Browsing Category

ଆଞ୍ଚଳିକ

ଛତିଶଗଡ଼ରେ ବଡ ଧରଣର ମାଓ ଅପରେସନ ରେ ୩୬ ନକ୍ସଲ ନିପାତ ମୃତ, ମୃତ ନକ୍ସଲଙ୍କ ପରିଚୟ ଖୋଜୁଛି ପୁଲିସ

ମାଲକାନଗିରି, ୫।୧୦ : ଛତିଶଗଡ ନାରାଣପୁର ଜିଲ୍ଲାରେ ଗତକାଲି ଚଳିତ ବର୍ଷର ସବୁଠାରୁ ବଡ ଏନକାଉଣ୍ଟର ହୋଇଛି। ଯେଉଁଥିରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୩୧ ଜଣ ମାଓବାଦୀ ପ୍ରାଣ ହରାଇଥିବା ବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ଅନେକ ବଡ ବଡ ମାଓ ନେତା ଥିବା

ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଫୁଲବାଣୀ : ଫୁଲବାଣୀ ସ୍ଥିତ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ୟୁଥ୍ ରେଡ୍ କ୍ରସ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରକୁ ମହାବିଦ୍ୟାଳୟର ଅଧ୍ଯକ୍ଷା ତନୁଜା ସିଂହ ଉଦ୍ଘାଟନ କରିଥିଲେ ଥିଲେ । ଫୁଲବାଣୀ ବ୍ଲଡ ବ୍ୟାଙ୍କର ମୁଖ୍ୟ ଡ.

ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ମାଲକାନଗିରି, ୫।୧୦ ମାଲକାନଗିରି ଜିଲ୍ଲା ସଦରରେ ଥିବା ଭେଟନାରୀ ସାହିରେ ଏକ ଘର ମଧ୍ୟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକ ନାମ ଏମ ନବୀନ ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ ଜିଲ୍ଲା ସଦରରେ ଥିବା ଭେଟନାରୀ ସାହିରେ ପରିବାର ସହ ରହୁଥିବା ଯୁବକ ଏମ ନବୀନ ଆଜି ନିଜ

ପାଠ୍ୟ ପୁସ୍ତକରେ ଶହୀଦମାନଙ୍କ ବିଷୟ ପଢ଼ାଯିବାକୁ ଦାବୀ

ଶହୀଦ ବାଜି ରାଉତ ସ୍ମୃତି ସଭା ବ୍ରହ୍ମପୁର : ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ସ୍ୱାଧୀନତା ସଂଗ୍ରାମର ସର୍ବକନିଷ୍ଠ ଯୋଦ୍ଧା ତଥା ଶହୀଦ ବାଜି ରାଉତଙ୍କ ୯୮ତମ ଜୟନ୍ତୀକୁ ଯଥା ସମ୍ମାନର ସହ ପାଳନ ହୋଇଯାଇଛି l ବାଜି ରାଉତଙ୍କ ଉଧେଶ୍ୟରେ ସମିତି ସମ୍ପାଦକ

କୁର୍ଙ୍ଗୁଲି ନାଳରେ କାର ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚାଳକ

ବାଲିଗୁଡା, : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ ନିକଟସ୍ଥ କୁର୍ଙ୍ଗୁଲି ନାଳରେ ଏକ କାର ଦୁର୍ଘଟଣା ଘଟି ଅଳ୍ପେକ ବର୍ତ୍ତିଲେ ଚାଳକ । ସୂଚନା ପ୍ରକାରେ ଶନିବାର ବାଲିଗୁଡା ପଟରୁ ଓଆର୍ ୦୭ ଭି ୩୬୧୬ କାର ଦ୍ରୁତ ଗତିରେ ଫୁଲବାଣୀ ଯାଉଥିବା ବେଳେ ସାରଙ୍ଗଗଡ

ଚିକିତ୍ସା ଅବହେଳା ଜନିତ ମୃତ୍ୟୁର ତଦନ୍ତ ଆରମ୍ଭ

ଛତ୍ରପୁର: ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ଅବହେଳା ପାଇଁ ଜଣେ ବ୍ୟକ୍ତିଙ୍କର ଚଳିତ ମାସ ୨ ତାରିଖ ଦିନ ଚମାଖଣ୍ଡି ଥାନା ଅଧିନ ଘଡଘଡାପଲ୍ଲୀ ଗ୍ରାମର ଡି.ଜଗାରାଓ ପାତ୍ରଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଥିଲେ। ଶନିବାର ବ୍ରହ୍ମପୁର ସିଡିଏମଓ କାର୍ଯ୍ୟାଳୟର ଜଣେ

କନ୍ଧମାଳ ଜିଲ୍ଲାରେ ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ହରିଶ ବି.ସି ଦାୟିତ୍ଵ ଗ୍ରହଣ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ହରିଶ ବି.ସି ଦାୟିତ୍ଵ ଗ୍ରହଣ କରିଛନ୍ତି । କନ୍ଧମାଳ ଏସ୍.ପି ସୁଭେନ୍ଦୁ କୁମାର ପାତ୍ରଙ୍କ ଠାରୁ ସେ ଦାୟିତ୍ୱ ନେଇଛନ୍ତି । ଦାୟିତ୍ଵ ନେବା ପରେ ଜିଲ୍ଲାରେ ଆଇନ ଶୃଙ୍ଖଳା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ, ଟ୍ରାଫିକ ସମସ୍ଯା

ପେନାବାଲି ପ୍ରାଥମିକ ବିଦ୍ୟାଳୟ ଠାରେ ଭାଳିଆପଡ଼ା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ କାର୍ଯ୍ୟକ୍ରମ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପେନାବାଲି ପ୍ରାଥମିକ ବିଦ୍ୟାଳୟ ଠାରେ ଭାଳିଆପଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ଅନୁଷ୍ଠିତ ହୋଇଯାଇଛି l ପେନାବାଲି କ୍ଲଷ୍ଟର ର ସମସ୍ତ ପ୍ରାଥମିକ ବିଦ୍ୟାଳୟ କୁ ନେଇ ଶିଶୁ ମହୋତ୍ସବ ସୁରଭି

ଅବକାରୀ ଓ ପୋଲିସର ମିଳିତ ଚଢାଉ, ମହୁଲ ଓ ଦେଶୀ ମଦ ଜବତ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନସ୍ଥ ସଲଙ୍ଗାବାହାଲ ଗ୍ରାମରୁ ଆଜି ମୋଟ ଚାରି ଜଣଙ୍କୁ ଗିରଫ କରାଯାଇଛି | ରାଏବଗା ପୋଲିସ ପକ୍ଷରୁ ଦୁଇଜଣ ଓ ବୀରମିତ୍ରପୁର ଅବକାରୀ ବିଭାଗ ପକ୍ଷରୁ ଦୁଇ ଜଣଙ୍କ ନାମରେ ମୋକଦ୍ଦମା ରୁଜ୍ଜୁ କରାଯାଇଛି | ଅବକାରୀ ବିଭାଗ ପକ୍ଷରୁ PR no

ସୀମାନ୍ତରେ ଯବାନଙ୍କ ଗୁଳିରେ ୨୩ ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ସୁରକ୍ଷା ବଳକୁ ମିଳିଛି ବଡ ସଫଳତା । ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨୩ ମାଓବାଦୀ ନିହତ ହୋଇଥିବା ବେଳେ ଅନେକ ମାଓ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ନେଇ ନାରାୟଣପୁର ଏସପି ପ୍ରଭାତ କୁମାର ସୂଚନା ଦେଇଛନ୍ତି।