Browsing Category

ଆଞ୍ଚଳିକ

କଳାକାର ମହାସଂଘର ସ୍ଵତନ୍ତ୍ର କାର୍ଯ୍ୟକ୍ରମ “ମୁଁ ଏକା ନୁହଁ, ମୋ ସହିତ ସଂଘ ଅଛି”…

ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ "ମୁଁ ଏକା ନୁହଁ, ମୋ ସହିତ ମୋ ସଂଘ ଅଛି" ପରିପ୍ରେକ୍ଷୀରେ ସୁନାମଧନ୍ୟ ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ତଥା…

ସହଯୋଗ ଟିମ୍’ର ନିସ୍ୱାର୍ଥପର ସହଯୋଗରେ ସୁସ୍ଥ ହେଲେ ଦୈମତି…

ବାଲିମେଳା ପ୍ରତିନିଧି // ନିସର୍ତ୍ତ ବାଲିମେଳା:- ୧୦ ବର୍ଷୀୟ ଝିଅ ଦୈମତି କବାସି ବାପା ବୁଦ୍ରା କବାସୀ ଓ ମାଆଙ୍କ ସହ କୋରୁକୋଣ୍ଡା ବ୍ଲକ୍ ତାର୍ଲାକୋଟା ପଞ୍ଚାୟତ ଅନ୍ତର୍ଗତ ରଗେଇ ପୁଷ୍ପାଲ୍ଲି ଗାଁ ରେ ରୁହନ୍ତି । ଗତ ପ୍ରାୟ ୨ବର୍ଷ ତଳେ ଝିଅଟିର ଭୀଷଣ ପେଟ ବ୍ୟଥା କାରଣରୁ ବାପା ତାକୁ…

ବିଶ୍ବନାଥ ଦାସ ଙ୍କ ୩୮ତମ ଶ୍ରାଦ୍ଧ ଦିବସ ପାଳିତ…

ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ ବ୍ରହ୍ମପୁର : ସହରରେ ମହାନ୍ ସ୍ବାଧୀନତା ସଂଗ୍ରାମୀ ଓଡ଼ିଶାର ପୂର୍ବତନ ମୁଖ୍ଯ ମନ୍ତ୍ରୀ ପୂର୍ବତନ ଉତ୍ତର ପ୍ରଦେଶ ରାଜ୍ଯପାଳ ବିଶ୍ବନାଥ ଦାସ ଙ୍କ ୩୮ ତମ ପୁଣ୍ଯତିଥି ଶ୍ରାଦ୍ଧ ଦିବସ ପାଳିତ। ବିଶ୍ବନାଥ ଦାସ ସ୍ମୃତି ସଂସଦ ସଭାପତି ପ୍ରଫେସର ବିଷ୍ଣୁ…

ଦ୍ୱିତୀୟ ପର୍ଯ୍ୟାୟରେ ଲୋକାର୍ପଣ ହେଲା ୪୭ଗୋଟି 5ଟି ବିଦ୍ୟାଳୟ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ଏମଭି୭ ଜଗନ୍ନାଥ ପଲ୍ଲି ଉଚ୍ଚ ବିଦ୍ୟାଳୟ ପରିସରରେ ମାଲକାନଗିରି ଜିଲ୍ଲାର 5T ଉପକ୍ରମ ରେ ରୂପାନ୍ତର ହୋଇଥିବା ମୋଟ ୪୭ ଗୋଟି ବିଦ୍ୟାଳୟ ର ଆଜି ଲୋକାର୍ପଣ ହୋଇଯାଇଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଯୋଜନାର ତୃତୀୟ ବର୍ଷ ଆରମ୍ଭ, ୧ ରୁ ୧୫ ତାରିଖ ଯାଏ ସେବା ଦିବସ ଭାବେ…

ଦାରିଙ୍ଗବାଡ଼ି, ୧/୬ : ଦାରିଙ୍ଗବାଡ଼ି ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଦାରିଙ୍ଗବାଡ଼ି ମଣ୍ଡଳ ସଭାପତି ସନ୍ତୋଷ ସାହୁଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜୁନ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସେବା ଦିବସ ଭାବେ ପାଳନ କରିବାକୁ ଆଲୋଚନା କରି ୧ ତାରିଖରୁ ଏହି…

ମଟର ସାଇକେଲ ଦୁର୍ଘଟଣା, ଦୁଇ ମୃତ ଜଣେ ଗୁରୁତର

ଦାରିଙ୍ଗବାଡ଼ି,୧/୬ : ଦାରିଙ୍ଗବାଡ଼ି ଥାନା ସାଲେଜୁ ଗ୍ରାମର ମଦଡ଼ା ପ୍ରଧାନଙ୍କ ପୁଅ ଚିଣ୍ଟୁ ପ୍ରଧାନ(୨୫) ,ଅଜିତ ପ୍ରଧାନଙ୍କ ପୁଅ ଅମ୍ପ ପ୍ରଧାନ (୨୦), ସୁଶାନ୍ତ ପ୍ରଧାନଙ୍କ ପୁଅ ସାଲୁ ପ୍ରଧାନ (୧୭) କୌଣସି କାମରେ ମଟର ସାଇକେଲ(ହୋଣ୍ଡା ସାଇନ)ରେ ଦାରିଙ୍ଗବାଡ଼ି ଆସି ତେରାବଡ଼ି…

