Browsing Category

ଆଞ୍ଚଳିକ

ଦାରିଙ୍ଗବାଡ଼ିରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ…

ଦାରିଙ୍ଗବାଡ଼ି,୩/୧୨, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ମହକୁମାରେ ବ୍ଳକ ସ୍ତରୀୟ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଶରତ ଶବର, ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାସାନନ୍ଦ କର, ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ

ଜିଲ୍ଳା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ-୨୦୨୩ ପାଳିତ…

ଫୁଲବାଣୀ : ଓଡ଼ିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ-୨୦୨୩ ଆଜି ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ଫୁଲବାଣୀ ବିଧାୟକ

ମାଲକାନଗିରି ଆଦର୍ଶ ମହାବିଦ୍ୟାଳୟରେ ନୂଆ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମ.ଭି3ସ୍ଥିତ ଆଦର୍ଶ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ରାଜ୍ୟ ସରକାର ଙ୍କ ଦ୍ୱାରା ନିର୍ଦ୍ଦେଶିତ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା ତଥା ସମ୍ମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଓ ସାମାଜିକି ସଚେତନତା କାର୍ଯ୍ୟକଳାପ ପ୍ରତିଯୋଗିତା କାର୍ଯ୍ୟକ୍ରମ

କ୍ଷୁଦ୍ର ମତ୍ସ୍ୟ ଖାଦ୍ୟ ଉତ୍ପାଦନ କେନ୍ଦ୍ର ଉଦ୍‌ଘାଟନ ସହ ପରିଚାଳନାଗତ ତାଲିମ ଅନୁଷ୍ଠିତ…

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସେଛାସେବି ଅନୁଷ୍ଠାନ ସ୍ଵାତି ରାଇକିଆ ଓ ସମନ୍ବିତ କୃଷି ଯୋଜନା ସହଯୋଗରେ ଚାଲିଥିବା କାର୍ଯ୍ୟକ୍ରମରେ ଏକ ନୂତନ କାଯ୍ର୍ୟକ୍ରମ ଯୋଡିବା ଆଳରେ ଏକ କ୍ଷୁଦ୍ରମତ୍ସ୍ୟ ଖାଦ୍ୟ ଉତ୍ପାଦନ କେନ୍ଦ୍ର ଗୁମାମାହା ଗ୍ରାମ ପଂଚାୟତ ପାଙ୍ଗାନାଢୁ ଗ୍ରାମ ଠାରେ

ପେଟ ପୋଷିବାକୁ ଦାଦନ ହୋଇ ହାଇଦ୍ରାବାଦ ଯାଇଥିଲା ଯୁବକ, ଶଵ ହୋଇ ଗାଁକୁ ଫେରିଲା…

ରାଜନଗର : ମନୁଷ୍ୟ ବଞ୍ଚିବାକୁ ପରିବାର ପୋଷିବାକୁ କୋଉଠିନା କୋଉଠି ରୋଜଗାର କରିବାକୁ ପଡିଥାଏ। ହେଲେ ଗ୍ରାମାଞ୍ଚଳର ବିକାଶ ନିମନ୍ତେ ରାଜ୍ୟ ଓ କେନ୍ଦ୍ରସରକାର ମନରେଗା ଯୋଜନାରେ ସରକାର ପଞ୍ଚାୟତ ଓ ପଞ୍ଚାୟତ ସମିତିକୁ ଲୋକମାନେ କାମ କରିବାକୁ ଯଥେଷ୍ଟ ଅର୍ଥ ଯୋଗାଇ ଦେଉଛନ୍ତି। ହେଲେ ନେତା

ଦାରିଙ୍ଗବାଡ଼ି ଶିଳ୍ପ ତାଲିମ ଅନୁଷ୍ଠାନରେ ସମନ୍ବିତ ଯୁବ ବିକାଶ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ…

ଦାରିଙ୍ଗବାଡ଼ି, ୩/୧୨, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ସମ୍ମନିତ ଯୁବ ବିକାଶ କାର୍ଯ୍ୟକ୍ରମ ଜରିଆରେ ତିନି ଦିନିଆ କ୍ରୀଡ଼ା ପ୍ରତିଯୋଗିତାର ଆଜି ଉଦଯାପିତ ହୋଇଯାଇଛି। ଆଇଟିଆଇ ଅଧ୍ୟକ୍ଷ ଇଂ.ପ୍ରଦୀପ ସାହୁଙ୍କ

ଭିତରକନିକା ପେଣ୍ଠ ସାମୁଦ୍ରିକ ବେଳାଭୂମିରେ ଆଜି ଵିଧାୟକ ରିବନ କାଟି ଓପନିଂ କଲେ ଇକୋ ରିଟ୍ରିଟ୍…

ରାଜନଗର -1.12.023 ପ୍ରାକୃତିକ ପରିବେଶରେ ଭିତରକନିକା ପେଣ୍ଠ ବେଳାଭୂମି ଠାରେ ସୌନ୍ଦର୍ଯ୍ୟ ଭରା ପର୍ଯ୍ୟଟନର ଭରପୁର ମଜା ନେଵେ ପର୍ଯ୍ୟଟକ। ସେଥିପାଇଁ ପୁଣି ଆସି ପହଞ୍ଚିଛି ଓଡିଶା ପର୍ଯ୍ୟଟନର ମନୋରଞ୍ଜନ ଉତ୍ସବ ଇକୋ ରିଟ୍ରିଟ୍। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ କେନ୍ଦ୍ରାପଡା ଜିଲ୍ଲା

ବିଜ୍ଞାନୀକ ପ୍ରଦର୍ଶନ ବନ୍ଦ ସୋମାରହ ୨ ଡିସେମ୍ବର ୨୦୨୩ ଅନୁଷ୍ଠିତ… !

କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ସଦାନନ୍ଦ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ କୁଆଁରମୁଣ୍ଡା ବ୍ଲକ ଅଧୀନରେ ଥିବା ସରକାରୀ ହାଇସ୍କୁଲ ବୀରମିତ୍ରପୁରରେ ବିଜ୍ଞାନୀକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ୨ ଡିସେମ୍ବର ଅନୁଷ୍ଠିତ ହୋଇଯାଇଅଛି ! ଏହି

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦ୍‌ଯାପିତ…

ଫୁଲବାଣୀ : ସ୍ଥାନୀୟ କରୋନେସନ୍ ପଡ଼ିଆରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟ ରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍ଦେଶ୍ୟରେ ଆୟୋଜିତ ଦୁଇଦିନିଆ ସାଧାରଣ ବୈଠକର ଉଦ୍‌ଯାପନୀ ଉଦ୍‌ଦ୍ଯାପ ଦିବସରେ ମାନ୍ୟବର ଉପ

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ କ୍ରୀଡା ଉଦଯାପିତ…

ଚିକିଟୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଉଦଯାପିତ ହୋଇଯାଇଛି ପଞ୍ଚବିଂଶତମ ବାର୍ଷିକ କ୍ରୀଡା। ଉଦଯାପନ ସମାରୋହର ମୁଖ୍ୟଅତିଥି ଭାବେ ଯୁନିୟନ ବ୍ୟାଙ୍କର ମ୍ୟାନେଜର ବି.ସୁରେଶ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବସନ୍ତ କୁମାର ପଣ୍ଡା,