Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
୧୦୦ ଦିନରେ ଓଡ଼ିଆ ଭାଷା ସଂସ୍କୃତି ଓ ଐତିହ୍ୟକୁ ସମ୍ମାନ ଦେବା ସହିତ ୨ଶହ କୋଟିର ପାଣ୍ଠି ବ୍ୟବସ୍ଥା : ଶ୍ରୀ ମଲ୍ଲିକ
ଫୁଲବାଣୀ : ଫୁଲବାଣୀ ସ୍ଥିତ କରୋନେସନ ପଡ଼ିଆରେ ଅନୁଷ୍ଠିତ ଓଡ଼ିଶା ସରକାରଙ୍କର ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମ, ବିକାଶ ମେଳା ପ୍ରଦର୍ଶନୀକୁ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ!-->…
ରାଜ୍ୟ ସରକାରଙ୍କ ଶହେ ଦିନର ସଫଳତାକୁ ନେଇ ବାଇକ ଶୋଭାଯାତ୍ରା
ବାଲିଗୁଡା : ସାରା ରାଜ୍ୟରେ ମୋହନ ସରକାରଙ୍କ ପକ୍ଷରୁ ତିନିଦିନ ଧରି ବିକାଶ ମେଳା ତଥା ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉ ଥିବା ବେଳେ ରବିବାର ବାଲିଗୁଡା ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିରାଟ ବାଇକ ରାଲି ଅନୁଷ୍ଠିତ ହୋଇଛି । ଦଣ୍ଡପଦର ପେଟ୍ରୋଲ ପମ୍ପ!-->…
ଗଦାପୁର ଅଞ୍ଚଳରେ ୫ ଦିନ ହେଲା ବିଏସଏନଏଲ ନେଟୱାର୍କ ଠପ : ପାଇପ କାମ ଚାଲିଥିବା ବେଳେ କାର୍ଯ୍ୟ ବନ୍ଦ କଲେ ଗ୍ରାମବାସୀ
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଗଦାପୁର ଅଞ୍ଚଳରେ ଗତ ୫ ଦିନ ହେଲା ବିଏସଏନଏଲ ନେଟୱାର୍କ ଅଚଳ ହୋଇପଡିଛି । ଉକ୍ତ ଅଞ୍ଚଳରେ ଏକ ମାତ୍ର ସାହା ଭରସା ବିଏସଏନଏଲ ନେଟୱାର୍କ ଅଚଳ ହୋଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ଏହାକୁ ମରାମତି ଦିଗରେ କୌଣସି!-->…
ଭରତପୁର ଥାନାରେ ଭାରତୀୟ ସେନାଙ୍କୁ ନିର୍ଯ୍ୟାତନା ନେଇ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟରେ ମାମଲା ରୁଜୁ କଲା…
ଭୁବନେଶ୍ୱର : ବର୍ତ୍ତମାନ ସମଗ୍ର ଭାରତବର୍ଷରେ ବଡ଼ ଚର୍ଚ୍ଚାର ବିଷୟ ହେଉଛି ଓଡିଶାର ଭୁବନେଶ୍ୱର-କଟକ ପୋଲିସ କମିଶନରେଟ ଅନ୍ତର୍ଗତ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିବାକୁ ଆସିଥିବା ଭାରତୀୟ ଆର୍ମୀର ମେଜର ଗୁରୁବଂଶ ସିଂହ ଓ ତାଂକ ବାନ୍ଧବୀଙ୍କୁ ଥାନାରେ ନିର୍ଯ୍ୟାତନା ଦେବା ଘଟଣା l କାରଣ!-->…
କଟ୍ରିଙ୍ଗିଆଠାରେ ପୋଷଣ ସଚେତନତା ସଭା
ଫୁଲବାଣୀ : କନ୍ଧମାଳ ଜିଲ୍ଲା କଟ୍ରିଙ୍ଗିଆ ଠାରେ ପୋଷଣ ମହାସଭା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଏବଂ ରୋଟାରୀ କ୍ଲବ୍ ଫୁଲବାଣୀ ର ମିଳିତ ଆନୁକୁଲ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ଗର୍ଭବତୀ, ପ୍ରସୁତୀ ମା, ପଂଚାୟତ ପ୍ରତିନିଧୀ, ସ୍ୱୟଂ ସହାୟକ ଦଳ ଓ ମହା!-->…
