Browsing Category

ଆଞ୍ଚଳିକ

ଭାରତୀୟ ପ୍ରଶାସନିକ ସେବା ଏବଂ ରୟାଲ ଭୁଟାନ୍ ସିଭିଲ ସର୍ଭିସେସ୍ ଅଧିକାରୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ

ବ୍ରହ୍ମପୁର (୩୦/୦୫) : ଭାରତୀୟ ପ୍ରଶାସନିକ ସେବା ଏବଂ ରୟାଲ ଭୁଟାନ୍ ସିଭିଲ ସର୍ଭିସ୍ ର ୨୦୨୧ ବ୍ୟାଚ୍ ଅଧିକାରୀ ଗଣ ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ପ୍ରଶାସନ ଦ୍ବାରା ଜିଲ୍ଲାର ଉନ୍ନତିକଳ୍ପେ କରାଯାଉଥିବା ବିଭିନ୍ନ ଯାଜନା ସମ୍ପର୍କରେ ଅବଗତ ହୋଇଥିଲେ । ଜିଲ୍ଲା…

ଦାରିଙ୍ଗବାଡ଼ିରେ ପ୍ରଥମ କରି କିନ୍ନର ପାଳିଲେ ସାବିତ୍ରୀ ବ୍ରତ

ଦାରିଙ୍ଗବାଡ଼ି (୩୦/୫) : ଦାରିଙ୍ଗବାଡ଼ିରେ ପ୍ରଥମ ଥର କିନ୍ନର ମାନଙ୍କ ପକ୍ଷରୁ କିନ୍ନର ନମିତା ପରିଡ଼ା (ମାଆ) ଙ୍କ ନେତୃତ୍ବରେ ଅଞ୍ଚଳ କେତେକ କିନ୍ନର ଏକତ୍ରିତ ହୋଇ ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ଦାରିଙ୍ଗବାଡ଼ି ଶିବ ମନ୍ଦିର ନିକଟରେ ଥିବା ବରଗଛକୁ ପୂଜାର୍ଚ୍ଚନା କରିବା ସହ ବ୍ରତ ପାଳନ…

ଦାରିଙ୍ଗବାଡ଼ିଠାରେ କଳା ସଂସଦ ପକ୍ଷରୁ ବୈଶାଖୀ ସାଂସ୍କୃତିକ ସନ୍ଧ୍ୟା

ଦାରିଙ୍ଗବାଡ଼ି ( ୩୦/୫) : ଦାରିଙ୍ଗବାଡ଼ି ସ୍ଥାନୀୟ ପଠପ୍ରାନ୍ତ ସେବା କେନ୍ଦ୍ର ଠାରେ ରବିବାର ସନ୍ଧ୍ୟାରେ ଦାରିଙ୍ଗବାଡ଼ି କଳା ପରିଷଦ ପକ୍ଷରୁ ବୈଶାଖୀ ସାଂସ୍କୃତିକ ସନ୍ଧ୍ୟା ୨୦୨୨ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ…

ନବରଙ୍ଗପୁର ଜିଲ୍ଲାରେ ପିଏମ କେୟାର ସହାୟତା

ନବରଙ୍ଗପୁର(୩୦/୦୫) : ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ NIC ବୈଠକ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ଶିଶୁ ସୁରକ୍ଷା…

ଉପାନ୍ତ ଅଞ୍ଚଳକୁ ଚାଲିଚାଲି ଗଲେ ବିଧାୟକ ଓ ବିଡିଓ ଲୋକଙ୍କ ସମସ୍ୟା ବୁଝିଲେ,ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ

ଦାରିଙ୍ଗବାଡି, (୩୦/୫) : ଉପାନ୍ତ ଅଂଚଳକୁ ଚାଲି ଚାଲି ଯାଇ ଲୋକଙ୍କ ସମସ୍ୟା ବୁଝୁଛନ୍ତି ଜି ଉଦୟଗିରି ବିଧାୟକ ଓ ବିଡିଓ । ଯେଉଁ ଅଂଚଳରେ କେବେ ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ପାଦ ପଡିନଥିଲା ସେଠି ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର ଓ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଦୀର୍ଘ ୧୦…

ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ…

ଫୁଲବାଣୀ:-ଅନ୍ତର୍ଜାତୀୟ ସଂଗଠନ ସେଭ୍ ଦି ଚିଲ୍ଡରେନ୍ ତରଫରୁ କ ନୁଆଗାଁ ବ୍ଳକ୍ ର ସାରଂଗଡ ଓ ବଣ୍ଡଗୁଡା ଠାରେ ( ଋତୁସ୍ରାବ ସ୍ୱଚ୍ଛତା ଦିବସ) ପାଳନ ହୋଇଯାଇଛି। ପଂଚାୟତରେ ପୃଥକ ପୃଥକ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ୧୦୦ ରୁ ଅଧିକ କିଶୋରୀ ବାଳିକା , ମହିଳା ସ୍ୱାସ୍ଥ୍ୟକର୍ମୀ ମାନେ…

କନ୍ଧମାଳ : ସାମ୍ବାଦିକଙ୍କ ମାତୃ ବିୟୋଗ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଅତି ପରିଚିତ ସାମ୍ବାଦିକ ବୈଦ୍ୟ ନାୟକଙ୍କ ମା’ ମହାରଗି ନାୟକଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିଲେ । ସେ ଜଣେ ଧର୍ମପରାୟଣ ଓ ପରୋପକାରୀ ମହିଳା ସହ…

ବୈଦ୍ୟନାଥପୁର ଥାନ ଅଞ୍ଚଳ ପାଲଟିଛି ଅପରାଧୀ ଙ୍କ ଅମରାବତୀ..!

ବଢି ଚାଲିଛି ବେଆଇନ କାରବାର, ସତରେ କଣ ଟେର ପାଉନି ପୋଲିସ....! ବ୍ରହ୍ମପୁର : ବୈଦ୍ୟନାଥ ପୁର ଥାନା ଅଞ୍ଚଳ ବର୍ତମାନ ଅପରାଧୀ ମାନଙ୍କ ଚରାଭୂଇ ପାଲୋଟି ଥିବା ଦେଖି ବାକୁ ମିଳିଲାଣି, ଦିନକୁ ଦିନ ବିଭିନ୍ନ ପ୍ରକାର ଚୋରୀ, ଡାକୟତି, ଚୋରା ନିଶାକରବାର ଏଭଳିକି ଦାଦା ବଟି କାରବାର ମଧ୍ୟ…

ବଣାଇ ପୋଲିସର ଜନ ସଚେତନତା କାର୍ଯ୍ୟକ୍ରମ : ସାଇବର ଠକାମୀ ଉପରେ ଗୁରୁତ୍ୱ…

ଅନଲାଇନ ଏବଂ ଫେସବୁକ ଜରିଆରେ ଠକାମି ସମ୍ପର୍କରେ ପୋଲିସ ର ଜନସାଧାରଣ ଙ୍କୁ ସଚେତନତା.. ରାଉରକେଲା ; ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ରେ ବଣାଇ ପୋଲିସ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ପୁଲିସର ଦାୟିତ୍ୱ ଏବଂ ଜନସାଧାରଣଙ୍କ ଅଧିକାର ସମ୍ପର୍କରେ ସଚେତନତା କରାଇବା…

ରାଜ୍ୟ ସମାଜସେବୀ ମହାସଂଘର ସହ ସମ୍ପାଦକ ଭାବେ ଅଂଶୁମାନ ପ୍ରିୟଦର୍ଶନ ମନୋନୀତ

ଫୁଲବାଣୀ : ରାଜ୍ୟ ସମାଜସେବୀ ମହାସଂଘର ନୂତନ ଭାବରେ ଫୁଲବାଣୀର ସମାଜସେବୀ ଅଂଶୁମାନ ପ୍ରିୟଦର୍ଶନଙ୍କୁ ରାଜ୍ୟ ତରଫରୁ ସହ ସମ୍ପାଦକ ଭାବରେ ମନୋନୀତ କରାଯାଇଛି l ଅନୁଷ୍ଠାନିକ ଭାବରେ ସଂଘର ସଭାପତି ନରୋତ୍ତମ ଦାସ ଉପୋରକ୍ତ ଦାୟିତ୍ୱ ପ୍ରଦାନ କରିବା ସହିତ, ତାଙ୍କୁ କନ୍ଧମାଳ ଜିଲ୍ଲାର ସହ…