Browsing Category

ଆଞ୍ଚଳିକ

ରାସ୍ତାର ନା ପୋଖରୀ ବିକଲ୍ପ ନଥିବାରୁ ଗ୍ରାମବାସୀଙ୍କ ଯାତାୟତ ବାଧାପ୍ରାପ୍ତ

ମାଲକାନଗିରି / କାଲିମେଳା : ମାଲକାନଗିରି ଜିଲ୍ଲାରେ ପ୍ରାୟ ଦୁଇ ସପ୍ତାହରୁ ଉର୍ଦ୍ଧ ଦିନ ଲଘୁଚାପ ଜନିତ ବର୍ଷା ଲାଗିରହିଛି। ଫଳରେ ଅନେକ ସ୍ଥାନରେ ରାସ୍ତା ଘାଟ ନଷ୍ଟ ହେବା ସହ ରାସ୍ତା ମଝିରେ କୃତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି

ଭାରତ-ସ୍ପେନ୍ ଆନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନିତ ହେଲେ ସାମ୍ବାଦିକ ସତୀଶ କୁମାର

ଭୁବନେଶ୍ୱର : ସାମ୍ବାଦିକଙ୍କ ପ୍ରତି ତାଙ୍କର ଅଦମ୍ୟ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ଓଡ଼ିଶା ସାମ୍ବାଦିକ ସତୀଶ କୁମାର ଦାଶ, ଟାଇମ୍ସ ନାଓ ନବଭାରତ (ଟାଇମ୍ସ ଗ୍ରୁପ୍) ର ରାଜ୍ୟ ସମ୍ବାଦଦାତାଙ୍କୁ ସମ୍ମାନଜନକ "ଇଣ୍ଡୋ-ସ୍ପେନ୍ ଆନ୍ତର୍ଜାତୀୟ ପୁରସ୍କାର 2024" ପ୍ରଦାନ କରାଯାଇଛି। VEYIL

ଆସିକାରେ ଆଳୁ ଖୋଜିଖୋଜି ଗଲେ, ପିଆଜ ଦେଖି ବାବୁ ଥଣ୍ଡା ପି ଫେରିଲେ…..!

ଆସିକାରେ ଆଳୁ ଚଢ଼ାଉ ଧର୍ମକୁ ଆଖିଠାର……ଵ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ସହରରେ ସର୍ବାଧିକ ଦରରେ ଆଳୁ ବିକ୍ରି ହେଉଥିବା ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଉଛି । ଏନେଇ ଜିଲ୍ଲାପାଳ ଙ୍କଠାରୁ ଉପ-ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଯୋଗାଣ ବିଭାଗ ପକ୍ଷରୁ ଆଳୁ ବିକ୍ରି

ଦୀର୍ଘବର୍ଷ ପରେ ଆସିକାର ସ୍ୱର ବିଧାନସଭାରେ ଶୁଭିଲା

ଜିଲ୍ଲା ଭୂ-ବନ୍ଦୋବସ୍ତ - ଉଠା ଜଳସେଚନ କାର୍ଯ୍ୟକ୍ଷମ ଉପରେ ବିଧାନସଭାରେ ବିଧାୟକଙ୍କ ପ୍ରଶ୍ନଵ୍ରହ୍ମପୁର : ଦେଶ ସ୍ୱାଧୀନତା ପର ଠାରୁ ଆସିକା ସହର ଭୂ - ବନ୍ଦୋବସ୍ତ ରୁ ବଞ୍ଚିତ ହୋଇରହିଛି। ଆସିକା ବିଧାୟକ ଚଳିତ ବିଧାନସଭାରେ ରେ ଆସିକା ବାସୀଙ୍କ ଦୀର୍ଘ ଦିନର ଆଶା ଆଶଙ୍କା କୁ ବିଧାନସଭା

