Browsing Category

ଆଞ୍ଚଳିକ

କୃଷ୍ଣପୁର ହାଇସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଚିକିଟି : ଏହି ବ୍ଲକ କେ.ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଚିକିଟୀ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନସାମନ୍ତରାୟ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଗୋଷ୍ଟୀ…

ସରକାରୀ ଗାଡ଼ିର ନାହିଁ ବୀମା କି ଫିଟନେସ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ସରକାରୀ କାର୍ଯ୍ୟରେ ବ୍ୟବହାର ହେଉଥିବା ଅନେକ ଗାଡ଼ିର ବୀମା, ପଲ୍ୟୁସନ୍ ଓ ଫିଟନେସ ନଥିବାର ଜଣା ପଡିଛି । ନୟାଗଡ଼ ଜିଲ୍ଲାପାଳଙ୍କ ନାମରେ ଥିବା ଆହାର ଯୋଗାଣ ଗାଡ଼ି, ପୌର ପରିଷଦର ସଫେଇ ଗାଡ଼ି, ନୟାଗଡ଼ ସିଡିଏମଓ ବ୍ୟବହାର କରୁଥିବା ଗାଡ଼ିର ବୀମା ନଥିବା ଜଣା…

ନିଶା ମାଫିଆଙ୍କ କବ୍‌ଜାରେ ହିଞ୍ଜିଳିକାଟୁ ସହର: ଗଳିକନ୍ଦିରେ ବେଆଇନ୍ କାରବାର, ଶୋଇଯାଇଛି ଅବକାରୀ ବିଭାଗ

ହିଞ୍ଜିଳିକାଟୁ ୨୩!୧ : ହିଞ୍ଜିଳି ଥାନା ଅଞ୍ଚଳରେ ବେଆଇନ ଭାବେ ନକଲି ବିଦେଶୀ ମଦ, ଗଞ୍ଜେଇ,ଓ ଧଳାଜହର କାରବାର ବୃଦ୍ଧି ପାଇବାରେ ଲାଗିଛି।ନିଶା ମାଫିଆଙ୍କ କବ୍‌ଜାରେ ଏବେ ଅବକାରୀ ବିଭାଗ । ଗଳିକନ୍ଦିରେ ଚାଲିଛି ଅବାଧ ବେଆଇନ୍ ନିଶାଦ୍ରବ୍ୟର କାରବାର । ଅବକାରୀ ବିଭାଗ ଠାରୁ ଆରମ୍ଭ କରି…

ରାୟଗଡ଼ା ସ୍ୱାମୀ ବିବେକାନନ୍ଦ ସେବା ସମିତି ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ

ରାୟଗଡା : ରାୟଗଡ଼ା ସ୍ଵାମୀ ବିବେକାନନ୍ଦ ସେବା ସମିତି ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ମହାଆଡମ୍ବରରେ ପାଳିତ ହୋଇଯାଇଛି। ରାୟଗଡ଼ା ବିଦ୍ୟା ନଗର ସ୍ଥିତ ମହିଳା ସଂସ୍କୃତି ଅନୁଷ୍ଠାନ ଗୃହରେ ସମିତିର ସଭାପତି ଶ୍ରୀ ଯୋଗେଶ୍ଵର ଦାସଙ୍କ ସଭାପତିତ୍ବରେ…

ମହାକାଶ ଓ ସୌରମଣ୍ଡଳ ବିଷୟରେ ଜ୍ଞାନ ଆହରଣ ପାଇଁ ପ୍ରୟାସ…

ନୋଡାଲ ଏମ ଇ ସ୍କୁଲରେ ଖଗୋଳ ବିଜ୍ଞାନାଗାର ର ଶୁଭ ଉଦ୍ଘାଟନ। ମାଲକାନଗିରି :ମାଲକାନଗିରି ଜିଲ୍ଲା ସଦରମହକୁମା ସ୍ଥିତ ନୋଡାଲ ଏମ ଇ ସ୍କୁଲରେ ବିଶେଷ ଭାବରେ ନିର୍ମିତ କକ୍ଷରେ,ମାନ୍ୟବର ସାଂସଦ ନବରଙ୍ଗପୁର ଶ୍ରୀ ବଳଭଦ୍ର ମାଝୀଙ୍କ କରକମଳରେ 'ଖଗୋଳ ବିଜ୍ଞାନାଗାର' ( Astronomical…

