Browsing Category

ଆଞ୍ଚଳିକ

କନ୍ଧମାଳ ଜିଲ୍ଳାପାଳଙ୍କ ସୁଭଦ୍ରା ଯୋଜନା ସମ୍ପର୍କିତ ସଚେତନତା ବାର୍ତ୍ତା

ଫୁଲବାଣୀ : ଆଜି କନ୍ଧମାଳ ଜିଲ୍ଲପାଳଙ୍କ ସୁଭଦ୍ରା ଯୋଜନା ସମ୍ପକିର୍ତ ବାର୍ତ୍ତା ସମଗ୍ର କନ୍ଧମାଳ ବାସୀଙ୍କୁ ଭିଡିଓ ମାଧ୍ୟମ ରେ ଜଣାଇଛନ୍ତି l ଏଥିରେ ଜିଲ୍ଲାପାଳଙ୍କ ପକ୍ଷରୁ କୁହାଯାଇଛି ଯେ ସୁଭଦ୍ରା ଯୋଜନାରେ ମହିଳା ମାନଙ୍କୁ ଆର୍ଥିକ ସହାୟତା ନିମନ୍ତେ ଆବେଦନ ପାଇଁ ରାଜ୍ୟ ସରକାରଙ୍କ

ଜାତୀୟ ସେବାଯୋଜନା ସ୍ବତନ୍ତ୍ର ଶିବିର ଉଦଘାଟିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଧନେଶ୍ବର ଖୁଣ୍ଟିଅ!, ଏ ବି ଓ ରାଇକିଆ ଏବଂ ମୁଖ୍ୟ ବକ୍ତା

ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟକଳାପ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର ମହକୁମା ସ୍ଥିତ ଏସଏସଡି ହାଇସ୍କୁଲ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ନିଜର ଆଧିପତ୍ୟ ବର୍ତ୍ତମାନ ସୁଦ୍ଧା ଜାରି ରହିଥିବା ନଜର ଆସୁଛି । ଅବସର ନେବାର ଦୁଇ ମାସ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ

ସମଗ୍ର କନ୍ଧମାଳରେ ନିଅଣ୍ଟିଆ ବର୍ଷା : ଚିନ୍ତାରେ ପରିବା ଚାଷୀ

ବାଲିଗୁଡା, ୦୬/୦୯ : ସମଗ୍ର କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇଛି । ଏହାର ପ୍ରଭାବ ବିଭିନ୍ନ ଚାଷ କାର୍ଯ୍ୟ ଉପରେ ଦେଖିବାକୁ ମିଳିଛି । ବିଶେଷ କରି ପନିପରିବା ଚାଷୀ କ୍ଷତି ସହିଛନ୍ତି । ପୂର୍ବ ବର୍ଷ ତୁଳନାରେ ଚିଳିତ ବର୍ଷ କମ ପନିପରିବା ଉତ୍ପାଦନ ହୋଇଛି ।

ଆଧାର- ମୋବାଇଲ ଲିଙ୍କ ବାଧ୍ୟ ନୁହେଁ,ସାମ୍ବାଦିକ ସମ୍ମିଳନୀରେ ମତରଖିଲେ ଜିଲ୍ଲାପାଳ…

ମାଲକାନଗିରି, ୦୬/୦୯/୨୪:ସୁଭଦ୍ରା ଯୋଜନାରେ ଆବେଦନ ପ୍ରକ୍ରିୟାର ଆରମ୍ଭ ହୋଇଛି। ଏଥି ନିମନ୍ତେ ଆଧାରରେ ଫୋନ୍ ନମ୍ବର ଲିଙ୍କ୍ କୁ ନେଇ ବିଭିନ୍ନ ଆଧାର ସେଣ୍ଟର ଓ ପୋଷ୍ଟ ଅଫିସ ରେ ପ୍ରବଳ ଗହଳି ଲାଗିରହିଛି । ଦୂରଦୂରାନ୍ତରୁ ଲୋକେ ରାତିଅଧିଆ ଲାଇନ ଲଗାଇଥିବା ଖବର ସର୍ବପ୍ରଥମେ ନିଷର୍ତ୍ତ

