Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସ୍ୱଚ୍ଛ,ସୁସ୍ଥ,ସବୁଜ ଓ ସୁନ୍ଦର ସଚେତନତା ପଦଯାତ୍ରା !
ଛତ୍ରପୁର : ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଛତ୍ରପୁର ଶାଖା ଆନୁକୁଲ୍ୟ ଏବଂ ପ୍ରତିଭା ଆବାସିକ ମହାବିଦ୍ୟାଳୟ ସହଯୋଗରେ ବୃକ୍ଷ ଗଙ୍ଗା ଅଭିଯାନ ଓ ପରିବେଶ ସୁରକ୍ଷା ସଚେତନତା ପଦଯାତ୍ରା ଆୟୋଜନ ହୋଇଯାଇଛି । ଉକ୍ତ ପଦଯାତ୍ରାରେ ପୂର୍ବତନ ବିଧାୟକ ତଥା ଉପ ବାଚସ୍ପତି ରାମ ଚନ୍ଦ୍ର ପଣ୍ଡା, ଛତ୍ରପୁର!-->…
୧୮ ଟନରୁ ଉର୍ଦ୍ଧ ଗୋମାଂସ ବୋଝେଇ କଣ୍ଟେନର ଜବତ, ଚାଳକ ଅଟକ…
ଛତ୍ରପୁର : ଚମାଖଣ୍ଡି ଥାନା ଅଧିନ ମାଣ୍ଡିଆପଲ୍ଲୀ ଜାତୀୟ ରାଜପଥ ଠାରେ ଏକ ଗୋ ମାଂସ ବୋଝେଇ କଣ୍ଟେନରକୁ ପୁଲିସ ଜବତ କରିଛି | କୌଣସି ସୂତ୍ରରୁ ଖବର ପାଇଁ ବଜରଙ୍ଗ ଦଳ ରବିବାର ଭୋର ସମୟରେ ଖୋର୍ଦ୍ଧା ରୁ ଆନ୍ଦ୍ରପ୍ରଦେଶ ଅଭିମୁଖେ ଯାଉଥିବା ଏପି 03ଟିଇ 5555ନଂ ଏକ କଣ୍ଟେନର ଯୋଗେ 18 ଟନ!-->…
୫୦ ବର୍ଷର ପୁରାତନ ପ୍ରାଥମିକ ବିଦ୍ୟାଳୟ ପ୍ରତି ଶିକ୍ଷା ବିଭାଗର ବୈମାତୃକ ମନୋଭାବ କାହିଁକି ?
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବପଲମେଣ୍ଡି (ଲା) ଗ୍ରାମପଞ୍ଚାୟତର ସଲାଗୁଡ଼ା ଗ୍ରାମରେ ୧୯୭୫ ମସିହା ରେ ନିର୍ମାଣ ହୋଇଥିବା ବିଦ୍ୟାଳୟଟି ଏବେ ବହୁ ସମସ୍ୟା ମଧ୍ୟରେ ଗତି କରୁଛି । ବିଦ୍ୟାଳୟ ନିର୍ମାଣର ୫୦ ବର୍ଷ ହୋଇଥିଲେ ମଧ୍ୟ ବିଦ୍ୟାଳୟ ନାଁରେ!-->…
ଗୋଷ୍ଠୀ ଶିକ୍ଷାଧିକାରୀ ବିଦ୍ୟାଳୟ ପରିସର ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ
ହିଞ୍ଜିଳିକାଟୁ ୩୦/୬ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୧୨ରେ ଥିବା ଗୋଷ୍ଠୀ ଶିକ୍ଷାଧିକାରୀ, ଲକ୍ଷ୍ମୀ ନୃସିଂହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଲକ୍ଷ୍ମୀ ନୃସିଂହ କଳାମନ୍ଦିର ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ଏହାର ସୁଯୋଗ ନେଇ କେତେଜଣ ଅସାମାଜିକ ବ୍ୟକ୍ତି ସ୍କୁଲ!-->…
ଜିଲ୍ଲା ଲେଖକ ସାମ୍ମୁଖ୍ୟର ମାସାନ୍ତ ସୃଜନ ସାହିତ୍ୟ ଆସର
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଫୁଲବାଣୀର ମାସାନ୍ତ ସୃଜନ ସାହିତ୍ୟ ଆସର ଗୋଛାପଡାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି l ସାମ୍ମୁଖ୍ୟ ର ସଭାପତି ଶ୍ରୀ ରବୀନ୍ଦ୍ର ନାଥ ମିଶ୍ର ଙ୍କ ଅଧକ୍ଷତାରେ ଆୟୋଜିତ ଏହି!-->…
