Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସଚେତନତା ହିଁ କର୍କଟକୁ ହରାଇବାର ପ୍ରଥମ ସୋପାନ
ବ୍ରହ୍ମପୁର,:ଜାତୀୟ ସ୍ତରରେ କ୍ୟାନ୍ସର ଏକ ଗମ୍ଭୀର ରୋଗ ଭାବେ ଉଭା ହୋଇଛି । ଏହି ରୋଗରେ ଆକ୍ରାନ୍ତ ରୋଗୀ ଏବଂ ମୃତ୍ୟୁ ସଂଖ୍ୟା ପ୍ରତି ବର୍ଷ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ମଧ୍ୟ କିଛି ବର୍ଷ ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପିଲାଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ!-->…
ଖମନଖୋଲ ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗାଇବାକୁ ଦାବି
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଖମନଖୋଲ ପଞ୍ଚାୟତରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗାଇଦେବାକୁ ଦାବି କରିଛନ୍ତି ଅଂଚଳବାସୀ । ବାଲିଗୁଡା ବ୍ଳକ ତଥା କନ୍ଧମାଳ ଜିଲାର ସୀମାନ୍ତ ପଞ୍ଚାୟତ ହେଉଛି ଖମନଖୋଲ ଓ ଲଣ୍ଡାଗାଁ। ଖମନଖୋଲ ସ୍ବାସ୍ଥ୍ୟକେନ୍ଦ୍ର ଉପରେ!-->…
ଗୋପାଷ୍ଟମୀ ଓ ଦୀପାବଳି ମିଳନ ଉତ୍ସବ
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଅଗ୍ରୱାଲ ସଭା ଟ୍ରଷ୍ଟ ଏବଂ ଗୋପାଳ ଗୋଶାଳା କମିଟି ଦ୍ବାରା ମିଳିତ ଭାବେ ଆୟୋଜିତ ଶ୍ରୀ ଶ୍ରୀ ଗୋପାଷ୍ଟମୀ ମହୋତ୍ସବ ଏବଂ ଦୀପାବଳି ମିଳନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶସ୍ତି କରଣ ଏବଂ ଶକ୍ତି ମନ୍ତ୍ରୀ କନକ!-->…
କୌଣସି ଶକ୍ତି ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ପୁନଃ ଲାଗୁ କରିପାରିବ ନାହିଁ: ମୋଦୀ
ମୁମ୍ବଇ : ବିଶ୍ବର କୌଣସି ଶକ୍ତି ଜାମ୍ମୁ-କାଶ୍ମୀରରେ ୩୭୦ ଧାରାକୁ ପୁନଃ ଲାଗୁ କରିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଧାରା ୩୭୦କୁ ପୁନଃ ଲାଗୁ କରିବା ଲାଗି ଏକ ପ୍ରସ୍ତାବ ଜାମ୍ମୁ-କାଶ୍ମୀର ବିଧାନସଭାରେ ଗୃହୀତ ହୋଇଥିବାବେଳେ ମୋଦୀ ଶୁକ୍ରବାର ଏପରି!-->…
ଆସିକା ପୋଲିସର ଦବଙ୍ଗଗିରି ବାବୁଙ୍କ ଉପରେ କାର୍ଯ୍ୟନୁଷ୍ଠାନ ହେବ କେବେ….?
ଏ.ସପି ଙ୍କ ପ୍ରତିଶୃତି ନାଲିଫିତା ତଳେ ଦବିଗଲାକି ……??
