Browsing Category

ଆଞ୍ଚଳିକ

ମହିଲାକୁ ଧକ୍କା ଦେଲା ବାଇକ, ଚାଳକ ଗୁରୁତର…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ତେଲିନଘାଟ ନିକଟରେ ଜଣେ ମହିଳାକୁ ପଛପଟୁ ବାଇକ ଧକ୍କା ଦେବା ଫଳରେ ବାଇକ ଚାଳକ ଗୁରୁତର ହୋଇଥିବା ବେଳେ ମହିଳା ଜଣଙ୍କ ମଧ୍ୟ ଆହତ ହୋଇଛନ୍ତି l ସୂଚନା ଥାଉକି ବାଇକ ଚାଳକ ହେଲେ ବିନୟ କୁଲୁ ୩୫ ବର୍ଷ ଘୁଣ୍ଟି ଛପ୍ପଲ୍ ଗ୍ରାମର

ଆଗାମୀ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ କରିବା ସହ ଲୋକଙ୍କ ବିଶ୍ବାସ ଭାଜନ ହେବାକୁ ପୋଲିସ ଓ ବିଏସଏଫ ପକ୍ଷରୁ ମିଳିତ…

ମାଲକାନଗିରି,୨୦।୪ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ଅବାଧ ଏବଂ ନିରପେକ୍ଷ କରିବା ଲାଗି ସୁରକ୍ଷା ବ୍ୟବସ୍ତାଉପରେ ବିଶେଷ ଗୁରୁତ୍ଵ ଦିଆଯାଇଥିବା ବେଳେ ମାଲକାନଗିରି ଜିଲ୍ଲାରେ କିପରି ନିର୍ବାଚନ କାର୍ଯ୍ୟକ୍ରମ ସୁରୁଖୁରୁରେ ହେବ ସେନେଇ ପୋଲିସ ବିଭାଗ ତତ୍ପର ରହିଥିବା ସହ ଆଜି ପୋଲିସ, ସୀମା

କନ୍ଧମାଳ ଜିଲ୍ଲାରେ କମ୍ ଓଜନ ଶିଶୁ ଜନ୍ମ କାରଣ ସମ୍ପର୍କିତ କର୍ମଶାଳା

ଫୁଲବାଣୀ : ସୁସ୍ଥ ଓ ନିରୋଗ ଶିଶୁ ସମାଜ ଓ ଦେଶର ପ୍ରଗତିରେ ଏକ ମୂଲ୍ୟବାନ ଭୁମିକା ଗ୍ରହଣ କରନ୍ତି । ଓଡିଶାରେ କମ ଓଜନର ନବଜାତ ଶିଶୁ ଜନ୍ମ ହାର କମାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରି କରୁଛନ୍ତି । ତଥାପି କିଛିଗୁଡିଏ ଅନ୍ଧବିଶ୍ଵାସ ଓ କୁସଂସ୍କାର ଯୋଗୁଁ

ବ୍ରହ୍ମପୁର ବିଧାନସଭା ଆସନ ନିମନ୍ତେ ସ୍ୱାଧୀନ ପ୍ରାର୍ଥୀ ଭାବେ ଝସକେତନ ପାଢ଼ୀଙ୍କ ନାମାଙ୍କନ ପତ୍ର ଦାଖଲ

ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିନରେ ବ୍ରହ୍ମପୁର ବିଧାନସଭା ଆସନ ପାଇଁ ସ୍ୱାଧିନ ପ୍ରାର୍ଥୀ ଭାବେ ଝସ କେତନ ପାଢ଼ୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି, ସେ ତାଙ୍କ ସମର୍ଥକ ମାନଙ୍କ ସହ ଆସି ଛତ୍ରପୁର ସ୍ଥିତ ଗଞ୍ଜାମ

ନିମ୍ନମାନର ସାମଗ୍ରୀରେ ଚାଲିଛି ରାସ୍ତା ନିର୍ମାଣ ଦୁର୍ଗମ ଅଞ୍ଚଳରେ ରାସ୍ତା କାମର ବିକଳ ଚିତ୍ର

କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମ।ନ୍ୟମକୋଣ୍ଡl ପଂଚାୟତର ପୋଲୁର ଭଳି ଦୁର୍ଗମ ଗ୍ରାମାଞ୍ଚଳକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହସରକାରଙ୍କ ବିକାଶ ମୁଖୀ ଯୋଜନା ସାମିଲ କରିବା ପାଇଁ ସରକାରୀ କଳରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ମୁଖ୍ୟତଃ ବିଭିନ୍ନ

