Browsing Category

ଆଞ୍ଚଳିକ

ଟିପିଏସ୍ଓଡିଏଲ୍ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳିତ

ବ୍ରହ୍ମପୁର : ଭାରତର ସ୍ଵାଧୀନତା ସଂଗ୍ରାମୀଙ୍କ ବୀରତ୍ଵ ଓ ବଳିଦାନକୁ ସମ୍ମାନ ଦେଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ୭୮ତମ ସ୍ଵାଧୀନତା ଦିବସ ପାଳନ କରିଛି। କମ୍ପାନୀର ନେତୃବୃନ୍ଦ ଏବଂ କର୍ମଚାରୀଙ୍କ ଉପସ୍ଥିତିରେ କର୍ପୋରେଟ ଅଫିସରେ ଉତ୍ସାହର ସହ ଏହା

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ସ୍ବାଧୀନତା ଦିବସ ପାଳିତ…

ଚିକିଟୀ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୭୮ ତମ ସ୍ବାଧୀନତା ଦିବସ‌ ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି। ଅନୁଷ୍ଠାନର ସଭାପତି ଶ୍ରୀ ପି.ରାମାରାଓ ସୁବୁଦ୍ଧି ମୁଖ୍ୟ ଅତିଥି ବିଶିଷ୍ଟ ସମାଜସେବୀ ଜଗନ୍ନାଥ ପଣ୍ଡା ପତାକା ଉତ୍ତୋଳନ କରିବା ସହ ଉପସ୍ଥିତ ଶିଶୁଙ୍କ ମଧ୍ୟରେ ଦେଶପ୍ରେମ

ଚିକିଟୀ ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସ ପାଳିତ

ଚିକିଟିୀ : ସ୍ଥାନୀୟ ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସ ଅଧ୍ୟକ୍ଷ ଡ. ଭବାନୀ ପ୍ରସାଦ ପଣ୍ଡାଙ୍କ ସଭାପତିତ୍ଵରେ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ପରିଚିଳନା ସମିତିର ସଂପାଦକ ଶ୍ରୀଯୁକ୍ତ ରାଧାଶ୍ୟାମ

ସ୍ବାଧୀନତା ଦିବସ ଅବସରରେ କଳାକାର ସଂଘର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଗୋବରା (ବେଲଗୁଣ୍ଠା) : ‘କଳା ଓ କଳାକାର ହିତୈଷୀ ମହାମଞ୍ଚ 'ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ’ ବେଲଗୁଣ୍ଠା ବ୍ଳକ୍ ଶାଖା ତରଫରୁ ଦେଶର ୭୮ତମ ସ୍ବାଧୀନତା ଦିବସ ପାଳନ ସହ ବ୍ରୁକ୍ଷ ରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋବରା ମୁଖ୍ୟ ସଡକ ପାର୍ଶ୍ବରେ ଆୟୋଜିତ ପତାକା ଉତ୍ତୋଳନ

ବଳଦକୁ ବଞ୍ଚାଇବାକୁ ଯାଇ, ଅଳ୍ପକେ ବର୍ତ୍ତିଲେ କାର ଚାଳକ !

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ପରତାପପୁର ପଞ୍ଚାୟତ ରୁ ଯାଇଥିବା PWD ୨୮ ନମ୍ବର ରାସ୍ତା ଉପରେ ଗୋଟିଏ ବଳଦକୁ ବଞ୍ଚାଇବାକୁ ଯାଇ କାର ଚାଳକ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଥିବା ଜଣାପଡିଛି | ସୂଚନା ଅନୁଯାଇ ଏହି ସେଣ୍ଟ୍ର କାର ବୀରମିତ୍ରପୁର ପଟୁ ରାଏବଗା

ପ୍ରେସ କ୍ଳବ୍ ବ୍ରହ୍ମପୁରର ନିର୍ବାଚନ ଫଳାଫଳ, ସଭାପତି ଭାବରେ ଅଶୋକ ବ୍ରହ୍ମା, ସମ୍ପାଦକ ଭାବରେ ପ୍ରହଲ୍ଲାଦ ସାହୁ…

