Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବାଟ-ଛତ୍ରପୁର ଗ୍ରାମ ନିକଟସ୍ଥ ହାତୀବନ୍ଧ ପାଖ ପରିସରରେ ଅଳିଆ ଆବର୍ଜ୍ଜନା ନ ପକାଇବାକୁ ଦାବୀ
ଛତ୍ରପୁର : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କଣମଣା ପଞ୍ଚାୟତ ଅଧିନସ୍ଥ ବାଟ-ଛତ୍ରପୁର ଗ୍ରାମ ନିକଟସ୍ଥ ହାତୀବନ୍ଧ ପାଖ ପରିସରରେ ଅଳିଆ ଆବର୍ଜ୍ଜନା ପକାଇବାକୁ ସ୍ଥାନୀୟ ଲୋକଙ୍କ ବିରୋଧ କରାଯାଇଛି ।ଏନେଇ ବୁଧବାର ବାଟ-ଛତ୍ରପୁର ଗ୍ରାମ ର କ୍ରିୟାନୁଷ୍ଠାନ କମିଟୀ ପକ୍ଷରୁ ପ୍ରତିବାଦ କରାଯିବା ସାଂଗକୁ!-->…
ରେଳ ବିଭାଗରେ ଚାକିରି କରାଇଦେବା ନାମରେ ୭ ଲକ୍ଷ ଠକେଇ ଅଭିଯୁକ୍ତ ଗିରଫ
ମାଲକାନଗିରି : ରେଳ ବିଭାଗରେ ଚାକିରି କରାଇଦେବା ନାମରେ ୭ ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ମାଲକାନଗିରି ପୋଲିସ ଦ୍ଵାରା ଜଣେ ଗିରଫ। ସୂଚନା ଅନୁଯାୟୀ ମାଲକାନଗିରି ଥାନା ଅନ୍ତର୍ଗତ ଏମଭି ୨ରେ ରହୁଥିବା ପ୍ରଜ୍ଞା ପ୍ରିୟଦର୍ଶିନୀ ନାମକ ମହିଳାଙ୍କୁ ରେଳ ବିଭାଗରେ ଚାକିରି କରାଇଦେବାର ପ୍ରଲୋଭନ!-->!-->!-->…
ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୯ ତମ ଜୟନ୍ତୀ ବ୍ରହ୍ମପୁରରେ ପାଳିତ
ବ୍ରହ୍ମପୁର : ଭାରତୀୟ ଜନସଂଘର (ବର୍ତ୍ତମାନ ବିଜେପି) ପ୍ରତିଷ୍ଠାତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୯ ତମ ଜୟନ୍ତୀ ବ୍ରହ୍ମପୁରରେ ପାଳିତ ହୋଇଯାଇଛି । ଭାରତୀୟ ଜନତା ପାର୍ଟିର ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ନେତୃତ୍ବରେ!-->…
ଦକ୍ଷିଣ ଓଡ଼ିଶାର ଆଇଟିଆଇଗୁଡ଼ିକରେ ଟିପିଏସ୍ଓଡିଏଲ ପକ୍ଷରୁ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ
-- ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ସହ ସେମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ
ବ୍ରହ୍ମପୁର : ଶିଳ୍ପ ସମ୍ବନ୍ଧୀୟ ଦକ୍ଷତା ପ୍ରଦାନ କରି ଯୁବପିଢ଼ିଙ୍କୁ ସଶକ୍ତ କରିବା ଦିଗରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି।!-->!-->!-->…
ଦୀପକ ଫର୍ଟିଲାଇଜର୍ସ କମ୍ପାନୀରୁ ତମ୍ବା ତାର ଚୋରି ଘଟଣା : ପର୍ଦ୍ଦାଫାଶ କଲା ପୋଲିସ
ଛତ୍ରପୁର : ଚମାଖଣ୍ଡି ଥାନା ଅନ୍ତର୍ଗତ ଦୀପକ ଫର୍ଟିଲାଇଜର୍ସ କମ୍ପାନିରୁ ଗତ କିଛିଦିନ ତଳେ କେତେକ ଦୁର୍ବୃତ୍ତତମ୍ବା ତାର ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଚମାଖଣ୍ଡି ଥାନାରେ ୨୯୧/୨୪ ରେ ଏକ ମାମଲା ରୁଜୁ କରି ପୁଲିସ୍ ତଦନ୍ତ ଚଳାଇଥିଲା । ଘଟଣାରେ ସମ୍ପୃକ୍ତ ଥିବା ୩ ଜଣ!-->…