ନବରଙ୍ଗପୁର ଜିଲ୍ଲାରେ ସୁଭଦ୍ରା ଯୋଜନା କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ପ୍ରଦାନ କଲେ ଜିଲ୍ଲାପାଳ ଡଃ ଶୁଭଙ୍କର…

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ସୁଭଦ୍ରା ଯୋଜନାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଆହୂତସାମ୍ବାଦିକ ସମ୍ମିଳନୀରେ ଡଃ ମହାପାତ୍ର ଜିଲ୍ଲାରେ ସୁଭଦ୍ରା ଯୋଜନା ସମ୍ପର୍କ ରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ଡଃ ମହାପାତ୍ର ପ୍ରକାଶ କଲେ

ସାଇ କଲ୍ୟାଣ ମଣ୍ଡପରେ ଜିଲ୍ଲାସ୍ତରୀୟ ଗୁରୁଦିବସ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବ ଅନୁଷ୍ଠିତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲପାଳ ତଥା ମୋ ସ୍କୁଲ ଅଭିଯାନ ଅଧ୍ୟକ୍ଷ ଡଃ ଶୁଭଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଧାୟକ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଅବସରରେ ଜିଲ୍ଲାର ୧୨୧୫ ଜଣ କୃତୀ ବିଦ୍ୟାର୍ଥୀ ଙ୍କୁ ମୁଖ୍ୟମନ୍ତ୍ରୀ

ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ବୋହୁ ମୃତ, ଶାଶୁ ଗୁରୁତର

ନବରଙ୍ଗପୁର : ବଡ଼ ବାସିନୀ ଗ୍ରାମ ରେ ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ବୋହୁ ମୃତ,ଶାଶୁ ଗୁରୁତର ଓ ଉମରକୋଟ ମେଡ଼ିକାଲରେ ଭର୍ତ୍ତିନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡବାସିନୀ ଗ୍ରାମ ଠାରେ ବଜ୍ରାପାତ ରେ କୁନ୍ତୀ ହରିଜନ ନାମକ ଜଣେ ମହିଳା ମୃତ୍ୟୁ ବରଣ କରିଥିବା ବେଳେ, ମହିଳା ଙ୍କ

ଉତ୍କଳ ପରିଷଦ ଓ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଗୁରୁଦିବସ ଅବସରରେ ଗୁରୁ ସମ୍ମାନ କାର୍ଯ୍ୟକ୍ରମ

ନବରଙ୍ଗପୁର : ନବରଙ୍ଗପୁର ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ପରିଷଦ ଓ ସମ୍ବାଦ ସାହିତ୍ୟ ଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ତୃପ୍ତି ଲଜ୍ ସମ୍ମିଳନୀ କକ୍ଷ ଠାରେ ଗୁରୁ ଦିବସ ଓ ଗୁରୁ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗୁରୁ ମାନଙ୍କୁ ଉତ୍ତରୀୟ ଦେଇ

ଟାଙ୍ଗଣା ପଲ୍ଲୀ ଅଞ୍ଚଳରେ ସମୂହ ଗୁରୁପୂଜନ ମହୋତ୍ସବ-ଶିକ୍ଷକଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା

ଛତ୍ରପୁର : ପବିତ୍ର ଗୁରୁଦିବସ ଅବସରରେ ଟାଙ୍ଗଣା ପଲ୍ଲୀ ଅଞ୍ଚଳରେ ଗୁରୁପୂଜନ ମହୋତ୍ସବ ମହା ଆଡମ୍ବର ସହ ପାଳନ ହୋଇଯାଇଛି।ଟାଙ୍ଗଣା ପଲ୍ଲୀ ହରଗୌରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପଞ୍ଚାୟତ ସ୍ତରୀୟ ଗୁରୁପୂଜନ ମହୋତ୍ସବ ପାଳିତ ହୋଇଯାଇଛି।ବିଦ୍ୟାଳୟର ପ୍ରତିଷ୍ଠାତା ସଂପାଦକ ତଥା ଅବସରପ୍ରାପ୍ତ