Browsing Category

ଆଞ୍ଚଳିକ

ଶିକ୍ଷକଙ୍କ ଦ୍ୱାରା ବିଭିନ୍ନ ଶିକ୍ଷଣୀୟ ପୁସ୍ତକ ବଣ୍ଟନ

କନ୍ଧମାଳ, : ପ୍ରାଥମିକ ସ୍ତରରେ ଓଡ଼ିଆ ଭାଷାର ମୌଳିକ ବିକାଶ ବୃଦ୍ଧି ନିମନ୍ତେ କଟକ ଜିଲା ବାଙ୍କି ବ୍ଲକର ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ସାହୁ ବିଭିନ୍ନ ଶିକ୍ଷଣୀୟ ପୁସ୍ତକ ବଣ୍ଟନ ଅଭିଯାନ ସମଗ୍ର ଓଡ଼ିଶାରେ ଆରମ୍ଭ କରିଥିବା ବେଳେ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରୁ ଆରମ୍ଭ ହୋଇଛି।…

ଲେଖକ ଡଃ ନୃସିଂହାନନ୍ଦ ମହାପାତ୍ର ଦଶମ ଓଡିଶା ସିନେ ସମ୍ମାନରେ ସମ୍ମାନିତ

ଫୁଲବାଣୀ : ଭାରତ ସରକାର ଶ୍ରମ ନିୟୋଜନ ମନ୍ତ୍ରଣାଳୟ ଓ ଓଡିଶା ସିନେ ୱାର୍କର ସଂଘ ମିଳିତ ଆନୁକୁଲ୍ୟରେ ଭୁବନେଶ୍ବରର ଜୟଦେବ ଭବନ ଠାରେ ଦଶ ତମ ସିନେ ଆୱାର୍ଡ କାର୍ଯ୍ୟକ୍ରମ ସଭାପତି ବବି ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା…

ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲର ସୁସ୍ଥ ପଞ୍ଚାୟତ ମାନଦଣ୍ଡ ପୂରଣ ସମ୍ପର୍କରେ ଫୁଲବାଣୀରେ ପ୍ରଶିକ୍ଷଣ

ଫୁଲବାଣୀ : ବିଶ୍ୱର ସାମ୍ପ୍ରତିକ ପରିସ୍ଥିତି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୩୦ମସିହା ସୁଦ୍ଧା ୧୭ଟି ମାନଦଣ୍ଡ ରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ ହାସଲ ନିମନ୍ତେ ମିଳିତ ଜାତିସଂଘରେ ଭାରତ ସମେତ ୧୯୩ଟି ସଦସ୍ୟରାଷ୍ଟ୍ର ସ୍ୱାକ୍ଷର କରିଛନ୍ତି।ଦାରିଦ୍ର୍ୟ ଦୂର କରି କ୍ଷୁଧା ମୁକ୍ତ ବିଶ୍ୱକୁ…

ବନ୍ଦ ହେବାକୁ ବସିଲାଣି ଗୋରୁ ଗୋଠ ଆଉ ଦେଖିବାକୁ ମିଳୁନି “ଗୁହାଳ “

ଉମରକୋଟ /ଝରିଗାଁ (୨୦/୧୦/୨୦୨୪)-ନବରଙ୍ଗପୁର ଜିଲ୍ଲା ଜଙ୍ଗଲ ବେଷ୍ଟିତ ଝରିଗାଁ ବ୍ଲକରେ ଏମିତି ଦିନ ଥିଲା ଲୋକ ମାନେ ବିଭିନ୍ନ ପର୍ବ ପର୍ବାଣିରେ ଆବଶ୍ୟକ ହେଉଥିବା କ୍ଷୀର,ଦହି ଓ ଘିଅ ପାଇଁ ଅଡ଼ାର ଉପରେ ନିର୍ଭର କରୁଥିଲେ କିନ୍ତୁ ବର୍ତ୍ତମାନ ବଜାରରେ ଅପମିଶ୍ରିତ କ୍ଷୀର,ଦହି ଓ ଘିଅ…

