Browsing Category

ଆଞ୍ଚଳିକ

୫-ଟି ସଚିବଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଗସ୍ତ

ହିଞ୍ଜିଳିକାଟୁ (୭।୫) : ହିଞ୍ଜିଳିକାଟୁ ପ୍ରସିଦ୍ଧ ଲକ୍ଷ୍ମୀନୃସିଂହ ଯାତ୍ରାର ଅନ୍ତିମ ଦିବସ ଶନିବାର ରାତିରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ହିଞ୍ଜିଳିକାଟୁ ରାଜବାଟି ସ୍ଥିତ ଲକ୍ଷ୍ମୀନୃସିଂହ ମନ୍ଦିର ରେ ପହଞ୍ଚି ଲକ୍ଷ୍ମୀନୃସିଂହ ଠାକୁରଙ୍କୁ ପ୍ରଥମେ ଦର୍ଶନ କରି ପୂଜାର୍ଚ୍ଚନା କରିବା ପରେ…

ପେନସନ ପାଇଁ ଡହଳ ବିକଳ

ନନ୍ଦାହାଣ୍ଡି (୭/୫ ) : ହରିଶ୍ଚନ୍ଦ୍ର ନାୟକ (କ୍ଷମା )ବୟସ ପ୍ରାୟ 68 ବର୍ଷ , ଗ୍ରାମ ଡ଼ଙ୍ଗରଭେଜା, ଅବସରପ୍ରାପ୍ତ ମେସେଞ୍ଜର ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନନ୍ଦାହାଣ୍ଡି (ଡ଼ଙ୍ଗରଭେଜା ), ଦୀର୍ଘ 26 ବର୍ଷ ଚାକିରୀକଲେ l ଅବସରର 8 ବର୍ଷ ପରେ ମଧ୍ୟ ମିଳିଲାନି ପେନସନ, ଦିନେ ଯେଉଁ ବ୍ୟାଙ୍କର…

ରୋଟାରୀ କ୍ଲବ ପକ୍ଷରୁ ସ୍ବେଛାକୃତ ରକ୍ତ ଦାନ ଶିବିର, ୨୫ ୟୁନିଟ ରକ୍ତ ସଂଗୃହୀତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର ନାରାୟଣୀ ରୋଡରେ ଅବସ୍ଥିତ ରୋଟାରୀ ସେବା ସଦନ ଠାରେ ଫୁଲବାଣୀ ବ୍ଲଡ଼ ବ୍ୟାଙ୍କ ସହଯୋଗରେ ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତହୋଇଥିଲା l ଅନୁଷ୍ଠାନର ସଭାପତି ତଥା ଆଇନଜିବୀ ହରିଶ୍ଚନ୍ଦ୍ର ମହାରଣା,ସମ୍ପାଦକ ମନୋରଞ୍ଜନ ପଟ୍ଟନାୟକ,ବରିଷ୍ଠ…

ସମଲେଶ୍ଵରୀ ଟ୍ରେନ ରହଣୀ ପାଇଁ ଆନ୍ଦୋଳନ କରିବା ପୂର୍ବରୁ ରାତାରାତି ୨ ଜଣଙ୍କୁ ଉଠେଇ ନେଇଥିଲେ, ଆଲୋଚନା ପରେ ଛାଡ଼ିଲେ

କାଶିପୁର : ରାୟଗଡା ଜିଲା କାଶିପୁର ବ୍ଳକ ଟିକିରି ରେଳ ଷ୍ଟେଶନ ରେ ସମଲେଶ୍ଵରୀ ଏକ୍ସପ୍ରେସ୍ ରହଣୀ ପାଇଁ ଆଜି ଟିକିରି ରେଳ ଷ୍ଟେସନ ରେ ଧାରଣା ଦେବାକୁ ଟିକିରି ଅଞ୍ଚଳର ବାସୀ ସ୍ଥିର କରିଥିବା ବେଳେ ଧାରଣା ନ ଦେବା ପୂର୍ବରୁ ରାତାରାତି ଦୁଇଜଣଙ୍କୁ ଉଠାଇ ନେଇଥିଲେ ଟିକିରି ପୋଲିସ୍ । ତେବେ…

ଆସନ୍ତା ଗଣତନ୍ତ୍ର ଦିବସରେ କେବଳ ମହିଳା କରିବେ ପରେଡ୍

ନୂଆଦିଲ୍ଲୀ : ଆସନ୍ତା ବର୍ଷ ୨୦୨୪ ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ଇତିହାସରେ ଏକ ବିଶେଷ ଦିନଟିଏ ହେବାକୁ ଯାଉଛି। ଗଣତନ୍ତ୍ର ଦିବସ ଉତ୍ସବରେ ଚଳିତ ବର୍ଷ ଦିଲ୍ଲୀର କର୍ତ୍ତବ୍ୟ ପଥରେ କେବଳ ମହିଳା ଯବାନମାନଙ୍କୁ ପରେଡ୍‌ କରିବା ଦେଖିବାକୁ ମିଳିବ। ଏହାଛଡ଼ା ମାର୍ଚ୍ଚିଂ ଓ ସଂସ୍କୃତିକ…