ଦକ୍ଷିଣ ଓଡ଼ିଶାରେ ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାକୁ ପ୍ରୋତ୍ସାହନ ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ବ୍ୟାପକ…
ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ସୌର ଶକ୍ତି ବ୍ୟବହାରକୁ ବଢ଼ାଇବା ପାଇଁ ସମଗ୍ର ଦକ୍ଷିଣ ଓଡ଼ିଶାରେ ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାକୁ ସକ୍ରିୟ ଭାବେ ପ୍ରୋତ୍ସାହିତ କରୁଛି। ଲୋକଙ୍କୁ ସୁଲଭ ସୌର ଶକ୍ତି ଯୋଗାଇବା ସହିତ ଏକ!-->…
ରାଜ୍ୟ ସାମ୍ବାଦିକ ସଂଘର ଗଞ୍ଜାମ ଜିଲ୍ଲା ସମାବେଶ ଓ ବନ୍ଧୁମିଳନ…
ଭଞ୍ଜନଗର : ଭଞ୍ଜନଗରସ୍ଥିତ ଆର.ଏମ.ସି ସମ୍ମିଳନୀ କକ୍ଷରେ ରାଜ୍ୟ ସାମ୍ବାଦିକ ସଂଘ ଗଞ୍ଜାମ ଜିଲ୍ଲା ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସାମ୍ବାଦିକ ସଂଘର ସଭାପତି, ଉପସଭାପତି ଓ ରାଜ୍ୟ ସମ୍ପାଦକ ଗଞ୍ଜାମ ଜିଲ୍ଲା ସମାବେଶ!-->!-->!-->…
କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ଟ୍ରଷ୍ଟ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ
ଫୁଲବାଣୀ : ଆଜି ସଦର ବ୍ଲକ ଅନ୍ତର୍ଗତ ଡାଙ୍ଗୁଲୁ ଗ୍ରାମ ଠାରେ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ଟ୍ରଷ୍ଟ ଆନୁକୂଲ୍ୟରେ ଭାରତୀୟ ରେଡ଼କ୍ରସ ସଂସ୍ଥା ଦ୍ୱାରା ପ୍ରଦତ୍ତ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଗ୍ରାମର ଶତାଧିକ ଗରିବ, ନିଷ୍ପେସିତ, ଭିନ୍ନକ୍ଷମ ଓ!-->…
କାଳିପଲ୍ଲୀ ପଞ୍ଚାୟତରେ ଆୟୁଷ୍ମାନ ସ୍ଵାସ୍ଥ୍ୟ ଆରୋଗ୍ୟ ଶିବିର
ଛତ୍ରପୁର : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କାଳିପଲ୍ଲୀ ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିର ସମସ୍ତ ପ୍ରକାର ସ୍ଵାସ୍ଥ୍ୟ ଚେକ୍ଅଫ୍ ହୋଇଥିବା ବେଳେ ମାଗଣା ଔଷଧ ବିତରଣ କରାଯାଇଛି । ଅନୁଷ୍ଠିତ ସ୍ବାସ୍ଥ୍ୟ ଶିବିର କୁ କାଳିପଲ୍ଲୀ ପଞ୍ଚାୟତର ସରପଞ୍ଚ ବି.ଲକ୍ଷ୍ମୀ!-->…
ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟିତ
ମାଲକାନଗିରି : ମାଲକାନଗିରି ସଦର ମହକୁମାସ୍ଥିତ ଡି ଏନ୍ କେ ଖେଳ ପଡ଼ିଆରେ ସୂଚନା - ଶିକ୍ଷା - ସଞ୍ଚାର କାର୍ଯ୍ୟକ୍ରମ ଓ ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟିତ ହୋଇଯାଇଛି । ଏହି ମେଳାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ!-->!-->!-->…