Browsing Category

ଆଞ୍ଚଳିକ

ଘରୋଇ ବସ ମାଲିକ ସଂଘ ଓ ଲକ୍ଷ୍ମୀବସ ବିବାଦର ସମାଧାନ ନେଇ ତ୍ରିପାକ୍ଷିକ ବୈଠକ

ଛତ୍ରପୁର : ଘରୋଇ ବସ ମାଲିକ ସଂଘ ପକ୍ଷରୁ ଅଗଷ୍ଟ ୧ ରୁ ଆନ୍ଦୋଳନ କରିବେ ବୋଲି ଚେତାବନି ଦେଇଥିଲେ । ଜିଲ୍ଲାରେ ଓଏସଆରଟିଏସ ପକ୍ଷରୁ ଲକ୍ଷ୍ମୀବାସ ନିଜ ମନମୁତାବକ ଚଳାଚଳ କରୁଥିବାରୁ ଘରୋଇ ବସ ମାଲିକ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ସମାଧାନ ନେଇ ଗଞ୍ଜାମ

ରାୟଗଡାରେ ସିଟି ସ୍କାନ ବ୍ୟବସ୍ଥାକୁ ଉଦଘାଟନ କଲେ ଜିଲ୍ଲାପାଳ

ରାୟଗଡ଼ା : ଆଜି ରାୟଗଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଠାରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ସିଟି ସ୍କାନ ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି l ଓଡିଶା ସରକାର ଓ ସ୍ପନ୍ଦନ ଡ଼ାଇଗ୍ନସ୍ଟିକ ପ୍ରାଇଭେଟ ସଂସ୍ଥା ପିପିପି ମାଧ୍ୟମରେ ଏହା କାର୍ଯ୍ୟକାରୀ ହେବ l ରୋଗୀ ମାନଙ୍କ ନିମନ୍ତେ ଏହି

ରାଜ୍ୟସ୍ତରୀୟ ଜୁନିଅର ରେଡ଼କ୍ରସ ଅପ୍ରଶିକ୍ଷିତ କାଉନସିଲର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ମାଲକାନଗିରି : ଇଣ୍ଡିଆନ ରେଡ କ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ତରଫରୁ ରାଜ୍ୟସ୍ତରୀୟ ଜୁନିଅର ରେଡ଼କ୍ରସ ଅପ୍ରଶିକ୍ଷିତ କାଉନସିଲର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଲକାନଗିରି ସ୍ଥିତ ଜଗନ୍ନାଥ ପାଲ୍ଲୀ ହାଇସ୍କୁଲ ଏମଭି - ୭ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ତିନି ଦିନିଆ କର୍ମଶାଳାରେ

ଓଡ଼ିଶା ସିଏସ୍ଆର୍ ଆଣ୍ଡ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ-୨୦୨୪ରେ ଟିପିଏସ୍ଓଡିଏଲ୍ ସମ୍ମାନିତ

କର୍ମଚାରୀ ସ୍ବେଚ୍ଛାସେବା କ୍ଷେତ୍ରରେ ଉତ୍କର୍ଷତା ପାଇଁ ମିଳିଛି ପୁରସ୍କାର ବ୍ରହ୍ମପୁର : ଆସୋଚାମ୍ ଓଡ଼ିଶା ରାଜ୍ୟ ଉନ୍ନୟନ ପରିଷଦ ପକ୍ଷରୁ ଟିପି ଦକ୍ଷିଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍)କୁ ସମ୍ମାନଜନକ ଓଡ଼ିଶା ସିଏସ୍ଆର୍ ଆଣ୍ଡ ସଷ୍ଟେନେବିଲିଟି ଏକ୍ସଲେନ୍ସ

ଗଞ୍ଜେଇ ଜବତ, ଜଣେ ଗିରଫ

ରାୟଗଡ଼ା : ଚୋରା ଗଞ୍ଜେଇ ଚାଲାଣ ବେଳେ ରାୟଗଡ଼ା ପୁଲିସ ଜଣକୁ କାବୁ କରିବାରେ ସଫଳ ହୋଇଛି । ରେଳ ଷ୍ଟେସନ ନିକଟରେ ରାୟଗଡ଼ା ପୁଲିସ ରାତି ପଇଁତରା ମାରିବା ବେଳେ ଗଞ୍ଜେଇ ସହ ଜଣକୁ ଗିରଫ କରିଛି । ଗିରଫ ଜଣକ ଚନ୍ଦନ ହୂଇକା ଓ ତାଙ୍କ ଘର ରାୟଗଡା ଜିଲ୍ଲା ପଦ୍ମପୁର ବୋଲି ଜଣାପଡିଛି । ଜବତ

