Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଜିଲ୍ଲା ସଦରରେ ପ୍ରଥମ ଥର ପାଇଁ ଶୀତଳଷଷ୍ଠୀ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ
ମାଲକାନଗିରି,୪l୬: ମାଲକାନଗିରି ଜିଲ୍ଲା ସଦର ମହକୁମା ତଳସାହି ଶିବ ମନ୍ଦିର ପ୍ରାଙ୍ଗଣରେ ଆଜି ପ୍ରଥମ ଥର ପାଇଁ ମହା ଆଡମ୍ବର ସହକାରେ ଶୀତଳ ଷଷ୍ଠୀ ଓ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ପାଳିତ ହୋଇ ଯୌାଇଛିା ଶୀତଳ ଷଷ୍ଠୀ ଯାତ୍ରା କମିଟି ତରଫରୁ ଗତକାଲି ଗନ୍ଧଷଣ, ମଙ୍ଗଳକୃତ୍ୟ ଅନୁଷ୍ଠିତ!-->!-->!-->…
କମ୍ବିଂ ସମୟରେ ବିଏସଏଫ କୁ ସଫଳତା ୮୯ କିଲୋଗ୍ରାମ ର ୭୩୬ଟି ଜିଲୋଟିନ ଛଡ଼ ଜବତ ।
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ବେଜାଙ୍ଗିୱାଡା ପଞ୍ଚାୟତ ଏମ ପିଭି ୨୧ ଠାରେ ମାଓବାଦୀ ଦମନ ପାଇଁ ମୃତୟନ ହୋଇଥିବା ୭ ୬ ବାଟାଲିୟନ ର ସୀମାନ୍ତ ସୁରକ୍ଷା ବାହିନୀ ଓ ଜିଲ୍ଲା ପୋଲିସ୍ ମିଳିତ ଭାବେ ଅପରେସନ୍ ବେଳେ ବେଜାଙ୍ଗିୱାଡା ଜଙ୍ଗଲ ପାଦଦେଶରେ ସର୍ଚ୍ଚ!-->!-->!-->…
ଅବକାରୀ ଚଢ଼ଉ, ୧୫ କ୍ୱିଣ୍ଟାଲ ମହୁଲ ଜବତ, ଜଣେ ଗିରଫ
ଦାରିଙ୍ଗବାଡ଼ି,୪/୬, ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପର୍ତମାହା ଗ୍ରାମରେ ବାଲିଗୁଡା ଅବକାରୀ ଓ ରାଇକିଆ ଅବକାରୀ ବିଭାଗ ମିଳିତ ଚଢ଼ଉ କରି ୧୫ କ୍ୱିଣ୍ଟାଲ ୬୦ କିଲୋ ଚୋରା ମହୁଲ ଜବତ କରିବା ସହ ଜଣକୁ ଗିରଫ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି । ଗିରଫ!-->…
ବିଜେପି ପକ୍ଷରୁ ସେବା ସୁଶାସନ ଓ ଗରିବ କଲ୍ୟାଣ ପର୍ବ ଆରମ୍ଭ
ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସେବା ସୁଶାସନ ଓ ଗରିବ କଲ୍ୟାଣ ପର୍ବ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଜୁନ ୧ରୁ ଆରମ୍ଭ ହୋଇ ୧୫ ଦିନ ବ୍ୟାପୀ ଚାଲିବ।କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷ ଉପଲକ୍ଷେ ସାରା ଦେଶରେ ସେବା ସୁଶାସନ ଓ ଗରୀବ କଲ୍ୟାଣ!-->!-->!-->…
ଦାରିଙ୍ଗବାଡ଼ି ବ୍ଳକରେ ୭ଟି ସ୍ମାର୍ଟସ୍କୁଲର ଉଦ୍ଘାଟନ
ଦାରିଙ୍ଗବାଡି,୪/୬ : କନ୍ଧମାଳ ଜିଲାର ୭୩ ଟି ସ୍ମାର୍ଟ ସ୍କୁଲ ଭରଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦାରିଙ୍ଗବାଡି ବ୍ଲକରୁ ୨ଟି ସ୍ମାର୍ଟ ସ୍କୁଲର ଉଦ୍ଘାଟନ ହୋଇଥିବା ବେଳେ ଶୁକ୍ରବାର ଦିନ ଦ୍ଵିତୀୟ ପର୍ଯ୍ୟାୟରେ ଦାରିଙ୍ଗବାଡି!-->!-->!-->…
ସିରିପେଟା ଜଗନ୍ନାଥ ମନ୍ଦିରରେ ରାତ୍ର ଯାପନ କଲେ ରାମ ବନଗମନଚାରୀ
