Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଟାଟୁ ଦୋକାନ ଭିତରେ ଯୁବକଙ୍କୁ ହତ୍ୟା ଘଟଣାରେ ୫ଗିରଫ…
ବ୍ରହ୍ମପୁର : ଗତ ମଙ୍ଗବାର ଗୋଷାଣୀନୂଆଗାଁ ଥାନା ଅର୍ନ୍ତଗତ ହାଉସିଂବୋର୍ଡ ନିକଟରେ ଥିବା ଏକ ଟାଟୁ ଦୋକାନ ଭିତରେ ଜଣେ ଯୁବକଙ୍କୁ ବିଭତ୍ସ ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ।ବିଭିନ୍ନପ୍ରକାର ମାରଣାସ୍ତ୍ର ରେ ଟାଟୁ ଦୋକାନ ଭିତରେ ଆକ୍ରମଣ କରିଥିଲେ। ହତ୍ୟାର ଶିକାର ହୋଇଥିବା ଯୁବକ ଜଣଙ୍କ!-->…
ଅର୍ଦ୍ଧନିର୍ମିତ ଅଙ୍ଗନବାଡି କୋଠା କାର୍ଯ୍ୟ ସରିବ କେବେ ?
ଉମରକୋଟ : ଦୁର୍ନୀତିରେ ଉବୁଟୁବୁ ନବରଙ୍ଗପୁର ଜ଼ିଲ୍ଲାର ଏକ ଉପାନ୍ତ ଅଞ୍ଚଳ ରାଇଘର ବ୍ଳକ କହିଲେ ଭୁଲ ହେବ ନାହିଁ। ଏହି ବ୍ଲକରେ ସବୁ ଉନ୍ନତି ମୂଳକ କାର୍ଯ୍ୟ ଗୁଡିକ ଠିକାଦାର, ଜିଆରଏସ ଓ ଓଭରସିଆର ବାବୁଙ୍କ ମନ ମର୍ଜିରେ ହୁଏ । ବାରଂବାର ବିଭିନ୍ନ ଗଣମାଧ୍ୟମରେ ଦୁର୍ନୀତିର ପର୍ଦାଫାଶ ହେଲେ!-->…
ଅଜଣା ବୃଦ୍ଧଙ୍କ ମୃତଦେହ ଉଦ୍ଧାର
ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା ଅଣ୍ଡାଳି ଜମ୍ବାହାଲ ପଞ୍ଚାୟତ ଅନ୍ତର୍ଗତ ମିଠେଇ ଟୁଙ୍ଗରି ଚାଷ ଜମିରେ ଜଣେ ବୃଦ୍ଧ ଲୋକଙ୍କ ମୃତଦେହ ପଡ଼ିଥିଲା | ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ବୃଦ୍ଧ ତିନି ଚାରି ଦିନ ପୂର୍ବେ ଜମ୍ବାହଲ ସ୍ୱାସ୍ଥ୍ୟ କେନ୍ଦ୍ରରେ!-->…
ଜଗତସିଂହପୁର ସାଧାରଣ ନିର୍ବାଚନରେ କନ୍ଧମାଳ ଜିଲ୍ଲାରୁ ୬୦୦,ରୁ ଉର୍ଦ୍ଧ ପୋଲିସ ଓ ହୋମଗାର୍ଡ କର୍ମଚାରୀ…
ସମାନ ଡିଉଟି କିନ୍ତୁ ଦରମା କମ୍...
ଶେରଗଡ଼ ତହସିଲ ଅଞ୍ଚଳରେ ଜମି ମାଫିଆଙ୍କ ରାଜ : କବ୍ଜା ରେ ଏକର ଏକର ଜମି…
ସନ୍ଦେହ ଘେରରେ ତହସିଲଦାର ଙ୍କ ଭୂମିକା...!!
