Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବକେୟା ବିଦ୍ୟୁତ ବିଲ୍ ଓ ଜୋରିମାନା ଛାଡ ଦାବୀରେ କଂଗ୍ରେସ ପକ୍ଷରୁ ଟିପିଡବ୍ଲୁଓଡିଏଲ କାର୍ଯ୍ୟାଳୟ ଘେରାଉ
ଦେବଗଡ଼ : ବକେୟା ବିଦ୍ୟୁତ ବିଲ୍ ଓ ଜୋରିମାନା ଛାଡ, ବିଦ୍ୟୁତ ନଥିବା ଗ୍ରାମରେ ବିଦ୍ୟୁତ ସଂଯୋଗ ଓ ଅଚଳ ଟ୍ରାନ୍ସଫର୍ମର ଗୁଡିକର ମରାମତି ଦାବୀରେ ଦେବଗଡ ଜିଲା କଂଗ୍ରେସ ପକ୍ଷରୁ ବୁଧବାର ସ୍ଥାନୀୟ ଟିପିଡବ୍ଲୁଓଡିଏଲ କାର୍ଯ୍ୟାଳୟ ଘେରାଉ କରାଯାଇଛି ।ଆଜି ପୁର୍ବାହ୍ନରେ ଜିଲା କଂଗ୍ରେସ ସଭାପତି!-->…
ନୂଆ ଓ କାର୍ଯ୍ୟକ୍ରମରେ ଯୋଗ ଦେଲେ କନ୍ଧମାଳ ସାଂସଦ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସଂଜୟସ୍ମୃତି ମହିଳା ମହାବିଦ୍ୟାଳୟ ଠାରେ ନୂଆ ଓ ଛାତ୍ର ବୃତ୍ତି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଡଃ ତନୁଜା ସିଂ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡଃ!-->…
ଅଭିନବ ଏଗ୍ରୋ ଫରେଷ୍ଟ୍ରୀ ଉପରେ ଜ୍ଞାନ ସଂଗ୍ରହ ନିମନ୍ତେ ଦୁଇଦିନିଆ ତାଲିମ ପାଇଁ ୪୦ଜଣ କୃଷକଙ୍କ ଭୁବନେଶ୍ୱର ଗସ୍ତ
ମାଲକାନଗିରି : ଅଭିନବ ଏଗ୍ରୋଫରେଷ୍ଟ୍ରୀ ଉପେର ଜ୍ଞାନ ସଂଗ୍ରହ ନିମନ୍ତେ ଦୁଇଦିନିଆ ତାଲିମ ସହ ପରିଦର୍ଶନ ନିମନ୍ତେ ମାଲକାନଗିରି ଜିଲ୍ଲାର ପ୍ରତ୍ୟେକ ବ୍ଲକୁ ମୋଟ ୪୦ ଜଣ କୃଷକଙ୍କୁ ନେଇ ଦୁଇଦିନିଆ ତାଲିମ ସହ ପରିଦର୍ଶନ କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ୱର ପଠା ଯାଇଛିା ଏହି ଚାଷୀମାନେ!-->…
ତଲାସି ଅଭିଯାନ ବେଳେ ୫କିଲୋ ଓଜନର ଆଇଡି ବୋମା ଜବତ
ମାଲକାନଗିରି, ୬।୩ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁରରେ ତଲାସି ଅଭିଯାନ ବେଳେ ଗୋଟିଏ ଆଇଡି ବୋମାକୁ ଉଦ୍ଧାର କଲେ ଯବାନ । ମିଳିଥିବା ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲାର ଚେରପାଲ କ୍ୟାମ୍ପରୁ ସିଆରପିଏଫର ଯବାନ ମାନେ ଗଙ୍ଗାଲୁର ରାସ୍ତାରେ ସୁରକ୍ଷା ବ୍ୟବସ୍ତା ନିମନ୍ତେ ତଲାସି!-->…
ନାରୀ ସଶକ୍ତି କରଣ ପାଇଁ ଅର୍ଥନୈତିକ ବିକାଶ ଜରୁରୀ ଅଟେ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି l ପ୍ରଥମେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରୁ ଏକ ରାଲି ରେ କଲେଜ ଛାତ୍ରୀ, ଅଙ୍ଗନବାଡି କର୍ମୀ, ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ବାହାରି ସହର ପରିକ୍ରମା କରି ପଂଚାୟତ ଭବନରେ ପହଂଚିଥିଲେ l!-->…
