Browsing Category

ଆଞ୍ଚଳିକ

ଉନ୍ନୟନ କାର୍ଯ୍ୟର ତାଲିକା ପ୍ରସ୍ତୁତିରେ ପଂଚାୟତ ପ୍ରତିନିଧିଙ୍କୁ ଅବମାନନା

ଜିଲାପାଳଙ୍କ ଠାରେ ଫେରାଦ ହେଲା ଜିଲା ସରପଂଚ ସଂଘଦେବଗଡ,୧୫|୩:ଗ୍ରାମ ପଂଚାୟତ ସ୍ତରରେ ହେଉଥିବା ଉନ୍ନୟନ କାର୍ଯ୍ୟର ତାଲିକା ପ୍ରସ୍ତୁତ ସମୟରେ ସମ୍ପୃକ୍ତ ଗ୍ରାମ ପଂଚାୟତର ସରପଂଚ ଓ ସମିତି ସଦସ୍ୟ/ସଦସ୍ୟା ମାନଙ୍କୁ ଅବମାନନା କରା୍‌ାଉଥିବା ଦେବଗଡ ଜିଲା ସରପଂଚ ସଂଘ ପକ୍ଷରୁ ଜିଲାପାଳଙ୍କ

ଜିଲା କଂଗ୍ରେସ କମିଟୀ ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ

ଦେବଗଡ଼ : ବାରକୋଟ ବ୍ଲକ ସରୁଆଳି ଗ୍ରାମ ପଂଚାୟତ ଅନ୍ତର୍ଗତ ନୂଆଁମୁଣ୍ଡା ଗ୍ରାମରେ ଜିଲ୍ଲା କଂଗ୍ରେସ କମିଟୀ ପକ୍ଷରୁ ଶୁକ୍ରବାର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଜିଲା କଂଗ୍ରେସ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ, ବାରକୋଟ ବ୍ଲକ କଂଗ୍ରେସ ସଭାପତି ଯଶୋବନ୍ତ ସାହୁ ଓ ସରୁଆଳି

ଗରମ ପାଣି ପଡି ଶିଶୁକନ୍ୟା ଗୁରୁତର

ଦେବଗଡ : ଗରମପାଣି ପଡି ଦେବଗଡ ଥାନା ରମ୍ଭେଇ ଗ୍ରାମ ପଂଚାୟତର ହକିସାହି ଗ୍ରାମର ଜଣେ ତିନି ବର୍ଷର ଶିଶୁକନ୍ୟା ଗୁରୁତର ହୋଇ ପଡିଥିବା ଜଣାପଡିଛି । ଅନୁଯାୟୀ ଶୁକ୍ରବାର ହକିସାହି ଗ୍ରାମର ଟିକେଶ୍ୱର ପୂର୍ତୀଙ୍କ ସ୍ତ୍ରୀ ଭାତ ପ୍ରସ୍ତୁତି ପାଇଁ ଚୁଲିରେ ଏକ ଡେକଚି ସାହାଯ୍ୟରେ ପାଣି ବସାଇଥିଲେ

୧୨ ଦଫା ଦାବୀରେ ନବୀନ ନିବାସକୁ ସାମାଜିକ କର୍ମୀ ଅର୍ଣ୍ଣବ ପଣ୍ଡାଙ୍କ ପଦଯାତ୍ରା

ଦେବଗଡ,୧୫ା୩:ଦେବଗଡ ଜିଲାକୁ ରେଳଲାଇନ ସଂଯୋଗ, ରିଆମାଳ କିମ୍ବା ବାରକୋଟ ବ୍ଲକକୁ ବିଜ୍ଞାପିତ ଅଂଚଳ ପରିଷଦର ମାନ୍ୟତା, ଜଙ୍ଗଲ ସମ୍ପଦ ସୁରକ୍ଷା , ପ୍ରଧାନପାଟ ଓ କୁରଡକୋଟ ପର୍ଯ୍ୟଟନ ସ୍ଥଳୀର ବିକାଶ , କ୍ରୀଡାର ବିକାଶ ପାଇଁ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମର ଉନ୍ନତିକରଣ ଓ ହକୀ ଷ୍ଟାଡିୟମ

୭ଜଣ ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ଲାପଟପ ପ୍ରଦାନ

ଫୁଲବାଣୀ: ଓଡ଼ିଶା ସରକାରଙ୍କର ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାକରଣ ତରଫରୁ ଷ୍ଟାର୍ସ ପ୍ରୋଜେକ୍ଟ -୨୦୨୩-୨୪ ଅଧୀନରେ ୯ମ ରୁ ଦ୍ୱାଦଶ ଶ୍ରେଣୀର ଦୃଷ୍ଟି ବାଧିତ ଛାତ୍ରଛାତ୍ରୀ ମାନଙ୍କୁ ଲାପ୍‌ଟପ୍ ଦେବା ବ୍ୟବସ୍ଥା ରହିଛି। ଏହି କ୍ରମରେ ଗତକାଲି ଜିଲ୍ଲା ପ୍ରକଳ୍ପ

ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା କନ୍ଧମାଳ ଗସ୍ତ ଏବଂ ସମୀକ୍ଷା

ଫୁଲବାଣୀ : ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା, ଭୁବନେଶ୍ଵର ଶତୃଘ୍ନ କର ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ର ସୁପରିଚାଳନା ନିମନ୍ତେ କନ୍ଧମାଳ ଜିଲ୍ଲା ପ୍ରଶାସନ ଦ୍ଵାରା

ରାଜ୍ୟ କଂଗ୍ରେସର ନିର୍ବାଚନୀ ଇସ୍ତାହାର, ଦେଲା ୯ ଗ୍ୟାରେଣ୍ଟି

ଭୁବନେଶ୍ବର : ଓଡ଼ିଶାରେ ତେଲେଙ୍ଗାନା ଫର୍ମୁଲା ଆପଣାଇଲା କଂଗ୍ରେସ। ରାଜ୍ୟ କଂଗ୍ରେସ ଆଜି ଘୋଷଣା କରିଛି ନିଜ ନିର୍ବାଚନ ଇସ୍ତାହାର। ବିଜେପି ‘ମୋଦି ଗ୍ୟାରେଣ୍ଟି’ ଦେଇଥିବା ବେଳେ କଂଗ୍ରେସ ଏହାକୁ ଚେକ ଦେବାକୁ ଚେଷ୍ଟା କରିଛି। ସେଥିପାଇଁ ୯ଟି ଗ୍ୟାରେଣ୍ଟି ଲଞ୍ଚ କରିଛି। ଫୋକସରେ ରହିଛି

ଦେଶର ଶୀର୍ଷ ସଫଳ ୨୩ ମହିଳାଙ୍କ ଭିତରେ ସ୍ଥାନପାଇଲେ ମାଲକାନଗିରି ଝିଅ ଜୟନ୍ତୀ

ଦେଶର ଟପ୍‌ ସଫଳ ୨୩ ମହିଳାଙ୍କ ଭିତରେ ଅଛନ୍ତି ଆଦିବାସୀ ଝିଅ ଜୟନ୍ତୀ। ଅନ୍ତର୍ଜାତିୟ ମାଗାଜିନ୍‌ Forbes ତାଲିକାରେ ସେ ପାଇଛନ୍ତି ସ୍ଥାନ।ସାରା ବିଶ୍ୱ ଦେଖିଲା ଜୟନ୍ତୀଙ୍କ ସଫଳ ଗାଥା। Forbes ମାଗାଜିନ୍‌ରେ ଫଟୋ ବାହାରିବା ପରେ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ। ସେପଟେ ଦେଶର ଟପ୍‌

ବାଇପାସ ରାସ୍ତାକୁ ବିରୋଧ କରି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କଲା ଆଦିବାସୀ ହରିଜନ ମିଳିତ ମଞ୍ଚ…

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ମଧ୍ୟ ଦେଇ ୧୫୭ ନମ୍ବର ଜାତୀୟ ରାଜପଥ ସହ ସଂଯୋଗ କରିବା ପାଇଁ ୭/୮ ବର୍ଷ ପୂର୍ବେ ସରକାର ଙ୍କର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବ୍ରହ୍ମପୁର - ଫୁଲବାଣୀ ଓ ଫୁଲବାଣୀ - ବୌଦ୍ଧ ରାଜ୍ୟ ରାଜପଥ କୁ ପ୍ରଶସ୍ତ କରି ମାଦିକୁନ୍ଦା ଛକ ଠାରୁ ଜିରିଙ୍ଗିପଡା

ଏସଏସଡି ହଷ୍ଟେଲରେ ମିଳିବ ରାଗି ଲଡୁ

ସୁନ୍ଦରଗଡ:- ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ତରଫରୁ ଆଜିଠାରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଏଥର ଜିଲା ୪୧୨ ତଫସିଲ ଭୁକ୍ତ ଜାତି ଏବଂ ଜନଜାତି ବିକାଶ ବିଭାଗ ଅଧିନର ହଷ୍ଟେଲମାନଙ୍କରେ ରହୁଥିବା ୪୬,୬୬୬ ଜଣ ପିଲାଙ୍କୁ ଦୈନିକ ଗୋଟିଏ କରି ରାଗି ଲଡୁ ସପ୍ତାହକ ସାତ ଦିନ ଧରି ଖାଇବାକୁ