Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଶିକ୍ଷକଙ୍କ ସ୍ଥାନାନ୍ତର ଓ ବିଦ୍ୟାଳୟର ଅନ୍ୟ ସମସ୍ୟାକୁ ନେଇ ସ୍କୁଲରେ ତାଲା ପକେଇଲେ ଗ୍ରାମବାସୀ…
ନବରଙ୍ଗପୁର : ଉମରକୋଟ ବ୍ଲକ କାରାଗାଁ ସରକାରୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବଦଳି ଓ ବିଭିନ୍ନ ସମସ୍ୟାକୁ ନେଇ ସ୍କୁଲରେ ତାଲା ପକାଇଲେ ଅବିଭାବକ ଓ ଗ୍ରାମବାସୀ। ସୂଚନା ଅନୁଯାଇ ସ୍କୁଲର ଅନେକ ସମସ୍ୟା କୁ ନେଇ ଅନେକ ଦିନରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବି କରାଯାଇଥିଲେ ମଧ୍ୟ!-->!-->!-->…
ପୌର ପରିଷଦ ଓ ପଞ୍ଚାୟତ ସମିତି ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା ଯାତ୍ରା
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୁତି ରଞ୍ଜନ ଦେଓ ଓ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ତତ୍ତ୍ଵାବଧାନରେ ମଙ୍ଗଳବାର ହିଞ୍ଜିଳିକାଟୁ ପୌର ପରିଷଦ ଓ ବ୍ଳକ କାର୍ଯ୍ୟାଳୟ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ!-->…
‘ହର ଘର ତ୍ରିରଙ୍ଗା’ ଜାତୀୟତା ବାର୍ତ୍ତା ଦେଲେ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ
ଚିକିଟୀ : ୭୮ ତମ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ସଭିଙ୍କ ଘର ଉପରେ ଗର୍ବର ସହିତ ଜାତୀୟ ପତାକା ଫରଫର ହୋଇ ଉଡିବ, 'ହର ଘର ତ୍ରିରଙ୍ଗା', 'ହର ମନ ତ୍ରିରଙ୍ଗା' ରେ ସମଗ୍ର ଗ୍ରାମ ରଙ୍ଗୀନ ଭାବେ ସଜାଇ ହେବ , ଏହି ଦୃଶ୍ୟ ସାରା ଦେଶ ଦେଖିବ ଏବଂ ସମଗ୍ର ବିଶ୍ୱ ଦେଖି ଚକିତ ହେବ । ଏହି ଭାବନାରେ!-->…
ଦିନକ ପରେ ସ୍ୱାଧିନତା ଦିବସ : ରାସ୍ତା କଡରେ ଖୋଲିଛି ତ୍ରିରଙ୍ଗା ପସରା
ହିଞ୍ଜିଳିକାଟୁ : ଦିନକ ପରେ ପାଳିତ ହେବ ସ୍ୱାଧିନତା ଦିବସ । ଏଥିସକାଶେ ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର!-->…
ବାଲିଗୁଡାରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ : ଉପଖଣ୍ଡସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା
ବାଲିଗୁଡା : ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଓଡିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ରାଜ୍ୟରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି । ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସମଗ୍ର ଭାରତର ନାଗରିକଙ୍କୁ ସାମିଲ କରି ବିଭିନ୍ନତା ମଧ୍ୟରେ!-->…
ରାଏବଗା ପଞ୍ଚାୟତରେ ଘରଘର ତ୍ରିରଙ୍ଗା ପତାକା ଉଡେଇଲେ…
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବଗା ପଞ୍ଚାୟତରେ ଆଜି ତା: ୧୩-୦୮-୨୪ ଦଶ ଘଟିକା ସମୟରେ ରାଏବଗା ସରପଞ୍ଚ ଶ୍ରୀ ପ୍ରଦୀପ କୁଲୁଙ୍କ ତତତ୍ଵାବଧାନରେ କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛତ୍ରୀ ମାନଙ୍କୁ ନେଇ ରାଏବଗା ଅଞ୍ଚଲରେ!-->…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନାବାଳିକା ଝିଅର ଆଖିସାମ୍ନାରେ ପିତାମାତା ଙ୍କ ମୃତ୍ୟୁ
ରାଇଘର : କିଏ ଜାଣିଛି କେତେବେଳେ କାହାର ମୃତ୍ୟୁ ହେବ। ବିଧିର ବିଧାନ କେହି ଖଣ୍ଡନ କରି ପାରିବେ ନାହିଁ, କଥାରେ ଅଛି " କେହି ରହି ନାହିଁ ରହିବ ନାହିଁଟି ଏ ଭଵ ରଙ୍ଗତଳେ, ସର୍ବେ ନିଜ ନିଜ କର୍ମ ସାରି ବାହୁରିବେ କାଳବଳେ "। ସୂଚନା ଅନୁସାରେ ନବରଙ୍ଗପୁର ଜ଼ିଲ୍ଲା, ରାଇଘର ବ୍ଲକ, ପରଚିପାରା!-->…
ଗଛରେ ପିଟିହେଲା ସରକାରୀ ଯାତ୍ରୀବାହୀ ବସ…
ନବରଙ୍ଗପୁର : ଆଜି ସକାଳ ଘ୪-୩୦ମି ସମୟରେ ମଇଦଲପୁର ଖଡକା ଘାଟି ନିକଟରେ ଭାରସାମ୍ୟ ହରାଇ ଏକ ସରକାରୀ ଯାତ୍ରୀବାହୀ ବସ ଗୋଟିଏ ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି ।ଦୁଇ ଡ୍ରାଇଭର ନିରଞ୍ଜନ ବାରିକ ଓ ବିଦ୍ୟାଧର ବିଶୋଇ ଆଘାତ ହୋଇ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା!-->!-->!-->…
ସରକାରଙ୍କ ଯୋଜନା ଟଙ୍କା ଆତ୍ମସାତରେ ୪ ଟି ବନ୍ଧ ବିପଦ ସଂକୁଳିତ: ବିଜେପି ସରକାରଙ୍କ ଦୃଷ୍ଟି କେବେ…?
ଫୁଲବାଣୀ :-କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ମୁଖ୍ୟ ସଦର ମହକୁମାରେ ଥିବା ୪ ବନ୍ଧ ଯଥା ପିଅନ ପଡା ସ୍ଥିତ ଫୁଲବାଣୀ ପୌର ପରିଷଦ ଅନ୍ତର୍ଗତ ଦଣ୍ଡପାଣି ବନ୍ଧ, ପାଣି ପିଇବା ବନ୍ଧ, ଗାଧୁଆ ବନ୍ଧ ଓ ଖଲିଆ ବନ୍ଧ ଏତତ୍ ବ୍ୟତୀତ ଫିସେରି ବିଭାଗର ୪ ଟି ବନ୍ଧ ରହିଛି l ଏକ ବର୍ଷ ପୂର୍ବେ ପୌର!-->…
ବାଲିଗୁଡ଼ାରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣୀ…
ବାଲିଗୁଡା,୧୩/୦୮: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ଜେନା, ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ଜିଲା ଅତିରିକ୍ତ ଆରକ୍ଷୀ ଅଧିକାରୀ ବଳଭଦ୍ର ଦୀପ୍, ଉପ-!-->…