Browsing Category

ଆଞ୍ଚଳିକ

ବ୍ଲକସ୍ତରରେ ଧାନମଣ୍ଡି ଉଦଘାଟିତ

ହିଞ୍ଜିଳିକାଟୁ, ୨୨/୧୨ : ଶୁକ୍ରବାର ହିଞ୍ଜିଳିକାଟୁ ବ୍ଳକ ପୋଚିଲିମା ପଞ୍ଚାୟତ କଲ୍ୟାଣ ମଣ୍ଡପ ପରିସରରେ ୨୦୨୩-୨୪ ଖରିଫ ଧାନମଣ୍ଡିର ଶୁଭାରମ୍ଭ ହୋଇଯାଇଛି। ହିଞ୍ଜିଳିକାଟୁ ବ୍ଲକର ୨୦ଟି ପ୍ରାଥମିକ କୃଷି ସମବାୟ ସମିତି, ଶ୍ରୀ ଗୋପାଳେଶ୍ୱର ପାଣିପଞ୍ଚାୟତ ଏବଂ ଦେବୀ ସ୍ୱୟଂ ସହାୟକ ଗୋଷ୍ଠୀକୁ

ଦୁର୍ଗମ ଅଂଚଳରେ ଦଣ୍ଡ ବୀଣାକାର ନୃତ୍ୟ ମାଧ୍ୟମରେ ବିଭିନ୍ନ ସ୍ୱାସ୍ଥ୍ୟ ସଚେତନତା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପାହଡ ଜଙ୍ଗଲ ଘେରା ଅଂଚଳ ହେତୁ ଏବଂ ଜନ ସାଧାରଣଙ୍କ ନିକଟରେ ସଚେତନତା ଅପ‌ହଂଚ ହୋଇଥିବାରୁ ପ୍ରତ୍ୟେକ ବର୍ଷ ସରକାରଙ୍କ ତରଫରୁ ବିଭିନ୍ନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ଜନସଚେତନତା ପାଇଁ ଆଂଚଳିକ ଲୋକନୃତ୍ୟ ଦଳ ମାନଙ୍କର ସହାୟତା ନିଆଯାଇଥାଏ । ସେହିପରି

୩୧ ଏକର ଗଞ୍ଜେଇ ଚାଷ ନଷ୍ଟ କଲେ ଦାରିଙ୍ଗବାଡି ପୋଲିସ ଓ ଅବକାରୀ

ଦାରିଙ୍ଗବାଡି,୨୨/୧୨ : କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗଞ୍ଜେଇ ଚାଷ ନଷ୍ଟ କରିଛନ୍ତି ପୋଲିସ ସହ ଅବକାରୀ ବିଭାଗ । ମିଳିତ ଚଢ଼ଉ କରି ୩୧.୫ ଏକରରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ସୂଚନା ରହିଛି। କିରିକୁଟି ପଞ୍ଚାୟତ ଅନ୍ତର୍ଗତ ଡେବାକଡ଼ାଓ, ମୁଣ୍ଡାନାଜୁ ଓ

ଅବ୍ୟବସ୍ଥା ଘେରରେ ଚିତ୍ରକୋଣ୍ଡା ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ : ଖାଦ୍ୟ ଓ ଖେଳସାମଗ୍ରୀ ବଣ୍ଟନରେ…

ମାଲକାନଗିରି : ରାଜ୍ୟ ସରକାର ଆଦିବାସୀ ତଥା ଗରିବଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ତଥା ପାରିଦର୍ଶିତା ଆଣିବା ପାଇଁ 5T ଅଧୀନକୁ ନେବାସହ ଶିକ୍ଷାର ମାନଦଣ୍ଡରେ ଉନ୍ନତି ବହୁପଦକ୍ଷେପ ନେଉଥିବା ବେଳେ ସେଥିମଧ୍ୟରେ ଜିଲ୍ଲାର କିଛି ସ୍କୁଲରେ ଏହାର ବ୍ୟତିକ୍ରମ

ଜଙ୍ଗଲ ଅଗ୍ନି ନିରାକରଣ ଓ ହାତୀ ଉପଦ୍ରବ ରକ୍ଷା ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟ ଯୋଜନା ପ୍ରସ୍ତୁତି ବୈଠକ

