Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିହତ
ମାଲକାନଗିରି, ୧୨।୫ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଧମତରୀ ଥାନା ଅଞ୍ଚଳରେ ଗୁଳି ବିନିମୟରେ ଜଣେ ଇନାମି ମାଓବାଦୀ ନିହତ ହୋଇଥିବା ଜଣା ପଡିଛି । ମୃତ ମାଓବାଦୀ ଜଣକ ହେଲା ମଙ୍ଗଲ ମାଡକମ ଏବଂ ତା ନାମରେ ୫ଲକ୍ଷ ଇନାମ ଥିବା ମଧ୍ୟ ଜଣ ପଡିଛି । ସୂଚନା ଅନୁଯାୟୀ ପୁଲିସ, ସିଆରପିଏଫ,!-->…
ମାଲକାନଗିରି ଜିଲ୍ଲାର ସମସ୍ତ ୫୪୭ ଟି ବୁଥରେ ପହଞ୍ଚିଲେ ପୋଲିଙ୍ଗ କର୍ମଚାରୀ
ମାଲକାନଗିରି, ୧୨।୫: ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଟିତ ହେଉଥିବା ବେଳେ ମାଲକାନଗିରି ଜିଲ୍ଲାର ୨ ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ମାଲକାନଗିରି ଜିଲ୍ଲାର ପ୍ରାୟ ୪ ଲକ୍ଷ ୫୨ ହଜାର ୫୪୪ ଭୋଟର ସେମାନଙ୍କର!-->…
ବୌଦ୍ଧ ଆଇଟିଆଇ ସହ ଟିପିଏସ୍ଓଡିଏଲର ବୁଝାମଣାପତ୍ର ସ୍ବାକ୍ଷର
ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼ ଓ ବୌଦ୍ଧ ସ୍ଥିତ ସରକାରୀ ଆଇଟିଆଇ କଲେଜ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ପଦକ୍ଷେପ ଯୋଗୁଁ ଆଇଟିଆଇ ଛାତ୍ରଛାତ୍ରୀଙ୍କ ଏକାଡେମିକ ଓ ଶିଳ୍ପ ସମ୍ବନ୍ଧୀୟ ବ୍ୟାବହାରିକ ଜ୍ଞାନ ମଧ୍ଯରେ ସମନ୍ୱୟ ରହିବା ସହ!-->…
ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୪ ଅନୁଷ୍ଟିତ
ଫୁଲବାଣୀ :କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଏବଂ ଦୌରା ଜଜ୍ଙ୍କ ଅଦାଲତରେ ଗତକାଲି ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୪ ଅନୁଷ୍ଠିତ ହୋଇଯାଇଛି।ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଛିଯେ, ପ୍ରାକ୍ ମକଦ୍ଦମା ମାମଲାଗୁଡ଼ିକ ମଧ୍ୟରୁ ୮୬ଟି ଅର୍ଥ ଅସୁଲି ମାମଲାର ବିଚାର!-->!-->!-->…
ଅବହେଳିତ ଅବସ୍ଥାରେ ଭୂତିଆ ପାଲି ଯାତ୍ରୀ ବିଶ୍ରାମ ଗାର…
ଉଲୁଣ୍ଡା :୧୨/୫ବୀରମହାରାଜପୁର ବ୍ଲକ ମୁର୍ଷୁ ଣ୍ଢି ପଞ୍ଚାୟତ ଭୂତିଆ ପାଲି ଯାତ୍ରୀ ବି ଶ୍ରା ମ ଗାର ଅବହେଳିତ ଅବସ୍ଥାରେ ପଡି ରହି ଛି |ଫଳରେ ଯାତ୍ରୀ ମାନେ ବସ କୁ ଅପେକ୍ଷା କରି ବହୁ ଅସୁବିଧା ରେ ସମ୍ମୁଖୀନ ହେଉ ଛନ୍ତି |ସୂଚନାଅନୁସା ରେ ବହୁ ବର୍ଷ ପୂର୍ବେ ଉକ୍ତ ଯାତ୍ରୀ ବିଶ୍ରାମଗାର!-->!-->!-->…
ଗୋପାଳପୁର ଓ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେଭୋଟରଙ୍କ ସହ ଚାଲିଛି ଅର୍ଥ ର ଖେଳ…..!
