Browsing Category

ଆଞ୍ଚଳିକ

ଅଦାଲତରେ ହାଜର ହେଲେ ବ୍ରହ୍ମପୁର ସାଂସଦ ଡ଼ଃ.ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ପାଠକ ବାପା – ପୁଅ

ବ୍ରହ୍ମପୁର : ଟାଟା କମ୍ପାନୀରେ ଚାକିରୀ କରେଇବା ନେଇ ଠକେଇ ଘଟଣାରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଆଜି ବ୍ରହ୍ମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀଙ୍କ ଅଦାଲତ ଗ୍ରାମୀଣକୋର୍ଟରେ ହାଜର ହୋଇଛନ୍ତି। ତାଙ୍କ ସହିତ ଅଭୟ ପାଠକ ଏବଂ - ଆକାଶ ପାଠକ ବି ହଜାର ହୋଇଛନ୍ତି।.…

କଳାକାର ମହାସଂଘ କଳାକାରଙ୍କ ଅସ୍ମିତାର ଜାଗ୍ରତ ପ୍ରହରୀ : ରାଜେନ୍ଦ୍ର ପତି

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା କଳାକାର ମହାସଂଘ" ପ୍ରତିଷ୍ଠା ଦିବସ ଅବସରରେ ପ୍ରଥିତଯଶା ବରିଷ୍ଠ ଯାତ୍ରା କଳାକାର ରାଜେନ୍ଦ୍ର ମୋହନ ପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖୁବ୍ କମ୍ ସମୟ ମଧ୍ୟରେ ଆତ୍ମ ପ୍ରକାଶ କରିଥିବା ନିଖିଳ ଓଡ଼ିଶା ବରିଷ୍ଠ କଳାକାର…

ସାରସ୍ଵତ ସାଧକ ଭାଗୀରଥି ପାତ୍ରଙ୍କ ୮୬ ତମ ଜୟନ୍ତୀ ଓ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ

ଖଡ଼ିଆଳ ପଟ୍ଟାୟତ ନୀଳଲୋହିତ ଓ କବି ହରପ୍ରସାଦ ପାଇଲେ ଭାଗୀରଥି ସମ୍ମାନନବରଙ୍ଗପୁର : ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଭାଗୀରଥି ସ୍ମୃତି ସଂସଦ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ରାଜା ଚୈତନ୍ୟ ଦେବ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ ଗୃହରେ ସାହିତ୍ୟିକ ଭାଗୀରଥି ପାତ୍ରଙ୍କ ୮୬ ତମ…

ନିୟନ୍ତ୍ରଣ ବାହାରେ ଦରଦାମ,ଖାଉଟି ବେହାଲ : ମଉଜ ମଜଲିସ ରେ ସରକାର ,ଓ ପ୍ରଶାସନ…!

ଵ୍ରହ୍ମପୁର: ନୂତନ ସରକାର ଗଠନ ହେବା ପରେ ପରେ ବିଭିନ୍ନ ସାମଗ୍ରୀ ର ଦର ହୁଁ ହୁଁ ହୋଇ ବଢ଼ି ଚାଲିଛି। ଲୋକେ ବିଜେପି କୁ ପ୍ରଥମ ଥର ବିଜୟ ର ସ୍ୱାଦ ଚଖାଇ ଥିଲେ "ଆଚ୍ଛେ ଦିନ" ଆସିବ ବୋଲି ଡ଼ବଲ ଇଞ୍ଜିନ ଧକ୍କାରେ ସବୁ ବର୍ଗର ଲୋକେ ମୁହଁରୁ ଏବେ ଦର ବୃଦ୍ଧି ଯୋଗୁଁ ହସ ଉଡ଼ିଯାଇଥିବା ଦେଖିବାକୁ…

ଆଇନଜୀବୀଙ୍କୁ ଆକ୍ରମଣର ଦୃଢ଼ ନିନ୍ଦା କଲା ମାନବ ଅଧିକାର ସୁରକ୍ଷା ମଞ୍ଚ…

ଓକିଲ ସୁରକ୍ଷା ଆଇନ ତୁରନ୍ତ ଲାଗୁ କରାଯାଉ : ଅବନୀ ଗୟା ବ୍ରହ୍ମପୁର, ତା. ୧୩. ୧୧. ୨୦୨୪ ରିଖ ପାରଳାଖେମୁଣ୍ଡି ଓକିଲ ସଂଘ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ପି. ରାମାରାଓଙ୍କୁ ଏସିଡ ଆକ୍ରମଣ ର ଦୃଢ଼ ନିନ୍ଦା କରିଛି ମାନବ ଅଧିକାର ସୁରକ୍ଷା ମଞ୍ଚ l ଆଜକୁ ଘଟଣାର ତିନିଦିନ ବିତିଯାଇଥିଲେ ବି…

