Browsing Category

ଆଞ୍ଚଳିକ

ଚିକିଟୀ ରେ ବାଘ ପରେ ତିନି ଟିକିଆ ହାତୀ ଆତଙ୍କ…

ଚିକିଟୀ : ବ୍ରହ୍ମପୁର ବନଖଣ୍ତ ଅଧିନସ୍ଥ ଦିଗପହଣ୍ଡି ବନାଞ୍ଚଳ ଅନ୍ତର୍ଗତ ଚିକିଟୀ ଅଞ୍ଚଳରେ ଗତ କିଛିଦିନ ଧରି ମହାବଳ ବାଘ ଆତଙ୍କ ସୃଷ୍ଟି କରିଛି। ଚିକିଟୀ ଅଞ୍ଚଳରେ ବନ୍ୟଜନ୍ତୁ ଭ୍ରମଣ ଯୋଗୁଁ ସ୍ଥାନୀୟ ଜନସାଧାରଣ ଆତଙ୍କିତ ହୋଇଥିବା ଜଣାପଡିଛି। ପ୍ରତ୍ୟେକ ଦିନ ସନ୍ଧ୍ୟା ହେଲେ ଲୋକେ ବାହାରକୁ…

ଅରବିନ୍ଦନଗର ଆଦର୍ଶ ଅଙ୍ଗନବାଡିରେ ଶିଶୁ ଦିବସ ପାଳିତ

ଫୁଲବାଣୀ : ଫୁଲବାଣୀ ବ୍ଳକର ଅରବିନ୍ଦନଗର ଆଦର୍ଶ ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ବୈଜୟନ୍ତୀ କହଁରଙ୍କ ସଭାପତିତ୍ବରେ କୁନି କୁନି ପିଲାଙ୍କୁ ନେଇ ଶିଶୁ ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଆଇନଜୀବୀ ସତ୍ୟ ନାରାୟଣ ବେହେରା ଯୋଗଦେଇ ଶିଶୁ ମାନେ ଆମର…

ଧାନଗଦାରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଧାନଗଦା ପୋଡ଼ି ପାଉଁଶ

ଉମରକୋଟ / ବେହେଡ଼ା : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡ଼ା ଗ୍ରାମ ପଞ୍ଚାୟତର ନୂଆଗୁଡ଼ା ଗ୍ରାମରେ ଥିବା ସୁବୁଲାଲ ଗଣ୍ଡ ଓ ଗାଣ୍ଡା ଗଣ୍ଡଙ୍କ ଧାନ ଗଦାରେ ନିଆଁ ଲାଗି ଧାନ ଗଦା ସମ୍ପୂର୍ଣ୍ଣ ପଡ଼ି ପାଉଁଶ ହୋଇ ଯାଇଛି। ଧାର କରଜ କରି କଷ୍ଟରେ ଧାନ ଚାଷ କରି ଅମଳ କରିବା…

କେନ୍ଦ୍ରୀୟ ବିଦ୍ୟାଳୟ ମାଲକାନଗିରିରେ ଧୂମଧାମରେ ଶିଶୁ ଦିବସ ପାଳନ

ମାଲକାନଗିରି : କେନ୍ଦ୍ରୀୟ ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ କୈଳାଶ ମୀନାଙ୍କ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଭାରତ ର ପ୍ରଥମ ପ୍ରଧାନମନ୍ତ୍ରୀ ଶ୍ରୀ ଜବାହରଲାଲ ନେହେରୁ ଙ୍କ ପ୍ରତିଛବି କୁ ପୁଷ୍ପ ଗୁଚ୍ଛ ଅର୍ପଣ କରି ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ବିଦ୍ୟାଳୟ…

ବିପ୍ପଣୀ ନିରୀକ୍ଷକମାନେ ମଣ୍ଡିରେ ଧାନ ବିକ୍ରୟ କରିବାକୁ ଚାଷୀମାନଙ୍କୁ ସଚେତନ କରିବାକୁ ପରାମର୍ଶ : ଜିଲ୍ଲାପାଳ

ଫୁଲବାଣୀ : ଖରିଫ୍ ବର୍ଷ- ୨୦୨୪-୨୫ ପାଇଁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ କନ୍ଧମାଳ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିପ୍ପଣୀ ନିରୀକ୍ଷକମାନେ ମଣ୍ଡିରେ ଧାନ ବିକ୍ରୟ କରିବାକୁ…

ଆସିକା ଜବର ଦଖଲ ଉଛେଦ ଧୂଆଁବାଣ…..?

