Browsing Category

ଆଞ୍ଚଳିକ

ଭିଡିଓ କନଫରେନ୍ସ ଜରିଆରେ ରାମସା 5T ସ୍କୁଲ ଲୋକାର୍ପିତ

ଉମରକୋଟ : ଆଜି ଚତୁର୍ଥ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପାଞ୍ଚଟି ଜିଲ୍ଲାର ୩୨୩ ଟି ୫ ଟି ସ୍କୁଲ କୁ ଲୋକାର୍ପିତ କରିଥିବା ବେଳେ ସେଥି ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ୭୬ଟି ସ୍କୁଲ ଅନ୍ତର୍ଭୁକ୍ତ ରହିଛି | ନବରଙ୍ଗପୁର ଜିଲ୍ଲାର ୭୬ଟି ସ୍କୁଲ ମଧ୍ୟରେ ଝରୀଗାଁ ବ୍ଲକ ର ୧୧ଟି ସ୍କୁଲ…

ବେଲଘର ଥାନା ଅଞ୍ଚଳରେ ଗଛ ପକାଇ ପୋଷ୍ଟର ଛାଡିଲେ ମାଓବାଦୀ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ଥାନା ଅଧିନସ୍ଥ ଗୁମା ଛକ ମୁଖ୍ୟ ରାସ୍ତାରେ ଶନିବାର ଦିନ ଗଛ ପକାଇ ଚେତାବନୀ ପୂର୍ଣ୍ଣ ଏକାଧିକ ପୋଷ୍ଟର ଛାଡ଼ିଛନ୍ତି ମାଓବାଦୀ l ଭୟରେ ବେଲଘର ତୁମୁଡିବନ୍ଧ ଯାତାୟାତ ଠପ ହୋଇଯାଇଛି l ବେଲଘର ଓ…

ମିଣିଆ ନୃସିଂହନାଥ ମନ୍ଦିର ଠାରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ମିଣିଆ ଗ୍ରାମ ପଞ୍ଚାୟତ ନୃସିଂହ ନାଥ ମନ୍ଦିର ପରିସରରେ ଅଷ୍ଟପ୍ରହର ନାମଯଞ ଅନୁଷ୍ଠିତ ହୋଇଛି। ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ବଡସାଲୁଙ୍କି ନଦୀରେ ପୂଜାର୍ଚ୍ଚନା କରି କଳସଯାତ୍ରା କରିଥିଲେ। ମିଣିଆ ସମେତ ଆଖପାଖ ଗାଁ ର ହଜାର ସଂଖ୍ୟାରେ…

ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ମିଶ୍ରଣ ପର୍ବ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ…

ବ୍ରହ୍ମପୁର :ଗଞ୍ଜାମ  ଜିଲ୍ଲା ବିଜେଡି ସଭାପତି ଡା. ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଏବଂ ଦୈତ୍ୟାରି ବେହେରାଙ୍କ ଦୃଢ଼ ନେତୃତ୍ୱରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁର ବ୍ଲକ ର…

ଶ୍ରୀଶ୍ରୀ କୁଞ୍ଜବିହାରୀ ପାଠାଗାରର ବାର୍ଷିକ ଉତ୍ସବ

ନବରଙ୍ଗପୁର : ନବରଙ୍ଗପୁର ସ୍ଥିତ ବହୁ ପୁରାତନ ଶ୍ରୀଶ୍ରୀ କୁଞ୍ଜବିହାରୀ ପାଠାଗାର ର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି।ଶତାଧିକ କବି ବୁଦ୍ଧିଜୀବୀ ଓ ବିଶିଷ୍ଠ ବ୍ୟକ୍ତିଙ୍କ ଉପସ୍ଥିତ ରେ କବିତା ପାଠ ,ସମ୍ବର୍ଦ୍ଧନା ଉତ୍ସବ ଏବଂ ଆଲୋଚନା ଚକ୍ର ସହିତ ପୁସ୍ତକ ଉନ୍ମୋଚନ…