ଟାଙ୍ଗଣା ପଲ୍ଲୀ ହାଇସ୍କୁଲ ଏନ୍.ସି.ସି.ଅଫିସରଙ୍କୁ ପ୍ରଶଂସା ଓ ସମ୍ମାନପତ୍ର

ଛତ୍ରପୁର : ବ୍ରହ୍ମପୁର ଗାନ୍ଧୀନଗରସ୍ଥିତ ଏନ୍.ସି.ସି. ମୁଖ୍ୟ କାର୍ଯ୍ୟାଳୟଠାରେ ଓଡ଼ିଶା ଏନ୍.ସି.ସି. ମୁଖ୍ୟ କାର୍ଯ୍ୟାଳୟ, ଭୁବନେଶ୍ବର ତରଫରୁ କ୍ଯାଡେଟ ଓ ଏନ୍.ସି.ସି ଅଫିସରଙ୍କ ସେବାମୂଳକ ତଥା ଏନ.ସି.ସି.ର ସମାଜ ପ୍ରତିବଦ୍ଧତାମୂଳକ କାର୍ଯ୍ୟକ୍ରମ ପାଇଁ କ୍ଯାଡେଟ ଓ ଅଫିସରଙ୍କୁ…

କର୍ମବୀର ବୃନ୍ଦାବନ ବାବୁଙ୍କ ୪୦ ତମ ଶ୍ରାଦ୍ଧବାର୍ଷିକ ପାଳିତ

ବ୍ରହ୍ମପୁର : କର୍ମବୀର ବୃନ୍ଦାବନ ବାବୁଙ୍କ ୪୦ ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ଶୁକ୍ରବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି l ପୂର୍ବାହ୍ନରେ ବହୁ ବ୍ୟକ୍ତି ଶ୍ରୀ ଶ୍ରୀ ନୀଳକଣ୍ଠ ପୁଷ୍କରଣୀ ରେ ତିଳ ତର୍ପଣ କରିବା ପରେ ପରେ କମାପଲ୍ଲୀ ଛକସ୍ଥିତ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ l…

ଘରେ ଶୋଇଥିବା ବେଳେ ଏସିଡ ମାଡ଼ : ବାପା ପୁଅ ଗୁରୁତର

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ବୁଡ଼ାକୁନ୍ଦେଲ ଗ୍ରାମର ଏକ ଅଭାବନୀୟ ଘଟଣା ଦେଖୁବାକୁ ମିଳିଛି | ଶୁକ୍ରବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ଦୁର୍ବୁତ୍ତ ଘରେ ପଶି ଏସିଡ ଫିଙ୍ଗି ପଳେଇ ଯାଇଥିବା ଅଭିଯୋଗ ହୋଇଛି।ଏସିଡ ମାଡ଼ରେ ବାପା…

ଶିଳ୍ପ ତାଲିମ ଅନୁଷ୍ଠାନର ସମାବର୍ତ୍ତନ ଉତ୍ସବ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ପୋଚିଲିମା ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ସମାବର୍ତ୍ତନ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଆଇଟିଆଇ ଅଧ୍ୟକ୍ଷା ମୁକ୍ତିରାଣୀ ସାମନ୍ତଙ୍କ ତତ୍ତ୍ଵାବଧାନରେ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ…

ସୁତୁଲି ବାଣ ତିଆରି ବେଳେ ବିସ୍ଫୋରଣ, ୫ ଜଣ ଦଶମ ଶ୍ରେଣୀ ଛାତ୍ର ଗୁରୁତର

ଖଲ୍ଲିକୋଟ : ବାଣ ତିଆରି ବେଳେ ବିସ୍ଫୋରଣ । ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗାଁରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା ।ସୂଚନାଯୋଗ୍ୟ ଯେ, ମାଣିକପୁର ଗାଁର ୧୦ମ ଶ୍ରେଣୀର ୫ ଜଣ ଛାତ୍ର…