ବିକାଶର ନଗ୍ନ ଚିତ୍ର ଗ୍ରାମକୁ ନାହିଁ ପକା ରାସ୍ତା ଅଧ ରାସ୍ତାରେ ଫସି ରହିଲା ଆମ୍ବୁଲାନସ୍…

ରାୟଗଡା : ରାୟଗଡା ଜିଲା କାଶିପୁର ବ୍ଳକ ରେ ଗତ କାଲି ଜଣେ ମହିଳା ଗଭବତୀ ଯନ୍ତାଣା ରେ ଛୋଟ ପଟ ହୋଇ ଥିଲେ ଏହା ପରେ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ ଡଙ୍ଗାସିଲ ପଞ୍ଚାୟତ ବଣ୍ଡାଦୋରା ଗ୍ରାମକୁ ଆମ୍ବୁଲାନ୍ସ ଯାଇଥିଲା କିନ୍ତୁ ବର୍ଷା ଯୋଗୁଁ ଗାଡି ଫସି ଯାଇଥିଲା ଏହା ପରେ ସେହି ଗ୍ରାମର…

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱାରୋପ ସୁନ୍ଦରଗଡ଼,-୦୬.୦୫.୨୩ : ଆଜି ଅପରାହ୍ନରେ ଓସୱାନ ଭି. ସି. ମାଧମରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲାପାଳ ଡା. ପରାଗ ଗଭାଲି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚଳିତ…

କାହାଣୀ ଏକ ଆଦର୍ଶ ବନ ସୁରକ୍ଷା ସମିତିର : ଏକତା, ସହଭାଗିତା ଓ ସକାରାତ୍ମକ ପରିବର୍ତ୍ତନର

ହଳଦୀ ଚାଷ ରୁ ଗୋପାଳନ, ଜିଆଖତ ରୁ ଛତୁଚାଷ ପର୍ଯ୍ୟନ୍ତ ବହୁବିଧ ରୋଜଗାର ସୃଷ୍ଟି କରୁଛି ସାଗରପାଲି ବନ ସୁରକ୍ଷା ସମିତିସୁନ୍ଦରଗଡ (୦୬/୦୫) : ସାମୁହିକ ଏକତା, ସହଭାଗିତା, ଉତ୍ତମ ଗୋଷ୍ଠୀ ପ୍ରବର୍ତ୍ତନା, ଜୀବନ ଜୀବିକାର ଉନ୍ନତି, ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ, ପ୍ରାକୃତିକ ସମ୍ବଳର…

୪୧ ଜଳସାଥୀ ସମ୍ବର୍ଦ୍ଧିତ

ସର୍ବାଧିକ ଜଳକର ସଂଗ୍ରହ କରି ସବିତା ରଥ ରାଜ୍ୟରେ ପ୍ରଥମ ସୁନ୍ଦରଗଡ/ରାଉରକେଲା(୬/୫) : ରାଉରକେଲାର ଜଳସାଥୀ ସବିତା ରଥ ସମଗ୍ର ରାଜ୍ୟରେ ସର୍ବାଧିକ ଜଳ କର ସଂଗ୍ରହ କରି ରାଜ୍ୟସ୍ତରରେ ଶ୍ରେଷ୍ଠ ଜଳସାଥୀ ଭାବରେ ବିବେଚିତ ହୋଇଛନ୍ତି। ସେ ଅପ୍ରେଲ ମାସରେ ମୋଟ ୧୦ ଲକ୍ଷ ୪୭ ହଜାର ୧୦୩…

ବାତ୍ୟା ଆଶଙ୍କା ନେଇ ବ୍ଳକ ପକ୍ଷରୁ ପୂର୍ବ ପ୍ରସ୍ତୁତି ବୈଠକ

ଦାରିଙ୍ଗବାଡ଼ି (୬/୫) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ସ୍ତରୀୟ ବାତ୍ୟା ଆଶଙ୍କା ନେଇ ବ୍ଳକ ପ୍ରଶାସନ ତଥା ବିଡିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଥିଲା । ବ୍ଳକର ସରକାରୀ, ବେସରକାରୀ ସମସ୍ତ ବିଭାଗ ମୁଖ୍ୟ ମାନେ ଉପସ୍ଥିତ ରହି ବାତ୍ୟା ଜନିତ…