Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଗଞ୍ଜାମରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶାନ୍ତିଶୃଙ୍ଖଳାରେ ପରିଚାଳନା ପାଇଁ ଗଞ୍ଜାମ ପୁଲିସର ପ୍ରସ୍ତୁତି
ଛତ୍ରପୁର : ଆସନ୍ତା ୨୦ ତାରିଖରେ ଗଞ୍ଜାମରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ହେବ । ଆସିକା ଲୋକସଭା ଓ ୮ଟି ବିଧାନସଭା ପାଇଁ ଏହି ମତଦାନ ହେବାକୁ ଯାଉଛି । ଗଞ୍ଜାମରେ ଏହି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ!-->…
ରାୟଗଡ଼ା ଜିଲ୍ଲାରେ ନୂଆ ୩୩ କେଭି ଲାଇନ ସ୍ଥାପନ କଲା ଟିପିଏସ୍ଓଡିଏଲ୍
• ଗୁଣୁପୁର ଅଞ୍ଚଳର ୮୭ ଗ୍ରାମର ବିଜୁଳି ସେବା ସୁଦୃଢ଼
ବ୍ରହ୍ମପୁର, ମଇ: ଚଳିତ ଗ୍ରୀଷ୍ମ ପ୍ରବାହରେ ଗୁଣାତ୍ମକ ତଥା ଭରସାଯୋଗ୍ୟ ବିଜୁଳି ସେବା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଭିତ୍ତିଭୂମି ରକ୍ଷଣାବେକ୍ଷଣ ତଥା!-->!-->!-->…
ଚୋରା ମାଦକ ଦ୍ରବ୍ୟ କାରବାରକୁ ନେଇ ଅସନ୍ତୋଷ
ହିଞ୍ଜିଳିକାଟୁ, ୧୮ା୫ : ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ଚୋରା ମାଦକ ଦ୍ରବ୍ୟ ଓ ଲାଇସେନ୍ସ ପ୍ରାପ୍ତ ମଦ କାଉଣ୍ଟର ଗୁଡ଼ିକରେ ମଦ ବିକ୍ରି ସେତିକି ପରିମାଣରେ ବୃଦ୍ଧି ପାଉଛି । ସ୍ଥାନୀୟ ଅବକାରୀ ବିଭାଗୀୟ କାର୍ଯ୍ୟାଳୟ ବହୁ ସମୟରେ ବନ୍ଦ ରହୁଥିବାରୂୁ ଏବଂ ଖୋଲା ରହୁଥିବା ସମୟରେ!-->…
ବିରାଟ ରୋଡ଼ ସୋ’ ମାଧ୍ୟମରେ ବୀରମହାରାଜପୁର ବିଜେପି ବିଧାୟକ ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ
ବୀରମହାରାଜପୁର : ସୁବର୍ଣ୍ଣପୁର ବୀରମହାରାଜପୁର ବିଧାନ ସଭା କ୍ଷେତ୍ରରବିଜେପି ବିଧାୟକ ପ୍ରାର୍ଥୀ ଇଂ ରଘୁନାଥ ଜଗଦଲା ଶୁକ୍ରବାର ସନ୍ଧ୍ୟା ରେ ଏକ ବିରାଟ ରୋଡ଼ ସୋ ରେ ସାମିଲ ହୋଇଛି ଛନ୍ତି | ଏହି ରୋଡ଼ ସୋ ମାଧ୍ୟମ ରେ ସେ ଶକ୍ତି ପ୍ରଦର୍ଶନ କରି ଛନ୍ତି | ଏଥି ସହିତ ଉପଖଣ୍ଡ ସଦର ମହ କୁମାର!-->…
ପୋଲିଂ ଅଧିକାରୀ, ପୋଲିସ୍ ଓ ଭୋଟରଙ୍କ ବ୍ୟତିତ ଅନ୍ୟମାନେ ବୁଥ୍ ଠାରୁ ୨୦୦ ମିଟର ଅଞ୍ଚଳରେ ଏକାଠି ହୋଇପାରିବେ ନାହିଁ
ଜାରୀ ହେଲା ୧୪୪ ଧାରା ଜାରି