ସରପଞ୍ଚଙ୍କ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ : କଠିନ ଓ ତରଳ ବର୍ଜ୍ୟବସ୍ତୁ ମୁକ୍ତଗ୍ରାମର ସ୍ୱତନ୍ତ୍ର ଗ୍ରାମସଭା

ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ସୀମାନ୍ତବର୍ତ୍ତୀ କାଉଡୋଳା ପଞ୍ଚାୟତର ସରପଞ୍ଚ ଶ୍ରୀ ରାଜକୁମାର ଗଣ୍ଡଙ୍କ ତତ୍ତ୍ବାବଧାନରେ ଗତକାଲି ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମବାସୀଙ୍କ ଏକ ସ୍ୱତନ୍ତ୍ର ସଚେତନ ଗ୍ରାମସଭା ଅନୁଷ୍ଠିତ ହେଇଯାଇଛି। ଯେପରି କେହି ବାହାରେ ମଳ ମୂତ୍ର

ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ

ଛତ୍ରପୁର : ଶିକ୍ଷା ବିଭାଗର ଛତ୍ରପୁର ବ୍ଲକସ୍ତରୀୟ ସମୀକ୍ଷା ବୈଠକ ଶୁକ୍ରବାର ସ୍ଥାନୀୟ ବିଇଓ ଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ସୀତାରାମ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରେ

ପ୍ରସୂତୀ ବେଳେ ମା ଓ ଶିଶୁର ଯତ୍ନ ନିଆଯିବା ସମ୍ପର୍କରେ କର୍ମଶାଳା

ଛତ୍ରପୁର : ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଣମଣା ପଂଚାୟତର ବାଟ ଛତ୍ରପୁର ଗ୍ରାମ ସ୍ଥିତ ଅଙ୍ଗନବାଡି କେନ୍ଦ୍ର ପରିସରରେ ଏକ କର୍ମଶାଳା ଛତ୍ରପୁର ରୋଟାରୀ କ୍ଲବର ସଭାପତି ଡ. ବିମଳ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ବରିଷ୍ଠ ଶିଶୁ

ପରଲୋକରେ ସମସ୍ତଙ୍କ ପ୍ରିୟ ସୁରେଶ ଗୁରୁଜୀ (ଟୁକୁନା ସାର)

ଫୁଲବାଣୀ : ଫୁଲବାଣୀ ସହରର ସମସ୍ତ ଛାତ୍ରଛାତ୍ରୀ ଙ୍କ ଅତି ପ୍ରିୟ ସୁରେଶ ଗୁରୁଜୀ (ଟୁକୁନା ସାର) ଙ୍କ ଅକାଳ ବିୟୋଗରେ ସମଗ୍ର ଫୁଲବାଣୀ ସହରରେ ଶୋକର ଛାୟା ଖେଳିଯାଇଛି l ସେ ଆଜକୁ ଦୀର୍ଘ ମାସ ହେବ କଣ୍ଠ ସଂକ୍ରମଣରେ ପୀଡିତ ଥିଲେ l ଫୁଲବାଣୀ ମେଡିକାଲରେ ଚିକିତ୍ସିତ ଅବସ୍ତାରେ ତାଙ୍କର

ଫୁଲବାଣୀ ବ୍ଲକର ସମସ୍ତ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳିତ

ଫୁଲବାଣୀ :  ଶିକ୍ଷା ସପ୍ତାହ ହେଉଛି ବାର୍ଷିକ ପଦକ୍ଷେପ ଯାହାକି ସଚେତନତାକୁ ପ୍ରୋତ୍ସାହିତ କରିଥାଏ ଏବଂ ଭାରତରେ ଶିକ୍ଷାର ଗୁରୁତ୍ୱକୁ ପାଳନ କରିଥାଏ l ଦେଶର ସାମଗ୍ରିକ ବିକାଶରେ ଦକ୍ଷତା ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆଲୋକିତ କରିବାକୁ ଏହି ସପ୍ତାହ ଏକ ଅନନ୍ୟ ସୁଯୋଗ ଉପସ୍ଥାପନ