ଉମରକୋଟ ସ୍ଥିତ ପେଣ୍ଡ୍ରାଣୀ ଡିଗ୍ରି ମହାବିଦ୍ୟାଳୟର ଅଧ୍ୟାପକ ଡ଼ଃ ଶେଷାନନ୍ଦ ମିଶ୍ରଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା…

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ପେଣ୍ଡ୍ରାଣୀ ଡିଗ୍ରି ମହାବିଦ୍ୟାଳୟର ଅଧ୍ୟାପକ ଯଥା ଅର୍ଥ ନିତି ବିଭାଗ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ବିଗତ କାଲି ୧୨/୧୧/୨୦୨୪ ରିଖ ଅନୁଷ୍ଠିତ ହୋଇ ଯାଇଅଛି।ଅର୍ଥନୀତି ବିଭାଗର ମୁଖ୍ୟ ଅଧ୍ୟାପକ ଡ଼ଃ ରବୀନ୍ଦ୍ର କୁମାର ମିଶ୍ର…

ଅଧାପନ୍ତରିଆ ରାସ୍ତା ଓ ସେତୁ ପାଇଁ ପୁଣି ଖଟିଆରେ ବୁହାହେଲେ ରୋଗୀ…

ମାଲକାନଗିରି : ସ୍ବାଧୀନତାର ଦିର୍ଘ ୭୭ ବର୍ଷ ହେବାପରେ ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳ ଗ୍ରାମ ସ୍ୱାସ୍ଥ୍ୟ, ରାସ୍ତା ଓ ପାନୀୟ ଜଳର ବ୍ୟବସ୍ଥା ହୋଇପାରି ନଥିବା ବେଳେ ଏହି ଭଳି ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ଗ୍ରାମକୁ ରାସ୍ତା ଏବଂ ସେତୁ ନିର୍ମାଣ…

ଦୁର୍ଦ୍ଦିନରେ ଦରଜୀ ପରିବାର : ନିରବ ଦ୍ରଷ୍ଟା ଲୋକ ପ୍ରତିନିଧି ଓ ଖାଦ୍ୟ ଯୋଗାଣ ଅଧିକାରୀ…

ଉମରକୋଟ /ଝରିଗାଁ : ଆଧୁନିକ ଯୁଗରେ ରେଡିମେଡ ପୋଷାକପତ୍ର ସହର ଠାରୁ ପୁରପଲ୍ଲୀ ସବୁଠି ପହଞ୍ଚି ସାରିଲାଣି। ଲୋକଙ୍କ ପାଖେ ସମୟ ନାହିଁ କପଡ଼ା କିଣି ଦରଜୀ କୁ ଦେଇ ବସ୍ତ୍ର ପରିଧାନ କରିବାକୁ। ବଡ଼ ବଡ଼ ମଲ,ଆକର୍ଷଣୀୟ ବିଳାସମୟ ଦୋକାନ ଠାରୁ ଆରମ୍ଭକରି ରାସ୍ତାକଡ ଫୁଟପାଥ ରେ ରେଡିମେଡ୍ ପୋଷାକ…

ଶହେ ଏକରରୁ ଅଧିକ ଜମି ଜବରଦଖଲ ମାମଲାରେ ଏନଜିଟି ଛାଟ

ମାଲକାନଗିରି : ଶହେ ଏକର ରୁ ଉର୍ଦ୍ଧ୍ବ ଜଙ୍ଗଲ ଜମି କୁ ବେଆଇନ କବ୍ଜା କରି ମୋଟୁ ର ମାସୁମ ଖାନ ଓ ତା ପରିବାର ସଦସ୍ୟ ଇସଲାମ ନଗର ନିର୍ମାଣ କରିଥିଲେ । ଯାହା ବିଷୟରେ ଖବର ପ୍ରସାରଣ ପରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ…

ଏମକେସିଜି ବଡ଼ ମେଡ଼ିକାଲରେ ଚିକିତ୍ସାରେ ଅବହେଳା ଅଭିଯୋଗ : ମହିଳାଙ୍କ ମୃତ୍ୟୁ…

ବ୍ରହ୍ମପୁର : ଏମକେସିଜି ମେଡ଼ିକାଲ ର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଚିକିତ୍ସା ଅବହେଳା ରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ବର୍ଗ।, ଭୁଲ ଚିକିତ୍ସା, ରକ୍ତ ବଦଳକୁ ନେଇ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାରବର୍ଗ। ରମ୍ଭା ଅଞ୍ଚଳର ସୁନେଲି ନାୟକ ଗର୍ଭ…