ମାଲକାନଗିରି : ମାଲକାନଗିରି କୁଡୁମୁଲୁଗୁମ୍ମା ତହସିଲ ଅନ୍ତର୍ଗତ ସିରିପେଟା ଗ୍ରାମର ଜଗନ୍ନାଥ ମନ୍ଦିର ପରିସରରେ ରାମ ବନଗମନ ଚାରୀ ମାନଙ୍କୁ ସ୍ୱାଗତ କରାଯାଇଛି । ଏହି ଯାତ୍ରାରେ ଶ୍ରୀରାମ ବନଗମନ ଚାରୀ ମଇ ୩ ତାରିଖରେ ଶ୍ରୀରାମ ଜନ୍ମପୀଠ ଅଯୋଧ୍ୟାରୁ ଯାତ୍ରା ଆରମ୍ଭ କରିଛନ୍ତି ଯାହାକି!-->!-->!-->…
ବାଲ୍ୟବିବାହକୁ ରୋକିବାପାଇଁ ମାଲକାନଗିରିରେ ଚାରି ଲକ୍ଷ ଲୋକଙ୍କୁ ନେଇ ଏକ ବିଶାଳ ଶପଥ ପାଠ…
ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ
ମାଲକାନଗିରି : ଜିଲ୍ଲାରେ ବାଲ୍ୟବିବାହକୁ ରୋକିବାପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଏକ 50 ଦିନିଆ କାର୍ଯ୍ୟକ୍ରମ ତା 29.03.2022 ରିଖ ଠାରୁ ଆରମ୍ଭ ହୋଇଯାଇଅଛି । ଏହି 50 ଦିନିଆ!-->!-->!-->…
ଚିତ୍ରକୋଣ୍ଡା ଏସ. ଡ଼ି .ପି.ଓ ଙ୍କ ଦ୍ଵାରା ଅଭିନଵ ପ୍ରୟାସ…
ଚିତ୍ରକୋଣ୍ଡା:-ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଭୁକ୍ତ ଜଙ୍ଗଲକୁ ଶିକାର କରିବା ଉଦ୍ଦେଶ୍ୟରେ କାଲିମେଳା ଗମ୍ପାକୋଣ୍ଡା ଅଂଚଳରୁ ସିଲେରୁ ଦେଇ ଆସୁଥିଲେ ୧୫୦ ରୁ ଉର୍ଦ୍ଧ୍ବ ଆଦିବାସୀ l ସେମାନଙ୍କ ହାତରେ ଥିଲା ବିଭିନ୍ନ ଅସ୍ତ୍ର ଶସ୍ତ୍ର l ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ!-->!-->!-->…
କନ୍ଧମାଳରେ ୭୩ଟି ରୂପାନ୍ତରୀତ ସ୍ମାର୍ଟ ହାଇସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭରଚୁଆଲ ମାଧ୍ୟମରେ ଉଦ୍ଘାଟିତ
କନ୍ଧମାଳ : ଦ୍ୱିତୀୟ ପର୍ଯ୍ୟାୟ ରେ ହାତକୁ ନିଆଯାଇଥିବା କନ୍ଧମାଳ ଜିଲ୍ଲାର ୭୩ଟି ରୂପାନ୍ତରୀକରଣ ଉଚ୍ଚ ବିଦ୍ୟାଳୟକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ମୋଡ଼ରେ ଉଦଘାଟନ କରିଛନ୍ତି। କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକରେ ହାତକୁ ନିଆଯାଇଥିବା ୭୩ଟି ରୂପାନ୍ତରୀକରଣ ଉଚ୍ଚ!-->…
ଚିକିଟି ବ୍ଲକର ୯ ଗୋଟି ୫ଟି ରୂପାନ୍ତରିତ ବିଦ୍ୟାଳୟ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ
ଚିକିଟି : ଶିକ୍ଷା ବ୍ୟବସ୍ଥା ର ଉନ୍ନତି ସାଙ୍ଗକୁ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ କରିବା ସହିତ ବିଦ୍ୟାଳୟ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦିଆଯାଇଛି।ଏହି କ୍ରମରେ ସ୍କୁଲ ମାନଙ୍କୁ ୫ଟି ରେ ରୂପାନ୍ତରିତ କରାଯାଇ ଇ-ପାଠାଗାର,ସ୍ମାର୍ଟ ଶ୍ରେଣୀଗୃହ,ଆଧୁନିକ ବିଜ୍ଞାନା!-->…