ରାୟଗଡ଼ା ଚନ୍ଦ୍ରଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪ର୍ଥ ଶ୍ରେଣୀ ଛାତ୍ରଙ୍କର ଝୁଲନ୍ତା ଶବ ଉଦ୍ଧାର…
ରାୟଗଡ଼ା : ତା : ୦୯/୧୧/୨୪ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ଥାନା ଚନ୍ଦ୍ରଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉକ୍ତ ବିଦ୍ୟାଳୟରେ ଗତକାଲି ଅଧ୍ୟନରେ ଜଣେ ଛାତ୍ର ନିଜ ବେକରେ ଟାୱାଲ ଯୋଗୁଁ ଆତ୍ମହତ୍ୟା କରିଥିବା ଓ ଝୁଲନ୍ତା ଅବସ୍ଥାରେ ଥିବା!-->!-->!-->…
ଭିନ୍ନକ୍ଷମ ସହାୟତା କେନ୍ଦ୍ର ନିମନ୍ତେ ଗୃହ କିମ୍ବା ଜମି ପ୍ରଦାନ ନିମନ୍ତେ ରାଜ୍ୟ ଇସ୍ପାତ,ଖଣି,ବାଣିଜ୍ୟ ଓ ପରିବହନ…
ବ୍ରହ୍ମପୁର : ମୁକ୍ତ ଆକାଶ ଭିନ୍ନକ୍ଷମ ଉନ୍ନୟନ ସଂଗଠନ ଦୀର୍ଘ ୧୫ ବର୍ଷ ହେବ ବ୍ରହ୍ମପୁର ଅଂଚଳରେ ଭିନ୍ନକ୍ଷମ ଭାଇ ଓ ଭଉଣୀ ମାନଙ୍କୁ ନେଇ ଗଠନ କରିଆସୁଛି ଏବଂ ଏହି ଅନୁଷ୍ଠାନ ସରକାରଙ୍କ ଦ୍ବାରା ପଞ୍ଜିକୃତ ବ୍ରହ୍ମପୁରର ଏକମାତ୍ର ଅନୁଷ୍ଠାନ । ଭିନ୍ନକ୍ଷମ ମାନଙ୍କ ସମସ୍ୟା ଓ ଜୀବନ!-->!-->!-->…
ସ୍ବର୍ଗତ ଡ଼.ଚିନ୍ତାମଣି ଭାରତୀ (ପୂର୍ବତନ ଅଧ୍ୟାପକ) ଙ୍କ ସ୍ମୃତି ସଭା
ଛତ୍ରପୁର : ଓଡିଶା ଭାଷା ଓ ସାହିତ୍ୟ ର ବରିଷ୍ଠ ପ୍ରାଧ୍ୟାପକ ଓ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର N.C.C ଆର୍ମି ବିଭାଗର ପୁର୍ବତନ ମେଜର ତଥା ଓଡ଼ିଆ ବିଭାଗ ର ଅଧ୍ୟାପକ ଡ଼ ଚିନ୍ତାମଣି ଭାରତୀ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର କଟକ ର ଏକ ଘରୋଇ ହସ୍ପିଟାଲ ରେ ପରଲୋକ ହୋଇ ଯାଇଛି l ସେ!-->…
ଉନ୍ନତ ଫଳଚାଷ ସମ୍ମନ୍ଧୀୟ ପ୍ରଶିକ୍ଷଣ ଶିବିର
ଛତ୍ରପୁର : କୃଷି ବିଜ୍ଞାନ କେନ୍ଦ୍ର ଆନୁକୁଲ୍ୟରେ ଛତ୍ରପୁର ଉଦ୍ୟାନ ବିଭାଗ ର ସହଯୋଗରେ ସ୍ଥାନୀୟ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଦୁଇଦିନ ଧରି ଉନ୍ନତ ବୈଜ୍ଞାନିକ ପ୍ରଣାଳୀରେ ଫଳ ଚାଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ!-->…
ନବରଂଗପୁର ଠାରୁ ବିଜୟୱାଡ଼ା ପର୍ଯ୍ୟନ୍ତ ନୂତନ ବସସେବାର ଶୁଭାରମ୍ଭ
ନବରଂଗପୁର : ଆଜି ସ୍ଥାନୀୟ ଓ.ଏସ.ଆର୍.ଟି.ସି ବସ୍ ଡିପୋ ଠାରେ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ବସ ସେବା ଯୋଜନା ଅନ୍ତର୍ଗତ ନବରଙ୍ଗପୁର ଠାରୁ ବିଜୟୱାଡ଼ା ପର୍ଯ୍ୟନ୍ତ ନୂତନ ଭଲଭୋ ଅତ୍ୟାଧୁନିକ ବସ ସେବା ର ଶୁଭାରମ୍ଭ ହୋଇଯାଇଅଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଦ୍ୟାଳୟ ଓ!-->…