Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ରାଜ୍ୟ ବିହନ ନିଗମର ଗଞ୍ଜାମ ଜିଲ୍ଲା ନୋଡାଲ ଅଧିକାରୀଙ୍କ ଗଞ୍ଜାମ ଓ ଛତ୍ରପୁର ବ୍ଲକ ଗସ୍ତ
ଛତ୍ରପୁର : ଓଡିଶା ରାଜ୍ୟ ବିହନ ନିଗମର ଗଞ୍ଜାମ ଜିଲ୍ଲା ନୋଡାଲ ଅଧିକାରୀ ଭାବେଶ କୁମାର ନାୟକ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ଓ ଛତ୍ରପୁର ବ୍ଲକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ l ଗଞ୍ଜାମ ବ୍ଲକର କଣ୍ଟିଆଗଡ଼ ଗ୍ରାମରେ ଚାଲିଥିବା ଫାର୍ମ ପଣ୍ଡ ଓ ରାମଗଡ଼ ପଞ୍ଚାୟତରେ ଚାଲିଥିବା!-->…
ସୁନାବେଶରେ ଚମକିଲେ ଚତୁର୍ଦ୍ଧାମୂର୍ତ୍ତି
ଛତ୍ରପୁର : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରରେ ସୁନାବେଶରେ ଦର୍ଶନ ଦେଇଛନ୍ତି ମହାବାହୁ l ବୁଧବାର ବଡ଼ ଏକାଦଶୀ ରହିଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଛତ୍ରପୁର ତାଡେ଼ପଲ୍ଲୀ ସାହି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଭିଡ଼ ଜମାଇଥିଲେ l ରଥ ଉପରେ ଶ୍ରୀ ଜୀଉ ଙ୍କୁ ଦର୍ଶନ!-->…
ପାଲାନାଚ ହାସ୍ୟ ଅଭିନେତାଙ୍କ ପରଲୋକ
ପାତ୍ରପୁର : ପାତ୍ରପୁର ବ୍ଳକ ସପଙ୍ଗ ଗ୍ରାମର ପାଲା ନାଚ ର ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜେନ୍ଦ୍ର ଦାସ (୮୦) ଙ୍କ ପରଲୋକ ଘଟିଛି। ବୁଧବାର ସକାଳ ସମୟରେ ରାଜେନ୍ଦ୍ର ବାରଣ୍ଡା ରେ ବସିଥିବା ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଆଷାଢ଼ ମାସ ବଡ ଏକାଦଶୀ ରେ ରାଜେନ୍ଦ୍ର ଙ୍କ!-->…
ରାଜା ମାର୍କେଟର କର୍ମକର୍ତ୍ତା ଚୟନ
ଫୁଲବାଣୀ : ନାମକରଣ ଅନୁଯାୟୀ କାର୍ଯ୍ୟ କଲେ ସମସ୍ତଙ୍କ ମୁଖରେ ପ୍ରସଂଶା ଭାଜନ ହୋଇଥାନ୍ତି l ଫୁଲବାଣୀ ସହରର ମାର୍କେଟ ମାନଙ୍କ ମଧ୍ୟରେ ରାଜା ମାର୍କେଟ ଅନ୍ୟତମ l ନା ଯେପରି ରାଜା, ମାର୍କେଟର କାମ ମଧ୍ଯ ସେପରି ରାଜାଙ୍କ ପରି l ସେହି ମାର୍କେଟ ସବୁବେଳେ ସବୁସମୟରେ ପ୍ରତ୍ୟେକ ପର୍ବପର୍ବାଣୀରେ!-->…
ବିହାର ଢାଞ୍ଚାରେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଚାଲିଛି ସେତୁ ନିର୍ମାଣ କାର୍ଯ୍ୟ …!
ଯନ୍ତ୍ରୀଙ୍କ ଠିକାଦାରଙ୍କ ପ୍ରତି ଏତେ ଦରଦ କାହିଁକି……?
ଆରଏମସି ତରଫରୁ ଜନଶୁଣାଣି ଅନୁଷ୍ଠିତ
ରାଉରକେଲା : ରାଉରକେଲା ମହାନଗର ନିଗମ ତରଫରୁ ସ୍ଥାନୀୟ ଛେଣ୍ଡ ସ୍ଥିତ ମଧୁସୂଦନ ମଣ୍ଡପରେ ମଙ୍ଗଳବାର ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତା କରି!-->!-->!-->…
ରାସ୍ତାରେ ଟଳି ପଡିଲେ ବୃଦ୍ଧ
ଛତ୍ରପୁର : ଘରୁ ଛତ୍ରପୁର ଆସୁଥିବା ବେଳେ ରାସ୍ତାରେ ଟଳି ପଡିଲେ ବୃଦ୍ଧ । ତରୁନ୍ତ ତାଙ୍କୁ ଛତ୍ରପୁର ମେଡିକାଲ ୧୦୮ ଯୋଗେ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତକ ଜଣକ ହେଲେ ଗଞ୍ଜାମ ସହରର ଅଭିରାମ ପଣ୍ଡା(୭୫) । ସୂଚନା ଥାଉକି କୈାଣସି କାମରେ ଅଭିରାମ ଛତ୍ରପୁର!-->…
ସୋସିଆଲ ମିଡିଆରେ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ଯୁବକ ଗିରଫ
ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡା ଗ୍ରାମ ପଞ୍ଚାୟତ ଅଧୀନସ୍ତ ଏମଭି-୨୫ନମ୍ବର ଗାଁରେ ରହୁଥିବା ରାଜକୁମାର ମଣ୍ଡଳ ନାମକ ଜଣେ ବ୍ୟକ୍ତି ଦୀର୍ଘମାସ ଧରି ଫେସବୁକ ଓ ଇଂଷ୍ଟାଗ୍ରାମରେ ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ଅଭିଯୋଗରେ କୋରୁକୋଣ୍ଡା ଥାନା ପୋଲିସ ତାଙ୍କୁ!-->…
ଚିକିଟୀରେ ବିଶ୍ୱ ସର୍ପ ଦିବସ
ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ବାହିନୀପତି ସ୍ଥିତ ଓଁ ଶ୍ରୀ ଗୁରୁ ଆଦିବାସୀ ଆବାସିକ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଶ୍ୱସର୍ପ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସର୍ପ ସଚେତକ ଗଣପତି ସାହୁ!-->…
ଗୋମାଂସ ବୋଝେଇ କଣ୍ଟେନର ଜବତ : ମୁଖ୍ୟଅଭିଯୁକ୍ତଙ୍କୁ ଗିରଫ ଦାବୀ
ଛତ୍ରପୁର : ଛତ୍ରପୁର ଡିଆରଡିଏ ଛକ ନିକଟରେ ମଙ୍ଗଳବାର ସକାଳେ ଏକ ଗୋମାଂସ ବୋଝେଇ କଣ୍ଟେନର ଜବତ ହୋଇଛି l କଲକତା ରୁ ଟିଏନ ୦୪ ଏୟୁ ୫୬୫୫ ନଂ ଏକ କଣ୍ଟେନର ଯୋଗେ ଗୋରୁ ମାଂସ ନେଇ ଚେନ୍ନାଇ ଅଭିମୁଖେ ଯାଉଥିବା ଏକ କଣ୍ଟେନର କୁ କୌଣସି ପ୍ରକାରେ ସୂଚନା ପାଇଁ ବଜରଙ୍ଗଦଳ ସଦସ୍ୟ ଓ ସ୍ଥାନୀୟ ଯୁବକ!-->…