ବ୍ରହ୍ମପୁର : ପ୍ରଥମଥର ପାଇଁ ଆୟୋଜିତ ହୋଇଥିବା ପ୍ରେସ କ୍ଳବ୍ ବ୍ରହ୍ମପୁର ନିର୍ବାଚନ-୨୦୨୪ ର ଆଜି ମତଦାନ ରହିଥିବା ବେଳେ ଭୋଟଦାନ ଗଣତି ପରେ ଫଳାଫଳ ଘୋଷଣା କରାଯାଇଛି । ମତଦାନ ଫଳାଫଳ ଘୋଷଣା ପରେ ପ୍ରେସ କ୍ଳବର ସଭାପତି ଭାବରେ ଅଶୋକ କୁମାର ବ୍ରହ୍ମା ୭୦ ଟି ଭୋଟ ପାଇ ବିଜୟୀ ହୋଇଥିବା ବେଳେ

ମହାସମାରୋହରେ ପରଚି ପାରା ମାଧ୍ୟମିକ ବିଦ୍ୟାଳୟରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ରାଇଘର : ୧୯୪୭ ମସିହା ଅଗଷ୍ଟ ୧୫ ଭାରତର ଦିଲ୍ଲୀ ଲାଲକିଲ୍ଲ ରେ ତ୍ରିରଙ୍ଗା ଜାତୀୟ ପତାକା ଉଡିବା ପରଠୁ ଭାରତ ବର୍ଷରେ ଅଗଷ୍ଟ ୧୫ ସ୍ୱାଧୀନତା ବିଜୟ ଦିବସ ଭାବେ ପାଳିତ ହୁଏ । ସେହିପରି ପରଚିପାରା ଡିଏନକେ ମାଧ୍ୟମିକ ବିଧ୍ୟାଳୟରେ ମହାସମାରୋହରେ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ପାଳିତ ହେଇ ଯାଇଛି

କନ୍ଧମେଳିର ନେତୃତ୍ବ ନେଇଥିବା ବୀରପୁତ୍ରମାନଙ୍କୁ ଜନ୍ମଦେଇ କନ୍ଧମାଳ ମାଟି ଧନ୍ୟ ହୋଇଛି : ମନ୍ତ୍ରୀ ଗୋକୁଳାନନ୍ଦ

ଫୁଲବାଣୀ : ଭାରତବର୍ଷର ସ୍ବାଧୀନତା ଲୁହ ଓ ଲହୁର ଇତିହାସ, ତ୍ୟାଗ ଓ ବଳିଦାନର ଇତିହାସ। ଦେଶର ଅନେକ ସଂଗ୍ରାମୀଙ୍କୁ ଆତ୍ମବିସର୍ଜନ କରିବାକୁ ପଡ଼ିଛି । ଯେଉଁ ମହାନ୍ ଦେଶଭକ୍ତମାନେ ଜାତୀୟ ସଂଗ୍ରାମରେ ସାମିଲ ହୋଇ ନିଜ ଜୀବନକୁ ତିଳତିଳ କରି ଦେଶ ଓ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ

୭୮ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ

ହିଞ୍ଜିଳିକାଟୁ : ୭୮ତମ ସ୍ୱାଧୀନତା ଦିବସ ଅବସରରେ ହିଞ୍ଜିଳିକାଟୁ ଅଞ୍ଚଳର ବିଭିନ୍ନ ସ୍ଥାନରେ ସ୍ୱାଧିନତା ଦିବସ ମହାସମାରୋହରେ ପାଳନ ହୋଇଯାଇଛି ।ଏହି ଅବସରରେ ହିଞ୍ଜିଳିକାଟୁ ବରାହୀପାହାଡ ସ୍ଥିତ ପ୍ରେସ କ୍ଳବ୍ ପରିସରରେ ପ୍ରେସ କ୍ଳବ୍ ସଭାପତି ଦ୍ଵିତୀକୃଷ୍ଟ ପଣ୍ଡା ପତାକା ଉତୋଳନ କରିଥିଲେ।

ଆସିକା ବିଧାୟକଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଏବଂ ବିଶ୍ବବ୍ୟାଙ୍କ ପ୍ରକଳ୍ପ ଶୈକ୍ଷିକ ଭବନ ଉଦ୍ଘାଟନ

ଆସିକା : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀ ଆନୁଷ୍ଠାନିକ ରୂପେ ନବ ନିର୍ବାଚିତ ଆସିକା ବିଧାୟକ ଶ୍ରୀ ସରୋଜ କୁମାର ପାଢ଼ୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। କଲେଜ ଗେଟ୍ ନିକଟରୁ ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚ଼ାରୀ, ରେଡକ୍ରସ୍,