Browsing Category

ଆଞ୍ଚଳିକ

ଆକ୍ସନ ମୋଡ଼ରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ !

ପୂର୍ତ୍ତ ବିଭାଗ ନିର୍ମାଣାଧୀନ ରାସ୍ତା କାର୍ଯ୍ୟର କ୍ବାଲିଟି ଯାଞ୍ଚ କଲେ ବିଧାୟକ ! ଛତ୍ରପୁର : ଆକ୍ସନ ମୋଡ଼ରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ । ପୂର୍ତ୍ତ ବିଭାଗର ରାସ୍ତା କାମ ତଦାରଖ କରିବା ସହ ବ୍ୟାପକ ରାସ୍ତା ନିର୍ମାଣ କାର୍ଯ୍ୟରେ ଅନିୟମିତତା ହୋଇଥିବା ନେଇ ଛତ୍ରପୁର

ଫାରମାଲୋ ଭିଜିଲାନ୍ସ ସପ୍ତାହ

ବ୍ରହ୍ମପୁର : ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ୧୭ ତାରିଖଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଫାରମାଳୋଭିଜିଲାନ୍ସ ସପ୍ତାହ ପାଳିତ ହେଉ ଅଛି । ଡାକ୍ତର ଓ ରୋଗୀ ମାନଙ୍କ ମଧ୍ୟରେ ଔଷଧର ବ୍ୟବହାର ଜନିତ ପାର୍ଶ୍ବ ପ୍ରତିକ୍ରୀୟା ବିଷୟରେ ସଚେତନ କରିବା ଏହାର ଉଦ୍ଦେଶ୍ୟ।ଏହି

ଜଳ ହିଁ ଜୀବନ ପ୍ରକଳ୍ପ ଅଚଳ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବସଟର୍ମୀନାଲ ପରିସରରେ ୱାଟକୋ ତରଫରୁ ଜନସ୍ୱାସ୍ଥ୍ୟ ବିଭାଗ ଓ ମୁନିସୀପାଲଟି ପକ୍ଷରୁ ମାର୍କେଟ କମ୍ପ୍ଲେକ୍ସ ଠାରେ ନିର୍ମାଣ କରାଯାଇଥିବା ପାନୀୟ ଜଳ ହିଁ ଜୀବନ ପ୍ରକଳ୍ପ ଦୀର୍ଘଦିନ ହେଲା ଅଚଳ ହୋଇପଡିଛି। ଫଳରେ ଵସଯାତ୍ରୀ,ବଜାରବାସୀ ଓ

ସମରଝୋଳ ଗ୍ରାମରେ ବାରାହା ଉପଦ୍ରବ, ଅଞ୍ଚଳରେ କୋକୁଆ ଭୟ ଦେଖାଦେଇଛି

ହିଞ୍ଜିଳିକାଟୁ ୧୭/୯ : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସମରଝୋଳ ଗ୍ରାମରେ ବାରାହା ସନ୍ଧ୍ୟା ହେଲେ ବ୍ୟାପକ କ୍ଷୟକ୍ଷତି କରିଛି ଓ ଘର ବାରିପଟରେ ଦଳ ଦଳ ହୋଇ ବୁଲୁଛନ୍ତି । ଗତକାଲି ରାତି ସମୟରେ ସମରଝୋଳ ଗ୍ରାମ ଭିତରେ ପଶି ଖାଉଥିବା ସହ ବାରାହା ଉତ୍ପାତ ଦେଖି ଗ୍ରାମରେ ଭୟର ବାତାବରଣ

ଆସିକା ଟାଉନହଲରେ ବ୍ଲକ ଏବଂ ଏନଏସିସ୍ତରୀୟ ସୁଭଦ୍ରା ଯୋଜନାର ଶୁଭାରମ୍ଭ

ଉପକୃତ ହେବେ ୬୬ ହଜାର ସୁଭଦ୍ରା ହିତାଧିକାରୀ !ଆସିକା : ଆସିକାର ସୋନା ମିନିଚୀନ ଟାଉନହଲ ଠାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୪ତମ ଜନ୍ମ ଦିବସ ଅଵସର ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଯାଇଛି l ଏହି ଶୁଭ ଅଵସରରେ ଆସିକା ମାନ୍ୟବର ବିଧାୟକ ସରୋଜ କୁମାର ପାଢ଼ୀ, ତହସିଲଦାର

