Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମାଓଉପଦ୍ରୁତ ସାଲିମି ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନଶୁଣାଣି
ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲାପାଳ ଜନ ଶୁଣାଣି କାର୍ଯ୍ୟକ୍ରମ ବ୍ଲକ କାର୍ଯ୍ୟାଳୟରେ ସୀମିତନ କରି ଗ୍ରାମାଞ୍ଚଳରେ କାର୍ଯ୍ୟକ୍ରମ ପାଇଁ ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଆଜି ମାଥିଲି ବ୍ଲକ ସାଲିମି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜନ କରାଯାଇଛି।ଆଜିର!-->…
ରାୟଗଡ଼ା ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ସେବା ସପ୍ତାହ ପାଳନ
ରାୟଗଡ଼ା : ରାୟଗଡା ନଗର ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପକ୍ଷରୁ ସେବା ସପ୍ତାହ ର ଶୁଭାରମ୍ଭ ହେଇଯାଇଛି। ସୂଚନା ଅନୁସାରେ ଏହି ସେବା ସପ୍ତାହ ୭ ଦିନ ଧରି ରାୟଗଡ଼ା ନଗର ରେ ଚାଲୁ ରହିବ। ସେବା ହିଁ ପରମ ଧର୍ମ ବାର୍ତ୍ତା ନେଇ ସମାଜ ରେ ପ୍ରତ୍ୟକ ବ୍ୟକ୍ତି ଙ୍କ ମନରେ ସେବା ଭାବନା ଜାତ!-->…
ବାଲି ବୋଝେଇ ହାଇଓ୍ବା ଧକ୍କାରେ ୨ ଛାତ୍ରୀ ଆହତ
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ହିଞ୍ଜିଳି କାଳୀ ମନ୍ଦିର ଛକ ନିକଟରେ ବାଲି ବୋଝେଇ ହାଇଓ୍ବା () ଧକ୍କାରେ ୨ ଛାତ୍ରୀ ଆହତ ହୋଇଛନ୍ତି। ଆହତ ମାନେ ହେଲେ ହିଞ୍ଜିଳି ଥାନା ସିକିରି ଗ୍ରାମର ଲିଜା ପ୍ରଧାନ (୧୪) ଓ ହିଞ୍ଜିଳି ମଠପଦର ସାହିର ମୋହିନୀ ସାହୁ(୧୭)!-->…
ରାମଚଣ୍ଡୀ ପୀଠରେ ସମ୍ବର୍ଦ୍ଧିତ ହେଲେ ସୁନାମଧନ୍ୟ ଓଡିଆ ଚଳଚିତ୍ର ନୃତ୍ୟଗୁରୁ ଅମିତ କୁମାର ନାୟକ
ଛତ୍ରପୁର : ଓଡ଼ିଆ ସିନେମା ଜଗତରେ ଚହଳ ପକାଇଥିବା କର୍ମ ଫିଲ୍ମର ଚିରିଂ ଚିରିଂ ଗୀତ ତଥା ମାଲ୍ୟଗିରିର ଧୁଳିଆ ଜନ୍ଦା ଗୀତର ପ୍ରଚ୍ଛଦପଟର ସୁନାମଧନ୍ୟ ନୃତ୍ୟ ଗୁରୁ ଏବଂ ନିର୍ଦ୍ଧେଶକ ଅମିତ କୁମାର ନାୟକ ଆଜି ମାଁ ରାମଚଣ୍ଡୀଙ୍କ ପୀଠକୁ ଆସି ଦର୍ଶନ କରିବା ସହ ମନ୍ଦିର ବିଷୟରେ ମନ୍ଦିର ପୂଜା!-->…
ଗୋପାଳପୁର ବନ୍ଦର ନିକଟରେ ଲଙ୍ଗର ପକାଇଥିବା ଆଇଏନଏସ କୁଠାରକୁ ବୁଲି ଦେଖିଲେ ୟୁରୋ ସ୍କୁଲର ବିଦ୍ୟାର୍ଥୀ
