Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବେହେଡା କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ
ଉମରକୋଟ / ବେହେଡ଼ା : ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡା କ୍ଲଷ୍ଟରର ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବେହେଡା ଠାରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷାର୍ଥୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ!-->!-->!-->…
ପୁଅ ନିଖୋଜ ଥିବା ନେଇ ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଗୁହାରି କଲା ବାପା
ଛତ୍ରପୁର : ରମ୍ଭା ଥାନା ଅନ୍ତର୍ଗତ ବେଲପଡା ଗ୍ରାମର କାଳିଆ ମହାଙ୍କୁଡଙ୍କ ପୁତ୍ର ସୁରେଶ ମହାଙ୍କୁଡ ନିଖୋଜ ଥିବା ନେଇ ଛତ୍ରପୁର ଜିଲ୍ଲା ଶ୍ରମଅଧିକାରୀଙ୍କୁ ସାକ୍ଷତ କରି ଗୁହାରି ଜଣାଇଛନ୍ତି ପରିବାର ବର୍ଗ । ଗତ ଦେଢ଼ବର୍ଷ ହେଲାଆମ୍ଭ ଗ୍ରାମର ସିମାଚଂଳ ମହାଙ୍କୁଡ ଓ ପତ୍ନୀ ଚନ୍ଦ୍ରମା!-->…
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ଵ ପର୍ଯଟନ ଦିବସ ୨୦୨୪ ପାଳିତ !
ଛତ୍ରପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପର୍ଯ୍ୟଟନ ଏବଂ ଭ୍ରମଣ ଅଧ୍ୟୟନ ବିଭାଗ ତରଫରୁ ବିଶ୍ଵ ପର୍ଯଟନ ଦିବସ ୨୦୨୪ ଅବସରରେ ଏକ ଉତ୍କୃଷ୍ଟ "ବିଶେଷ ବ୍ୟାଖ୍ୟାନ"ର ଆୟୋଜନ କରାଯାଇଥିଲା ।ଏହି ବର୍ଷର ବିଶ୍ୱ ପର୍ଯ୍ୟଟନ ଦିବସର ବିଷୟବସ୍ତୁ ଥିଲା "ପର୍ଯ୍ୟଟନ ଏବଂ ଶାନ୍ତି", ଯାହା ପର୍ଯ୍ୟଟନରେ!-->…
ଗୁଣିଆ ସନ୍ଦେହରେ ବିତାଡିତ ପରିବାର ପୋଲିସ ଓ ମାଜିଷ୍ଟ୍ରେଟଙ୍କ ସହାୟତା ଗାଁକୁ ଫେରିଲେ
ମାଲକାନଗିରି : ମାଲକାନଗିରି ସଦର ଥାନା ସ୍ଥ ତର୍ଲକୋଟା ପଞ୍ଚାୟତ ସର୍ଗୀଗୁଡା ଗ୍ରାମ ରେ ଗୁଣି ଗାରେଡି କରୁଥିବା ସନ୍ଦେହେ ରେ ଗୋଟିଏ ପରିବାର କୁ ଦୀର୍ଘ ୬ମାସ ହେଲା ବାଛନ୍ଦ ସହ ବିତାଡିତ କରା ଯାଇଥିବା ର ଥାନା ରେ ଅଭିଯୋଗ ହୋଇଥିଲା। ଗୁରୁବାର ଦିନ ମାଲକାନଗିରି ସଦର ଥାନା ରେ ପୀଡିତ!-->…
ସ୍ୱାସ୍ଥ୍ୟ ସମିତି ନବରଙ୍ଗପୁର ଆନୁକୁଲ୍ୟରେ ଯକ୍ଷ୍ମା ନିରାକରଣ ଟୀକାକରଣ ଶୁଭାରମ୍ଭ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସ୍ୱାସ୍ଥ୍ୟ ସମିତି ନବରଙ୍ଗପୁର ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଯକ୍ଷ୍ମା ପ୍ରତିରୋଧକ ଟୀକାକରଣ ଶୁଭାରମ୍ଭ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ!-->…
ଦୁଇ ବାଇକ ମୁହାମୁହିଁ ଧକ୍କା ଦୁଇଜଣ ଗୁରୁତର ଜଣେ ଆହତ..
