Browsing Category

ଆଞ୍ଚଳିକ

ମାଲକାନଗିରିରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ ଅନୁଷ୍ଠିତ : ୧ ଲକ୍ଷ ୪୦ ହଜାରରୁ ଊର୍ଦ୍ଧ୍ୱ ମହିଳା…

ମାଲକାନଗିରି : ପବିତ୍ର ରକ୍ଷାବନ୍ଧନ ଅବସରରେ ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନଠାରେ ଜିଲ୍ଲା ସ୍ତରୀୟ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ ଉତ୍ସାହର ସହିତ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ

ନୟାଗଡ ଜିଲ୍ଲା ଚେସ ଆସୋସିଏସନର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

ନୟାଗଡ଼: ଜିଲ୍ଳା ଚେସ ଆସୋସିଏସନର କାର୍ଯ୍ୟକାରୀ କମିଟିର ବୈଠକ କେ.ସି କ୍ଲବ ସଭାଗୃହରେ ସଭାପତି ଭାଗିରଥୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକାରୀ କମିଟି ନିଷ୍ପତ୍ତି ଅନୁଯାୟୀ ଚଳିତ ବର୍ଷ ଅକ୍ଟୋବର ମାସ ୨,୩, ୪ତାରିଖ ତିନିଦିନ ବ୍ୟାପୀ ଅଲ ଓଡ଼ିଶା ଓପନ୍ ସ୍କୁଲ ଚେସ

ଲଗାଣ ବର୍ଷାରେ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଶୁଡ଼ିଲା ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ, ମରାମତି ପାଇଁ ଦାବି

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ୍ ଗୁଗୁରୁମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲିମିଣ୍ଡାମାହା ରେ ଲଗାଣ ବର୍ଷା ଯୋଗୁଁ ପ୍ରାଥମିକ ବିଦ୍ୟାଳୟର ବାରଣ୍ଡାର ଛାତ ଭୁଶୁଡ଼ି ପଡ଼ିଛି। ଫଳରେ ବିଦ୍ୟାଳୟରେ ପାଠପଢ଼ା ଅସୁବିଧା ହେବା ସହ ଛାତ୍ରଛାତ୍ରୀଙ୍କ

ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ହିତାଧିକାରୀଙ୍କୁ ୫ମ କିସ୍ତି

ଜିଲ୍ଲାର 3ଲକ୍ଷ 16 ହଜାର 745 ମହିଳାଙ୍କ ଖାତାକୁ ଗଲା ଅର୍ଥରାଶି କୋରାପୁଟ : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର ସୁଭଦ୍ରା ଯୋଜନାର ହିତାଧିକାରୀ ମହିଳାମାନଙ୍କୁ 5ମ କିସ୍ତିର ଅର୍ଥରାଶି ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲା ଲାଠୀପଡ଼ାଠାରେ ଆୟୋଜିତ ରାଜ୍ୟସ୍ତରୀୟ

ଏକାଗ୍ରତାର ସଫଳତାରେ ଜିମିତ ବିଶ୍ୱାସଙ୍କ ସ୍ୱପ୍ନ ପୂରଣ

ସାଧାରଣ ପରିବାରର ପୁଅ ନିଟ୍‌ରେ ସଫଳତା ହାସଲ କରି ଏମ୍‌ବିବିଏସ୍‌ ପାଇଁ ମୟୂରଭଞ୍ଜ ବାରିପଦା ମେଡିକାଲ କଲେଜରେ ସୁଯୋଗ ଉମରକୋଟ / ରାଇଘର : ମଣିଷ ଜୀବନରେ ଏକାଗ୍ରତା, କଠିନ ପରିଶ୍ରମ ଓ ଦୃଢ଼ ସଙ୍କଳ୍ପ ଏମିତି ଏକ ଶକ୍ତି, ଯାହା ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରେ। ଜୀବନର କେଉଁ

ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ” ନିଶାମୁକ୍ତ ଓଡିଶା ଅଭିଯାନ” ପାଳିତ

ବାଲିଗୁଡା, ତା,୨୮/୦୮ : କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟସ୍ଥ ବୁଡ଼ାଗୁଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କନ୍ଧମାଳ ପୋଲିସ ପ୍ରଶାସନ ତରଫରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ପାଳିତ ହୋଇଯାଇଛି । ଏହି କାର୍ଯକ୍ରମରେ ବାଲିଗୁଡ଼ା ଉପଖଣ୍ଡ ସ୍ଥିତ ଥାନାରୁ ଅତିରିକ୍ତ ଉପ ନିରୀକ୍ଷକ ଯୁଗଳ

