Browsing Category

ଆଞ୍ଚଳିକ

ସୀମାନ୍ତରେ ମାଓ ସହିଦ ସ୍ତମ୍ଭକୁ ଧ୍ଵଂସ କଲେ ଯବାନ

ମାଲକାନଗିରି, ୧୭।୭ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର କିଷ୍ଟରାମ ଜଙ୍ଗଲରେ ମାଓବାଦୀଙ୍କ ସହିଦସ୍ତମ୍ଭକୁ ଧ୍ବଂସ କରିଛନ୍ତି ଯବାନ ମାନେ । ସୂଚନା ଅନୁଯାୟୀ କିଷ୍ଟରାମ ଜଙ୍ଗଲରେ ପୋଲିସ ଓ ଭିଭିନ୍ନ ବାଟାଲିଆନର ଯବାନ ମାନେ ମାଓ ଦମନ ନିମନ୍ତେ ତଲାସି ଅଭିଯାନ କରୁଥିଲେ

ନାଗ ସାପରେଫଣା ପ୍ରଭୁ ଜଗନ୍ନାଥଙ୍କ ରୂପ, ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼

ମାଲକାନଗିରି, ୧୭।୭ : ନାଗ ସାପ ଫଣାରେ ଦେଖା ଗଲା ପ୍ରଭୁ ଜଗନ୍ନାଥଙ୍କ ନୟନ, ବିରଳ ସାପକୁ ଦେଖିବାକୁ ଭିଡ ଜମାଇଲେ ସହ ସହ ଲୋକେ । କିଛି ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ କୁମୁଟିଗୁଡା ସାହିରେ । ସାହିରେ ରହୁଥିବା ଆଇନଜୀବୀ ରାମ ପ୍ରସାଦ ପଟନାୟକଙ୍କ ଘର

ପ୍ରତିଶୃତି ପାଳନ ନହେବାରୁ ପୌର ପରିଷଦ ସମ୍ମୁଖରେ ଅଳିଆ ପକାଇ ପ୍ରତିବାଦ ଜଣାଇଲେ ଚାଷୀ

ମାଲକାନଗିରି, ୧୭।୭ : ମାଲକାନଗିରି ସଦର ମହକୁମା ମାଉଲି ମା ମନ୍ଦିର ସାହି ୱାର୍ଡ ନଂ. ୬ର ଜଣେ ଚାଷୀ ତାଙ୍କ ଜମିରେ ୱାର୍ଡ ନଂ. ୩, ୬ ଓ ୭ର ଅଳିଆ ସବୁ ବର୍ଷା ପାଣିରେ ଭାସି ଆସି ଜମି ରହୁଥିବାରୁ ଗତ ଚାରିବର୍ଷ ହେଲା ଚାଷ କରିବାରେ ସମସ୍ୟା ଭୋଗିବା ସହ ଏ ସମ୍ବନ୍ଧରେ ବାରମ୍ବାର ପ୍ରଶାସନିକ

ଶ୍ରୀମନ୍ଦିର ସମ୍ମୁଖରେ ରଥ ଉପରେ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ କଲେ ଶ୍ରଦ୍ଧାଳୁ ଭକ୍ତ

ମାଲକାନଗିରି (୧୭/୭) : ମାଉସି ମା ମନ୍ଦିର ରୁ ଶ୍ରୀ ମନ୍ଦିର କୁ ବାହୁଡ଼ି ଆସିଛନ୍ତି ଭାଇ ଭଉଣୀ ଙ୍କୁ ସାଥିରେ ଧରି ପ୍ରଭୂ ଶ୍ରୀଜଗନ୍ନାଥ। ମନ୍ଦିର ସମ୍ମୁଖରେ ରଥ ଉପରେ ଆଜି ଚତୁର୍ଦ୍ଧାମୂର୍ତ୍ତି ସୁନା ବେଶ ରେ ସଜେଇ ହୋଇ ଝଟକୁଛନ୍ତି। ଶ୍ରୀଜୀଉଙ୍କ ସୁନା ବେଶ ଦର୍ଶନ ଓ ସନ୍ଧ୍ୟା ଆଳତି