ଗଛ ପଡ଼ି ଯାଇଥିବାରୁ ସିଲେରୁ ଚିତ୍ରକୋଣ୍ଡା ରାସ୍ତା ବନ୍ଦ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ଗୁଣ୍ଠାୱାଡାର ମୁଖ୍ୟ ରାସ୍ତାରେ ଗତ ୧୦ ତାରିଖରେ ଲଗାଣ ବର୍ଷା ଯୋଗୁଁ ୪ ଗୋଟି ଗଛ ପଡ଼ି ଯାଇଥିବାରୁ ସିଲେରୁ ଚିତ୍ରକୋଣ୍ଡା ରାସ୍ତା ବନ୍ଦ ହୋଇ ଯାଇଥିଲା । ଇତି ମଧ୍ୟରେ ପାଞ୍ଚ ଦିନ ବିତି ଯାଇଥିଲେ ସୁଦ୍ଧା ଏହା ବାବଦରେ କୌଣସି

ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୭ ତମ ଆବିର୍ଭାବ ଦିବସ ମହୋତ୍ସବ ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଛି ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୭ ତମ ଆବିର୍ଭାବ ଦିବସ ମହୋତ୍ସବ । ଏହି ପରିପ୍ରେକ୍ଷୀରେ ପ୍ରାତଃ ୫:୪୭ ସମୟରୁ ସମବେତ ପ୍ରାର୍ଥନା ସହ ସଦଗ୍ରନ୍ଥ ସମୂହ ପାଠ କରି ଜନ୍ମ ଲଗ୍ନ ଘୋଷଣା ପୂର୍ବକ ଦ୍ବୀପ ପ୍ରଜ୍ବଳନ ଓ

ମାଲକାନଗିରି ଜିଲ୍ଲାରେ ବିକାଶମେଳା ଆୟୋଜନ ନେଇ ପ୍ରସ୍ତୁତି ବୈଠକ…

ମାଲକାନଗିରି : ମାଲକାନଗିରି ସଦର ମହକୁମା ଠାରେ ତିନିଦିନ ନିମନ୍ତେ ବିକାଶ ମେଳା ଅନୁଷ୍ଠିତ ହେବା ନେଇ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କ ଅଧ୍ଯକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା

ସୁଭଦ୍ରା ଯୋଜନାର ତଦାରଖ ନିମନ୍ତେ ଜିଲ୍ଲା ପ୍ରଶାସନର ଜିଲ୍ଲା ଅଧିକାରୀଙ୍କୁ ଗୁରୁ ଦାୟିତ୍ଵ…

ଉମରକୋଟ, ( ୧୭/୦୯/୨୦୨୪) ସରକାରଙ୍କ ଯୁଗାନ୍ତକାରୀ ସୁଭଦ୍ରା ଯୋଜନା ର ସଫଳ ରୂପାୟନ ନିମନ୍ତେ ନବରଙ୍ଗପୁର ଜିଲ୍ଲାରେ ମହିଳା ମାନଙ୍କ ଆବେଦନ ପ୍ରକ୍ରିୟା ଚାଲୁ ରହିଛି।ଏଥି ନିମନ୍ତେ ଦୈନିକ ତଦାରଖ ଓ ନିରୀକ୍ଷଣ କାର୍ଯ୍ୟ ପାଇଁ ନବରଙ୍ଗପୁର ଜ଼ିଲ୍ଲାର ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର

ଗଞ୍ଜେଇ ବ୍ୟବସାୟୀଙ୍କ ଠାରୁ ପିସ୍ତଲ ଓ ତିନି ରାଉଣ୍ଡ ଅଫୁଟା ଗୁଳି ଜବତ

ମାଲକାନଗିରି : ମାଲକାନଗିରି ଚୋରା ଗଞ୍ଜେଇ କାରବାରରେ ଲିପ୍ତ ଥିବା ଜଣେ ବ୍ୟକ୍ତି ଠାରୁ ଗୋଟିଏ ପିସ୍ତଲ ଓ ତିନି ରାଉଣ୍ଡ ଅଫୁଟା ଗୁଳି ଜବତ କରିଛି ମାଲକାନଗିରି ଆଦର୍ଶ ଥାନା ପୋଲିସ । ମାଲକାନଗିରି ବସଷ୍ଟେଣ୍ଡ ସାହିର ଟୁନୁ ଶଗଡିଆ ଦିର୍ଘ ଦିନ ଧରି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