ମା’ ରାମଚଣ୍ଡୀ ମନ୍ଦିର ପୂଜା କମିଟି ତରଫରୁ ଭଜନ ସମାରୋହ ଓ ପ୍ରସାଦ ବଣ୍ଟନ
ଛତ୍ରପୁର : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ମେଇନ୍ ରୋଡ଼ ମାଝି ବଜାର ଠାରେ ମା' ରାମାୟଣାମ୍ମାଙ୍କ ଏକମାସ ବ୍ୟାପି ଯାତ୍ରାର ଶେଷ ଦିବସରେ ମା' ରାମଚଣ୍ଡୀ ମନ୍ଦିର ପୂଜା କମିଟି ତରଫରୁ ପାଞ୍ଚ ହଜାର ଭକ୍ତଙ୍କ ପାଈଁ ପ୍ରସାଦ ବଣ୍ଟନ ଓ ଦାରୁବ୍ରହ୍ମ ଭଜନ ସମାରୋହ ତରଫରୁ ଏକ ଭଜନ ସନ୍ଧ୍ୟା!-->…
ଗଣିତ ବିଶାରଦ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବସର ଗ୍ରହଣ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଦିତୀୟ ସର୍ବ ପୁରାତନ ହାଇସ୍କୁଲ ତଥା ଫୁଲବାଣୀ ସହର ଉପକଣ୍ଠରେ ଅବସ୍ଥିତ ରୁଜାଙ୍ଗୀ ସରକାରୀ ହାଇ ସ୍କୁଲର କାର୍ଯ୍ୟରତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅର୍ଚନା ବାସା ନିଷ୍ଠା ଓ ଦକ୍ଷତାର ସହ ଦୀର୍ଘ ୩୨ ବର୍ଷ କାର୍ଯ୍ୟ କରି ଜୁନ ମାସ ୩୦ ତାରିଖ ଦିନ ଅବସର ଗ୍ରହଣ!-->…
ମାଁ ରାମାୟଣୀ ମା’ଙ୍କ ଠାକୁରାଣୀ ଯାତ୍ରା : ଆଜି ବିଦାୟ ନେବେ ମା
ଛତ୍ରପୁର : ଯାତ୍ରା ର ଶେଷ ଦିବସରେ ମାଁ ରାମଚଣ୍ଡୀ ମନ୍ଦିର ପୂଜା କମିଟି ତରଫରୁ ୫ ହଜାର ଭକ୍ତଙ୍କ ପାଈଁ ପ୍ରସାଦ ବଣ୍ଟନ ଓ ଦାରୁବ୍ରହ୍ମ ଭଜନ ସମାରୋହ ତରଫରୁ ଏକ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଛତ୍ରପୁର ମଝିବଜାର ର ସୁଲଭ ଗ୍ରୋସେରୀ ଦୋକାନ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ!-->…
ବ୍ରହ୍ମାକୁମାରୀସ୍ ତରଫରୁ ଚୈତନ୍ୟ ନବଦୁର୍ଗା ଦର୍ଶନ
ଛତ୍ରପୁର : ବ୍ରହ୍ମକୁମାରୀସ୍ ଶାନ୍ତି ଅନୁଭୂତି ଭବନ ତରଫରୁ ଆୟୋଜିତ ଚୈତନ୍ୟ ଝାଙ୍କିରେ ନବଦୁର୍ଗା ବେଶ ଦର୍ଶନ କରିବାକୁ ମିଳିଥିଲା। ଏହି ନବଦୁର୍ଗା ଝାଙ୍କି ଛତ୍ରପୁର ଉପ ସେବାକେନ୍ଦ୍ର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ବିଜୟା ଲକ୍ଷ୍ମୀ ଭଉଣୀଙ୍କ ତତ୍ଵାବଧାନରେ ମୁଖ୍ୟ ଅତିଥି!-->…
କାର୍ଯ୍ୟ ରତ ପୋଲିସ କର୍ମଚାରୀ ଙ୍କ ଗାଡିଧକ୍କା ରେ ମୃତ୍ୟୁ…
ମାଲକାନଗିରି : ଗତକାଲି ଭୁବନେଶ୍ୱର ରେ କାର୍ଯ୍ୟରତ ପୋଲିସଙ୍କ ମୃତ୍ୟୁ ହୋଇଛି । ସୂଚନାରୁ ପ୍ରକାଶ ଗତକାଲି ରାତିରେ ରାଜଧାନୀ ଭୁବନେଶ୍ୱରରେ ଅଜଣା ଗାଡ଼ି ଧକ୍କାରେ ଜଣେ ଟ୍ରାଫିକ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମଧୁସୂଦନ କିର୍ସାନୀ। ତାଙ୍କ ଘର ମାଲକାନଗିରି ଜିଲ୍ଲା!-->!-->!-->…