ସୁରଙ୍ଗୀ ବାହୁଡା଼ଯାତ୍ରାରେ ଭଜନ ସନ୍ଧ୍ୟା, ପ୍ରବଳ ଭିଡ଼

ପାତ୍ରପୁର : ସୁରଙ୍ଗୀ ବାହୁଡା଼ ଯାତ୍ରା ଗତ କାଲି ଧୁମଧାମରେ ଶାନ୍ତିଶୃଙ୍ଖଳାର ସହିତ ସମାପନ ହୋଇଯାଇଛି l ଏହି ଅବସରରେ ସୁରଙ୍ଗୀ ଦୋଳମଣ୍ଡପ ଠାରେ ଆୟୋଜିତ ହୋଇଥିବା ଭୁବନେଶ୍ୱରର ଶହୀଦ ନଗର ଏକlମ୍ର ଭଜନ ଧାରାର କଳାକାର ମାନେ ହୃଦୟସ୍ବର୍ଶୀ ସଂଗୀତ ପରିବେଷଣ କରି ଭକ୍ତ ମାନଙ୍କୁ ବିମୋହତ

ରାଜ୍ୟ ବିହନ ନିଗମର ଗଞ୍ଜାମ ଜିଲ୍ଲା ନୋଡାଲ ଅଧିକାରୀଙ୍କ ଗଞ୍ଜାମ ଓ ଛତ୍ରପୁର ବ୍ଲକ ଗସ୍ତ

ଛତ୍ରପୁର : ଓଡିଶା ରାଜ୍ୟ ବିହନ ନିଗମର ଗଞ୍ଜାମ ଜିଲ୍ଲା ନୋଡାଲ ଅଧିକାରୀ ଭାବେଶ କୁମାର ନାୟକ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ଓ ଛତ୍ରପୁର ବ୍ଲକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ l ଗଞ୍ଜାମ ବ୍ଲକର କଣ୍ଟିଆଗଡ଼ ଗ୍ରାମରେ ଚାଲିଥିବା ଫାର୍ମ ପଣ୍ଡ ଓ ରାମଗଡ଼ ପଞ୍ଚାୟତରେ ଚାଲିଥିବା

ସୁନାବେଶରେ ଚମକିଲେ ଚତୁର୍ଦ୍ଧାମୂର୍ତ୍ତି

ଛତ୍ରପୁର : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରରେ ସୁନାବେଶରେ ଦର୍ଶନ ଦେଇଛନ୍ତି ମହାବାହୁ l ବୁଧବାର ବଡ଼ ଏକାଦଶୀ ରହିଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଛତ୍ରପୁର ତାଡେ଼ପଲ୍ଲୀ ସାହି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଭିଡ଼ ଜମାଇଥିଲେ l ରଥ ଉପରେ ଶ୍ରୀ ଜୀଉ ଙ୍କୁ ଦର୍ଶନ

ପାଲାନାଚ ହାସ୍ୟ ଅଭିନେତାଙ୍କ ପରଲୋକ

ପାତ୍ରପୁର : ପାତ୍ରପୁର ବ୍ଳକ ସପଙ୍ଗ ଗ୍ରାମର ପାଲା ନାଚ ର ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜେନ୍ଦ୍ର ଦାସ (୮୦) ଙ୍କ ପରଲୋକ ଘଟିଛି। ବୁଧବାର ସକାଳ ସମୟରେ ରାଜେନ୍ଦ୍ର ବାରଣ୍ଡା ରେ ବସିଥିବା ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଆଷାଢ଼ ମାସ ବଡ ଏକାଦଶୀ ରେ ରାଜେନ୍ଦ୍ର ଙ୍କ

ରାଜା ମାର୍କେଟର କର୍ମକର୍ତ୍ତା ଚୟନ

ଫୁଲବାଣୀ : ନାମକରଣ ଅନୁଯାୟୀ କାର୍ଯ୍ୟ କଲେ ସମସ୍ତଙ୍କ ମୁଖରେ ପ୍ରସଂଶା ଭାଜନ ହୋଇଥାନ୍ତି l ଫୁଲବାଣୀ ସହରର ମାର୍କେଟ ମାନଙ୍କ ମଧ୍ୟରେ ରାଜା ମାର୍କେଟ ଅନ୍ୟତମ l ନା ଯେପରି ରାଜା, ମାର୍କେଟର କାମ ମଧ୍ଯ ସେପରି ରାଜାଙ୍କ ପରି l ସେହି ମାର୍କେଟ ସବୁବେଳେ ସବୁସମୟରେ ପ୍ରତ୍ୟେକ ପର୍ବପର୍ବାଣୀରେ