ନିଶାମୁକ୍ତ ଭାରତ ଓ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଖୋର୍ଦ୍ଧା : ନାଚୁଣୀ ଥାନା ପକ୍ଷରୁ ଆଜି ନାଚୁଣୀସ୍ଥିତ ହରିପୁର ଉଚ୍ଚ ବିଦ୍ୟାଳୟ ସଲପଡି ଉଚ୍ଚ ବିଦ୍ୟାଳୟ ଓ ନାଚୁଣୀ ମହାବିଦ୍ୟାଳୟରେ ନିଶାମୁକ୍ତ ଭାରତ ଅଭିଯାନ ଓ ସାଇବର ସୁରକ୍ଷା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ନାଚୁଣୀ ଥାନା ଅଧିକାରୀ

ବ୍ରହ୍ମାକୁମାରିସ, ଶାନ୍ତିକୁଣ୍ଡରେ ପବିତ୍ର ରକ୍ଷାବନ୍ଧନ ପର୍ବ ପାଳିତ

ବ୍ରହ୍ମପୁର : ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ, ଶାନ୍ତିକୁଣ୍ଡ, ଗିରିରୋଡ଼ ପ୍ରାଙ୍ଗଣରେ ଆଜି ଆଧ୍ୟାତ୍ମିକ ପର୍ବ - ପବିତ୍ର ରକ୍ଷାବନ୍ଧନ ମହାସମାରୋହରେ ପାଳିତ ହୋଇଅଛି। ଏଥିରେ ଆଲୋଚ୍ୟ ବିଷୟ ଥିଲା - "ଭ୍ରାତୃଭାବର ସ୍ମୃତି ସ୍ୱରୂପ ପର୍ବ - ରକ୍ଷାବନ୍ଧନ"। ବ୍ରହ୍ମପୁର

ଜାତୀୟ କ୍ରୀଡ଼ା ଦିବସ ଅବସରରେ ପଲ୍ଲୀରୁ ଦିଲ୍ଲୀ ଯାଏଁ ଟିପିଏସ୍ଓଡିଏଲର “କ୍ୟାଚ୍ ଦେମ୍ ୟଙ୍ଗ” ଅଭିଯାନର ଜୟଯାତ୍ରା

•ଟିପିଏସ୍‌ଓଡିଏଲ୍‌ର ସହାୟତାପ୍ରାପ୍ତ କ୍ରୀଡ଼ାବିତ୍‌ମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପଦକ ଜିତିଛନ୍ତି; ୪ ଜଣ ୨୦୨୬ ଦିଲ୍ଲୀ ଷ୍ଟେଟ୍ ଓପନ୍ ଆଥଲେଟିକ୍ସ ଚାମ୍ପିୟନସିପ୍ ପାଇଁ ଯୋଗ୍ୟତା ହାସଲ କରିଛନ୍ତି•ସ୍କୁଲସ୍ତରରୁ ପ୍ରତିଭା ଚିହ୍ନଟ କରି ବୃତ୍ତିଗତ ପ୍ରଶିକ୍ଷଣ, ମାର୍ଗଦର୍ଶନ, ପୋଷଣ

ରାକ୍ଷୀ ପୂର୍ଣ୍ଣିମାରେ ସରକାର ଦେଲେ ସୁଭଦ୍ରା ଯୋଜନାର ୫ମ କିସ୍ତି : ଗଞ୍ଜାମର ୯ ଲକ୍ଷରୁ ଉର୍ଦ୍ଧ୍ୱ ମହିଳା…

ମହିଳାଙ୍କ ଆର୍ଥିକ ସଶକ୍ତିକରଣ ସହ ଉଦ୍ୟୋଗିତା ଉପରେ ଗୁରୁତ୍ୱ ଛତ୍ରପୁର : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳା ସଶକ୍ତିକରଣର ଏକ ନୂଆ ଅଧ୍ୟାୟ ଯୋଡ଼ିଛି ସୁଭଦ୍ରା ଯୋଜନା। ଓଡ଼ିଶା ସରକାର ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ୧ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ବ୍ୟାଙ୍କ