ଦେବଗଡ଼,୨୧।୧୨: ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜଙ୍ଗଲ ଅଗ୍ନି ନିରାକରଣ ଓ ହାତୀ ଉପଦ୍ରବ ରକ୍ଷା ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟ ଯୋଜନା ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲରେ ନିଆଁ ନଲାଗିବା ପାଇଁ ପ୍ରତିଷେଧକ

ସଙ୍ଘବଦ୍ଧ ଆକ୍ରମଣରେ ବୃଦ୍ଧ ଗୁରୁତର…

ଦେବଗଡ଼,୨୧ା୧୨: ଲଇମୁରା ଥାନା ଅନ୍ତର୍ଗତ ତସର୍ଡା ଗ୍ରାମରେ ସଙ୍ଘବଦ୍ଧ ଆକ୍ରମଣରେ ଉକ୍ତ ଗ୍ରାମର ରାଜିନ୍ଦ୍ର କାଲୋ ଗୁରୁତର ଆହତ ହୋଇଛନ୍ତି । ଏନେଇ ଗୁରୁବାର ଅପରାହ୍ନରେ ଲଇମୁରା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ପୂର୍ବ ଶତୃତାକୁ କେନ୍ଦ୍ର କରି ତସର୍ଡା ଗ୍ରାମର ଯଦୁ

କୁରଡ ଗ୍ରାମରେ ହାତୀ ଉପଦ୍ରବ : ବ୍ୟାପକ କ୍ଷୟକ୍ଷତି…

ଦେବଗଡ଼,୨୧ା୧୨:ଗତ କିଛି ଦିନ ହେଲା ଦେବଗଡ ଫରେଷ୍ଟ ସେକ୍ସନର ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ଘଟିଛିି । ଘର ଦ୍ୱାର ଭାଙ୍ଗିବା ସହ ଧାନ ଫସଲ ଓ ପନିପରିବା ଚାଷ ଉଜୁଡି ଯାଇଛି । ଏହି କ୍ରମରେ କୁରଡ ଗ୍ରାମରେ ବୁଧବାର ବିଳମ୍ବିତ ରାତି ୩୪ ଟିକିଆ

ବାଇକ୍ ଦୁର୍ଘଟଣାରେ ଜଣେ ମୃତ୍ୟୁ, ଜଣେ ଗୁରୁତର…

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଅଡାବାଡ଼ି ଗ୍ରାମର ବାଲାନଯୋଡି ପୋଲରେ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି। ମୃତକ ଜଣକ ଫୁଲବାଣୀ ସାଲୁଙ୍କୀ ସାହିର ଅଭିଷେକ ସାହୁ(୧୮) ଓ

ଉତ୍କଳ ବିଶ୍ବବିଦ୍ୟାଳୟରେ ‘ନୂଆ-ଓ’ କାର୍ଯ୍ୟକ୍ରମ ଉଦଯାପିତ…

ପାଠପଢ଼ା ସହିତ କ୍ରୀଡ଼ା, ସାଂସ୍କୃତିକ ଓ ସମାଜ ସେବା ଭଳି କ୍ଷେତ୍ରରେ ଦକ୍ଷତା ହାସଲ କରିବା ଅପରିହାର୍ଯ୍ୟଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ଡିସେମ୍ବର ୧୫ରୁ ଚାଲିଥିବା ‘ନୂତନ ଉନ୍ନତ ଅଭିଳାଶ ଓଡ଼ିଶା ବା ନୂଆ-ଓ’ ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଉଦଯାପନ

ଅବକାରୀ ବିଭାଗର କାର୍ଯ୍ୟ କରୁଛି ପୁଲିସ ପ୍ରଶାସନ…

ଦେଶୀମଦ ଦୋକାନରୁ ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫହିଞ୍ଜିଳିକାଟୁ ; ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଞ୍ଚଳରେ ବେଧଡକ ଭାବେ ବିପୁଳ ପରିମାଣରେ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ହେଉଥିବା ଦେଖିବାକୁ ମିଳିଛି । ପାନ ଦୋକାନ, ଫାଷ୍ଟଫୁଡ୍ ଦୋକାନ ଠାରୁ ଆରମ୍ଭ କରି ହୋଟେଲ ସମେତ