ଫୁଲବାଣୀ : ୨୦୨୪ ଲୋକସଭା ଓ ବିଧାନସଭା ପାଇଁ ତା.୨୦.୦୫. ୨୦୨୪ ରିଖ ଦିନ କନ୍ଧମାଳ ଜିଲ୍ଲାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଆଜି ସଂଧ୍ୟା ସୁଦ୍ଧା ପୋଲି ଅଧିକାରୀ ଓ ପୋଲିସ ଅଧିକାରୀ ମାନେ ସେମାନଙ୍କର ବୁଥରେ ପହଞ୍ଚିଯିବେ ବୋଲି ଜଣାପଡ଼ିଛି । ଆଜି!-->!-->!-->…
ପ୍ରଚାର ଶେଷ ଦିନ ଶନିବାର ଭୋଟରଙ୍କ ମନ ଜିଣିବାକୁ ନେତାଙ୍କ ଭରପୁର ଉଦ୍ୟମ
ହିଞ୍ଜିଳିକାଟୁ ୧୮/୫ : ଆଉ ଦିନକ ପରେ ମତଦାନ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଯାଇ ରାଜନୈତିକ ଦଳଗୁଡ଼ିକ ଅନ୍ତିମ ଉଦ୍ୟମ ଜାରି କରିଛନ୍ତି । ଶନିବାର ସନ୍ଧ୍ୟାରେ ଶେଷ ହୋଇଛି ପ୍ରଚାର । ଏହାରି ଭିତରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ!-->…
ଆମ କାର୍ଯ୍ୟ-କଳାପ ଓ ଦୃଷ୍ଟିଭଙ୍ଗି ସମୂହ କୈନ୍ଦ୍ରିକ ହେବା ଉଚିତ : ମହାସଚିବ
ବ୍ରହ୍ମପୁର (୧୮/୦୫) : କଳା ଓ କଳାକାର ହିତୈଷୀ ମହାମଞ୍ଚ 'ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ' ପକ୍ଷରୁ ସ୍ଥାନୀୟ ପ୍ରକାଶମ୍ ହଲ୍ ପରିସରସ୍ଥ ଆନ୍ଧ୍ର ଭାଷା ବିବର୍ଦ୍ଧିନୀ ସମାଜମ୍ ସଭା ପ୍ରକୋଷ୍ଠ ଠାରେ ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ୬୩ତମ!-->…
ରୋକ୍ଠୋକ୍ ଶୁଣାଇଦେଲେ ଗାଁ ଲୋକ; ଆମେ ଭୋଟ୍ ଦେବୁନି
କେନ୍ଦୁଝର : ଆଉ ୭ ଦିନ ପରେ ହେବ ଭୋଟ୍ ଗ୍ରହଣ। ତା’ପୂର୍ବରୁ ଚରମ ନିଷ୍ପତ୍ତି ନେଲେ ଗାଁ ଲୋକେ। ରୋକ୍ଠୋକ୍ ଶୁଣାଇଦେଲେ। ଆଗାମୀ ନିର୍ବାଚନରେ ଆମେ ଭୋଟ୍ ଦେବୁନୁ। ଗାଁରେ ଥିବା ମୈଳିକ ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଭୋଟ୍ ଦେବୁନୁ ବୋଲି ବୈଠକ କରି ଲୋକମାନେ ନିଷ୍ପତ୍ତି ନେଇଛନ୍ତି।!-->…
୪ ମାସ ହେଲା ବର୍ଦ୍ଧିତ ପ୍ରାପ୍ୟ ପାଇବାରୁ ବଞ୍ଚିତ ଏମକେସିଜି ମେଡ଼ିକାଲ ରେ କାର୍ଯ୍ୟରତ ସଫେଇ କର୍ମଚାରୀ…
ନିଜ ହକ ଦାବିରେ ଆଜି ବନ୍ଦ କଲେ ସଫେଇ କାର୍ଯ୍ୟ...
ନିମ୍ନମାନର କଂକ୍ରିଟ ରାସ୍ତା ନିର୍ମାଣ, ଜ଼ିଲ୍ଲା ପରିଷଦ ସାଜିଛନ୍ତି ଠିକାଦାର : ଜଳକା ସାଜିଛି ପ୍ରଶାସନ…
ଉମରକୋଟ ( ୧୮/୦୫/୨୦୨୪) ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକ ଏକ ମାଓ ପ୍ରବଣ ଅଞ୍ଚଳ ହେଇଥିବାରୁ ତାହାର ଫାଇଦା ଉଠାଉଛନ୍ତି ବ୍ଲକ ପ୍ରଶାସନିକ ଅଧିକାରୀ ମାନେ ମୁଖ୍ୟତଃ ଯନ୍ତ୍ରୀ, ଜି ଆର ଏସ,ଓ ଠିକାଦାର ମାନଙ୍କ ମଧୁଚନ୍ଦ୍ରିକା ରେ ଆତ୍ମସାତ କରିବାରେ ଲାଗିଛନ୍ତି ସରକାରୀ ଅର୍ଥ । ରାଇଘର!-->!-->!-->…