛି ବରିଷ୍ଠ ନାଗରିକ ଙ୍କ ସେଟେଲମେଣ୍ଟ ପଟ୍ଟା ଜାଗାରେ ଅସାମାଜିକ ବ୍ୟକ୍ତିମାନେ ଜୋର ଜବରଦସ୍ତି ଅନୁପ୍ରବେଶ କରି ବାଡ ଦେବା ଘଟଣାରେ ବାଲିଗୁଡ଼ା ଉପଜିଲ୍ଲାପାଳ…

ସୁନ୍ଦରଗଡ଼ରେ ‘ମିଶନ ଜୀବିକା’ ଅଧୀନରେ ଅର୍ଥକାରୀ ଫସଲକୁ ପ୍ରୋତ୍ସାହନ, ଲାଭବାନ ହେଉଛନ୍ତି ଆଦିବାସୀ ଚାଷୀ

ସୁନ୍ଦରଗଡ଼ ( ୧୦/୦୫) : ଚାଷୀମାନଙ୍କ ଆୟକୁ ବହୁ ଗୁଣିତ କରିବା ଲାଗି ଅର୍ଥକାରୀ ଫସଲ ଚାଷ ଉପରେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଚାଷୀ ଭାଇ ଭଉଣୀମାନେ ବିଭିନ୍ନ ପୁଷ୍ଟିଶସ୍ୟ ସହିତ ଡାଲି ଜାତୀୟ, ତୈଳବୀଜ ଏବଂ ବିଭିନ୍ନ ପନିପରିବା ଚାଷ…

ଜିଲ୍ଲା ଉନ୍ନୟନ ସମନ୍ଵୟ ଓ ପର୍ଯ୍ୟଲୋଚନା କମିଟିର “ଦିଶା” ବୈଠକ ଅନୁଷ୍ଠିତ

ମାଲକାନଗିରି (୧୦/୦୫) : କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନ ହିତକାରୀ ଯୋଜନାଗୁଡ଼ିକର ସମୟୋଚିତ ସଫଳତା ପାଇଁ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଉନ୍ନୟନ ସମନ୍ଵୟ ଓ ପର୍ଯ୍ୟଲୋଚନା କମିଟିର "ଦିଶା" ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

୫-ଟି ସଚିବଙ୍କ ଗଜପତି ଗସ୍ତର ଦ୍ବିତୀୟ ଦିନ : ମୁଖ୍ୟମନ୍ତ୍ରୀଙ୍କ ଉତୁଙ୍ଗ ଉଦ୍ୟମ – ପାହାଡ ରେ ସୁଡ଼ଙ୍ଗ କରି…

ଛେଳିଗଡ ଜଳସେଚନ ପ୍ରକଳ୍ପ ଖୁବ ଶୀଘ୍ର ଆରମ୍ଭ କରିବାକୁ ୫-ଟି ସଚିବଙ୍କ ପରାମର୍ଶ ଗଞ୍ଜାମ ଓ ଗଜପତିର ୬୬୨୦ ହେକ୍ଟର ଜମିକୁ ମିଳିବ ପାଣି, ବ୍ରହ୍ମପୁର ସହରକୁ ପ୍ରତି ସେକଣ୍ଡରେ ଏକ କ୍ୟୁବିକ ମିଟର ପିଇବା ପାଣି ଖର୍ଚ୍ଚ ହେବ ୯୩୬.୬୩ କୋଟି ଚାଳିଶ କୋଟି ଟଙ୍କା ବ୍ୟୟ ରେ…

କବି ଗୁରୁ ରବୀନ୍ଦ୍ର ଜୟନ୍ତୀ ଉଦଯାପିତ

ଉମରକୋଟ (୧୦/୦୫) : ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ବ୍ଲକ ସଦର ଇଉ ଭି ୩ ନମ୍ବର ଗ୍ରାମ ନିକଟବର୍ତ୍ତି ବଙ୍ଗଭବନ ଠାରେ ୦୯/୦୫/୨୦୨୩ ଦିନ ରବୀନ୍ଦ୍ର ସାଂସ୍କୃତିକ ସଂଘ ଆୟୋଜିତ କବି ଗୁରୁ ରବୀନ୍ଦ୍ର ନାଥ ଙ୍କ ଜନ୍ମ ଜୟନ୍ତୀ ପଚିଶି ବୈଶାଖ ମହା ଆଡମ୍ବର ସହିତ ପାଳିତ ହୋଇ ଯାଇଛି । ଏଥିରେ…

ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଶ୍ରୀ ଶିବଦତ୍ତ ସାହୁ ମନୋନିତ

ମାଲକାନଗିରି : ଜିଲ୍ଲାରେ ଉତ୍କଳ ସାମ୍ବାଦିକ ସଙ୍ଘ ଦୀର୍ଘ ୭ବର୍ଷରୁ ଉର୍ଦ୍ଧ୍ବ ସମୟ ଅତିବାହିତ କରିଥିବା ବେଳେ ଜିଲ୍ଲା ର ବିଭିନ୍ନ ବ୍ଲକ ରୁ ପ୍ରାୟ୮୦ରୁ ଉର୍ଦ୍ଧ୍ବ ସଦସ୍ୟ ରହିଛନ୍ତି । ସମ୍ବାଦ ପରିବେଷଣ ସହ ବିଭିନ୍ନ ଜନ ହିତକର କାର୍ଯ୍ୟ ରେ ନିଜକୁ ନିୟୋଜିତ କରି ସମଗ୍ର ଜିଲ୍ଲା ତଥା…

ମଧ୍ୟପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା: ପୋଲ ଉପରୁ ବସ୍‌ ଖସି ୨୨ ମୃତ

ଭୋପାଳ: ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାରେ ଆଜି ଏକ ପୋଲ ଉପରୁ ଯାତ୍ରୀବାହୀ ବସ୍‌ ଖସି ପଡ଼ିବା ଫଳରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୦ ଜଣ ମହିଳା ଅଛନ୍ତି। ଅନ୍ୟ ୩୧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଖରଗୋନ ଏସଡିଓ (ପୁଲିସ) ରାକେଶ ମୋହନ ଶୁକ୍ଳା କହିଛନ୍ତି, ବସ୍‌ଟି…

ଉମେରକୋଟ : କପସାଭାଟାର ନିରୀହ ଜନଜାତି(କନ୍ଧ )ପରିବାରର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ବୁଦ୍ଧି ଜୀବି…

ଉମରକୋଟ (୧୦/୦୫/୨୦୨୩) ନବରଙ୍ଗପୁର ଜ଼ିଲ୍ଲା ବୁର୍ଜା ପଞ୍ଚାୟତର କପସାଭାଟା ଗ୍ରାମରେ ଗତ ୮ /୧୨/୨୦୨୨ ରେ କନ୍ଧ ଜନ ଜାତି ସମ୍ପ୍ରଦାୟକ ଉପରେ ଯେଉଁ ଭଳି ସଂଘ ବଦ୍ଧ ଭାବରେ ସିର୍ଲିଗୁଡ଼ା, କୁସୁମଗୁଡ଼ା, ଚିଚନାଗୁଡ଼ା, ଆଧିବାସୀ, ବାନଡିଗୁଡ଼ା, କିଛଡ଼ାଭାଟା ଗ୍ରାମର ଲୋକ ମାନେ ଏକତ୍ରିତ ହୋଇ…