ପ୍ରଶାସନ ସାଜିଛି ଧୃତରାଷ୍ଟ୍ର...!!
ପୋଲିଙ୍ଗ ଅଫିସର ଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ…
ଉମରକୋଟ : ନବରଙ୍ଗପୁର ଜିଲ୍ଲା କୋଷଗୁମୁଡା ବ୍ଲକ ଅଧୀନରେ ଥିବା କକଡିସେମଲା ଗ୍ରାମର ଅଲେଖ ରନ୍ଧାରୀ ନାମକ ବ୍ୟକ୍ତି ଉମରକୋଟ ନିର୍ବାଚନ ମଣ୍ଡଲିର ୱାର୍ଡ ନଂ 13 ବୁଥ ପଞ୍ଚମ ପୋଲିଙ୍ଗ ଅଫିସର ଭାବେ ଗତ କାଲି ୧୧/୦୫/୨୦୨୪ ରିଖ କାର୍ଯ୍ୟରେ ଯୋଗ ଦେବାକୁ ଆସୁଥିବା ସମୟରେ ବସରୁ ଓଲ୍ହାଇ ବୁଥକୁ!-->…
ଝଙ୍କଡ଼ ସାରଳାଙ୍କ ଚନ୍ଦନଯାତ୍ରାର ଶୁଭାରମ୍ଭ
ଝଙ୍କଡ : ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳାପୀଠରେ, ଗତ ପବିତ୍ର ଅକ୍ଷୟ ତୃତୀୟା ଦିନ ଠାରୁ ଦୀର୍ଘ ୨୧ ଦିନ ବ୍ୟାପି ମା ସାରଳା ଠାକୁରାଣୀ ଙ୍କର ମନୋରମ ଓ ଆକର୍ଷଣୀୟ ଚନ୍ଦନଯାତ୍ରା ର ଶୁଭାରମ୍ଭ ହୋଇଛି। ଏହି ଉପଲକ୍ଷେ ପ୍ରତିଦିନ ମଧ୍ୟାହ୍ନରେ, ବଡ଼ସିଂହାର ସମୟରେ ମାଆଙ୍କ ଚନ୍ଦନଲାଗି!-->…
ନିର୍ବାଚନ ପ୍ରଚାର ଶେଷ ଦିନରେ : ଭୃଗୁ ଓ ସୁବାଷ ନିମନ୍ତେ ଜୋରଦାର ପ୍ରଚାର କଲେ ସିନେଷ୍ଟାର ସବ୍ୟସାଚୀ ଓ ଅର୍ଚ୍ଚିତା
ଛତ୍ରପୁର : ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରାର୍ଥୀ ମାନଙ୍କ ପ୍ରଚାର ସେତେ ଦମଦାର ହେବାରେ ଲାଗିଛି l ବିଭିନ୍ନ ପଞ୍ଚାୟତ ବୁଲି ଭୋଟର ଙ୍କ ଘରେ ଘରେ ପହଞ୍ଚି ନିଜ ନିଜ ସପକ୍ଷରେ ଭୋଟ ଦେବା ପାଇଁ ପ୍ରାର୍ଥୀ ମାନେ ଲୋକଙ୍କୁ ଭୋଟ ଆଶ୍ରିବାଦ ମାଗୁଛନ୍ତି l ଏହି ପରିପ୍ରେକ୍ଷୀରେ ଶନିବାର!-->!-->!-->…
ନିର୍ବାଚନ ଫଳାଫଳ ପରେ ଦଳବିରୋଧିଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ……!
ସାଂସଦ ବିଧାୟକ ଙ୍କ ଭୋଟ ମାର୍ଜିନ ଉପରେ ବିଜେଡ଼ି ର ନଜର…..ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ୧୩ ଓ ୨୦ ନିର୍ବାଚନ ହେବ। ହେଲେ ବିଜେଡ଼ି ରେ ଗୋଷ୍ଟି କନ୍ଦଳ ର ଭଟା ପଡ଼ିନାହିଁ। ସାଂସଦ ଓ ବିଧାୟକ ଏବଂ ବିଧାୟିକା ପ୍ରାର୍ଥୀ ମାନଙ୍କ ମଧ୍ୟରେ ଗୋଛି କଟା କଟି ନେଇ ଦଳ ମୁଖିଆ ଙ୍କ ନିକଟରେ ଖବର!-->…