ଛତ୍ରପୁର ଡିଷ୍ଟ୍ରିବ୍ୟୁଟର ଆସୋସିଏସନ ପକ୍ଷରୁ ଦ୍ଵିତୀୟ ରକ୍ତଦାନ ଶିବିର – ୧୪୦ ୟୁନିଟ ରକ୍ତ ସଂଗ୍ରହ
ରକ୍ତ ଦାନ …. ମହତ ଦାନ .. : ଏଭଳି ସମାଜସେବା କାର୍ଯ୍ୟକୁ ପ୍ରଶାଂସ କଲେ- ବୃଦ୍ଧିଜୀବି ଓ ସ୍ଥାନୀୟ ବାସିନ୍ଦାଛତ୍ରପୁର : ବ୍ରହ୍ମପୁର ଭଣ୍ଡାରରେ ରକ୍ତର ଘୋର ଅଭାବକୁ ଦୃଷ୍ଟି ରେ ରଖି ଗତ ବର୍ଷ ଭଳି ଚଳିତ ବର୍ଷ ଛତ୍ରପୁର ଡିଷ୍ଟ୍ରିବ୍ୟୁଟର ଆସୋସିଏସନ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରି!-->…
ଟିଗଲ ପଞ୍ଚାୟତରେ ମାଣ୍ଡିଆ ବଣ୍ଟନରେ ବ୍ୟାପକ ହେରଫେର ଅଭିଯୋଗ : ମାଣ୍ଡିଆ ବଦଳରେ ଯୋଗାଣ ସହାୟକ ଦେଉଛନ୍ତି ୫୦୦ ଟଙ୍କା
ମାଲକାନଗିରି : ରାଜ୍ୟସରକାର ଗରିବ ହିତାଧିକାରୀଙ୍କୁ ଚୟନ କରି ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ତଥା ରିହାତି ଦରରେ ଚାଉଳ, ମାଣ୍ଡିଆ, ଗହମ ଓ କିରୋସିନ ବଂଣ୍ଟନ କରିଥାନ୍ତି । କିଛିବର୍ଷ ହେବ ରାଜ୍ୟ ସରକାର ମିଲେଟ ମିଶନମାଧ୍ୟରେ ମାଣ୍ଡିଆର ଗୁଣବତ୍ତାକୁ ନେଇ ଲୋକଙ୍କୁ ସଚେତନ!-->…
କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ‘ସ୍ୱଚ୍ଛତା ହିଁ ସେବା’ ଉଦ୍ଦେଶ୍ୟରେ ପଥପ୍ରାନ୍ତ ନାଟକ ଆୟୋଜିତ
ମାଲକାନଗିରି : ସ୍ୱଚ୍ଛତା ହିଁ ସେବା ଆଦର୍ଶ କୁ ମୂଳ ଲକ୍ଷ ରଖି କେନ୍ଦ୍ରୀୟ ବିଦ୍ୟାଳୟ ଏକାଦଶ ଶ୍ରେଣୀ ର ଛାତ୍ରଛାତ୍ରୀ ମାନେ ଜିଲ୍ଲା ନ୍ୟାୟାଳୟ ସମ୍ମୁଖ ଛକରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରିଥିଲେ l ଲୋକମାନେ ଦୈନନ୍ଦିନ ଜୀବନରେ ବ୍ୟକ୍ତି ଗତ ସ୍ୱଚ୍ଛତା ସହିତ ପାରିପାର୍ଶ୍ଵିକ ସ୍ୱଚ୍ଛତା!-->…
ଋଷିକଲ୍ୟା ନଦୀରେ ବୁଡି ବିଜୁଳି ପୃଷ୍ଟି ମୃତ…
ହିଞ୍ଜିଳିକାଟୁ, ୨୫/୯: ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ଗ୍ରାମର ଜଣେ ଯୁବକ ଋଷିକୂଲ୍ୟା ନଦୀରେ ବୁଡି ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସଂପୃକ୍ତ ଗ୍ରାମର ବିଜୁଳି ପୃଷ୍ଟି (୪୮) । ଯୁବକ ଜଣଙ୍କ ବୁଧବାର ସକାଳେ ଗାଧୋଇବା ପାଇଁ ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ନଦୀକୁ ଯାଇଥିଲେ। ଗାଧୋଉଥିବା!-->…
ତିନି ଦିନିଆ ବିକାଶ ମେଳା ଉଦଯାପିତ : ଶେଷ ଦିନରେ ଗୀତ ନାଚରେ ଝୁମିଲେ ଦର୍ଶକ
ସୁନ୍ଦରଗଡ଼: ସୁନ୍ଦରଗଡ଼ ରେ ତିନି ଦିନ ଧରି ଚାଲିଥିବା ବିକାଶ ମେଳା ଆଜି ଉଦଯାପିତ ହୋଇଯାଇଅଛି। ଶେଷ ଦିନ ରେ ବିଭିନ୍ନ ଅନୁଷ୍ଠାନ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ନିକଟସ୍ଥ ଯତରା ପଡ଼ିଆ ଠାରେ ତିନି ଦିନ ଧରି!-->…