ରଶି ଲଗାଇ ମାନସିକ ଅସ୍ଥିରତା ମଧ୍ୟରେ ଥିବା ଶିକ୍ଷକଙ୍କ ଆତ୍ମହତ୍ୟା

ବାଲିଗୁଡ : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସିନ୍ଦ୍ରିଗାଁ ପଞ୍ଚାୟତର ଜାର୍ଗୀସୁଗା ଗାଁ ର କୁଳମଣି ମଲ୍ଲିକ ନାମକ ଜଣେ ଶିକ୍ଷକ ମହୁଲ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଶିକ୍ଷକ ଜଣକ କିଛି ଦିନ ହେବ ମାନସିକ ଅସ୍ଥିରତା ମଧ୍ୟରେ ରହି ଆସୁଥିଲେ ବୋଲି ଶୁଣିବାକୁ…

ଅବସରପ୍ରାପ୍ତ ବନ କର୍ମଚାରୀଙ୍କ ଦେହାନ୍ତ

ମାଲକାନଗିରି, ୨୨।୧ : ଅବସରପ୍ରାପ୍ତ ବନ କର୍ମଚାରୀଙ୍କ ଅକାଳ ବିୟୋଗ। ମାଲକାନଗିରି ଜିଲ୍ଲା ବନ ବିଭାଗରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଅବସର ନେଇଥିବା ବନ କର୍ମଚାରୀ ଜାନକୀ ବଲ୍ଲଭ ଦାସଙ୍କ ୭୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ତେବେ ମାଲକାନଗିରି ଜିଲ୍ଲା କତାମେଟା ସ୍ଥିତ ବସ ଭାବନରେ ସେ…

ଗାଡି ମଟର ଯାଞ୍ଚ ବେଳେ ଚୋରା ବାଇକ ଉଦ୍ଧାର : ଜଣେ ଗିରଫ, କୋର୍ଟ ଚାଲାଣ

ବାଲିଗୁଡା : କନ୍ଧମାଳ ଜିଲ୍ଲାର ବାଲିଗୁଡା ଥାନା ଅଞ୍ଚଳରେ ଏକ ବାଇକ ଚୋରୀ ହୋଇଥିବା ବେଳେ ଆଜି ପୁଲିସ ସେହି ଚୋରା ବାଇକ କୁ ଜବତ କରିବା ସହ ଜଣେ ଯୁବକକୁ ଗିରଫ କରିଛି । ଘଟଣା ରୁ ପ୍ରକାଶ ଯେ ୨୦୨୦ ମସିହାରେ କଲ୍ଯାଣ ମଣ୍ଡପ ନିକଟରେ ରହୁଥିବା ଶିବ ଶଙ୍କର ବିଶ୍ଵାଳ ନାମକ ବ୍ୟକ୍ତି ଙ୍କ ଏକ…

କୁକୁଡାଖଣ୍ଡି ବ୍ଲକସ୍ତରୀୟ “ଜାତୀୟ ବାଳିକା ଦିବସ” ପାଳନ ମହୋତ୍ସବ

ପ୍ରବନ୍ଧ ଚିତ୍ରାଙ୍କନ ସ୍ଲୋଗାନ ପ୍ରତିଯୋଗିତା (ବରିଷ୍ଠ ଓ କନିଷ୍ଠ) ଷଷ୍ଠ ଠାରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ କୁକୁଡାଖଣ୍ଡି : ୨୨ ତାରିଖ ବୁଧବାର ପୂର୍ବାହ୍ନ ଘ ୧୦.୦୦ ମି ଠାରୁ ଅପରାହ୍ନ ଘ୍୪.୦୦ ମି ସମୟ ମଧ୍ୟେ "ଜାତୀୟ ବାଳିକା ଦିବସ" ଉଦ୍ଘାଟନୀ ଉତ୍ସବ ଏବଂ…