Browsing Category

ଆଞ୍ଚଳିକ

ଗଞ୍ଜାମ ପୋଲିସ ଜିଲ୍ଲା ମହକୁମାରେ ବୃହତ୍ତମ ନବନିର୍ମିତ ମଡେଲ ଥାନାର ଲୋକାର୍ପଣ !

ଛତ୍ରପୁର : ଗଞ୍ଜାମ ପୋଲିସ ଜିଲ୍ଲା ମହକୁମା ଛତ୍ରପୁରରେ ଜିଲ୍ଲାର ବୃହତ୍ତମ ନବନିର୍ମିତ ମଡେଲ ଥାନା ର ଲୋକାର୍ପଣ ହୋଇଛି । ଏପରିକି ଗଞ୍ଜାମ ପୋଲିସ ଜ଼ିଲ୍ଲା ଅଧୀନସ୍ଥ ଛତ୍ରପୁର ଓ ହିଞ୍ଜିଳି ଥାନା, ପୁରୁଷୋତ୍ତମପୁର ଏସଡିପିଓ ଓ ବାଲିପଦର ଆଉଟପୋଷ୍ଟ ନୂତନ ବିଲଡିଂ ବୁଧବାର ସନ୍ଧ୍ୟାରେ

ମାଲକାନଗିରି ରେ ବହୁମୁଖୀ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମକୁ ଉଦଘାଟିତ

ମାଲକାନଗିରି : ଜିଲ୍ଲା ସଦର ମହକୁମାଠାରେ ଆଜି ଆଭାସି କାର୍ଯ୍ୟକ୍ରମ ମାଧ୍ୟମ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାରେ ନବ ନିର୍ମିତ ବହୁମୁଖୀ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମକୁ ଉଦଘାଟନ କରିଛନ୍ତି । ଏ ଅବସରରେ ସେ ଜୟପୁର ସମନ୍ୱିତ ସ୍ପୋର୍ଟସ କମ୍ପ୍ଲେକ୍ସ ସହ ରାଜ୍ୟର ମୋଟ

ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ମହିଳାଶାଖା ପକ୍ଷରୁ ଜାତୀୟ ମହିଳା ଦିବସ ପାଳନ

ଫୁଲବାଣୀ : ଫୁଲବାଣୀ ସହର ସେନାପତି ରେସିଡେନ୍ସ ଠାରେ କନ୍ଧମାଳ ମଜଦୂର ମହିଳା କଂଗ୍ରେସ ସଭାନେତ୍ରୀ ପ୍ରତିଭା କହଁରଙ୍କ ନେତୃତ୍ୱରେ ରାଜ୍ୟ ସ୍ତରୀୟ ବିଶ୍ୱ ମହିଳା ଦିବସ ପାଳନ ହୋଇଯାଇଛି l ଜିଲ୍ଲା ମଜଦୂର କଂଗ୍ରେସ ସଭାପତି ଘନ କୁମାର ଶବର ମଞ୍ଚ ପରିଚାଳନା କରିଥିଲେ l ଏଥିରେ ରାଷ୍ଟ୍ରୀୟ

ସେମିକଣ୍ଡକ୍ଟରର ସ୍ବାବଲମ୍ବନ ଉପରେ ପାଠଚକ୍ର

ଯେ କୌଣସି ସ୍ଥିତିରେ ବିଦ୍ୟୁତଶକ୍ତିର ସୀମିତ ପରିବହନ କରୁଥିବା ପଦାର୍ଥ ଦ୍ବାରା ବିକଶିତ ଭାରତର ସ୍ବପ୍ନ - ଡ. ଚୌଧୁରୀ ଆସିକା ତା ୧୩/୩ : ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସେମିକଣ୍ଡକ୍ଟର ପରିକଳ୍ପନାକୁ ସାକାର କରିବା ପାଇଁ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଭାରପ୍ରାପ୍ତ

ଆସିକା : ଭଗବାନ ଭରସାରେ ଅଙ୍ଗନବାଡି କେନ୍ଦ୍ର !