କଂସ ଦରବାରରେ ବିଜେପି ବିଧାୟକ ପ୍ରାର୍ଥୀ ନରସିଂ ଭତରା

ଉମରକୋଟ : ବିରାଧୀ ବୀରବର, ମହା ପ୍ରତାପୀ, ତ୍ରିପୁରରା ବିଜୟୀ, ମଥୁରା ନରେଶ ମହାରାଜ କଂସଙ୍କ ଆଦେଶ ପାଇ ତଥା ଝରୀଗାଁ ଜନସାଧାରଣଙ୍କ ନିମନ୍ତ୍ରଣରେ ଆଜି କଂସ ଦରବାରରେ ହାଜର ହୋଇଛନ୍ତି ଝରୀଗାଁ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ନରସିଂ ଭତରା । ସେ କଂସ

ଟିପିଏସ୍ଓଡିଏଲର ମହିଳା ମିଟର ଟେଷ୍ଟିଂ ଲ୍ୟାବକୁ ଏନ୍ଏବିଏଲ୍ ମାନ୍ୟତା

-- ମହିଳାଙ୍କୁ କରୁଛି ସଶକ୍ତ-- ମହିଳାଙ୍କୁ ଯୋଗାଇଛି ନିଯୁକ୍ତି ସୁଯୋଗ ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ଼ର ଆମ୍ବଗଡ଼ ସ୍ଥିତ ମହିଳା ମିଟର ଟେଷ୍ଟିଂ ଲ୍ୟାବକୁ ନ୍ୟାସନାଲ ଏକ୍ରେଡେସନ୍ ବୋର୍ଡ ଫର୍ ଟେଷ୍ଟିଂ ଆଣ୍ଡ କାଲିବ୍ରେସନ ଲାବୋରେଟୋରି (ଏନ୍ଏ ବିଏଲ୍) ପକ୍ଷରୁ

ବ୍ରହ୍ମପୁର ବିଧାନସଭା ଆସନ ନିମନ୍ତେ ମନୋଜ ପଟ୍ଟନାୟକଙ୍କ ନାମାଙ୍କନ ପତ୍ର ଦାଖଲ

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିନରେ ବ୍ରହ୍ମପୁର ବିଧାନସଭା ଆସନ ପାଇଁ ସ୍ୱାଧିନ ପ୍ରାର୍ଥୀ ଭାବେ ମନୋଜ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି, ମନୋଜ ତାଙ୍କ ସମର୍ଥକ ମାନଙ୍କ ସହ ଆସି ଛତ୍ରପୁର ସ୍ଥିତ ଗଞ୍ଜାମ

ଛତ୍ରପୁର ବିଧାନସଭା ଲାଗି ବିଜେପି ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକଙ୍କ ନାମାଙ୍କନ ପତ୍ର ଦାଖଲ

ଛତ୍ରପୁର : ଛତ୍ରପୁର ବିଧାନସଭା ପାଇଁ ବିଜେପି ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀଭାବେ କୃଷ୍ଣ ଚନ୍ଦ୍ର ନାୟକ ଆଜି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ଛତ୍ରପୁର ସ୍ଥିତ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିଟର୍ଣ୍ଣି ଅଫିସର ତଥା ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତ ଙ୍କ ନିକଟରେ ନିଜ

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଦିନିକିଆ ଏଡ଼ସ ସଚେତନତା କର୍ମଶାଳା

ଛତ୍ରପୁର : ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଯୁବ ରେଡ କ୍ରସ୍ ଆନୁକୁଲ୍ୟରେ ଏଡ଼ସ ଓ ରେଡ ରିବନ୍ କ୍ଳବ୍ ସମ୍ପର୍କିତ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଅଜୟ କୁମାର ତ୍ରିପାଠୀ ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ବ୍ରହ୍ମପୁର ସ୍ଥିତ