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ବ୍ରାହ୍ମଣୀଗାଁ ସରପଞ୍ଚ ପାନୀୟ ଜଳ, ବିଦ୍ୟୁତ ଓ ନେଟୱାର୍କ ସମସ୍ୟା ନେଇ ଲିଖିତ…

ଦାରିଙ୍ଗବାଡ଼ି, ୧/୬ : କନ୍ଧମାଳ ଜିଲ୍ଲାର ସର୍ଵ ବୃହତ ବ୍ଲକ ଦାରିଙ୍ଗବାଡି। ଦାରିଙ୍ଗବାଡ଼ି ବ୍ଲକ ମହକୁମା ପରେ ବ୍ଲକର ଦ୍ୱିତୀୟ ବୃହତମ ବଜାର ବ୍ରାହ୍ମଣୀଗାଁ। ଏହି ବ୍ଲକ ଅଧିନସ୍ତ ୮ଗୋଟି ଗ୍ରାମପଞ୍ଚାୟତ ସହିତ ଗଜପତି ଜିଲା ମୋହନା ବ୍ଲକ ଅଧିନ ପାଣିଗଣ୍ଡା, କଟମା, ଗର୍ଡମା ପଞ୍ଚାୟତ…

ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପଞ୍ଚାୟତରାଜ ଜନ ପ୍ରତିନିଧିଙ୍କ ରାଜଧାନୀ ଯାତ୍ରା

ମାଲକାନଗିରି ୧/୦୬ : ସଶକ୍ତ ପଞ୍ଚାୟତିରାଜ ନିମନ୍ତେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କର କମଳ ରେ ଶୁଭ ଉଦ୍ଘାଟନ ହେବାକୁଥିବା ଚଳିତ ମାସ ଦୁଇ ତାରିଖ ଦିନ ଭୁବନେଶ୍ୱର ସ୍ଥିତ କିଟ ପରିସର ମଧ୍ୟରେ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଯୋଗ ଦେବା…

ମରଣ ଯନ୍ତା ପାଲଟିଛି ରାସ୍ତା: ନିଘୋଡ଼ ନିଦରେ ପ୍ରଶାସନ…

ବାଲିମେଳା:-ଦୀର୍ଘ ତିନି ରୁ ଚାରିମାସ ହେଲା ଭଗ୍ନାବସ୍ଥା ରେ ପଡ଼ି ରହିଛି ପୋଷ୍ଟ୍ ଅଫିସ୍ ଲାଇନ ଏବଂ ଡ୍ରାଇଭର ଲାଇନ୍ କୁ ସଂଯୋଗ କରୁଥିବା କଲଭଟ୍ । ଇତି ମଧ୍ୟରେ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାଚନ ଯଦିଓ ବିତି ଯାଇଛି ତଥାପି ନବ ନିର୍ବାଚିତ ପ୍ରତିନିଧି ମାନଙ୍କ ଏହି ଘଟଣାକୁ ନେଇ କୌଣସି…

ଧାନ ମିଲ୍ ଯୋଗୁଁ ଗ୍ରାମବାସୀ ହନ୍ତସନ୍ତ, ମିଲ କୁଣ୍ଡା ଯୋଗୁଁ ଦୂଷିତ ହେଉଛି ପାଣି ପବନ ଚକ୍ଷୁ ଓ ଚର୍ମରୋଗ ଆକ୍ରାନ୍ତ…

ପାତ୍ରପୁର : ପାତ୍ରପୁର ତହସିଲ ଅନ୍ତର୍ଗତ ଗୁଣ୍ଡୁରା ଗ୍ରାମରେ ଅବସ୍ଥାପିତ ସାଇ ସାରଥୀ ରାଇସ ମିଲ୍ ର ନିର୍ଗତ କୁଣ୍ଡା ଯୋଗୁଁ ଗ୍ରାମବାସୀ ନାହିଁ ନ ଥିବା ହଇରାଣ ର ସମ୍ମୁଖୀନ ହେଉଛନ୍ତି। ଏହି ମିଲ୍ ର ଚତୁର୍ଦ୍ଦିଗ ରେ ଅଙ୍ଗନୱାଡ଼ି କେନ୍ଦ୍ର, ଶିବ ମନ୍ଦିର, ପୋଖରୀ ,ବିଦ୍ୟାଳୟ, ପୋଷ୍ଟ ଅଫିସ,…