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଗୋପାଳପୁର ବନ୍ଦର ନିକଟ ବର୍ଥ ନଂ ୧ରେ ଭାରତୀୟ ନୌ ସେନାର ଯୁଦ୍ଧ ଜାହାଜ "କୁଠାର" ରବିବାର ଠାରୁ ଲଙ୍ଗର ପକାଇଛି । ଏହି ଜାହାଜ କୁ ଦେଖିବାକୁ ନିମନ୍ତେ ସକାଳ ୯ ଘଣ୍ଟା ଠାରୁ ଅପରାହ୍ନ ୪.୩୦ ମିନଟ ପର୍ଯ୍ୟନ୍ତ ପର୍ଯ୍ୟଟକ, ସ୍ଥାନୀୟ ବାସିନ୍ଦା ଏବଂ ଛାତ୍ରଛାତ୍ରୀ!-->…
ଯଶୋଦା ଫାଉଣ୍ଡେସନ ପକ୍ଷରୁ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ
ଛତ୍ରପୁର : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ଛତ୍ରପୁର ବ୍ଲକ ଅନ୍ତର୍ଗତ ନିମପଲ୍ଲୀ ଗ୍ରାମର ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯଶୋଦା ଫାଉଣ୍ଡେସନ ର ଟ୍ରଷ୍ଟ୍ରି ସାଗରିକା ପଣ୍ଡାଙ୍କ ପୌରହିତରେ ଅନୁଷ୍ଠିତ!-->…
ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ
ବ୍ରହ୍ମପୁର : ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଆଜି ସୋମବାର ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡାକ୍ତର ସର୍ବନା ବିବେକ ଏମ,!-->…
ବେଆଇନ କୋଠା ନିର୍ମାଣକୁ ବିରୋଧ କରି ସ୍ମାରକପତ୍ର…
ବ୍ରହ୍ମପୁର : .ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନମ୍ବର ୧୦ ଅଞ୍ଚଳରେ ସରକାରୀ ଜମିରେ ବେଆଇନ ହୋଠା ନିର୍ମାଣକୁ ବିରୋଧ କରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଅଞ୍ଚଳବାସୀ ଦେଲେ ସ୍ମାରକପତ୍ର। ୱାର୍ଡ ନମ୍ବର ୧୦ ଅନ୍ତର୍ଗତ ଯେ, ନୀଳକଣ୍ଠ ନଗରରେ ଥିବା ଜଳସେଚନ ବିଭାଗର ସରକାରୀ!-->…
ବୀରମିତ୍ରପୁର ପୌରପାଳିକା କାର୍ଯ୍ୟାଳୟରୁ ଲକ୍ଷାଧିକ ମୂଲ୍ୟର ଲୁହାଛଡ ଚୋରି
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅଧୀନସ୍ଥ ପୌରପାଳିକା କାର୍ଯ୍ୟାଳୟରେ ନିର୍ମାଣ କାର୍ଯ୍ୟ ହେଉଥିବା ବେଳେ ଗତ ଦୁଇ ଦିନ ତଳେ ଚୋରା ମାନଙ୍କର ଗୋଟିଏ ଗେଙ୍ଗ ରାତ୍ରରେ ଲୁହା କଟର ମେସିନ ବେଵହାର କରି ଲକ୍ଷାଧିକ ମୂଲ୍ୟର ଲୁହା ଖମ୍ବକୁ କାଟି ଚୋରି କରି ନେଇ ଥିଲେ |!-->…
୭୬ ତମ ଏନ୍ସିସି ଦିବସ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ରେ ୭୬ ତମ ଏନ୍ସିସି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସୁବାଷ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ପତକା ଉତ୍ତୋଳନ କରିଥିଲେ । ଏଥି ସହିତ ଏନସିସି ଦିବସର ଉଦ୍ଦେଶ୍ୟ ଆଭିମୁଖ୍ୟ ସହ!-->…