ମା’ ରାମାୟଣାମ୍ମା ଦ୍ବିତୀୟ ସନ୍ଧ୍ୟାର ଘଟଯାତ୍ରା : ଜଗମାଲ୍ ରାଜଙ୍କ ଘର ଦ୍ୱାରେ ମାଆ ସାନ୍ତାଆଣୀ ରାଜଭୋଗ…
ଛତ୍ରପୁର : ଛତ୍ରପୁରର ଆରାଧ୍ୟ ଦେବୀ ମା' ରାମାୟଣାମ୍ମା ଙ୍କ ଦ୍ବିତୀୟ ସନ୍ଧ୍ୟା ର ଘଟଯାତ୍ରା ଏକ ନିଆରା ଅଟେ ।। ଆଜି ମା' ଅପରବସଷ୍ଟାଣ୍ଡ ଅଭିମୁଖେ ବାହାରିଛନ୍ତି । ପ୍ରକାଶ ଥାଉକି ତତ୍କାଳୀନ ସମୟରେ ଜଗମାଲ୍ ରାଜ୍ ବୋଲି ଜଣେ ଗୁଜୁରାଟୀ ପରିବାର ଛତ୍ରପୁର ର ଷ୍ଟେସନ ରୋଡ଼ ଅଞ୍ଚଳରେ ସ୍ଥାୟୀ!-->…
ପ୍ରବଳ ଖରାରେ ପ୍ଲାଷ୍ଟିକ ବାନ୍ଧି ହାଟ କରିଲେ ଉଠା ବେପାରୀ !
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅଧୀନରେ ରାଏବଗା ପଞ୍ଚାୟତରେ ଥିବା ସାପ୍ତାହିକ ବଜାରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଉଠାବେପାରି ମାନେ ତାସହିତ ବଜାରରେ ପରିବା ନେବା ପାଇଁ ଆସିଥିବା ଲୋକମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏହି ବଜାର!-->…
ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ : କାଗଜ କଲମରେ ସୀମିତ ବିଶ୍ୱ ତମାଖୁ ବର୍ଜନ ଦିବସ : ପ୍ରହସନ ପାଲଟିଛି ଗୁଟଖା ବନ୍ଦ ଆଇନ
ହିଞ୍ଜିଳିକାଟୁ : ପ୍ରତିବର୍ଷ ମଇ ମାସ ୩୧ ତାରିଖକୁ ସାରା ଭାରତ ବର୍ଷରେ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଇଥାଏ । ତମାଖୁର ଭୟାବହତାକୁ ନେଇ ବିଶ୍ୱସ୍ତରରେ ସଚେତନତା ସୃଷ୍ଟି ଉଦ୍ଦ୍ୟେଶରେ ଏହି ଦିବସ ପାଳନ କରାଯାଇଥାଏ । ଚଳିତ ବର୍ଷ ତମାଖୁ ଜନିତ ହୃଦରୋଗ ବିଷୟକୁ ଗୁରୁତ୍ୱ!-->…
ଅସହ୍ୟ ତାତି ଯନ୍ତ୍ରଣା ବଢ଼ାଉଛି ବିଦ୍ୟୁତ୍ କାଟ
ହିଞ୍ଜିଳିକାଟୁ ୩୦।୫: ଅସହ୍ୟ ଗ୍ରୀଷ୍ମ ପ୍ରବାହ ବେଳେ ଘନ ଘନ ହେଉଛି ବିଦ୍ୟୁତ୍ କାଟ। ଗ୍ରାମାଞ୍ଚଳ ତ ଦୂରର କଥା ହିଞ୍ଜିଳିକାଟୁ ସହରରେ ଦୀର୍ଘ ସମୟ ଧରି ବିଦ୍ୟୁତ୍ ଗାଏବ ହୋଇଯିବା ସହରବାସୀଙ୍କ ଚିନ୍ତାର କାରଣ ହୋଇଛି। ଯେଉଁ ସମୟରେ ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଣ କରାଯିବା କଥା, ସେହି!-->…
ଛାତ୍ରୀଙ୍କୁ କମେଣ୍ଟ ମାରିବା ପଡିଲା ମହଙ୍ଗା : ଗ୍ରାମବାସୀଙ୍କ ଛେଚା ଖାଇ ରୋଡ ରୋମିଓ ଆହତ
ହିଞ୍ଜିଳିକାଟୁ : ସାଇକେଲ ଯୋଗେ ହିଞ୍ଜିଳିକାଟୁ ସହରକୁ ଟିୟୁସନ ଯାଉଥିବା ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ଅଶ୍ଳୀଳ ଇଙ୍ଗିତ କରିବା ଏତେ ରୋଡରୋମିଓଙ୍କୁ ମହଙ୍ଗା ପଡିଛି। ବାରମ୍ବାର ତାଗିଦ ପରେ ମଧ୍ୟ ଯୁବକ ଜଣଙ୍କ ନିଜ ସ୍ୱଭାବରେ ପରିବର୍ତ୍ତନ ନଆଣିବାରୁ ଶେଷରେ ଗ୍ରାମର କିଛି ବ୍ୟକ୍ତିଙ୍କ!-->…