ଗରମରେ ଆଉଟୁ ପାଉଟୁ କୋମଳମତି ଶିଶୁ ମାନେ…..ବ୍ରହ୍ମପୁର: ଆସିକା ରେ ଥିବା କିଛି ଅଙ୍ଗନବାଡି କେନ୍ଦ୍ର ଏବେ ଭଗବାନ ଭରସାରେ ଚାଲିଛି। ୧୯୫୯ ମସିହାରେ ସ୍ଥାପିତ ହୋଇଥିଲା ପ୍ରାଥମିକ ବିଦ୍ୟାଳୟ। ଆସିକା ମେଦେରି ସାହିରେ। ଗତ କିଛି ବର୍ଷ ହେଲା ପିଲାଙ୍କ ସଂଖ୍ୟା କମିଯିବାରୁ ଉକ୍ତ ବିଦ୍ୟାଳୟ

ରାଇଘର ବନ ବିଭାଗ ଦ୍ଵାରା ବଜ୍ରକାପ୍ତାର ଖପୁରୀ ଜବତ

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବନ ବିଭାଗ ଅଧିକାରୀ ତନୁଜା କାର୍ତିକ ବିଶେଷ ସୂତ୍ରରୁ ଖବର ପାଇଁ ଆଜି ଦିନ ୧୧ ଟା ତିରିଶ ମିନିଟ ସମୟରେ କୁମଲି ଆଧିବାସୀ ଗ୍ରାମରେ ପେଟ୍ରୋଲିଙ୍ଗ କରିବା ସମୟରେ ଜଙ୍ଗଳ ପାଖରେ ସଂଧିଗ୍ଧ ଅବସ୍ଥାରେ ଦୁଇ ଜଣ ଲୋକ ଟହଲ ପହଲ ହେବା ଦେଖି ସେମାନଙ୍କୁ ଡାକି

ଜାମୁଝରି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଳକର ଅନ୍ତର୍ଗତ ଜାମୁଝରି ମୁଖ୍ୟାଳୟରେ ଥିବା ଜାମୁଝରି ଉଚ୍ଚ ବିଦ୍ୟାଳୟ, ଫୁଲବାଣୀର ଦ୍ବିତୀୟ ବାର୍ଷିକ ଉତ୍ସବ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ରୋହିତ କହଁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ

ନିୟମିତ ପିଇବା ପାଣି ଯୋଗାଣ,ବର୍ଦ୍ଧିତ ଘର ଟିକସ ଛାଡ଼ ସମେତ ଚାରି ଦଫା ଦାବିନେଇ ବିକ୍ଷୋଭ

୨୪ଘଣ୍ଟା ପାନୀୟ ଜଳ ଯୋଗାଣ ପ୍ରତିଶୃତି ନେଇ ବୁଦ୍ଧିଜୀବୀଙ୍କ ପ୍ରଶ୍ନ ବ୍ରହ୍ମପୁର : ବ୍ରହ୍ମପୁର ସହରର ପ୍ରତି ଅଂଚଳକୁ ପିଇବା ପାଣି ନିୟମିତ ଯୋଗାଣ, ବର୍ଦ୍ଧିତ ଘର ଟିକସ ଛାଡ଼, ଏମକେସିଜି ମେଡିକାଲ ପରିସରରେ ପାର୍କିଂ ଫି ଆଦାୟ ବନ୍ଦ,ରୋଗୀଙ୍କ ସୁବିଧା ପାଇଁ ମେଡିକାଲର ଦ୍ୱିତୀୟ ଗେଟ

ଓଡିଶା ମିଶନ ଶକ୍ତି ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ସ୍ମାରକ ପତ୍ର ପ୍ରଦାନ

ଫୁଲବାଣୀ : ଓଡିଶା ମିଶନ ଶକ୍ତି ବିଭାଗରେ କାର୍ଯ୍ୟରତ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକର ବିପିଏମ୍,ବିପିସି, ବିଏଲସି , ବିପିଏ, ଏସଡିସି ଓ ହିସାବ ରକ୍ଷକ ମାନେ (BPM,BPC ,BLC ,BPA -CA , SDC ଓ Accountant) ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ , ଓଡିଶା ସରକାରଙ୍କ

ଶ୍ରୀଶ୍ରୀ ଠାକୁର ରାମକୃଷ୍ଣ ପରମହଂସଙ୍କ ଜନ୍ମ ଜୟନ୍ତୀ ଏବଂ ସାଧାରଣ ସଭା

ଉମରକୋଟ : ସୂଚନା ପ୍ରକାରେ ଉମରକୋଟ ରାମକୃଷ୍ଣ ମନ୍ଦିର ପ୍ରାଙ୍ଗଣଠାରେ ଆଜି ଶ୍ରୀ ଶ୍ରୀ ଠାକୁର ରାମକୃଷ୍ଣଙ୍କ ୧୮୯ତମ ଜନ୍ମ ଜୟନ୍ତୀ ମହା ସମାରହରେ ବିଧିବଦ୍ଧ ଭାବରେ ପୂଜା ଅର୍ଚନା ସହ ପାଳନ କରାଯାଇଅଛି | ଉମରକୋଟ, ରାଇଘର, ଝରୀଗାଁ, ଚନ୍ଦାହାଣ୍ଡିରୁ ସହ ସହ ଭକ୍ତ ଯୋଗଦାନ କରିଥିଲେ,ଛତିଶଗଡ଼