ଅଙ୍ଗନବାଡି କେନ୍ଦ୍ରରେ ଦେଢ଼ ବର୍ଷ ହେଲା ତାଲା, ବାରଣ୍ଡାରେ ପାଠ ପଢୁଛନ୍ତି ପିଲା
ଆର,ଉଦୟଗିରି : ପ୍ରଶାସନ ଅବହେଳାର ଏକ ସ୍ପଷ୍ଟ ଚିତ୍ର ଗଜପତି ଜିଲ୍ଲାର ମୋହନା ବ୍ଲକ ମହକୁମାରେ ଲକ୍ଷ୍ୟ କରାଯାଇଛି. ଦ୍ୱୀପ ତଳ ଅନ୍ଧାର ଭଳି ବ୍ଲକ ମହକୁମାରେ ଥିବା ଏକ ଅଙ୍ଗନବାଡି କେନ୍ଦ୍ରରେ ଦୀର୍ଘ ଦେଢ଼ ବର୍ଷ ଧରି ତାଲା ପଡିଛି. ଏହି କେନ୍ଦ୍ରର ପିଲାମାନେ ବାହାରେ ବାରଣ୍ଡାରେ ପାଠ!-->…
ମେଗା ହଳଦୀ କ୍ଲଷ୍ଟର ଋଣମେଳା ଅନୁଷ୍ଠିତ
ଦାରିଙ୍ଗବାଡ଼ି, ୬/୩ : ଷ୍ଟେଟବ୍ୟାଙ୍କ ଆଞ୍ଚଳିକ ବାଣିଜ୍ୟ ଶାଖା ଫୁଲବାଣୀ ତରଫେ, ଦାରିଙ୍ଗବାଡ଼ି ଶାଖା ପୌରହିତରେ ଆଇଟିଆଇ ପଡ଼ିଆରେ ଏକ ମେଗା ହଳଦୀ କ୍ଲଷ୍ଟର ଋଣମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଷ୍ଟେଟ ବ୍ୟାଙ୍କର ମହା ପ୍ରବନ୍ଧକ ଦିନେଶ ପୃଥୀ ଯୋଗ ଦେଇଥିବା ବେଳେ!-->…
ଓଡ଼ଗାଁ କଲେଜ ଏବଂ କୁରାଳ ସଂସ୍କୃତ ମହାବିଦ୍ୟାଳୟ ରେ ନୂଆ-ଓ ଛାତ୍ରବୃତ୍ତି ବିତରଣ କାର୍ଯ୍ୟକ୍ରମ
ନୟାଗଡ଼: ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଏବଂ କୁରାଳ ସଂସ୍କୃତ ମହାବିଦ୍ୟାଳୟ ରେ ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଆୟୋଜିତ ହୋଇଅଛି। ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ରେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧିତ କରିବା ସହିତ ୮୩୩ ଜଣଙ୍କୁ!-->…
ମୋ ସ୍କୁଲ ଅଭିଯାନର ବୈଠକ ଓ ମାନପତ୍ର ପ୍ରଦାନ
ବାଲିଗୁଡ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡିଆକିଆ ପଞ୍ଚାୟତର ନୂଆସାହି ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ଆନୁକୂଲ୍ୟରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବା ସହ ମାନପତ୍ର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମ ପ୍ରାରମ୍ଭରେ!-->…
ମାର୍ଚ୍ଚ ୩୧ ସୁଦ୍ଧା ଧାନ କିଣା ଶେଷ ହେବ, ମାତ୍ର ନୟାଗଡ଼ରେ ୧୭ହଜାର ଚାଷୀ ଏବେ ବି ମଣ୍ଡିକୁ ଯାଇନାହାନ୍ତି
ନୟାଗଡ଼ : ୨୦୨୩-୨୪ ଖରିଫ ବିପଣନ ଋତୁ ପାଇଁ ଧାନ କିଣା ମାର୍ଚ୍ଚ ୩୧ସୁଦ୍ଧା ଶେଷ ହେବାକୁ ଥିବା ବେଳେ ନୟାଗଡ଼ ଜିଲ୍ଲାରୁ ଧାନ ସାଂଗ୍ରହ ଧାର୍ଯ୍ୟ ମୁତାବକ ହୋଇପାରିବ ନାହିଁ । ପଞ୍ଜୀକୃତ ପ୍ରାୟ ୧୭ହଜାର ୩୯୮ଜଣ ଚାଷୀ ମଣ୍ଡି କୁ ଯାଇନଥିବା ବେଳେ ସେମାନେ ବେପାରୀଙ୍କୁ ଧାନ ବିକ୍ରି କରୁଥିବାର!-->…