ବିକାଶର ନଗ୍ନ ଚିତ୍ର ଗ୍ରାମକୁ ନାହିଁ ପକା ରାସ୍ତା ଅଧ ରାସ୍ତାରେ ଫସି ରହିଲା ଆମ୍ବୁଲାନସ୍…

add-all


ରାୟଗଡା : ରାୟଗଡା ଜିଲା କାଶିପୁର ବ୍ଳକ ରେ ଗତ କାଲି ଜଣେ ମହିଳା ଗଭବତୀ ଯନ୍ତାଣା ରେ ଛୋଟ ପଟ ହୋଇ ଥିଲେ ଏହା ପରେ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ ଡଙ୍ଗାସିଲ ପଞ୍ଚାୟତ ବଣ୍ଡାଦୋରା ଗ୍ରାମକୁ ଆମ୍ବୁଲାନ୍ସ ଯାଇଥିଲା କିନ୍ତୁ ବର୍ଷା ଯୋଗୁଁ ଗାଡି ଫସି ଯାଇଥିଲା ଏହା ପରେ ସେହି ଗ୍ରାମର କିଛି ଲୋକ ଆସି ଗାଡି କୁ ବାହାର କରିବା ପାଇ ଚେଷ୍ଟା କରିଥିଲେ କିନ୍ତୁ ଗାଡି ଟି ନ ବାହାରି ପରେ ପୁଣୀ ଥରେ ୧୦୨ ଗାଡି ଆସି ସେହି ଗଭବତୀ ମହିଳା କୁ | ଡଙ୍ଗାସିଲ ମେଡିକାଲ ରେ ପହଞ୍ଚେଇଥିଲେ |ଉକ୍ତ ମହିଳା ମଧ୍ୟ ପ୍ରସବ ସମୟରେ ଆମ୍ବୁଲାନ୍ସ ଡ୍ରାଇଭର ସହ ଗ୍ରାମବାସୀ ବୋହିକି

ଆଣିଥିଲେ ଗାଡି ନିକଟକ ଆଣିଥିଲେ । ଏହି ଭଳି ଦୃଶ୍ୟ କାଶିପୁର ବ୍ଳକରେ ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି । ଆଜି ଯାଇ କାଶିପୁର ବ୍ଳକ କିଛି ଗ୍ରାମକୁ ପ କା ରାସ୍ତା ନଥିବା ହେତୁ କେତେ ବେଳେ ଖଟିଆ ସହ ତୋ କେତେ ବେଳେ ଚୋଉକି ସାହାଯ୍ୟ ବୁହା ଯାଇଛି ବିଭିନ୍ନ ସମୟରେ ଗଭବତୀ ମହିଳା ଓ ରୋଗି ଙ୍କୁ ଵୁହା ହେଉଥିବା ନେଇ ସବୁ ସମୟରେ ଚଚ୍ଚା ରେ ରହିଛି କାଶିପୁର ବ୍ଳକ । ହେଲେ ଏହି ପରି ଦୃଶ୍ଯ କାଶିପୁର ବ୍ଳକ ର ଖବର ବିଭିନ୍ନ ଖବର କାଗଜ ପ୍ରକାଶ ପାଇଛି କିନ୍ତୁ ଏହି ସବୁ ଖବର ସରକାରୀ ଅଧିକାରୀ ମାନେ ଖବର ଦେଖି ଚୁପ ରହୁଛନ୍ତି ।ହେଲେ ଦେଖା ଯାଇ କେବେ କାଶିପୁର ବ୍ଳକ ଯେଉ ଯେଉ ସବୁ ଗ୍ରାମକୁ ରାସ୍ତା ନାହି ସେହି ସବୁ ଗ୍ରାମର କେବେ ସରକାର ର ଙ୍କ ନିଜ ର ପଡିବ ଦେଖିବାକୁ ବାକି ରହିଲା।

ad-week
Leave A Reply

Your email address will not be published.