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବୋଗା ଥାନା ଅଧୀନସ୍ଥରେ ଥିବା ଗୋପୁର ମୁହାଣୀ ରାସ୍ତାରେ ଦୁଇ ବାଇକ ମୁହାମୁହିଁ ଧକ୍କା ହେଇଥିବାରୁ ଦୁଇ ଜଣ ଗୁରୁତର ଓ ଜଣେ ଆହତ | ମୋଗୋଟୋଲି ପଟୁ ଗୋଟିଏ ବାଇକରେ ଦୁଇ ଜଣ ଯୁବକ ବୀରମିତ୍ରପୁର ଥାନା ଅନ୍ତର୍ଗତ ବୋନମୁଣ୍ଡା ଦଫେଇ ଅଞ୍ଚଳର ସନ୍ଦୀପ!-->…
କ୍ଳଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ ଅବସରରେ ପ୍ରତିଯୋଗିତା ଅନୁଷ୍ଠିତ…
ଛତ୍ରପୁର : ଛତ୍ରପୁର ବ୍ଳକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର (କେ.ଟି.ଏନ୍.ପୁର) କ୍ଳଷ୍ଟର ସ୍ତରୀୟ 'ସୁରଭି' ଶିଶୁ ମହୋତ୍ସବ ଟାଙ୍ଗଣା ପଲ୍ଲୀ ଶ୍ରୀନୀଳକଣ୍ଠେଶ୍ବର ନୋଡାଲ୍ ବିଦ୍ଯାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏହି ମହୋତ୍ସବରେ କଣ୍ଠ ସଙ୍ଗୀତ, ନୃତ୍ଯ,ସୃଜନଶୀଳ ଲିଖନ,ପ୍ରବନ୍ଧ,!-->…
ଡ଼ଙ୍କଲପାଡୁ ବେଳାଭୁମିରେ ସାମୁହିକ ସଫେଇ କାର୍ଯ୍ୟକ୍ରମ
ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ଏକସିଙ୍ଗ ପଞ୍ଚାୟତ ଡ଼ଙ୍କଲପାଡୁ ବେଳାଭୂମିରେ ଆଜି ପୂର୍ବାହ୍ନରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଉଭୟ ଏନ ଏ ସି ଏବଂ ବ୍ଲକ ର ମିଳିତ ସହଯୋଗରେ ସଫେଇ କାର୍ଯ୍ୟକ୍ରମ ହୋଇଯାଇଛି। ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାରଙ୍କ!-->…
ଅଳଙ୍କାର କାରିଗରୀ ଓ ଗ୍ରାମୀଣ ମିସ୍ତ୍ରୀ ଦକ୍ଷତା ତାଲିମ ନେଲେ ବଣ୍ଡା ଜନଜାତି ଯୁବଗୋଷ୍ଠୀ
ମାଲକାନଗିରି : ଆଦିମ ଜନଜାତି ବଣ୍ଡାଙ୍କ ବାସସ୍ଥଳୀ ହେଉଛି ମାଲକାନଗିରି ଜିଲ୍ଲା। ଆଦିମ ଜନଜାତିଙ୍କ ଉନ୍ନୟନ ନିମନ୍ତେ ରାଜ୍ୟ ସରକାର ସ୍ବତନ୍ତ୍ର ପ୍ରାଧାନ୍ୟତା ଦେଇ ଆସୁଛନ୍ତି। ଏହି ପରୀପ୍ରେକ୍ଷୀରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ବଣ୍ଡା ଜନଜାତିଙ୍କ ଦକ୍ଷତା ବିକାଶ!-->…
ମାଲକାନଗିରି ମହାବିଦ୍ୟାଳୟରେ ସ୍ୱଚ୍ଛତାହିଁ ସେବା କାର୍ଯ୍ୟକ୍ରମ ଆୟୋଜନ
ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟରେ ଆଜି ସକାଳ ୭.୦୦ଘଟିକା ରେ ଏକ ସ୍ୱଚ୍ଛତାହିଁ ସେବା -୨୦୨୪ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏହି ସଚେତନତା କାର୍ଯ୍ୟକ୍ରମରେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ନିର୍ଦ୍ଦେଶରେ ଏନ.ଏସ. ଏସ ଓ ଏନ.ସି.ସି ର ମିଳିତ ଆନୁକୁଲ୍ୟରେ ପ୍ରଥମେ ଏକ!-->…