ସର୍ବ ଦଳୀୟ ପ୍ରତିବାଦରେ ଟଳିଲା ରେଳବୁକିଂ କାଉଣ୍ଟର ସ୍ଥାନାନ୍ତର

ନବରଙ୍ଗପୁର : ଜିଲ୍ଲାର ସଦର ମହକୁମା ଠାରେ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାର ଦଳ ମତ ନିର୍ବିଶେଷରେ ସହର ବାସୀଙ୍କ ଏକତା । ପ୍ରସଙ୍ଗ ଥିଲା ଆଜି ନବରଙ୍ଗପୁର ସହର ବସଷ୍ଟାଣ୍ଡ ନିକଟରେ ଥିବା ଏକ ରେଳ ଟିକେଟ ବୁକିଂ କାଉଣ୍ଟର। ତାହାର ଅନିୟମିତତା ବାରମ୍ବାର ଡି ଆର୍ ଏମ ନିକଟରେ ଅଭିଯୋଗ ହୋଇ…

ସୀମାନ୍ତରେ ସୁପର ହିଟ ଚଳଚ୍ଚିତ୍ର ପୁଷ୍ପା ପାର୍ଟ-୨ ର ସୁଟିଙ୍ଗକୁ ନେଇ ଚର୍ଚ୍ଚା

ମାଲକାନଗିରି : କାଲିମେଳା ସାଉଥ ସୁପର ହିଟ ସିନେମା ପୁଷ୍ପା ପାର୍ଟ-୨ ର ସୁଟିଙ୍ଗ ପ୍ରଥମେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ହେବାକୁ ଅନୁମାନ କରଯାଇଥିଲା କିନ୍ତୁ ବର୍ତ୍ତମାନ ଏହା ମାଲକାନଗିରି ଆନ୍ଧ୍ର ସିମାନ୍ତ ପୋଲେରୁ ଓ ମୋତୁଗୁଡେମ ଅଞ୍ଚଳରେ ହେବ ବୋଲି ଜଣାପଡିଛି…

ଲଷ୍ମୀ ନୃସିଂହ ଠାକୁରଙ୍କର ଜନ୍ମଉତ୍ସବ ଅବସରରେ କଳସ ଯାତ୍ରା ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ସ୍ଥିତ ଜିରିଙ୍ଗିପଡା ଶ୍ରୀ ଶ୍ରୀ ଲଷ୍ମୀ ନୃସିଂହ ମନ୍ଦିର ଠାରେ ପ୍ରଭୁ ଲଷ୍ମୀ ନୃସିଂହ ଠାକୁର ଙ୍କର ଜନ୍ମ ଦିବସ ଚତୁର୍ଦ୍ଦଶୀ ବହୁ ଆଡମ୍ବରରେ ପାଳନ ହୋଇଯାଇଛି। ଏହି ଅବସରରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଜିରିଙ୍ଗିପଡା ଗ୍ରାମର ସମସ୍ତ ଆବାଳ…

ଆଦିବାସୀ ମହାବିଦ୍ୟାଳୟ ପରିଚାଳନା ସମିତିର ନବ ନିଯୁକ୍ତ ସଭାପତିଙ୍କୁ ଭବ୍ୟ ସ୍ଵାଗତ ସମାରୋହ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀଙ୍କ ପକ୍ଷରୁ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସିଙ୍କ ସଭାପତିତ୍ବ ରେ ଏକ ଭବ୍ୟ ସ୍ଵାଗତ ସମାରୋହ ଆୟୋଜିତ ହୋଇ ଯାଇଛି। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପତ୍ର କ୍ରମରେ ଅବସରପ୍ରାପ୍ତ ଇତିହାସ…

ଜିଲା କଂଗ୍ରେସ ମହିଳା ସଭାନେତ୍ରୀ ଓ ରାଜ୍ୟ କଂଗ୍ରେସ ସମ୍ପାଦିକା ଉପାନ୍ତ ଇଲାକାରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ

ଦାରିଙ୍ଗବାଡ଼ି, ୦୫/୦୫, କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାଟିଙ୍ଗିଆ ଗ୍ରାମ ପଞ୍ଚାୟତ ଅଧିନସ୍ତ ଉପାନ୍ତ ଇଲାକାରେ ଥିବା ବିଭିନ୍ନ ଗ୍ରାମରେ ପହଞ୍ଚିଛନ୍ତି ଜିଲା କଂଗ୍ରେସ ମହିଳା ସଭା ନେତ୍ରୀ ରୁଦା ମଲିକ ଓ ରାଜ୍ୟ କଂଗ୍ରେସ ସମ୍ପାଦିକା ବିଳାସିନୀ ନାୟକ। ଦାରିଙ୍ଗବାଡି ବ୍ଲକ ମହକୁମା…