ଆଧୁନିକ ଯୁଗରେ ସବୁଜ ରସାୟନର ଆବଶ୍ୟକତା ପାଠଚ଼କ୍ର

ଆସିକା ତା ୨୯/୭ : ଆସିକା ବିଜ୍ଞାନ ମହାବିଦ୍ୟାଳୟ ରସାୟନ ବିଭାଗର ତତ୍ତ୍ବାବଧାନରେ ଏକ ସବୁଜ ରସାୟନ (ଗ୍ରୀନ୍ କେମେଷ୍ଟ୍ରି) ପାଠଚ଼କ୍ର ସେମିନାର ହଲ୍ ଠାରେ ଆୟୋଜିତ ହୋଇଯାଇଛି। ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀ ପୌରହିତ୍ୟ କରିଥିବା ବେଳେ ରସାୟନ ବିଭାଗ ମୁଖ୍ୟ ଡ. ସନ୍ତୋଷ କୁମାର ଚ଼ୌଧୁରୀ

ଆଇନ ସଚେତନତା କାର୍ଯ୍ୟକ୍ରମ

ଛତ୍ରପୁର : ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ସଚେତନତା କାର୍ଯ୍ୟକ୍ରମରେ କମିଟି ର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ମନୋରଞ୍ଜନ ଦାଶ ଅଧ୍ୟକ୍ଷତା କରି ନାବାଳକ ନ୍ୟାୟ ଓ

ବରିଡା-ଏ ଗ୍ରାମରୁ ସଂପୂର୍ଣ୍ଣ ମଦ ବିକ୍ରି ବନ୍ଦ କରିବା ପାଇଁ ପଞ୍ଚାୟତ ପ୍ରତିନିଧିଙ୍କ ଦାବି

ଛତ୍ରପୁର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବରିଡା-ଏ ଗ୍ରାମରୁ ସଂପୂର୍ଣ୍ଣ ମଦ ବିକ୍ରି ବନ୍ଦ କରିବା ପାଇଁ ପଞ୍ଚାୟତ ପ୍ରତିନିଧିମାନେ ଜୋରଦାର ଦାବି କରିଛନ୍ତି । ମଦ ବିକ୍ରିକୁ ବିରୋଧ କରି ଆମ୍ଭ ଗ୍ରାମବାସୀ ବହୁବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ଏଯାବତ

ଲଗାଣ ବର୍ଷା ଯୋଗୁଁ ବିଦ୍ୟାଳୟ ରେ ପଶିଲା ବର୍ଷା ଜଳ ଛାତ୍ର ଛାତ୍ରୀ ହନ୍ତସନ୍ତ……

ରାଇଘର :୨୯-୭ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ, ସୀମାନ୍ତ ବର୍ତ୍ତୀ ଅଞ୍ଚଳରେ ଗ୍ରାମ ପରଚିପାରା ଡି ଏନ କେ ଉ ଜି ଏମ ଈ ବିଦ୍ୟାଳୟ ମଧ୍ୟରେ ବର୍ଷା ଜଳ ପଶି ବିଦ୍ୟାଳୟ ବଗିଚା ଗୁଡିକ ନଷ୍ଟ ହେଇ ଯାଇଛି।ଏହା ସହ ପାଣି ପାଇଁ ବିଦ୍ୟାଳୟର ଛାତ୍ର ଛାତ୍ରୀ,ମାନଙ୍କର ମଧ୍ୟ ଯିବା ଆସିବା କରିବାକୁ

ଗ୍ରାମୀଣ ନାଟ୍ୟ ଦିବସ ନିମନ୍ତେ ମହାସଂଘର ଆଖଡା ଆରମ୍ଭ….

ବ୍ରହ୍ମପୁର, ତା. ୨୯/୦୭ :କଳା ଓ କଳାକାର ହିତୈଷୀ ମହାମଞ୍ଚ 'ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ' ତରଫରୁ ଏକ ନାଟକ ପ୍ରଯୋଜନା ନିମନ୍ତେ ଗତକାଲି ଠାରୁ ଆଖଡା ଆରମ୍ଭ ହୋଇଯାଇଛି। ଯୁଦ୍ଧିଷ୍ଠୀର ଭଞ୍ଜ ସାମନ୍ତଙ୍କ ରଚିତ ପାରିବାରିକ ନାଟକ "ଉଡିଗଲା ସାରୀ"ର ବିଧିବତ୍ ପାଣ୍ଡୁଲିପି ପୂଜନ