ବଢ଼ିବା ରେ ଲାଗିଛି ଟ୍ରାଫିକ ସମସ୍ୟା...ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ସର୍ବ ବୃହତ ଗମନା ଗମନର କେନ୍ଦ୍ର ସ୍ଥଳି ଆସିକା। ଆସିକା ସହର ରେ ଚଳ ପ୍ରଚଳ ପାଇଁ ଖମ୍ବେଶ୍ୱରୀ ପାଟଣା ଓ ଅଶୋକ ସିନେମା ହାଲର କେଵେଳ ଏହି ଦୁଇଟି ରାସ୍ତା ରହିଛି। ବସଷ୍ଟାଣ୍ଡ ଯିବା ପାଇଁ କେବଳ ବିନାୟକ ବଜାର…

ଜିଲ୍ଲାରେ ପର୍ଯ୍ୟଟନସ୍ଥଳର ବିକାଶ ଲାଗି ପର୍ଯ୍ୟଟନ ବିଭାଗକୁ ପତ୍ର ଲେଖିଲେ ବିଧାୟକ ନରସିଂହ ମାଡକାମୀ

ମାଲକାନଗିରି : ମାଲକାନଗିରି ଦୀର୍ଘବର୍ଷ ଧରି ଜିଲ୍ଲାରେ ମାଓ ପ୍ରଭାବ ଯୋଗୁଁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଠପ ହୋଇ ପଡ଼ିଥିଲା । ଯାଦ୍ୱାରା ଜିଲ୍ଲା ର ସବୁଜିମା ଓ ବିଭିନ୍ନ ଦର୍ଶନୀୟ ସ୍ଥାନ,ଜଳ ପ୍ରପାତ ଓ ପାର୍କ ପାଇଁ ଅନୁକୂଳ ଜାଗାର ବିକାଶ ସମ୍ଭବ ହୋଇପାରୁ ନଥିଲା । ମାଓ ଉପ ଦ୍ରଵ କମିବା ପରେ…

ଜିଲ୍ଲା ସ୍ତରୀୟ ବନାଗ୍ନି ନିରାକରଣ ଓ ପ୍ରତିରୋଧ ବୈଠକ

ଫୁଲବାଣୀ : ଜଙ୍ଗଲ ଏବଂ ବନ୍ୟଜନ୍ତୁଙ୍କୁ ଜଙ୍ଗଲ ନିଆଁରୁ ରକ୍ଷା କରିବା ପାଇଁ ସରକାର ଅଗ୍ନି ଅସୁରକ୍ଷିତ ସ୍ଥାନଗୁଡ଼ିକୁ ଚିହ୍ନଟ କରିବା ପାଇଁ ବିଭିନ୍ନ ବିଭାଗ ସହିତ ସମନ୍ବୟ ରକ୍ଷା କରିବାକୁ ସ୍ଥିର କରିଛନ୍ତି ଏବଂ ଆଗକୁ ଆସୁଥିବା ଅଗ୍ନିକାଣ୍ଡ ଘଟଣାରେ ଜଙ୍ଗଲରେ ନିଆଁକୁ ରୋକିବା ପାଇଁ ଏକ…

“ବୋଇତ ବନ୍ଦାଣ ମହୋତ୍ସବ” ପାଇଁ ଗୋପାଳପୁର ଠାରେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, ୧୪/୧୧ : ଉତ୍କଳୀୟ ପରମ୍ପରାର ଅନନ୍ୟ ପର୍ବ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହେବାକୁ ଥିବା "ବୋଇତ ବନ୍ଦାଣ ମହୋତ୍ସବ" ପାଇଁ ଆଜି ଗୋପାଳପୁର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ସରକାରଙ୍କ…

ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପକ୍ଷରୁ ଶିଶୁ ମହୋତ୍ସବ ଓ ପୁରସ୍କାର ବିତରଣ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ପକ୍ଷରୁ ଶିଶୁ ଦିବସ ପାଳନ ଅବସରରେ ଗୁରୁବାର ସନ୍ଧ୍ୟାରେ କଳାମନ୍ଦିର ପରିସରରେ ଶିଶୁ ମହୋତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକଙ୍କ…