Browsing Category

ଆଞ୍ଚଳିକ

ଶିଶୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜିଲ୍ଲା ଟାସ୍କ ଫୋର୍ସ କମିଟିର ଚଢାଉ

ମାଲକାନଗିରି : ଜିଲ୍ଲା ଟାସ୍କ ଫୋର୍ସ କମିଟି ଦୁଇ ଦିନ ଧରି ମାଲକାନଗିରି ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ବିଭିନ୍ନ ସଂସ୍ଥାରେ ଅଚାନକ ଚଢ଼ାଉ କରି ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରିଛନ୍ତି। ବିଭିନ୍ନ ନିର୍ମାଣାଧିନ କାର୍ଯ୍ୟରେ ନିୟୋଜିତ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲାପାଳ

ଚାଷୀଙ୍କୁ ଘାରିଛି ଲଘୁଚାଷ ବର୍ଷା ଆଶଙ୍କା : ବର୍ଷା ହେଲେ ଝଡିପଡିବ ପାଚିଲା ଧାନ…

ହିଞ୍ଜିଳିକାଟୁ, ୨/୧୨ : ଧାନକ୍ଷେତରେ ପାଚିଲା ଧାନକେଣ୍ଡା ହସି ଉଠୁଛି । ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ଧାନକଟା । ଏଭଳି ସ୍ଥିତିରେ ଚାଷୀଙ୍କୁ ମନରେ ଭୟର ସଞ୍ଚାର ଦେଖାଦେଇଛି ଲଘୁଚାପ ବର୍ଷା । ଯାହାକୁ ନେଇ ଚିନ୍ତାରେ ରହିଛନ୍ତି ହିଞ୍ଜିଳିକାଟୁ ଅଞ୍ଚଳର ଚାଷୀକୂଳ । ଲଘୁଚାପ ପ୍ରଭାବରେ

ଆସିକାରେ ବେଧଡ଼କ ଚାଲିଛି ଚୋରା ବାଲି ବେପାର !

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଚୋରା ବାଲି ସମ୍ରାଟ ଏବେ ଜେଲ ରେ ହେଲେ ଏବେବି ଚାଲିଛି ଚୋରା ବାଲି ବେପାର । ଆସିକା ସହର ରେ ଉଭୟ ପାର୍ଶ୍ଵରେ ଋଷିକୂଲ୍ୟା ଓ ବଡ଼ ନଦୀ ପ୍ରବାହିତ ଏହି ଦୁଇ ନଦୀର ବାଲିର ଚାହିଦା ଜିଲ୍ଲା ସମେତ ଜିଲ୍ଲା ବାହାରେ ରହିଛି। ଏହି ବ୍ୟବସାୟ ରେ ମାତ୍ରାଧିକ ଲାଭ

ସମ୍ଭାବ୍ୟ ପ୍ରବଳ ବର୍ଷା ନିମନ୍ତେ ଜିଲ୍ଲାପାଳଙ୍କ ଜରୁରୀ ବୈଠକ…

କୃଷି ବିଭାଗୀୟ କର୍ମଚାରୀଙ୍କ ଛୁଟି ବାତିଲଛତ୍ରପୁର : ଭାରତୀୟ ପାଣିପାଗ ବିଭାଗଙ୍କ ସ୍ବତନ୍ତ୍ର ସୂଚନା ମୁତାବକ ଅନ୍ୟ ଜିଲ୍ଲା ସମେତ ଗଞ୍ଜାମ ଜିଲ୍ଲାରେ ଛଅ ସାତ ଦିନ ଅତ୍ୟଧିକ ମାତ୍ରାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଅଛି । ଏହି ପୂର୍ବାନୁମାନଙ୍କୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ

କଲେଜ ଛାତ୍ରୀଙ୍କୁ ଧକ୍କାଦେଇ ବାଇକ୍ ଆରୋହୀ ଫେରାର

ରାଜନଗର : ତିନିଜଣ ବାଇକରେ ବସି ଦ୍ରୁତଗତିରେ ଆସିଲେ , କଲେଜରୁ ସାଙ୍ଗହୋଇ ସାଇକେଲରେ ଘରକୁ ଫେରୁଥିବା ଦୁଇ ଛାତ୍ରୀଙ୍କୁ ଧକ୍କା ଦେଇ ଆଖି ପିଛୁଳାକେ ଚାଲିଗଲେ। ଜଣେ ଛାତ୍ରୀ ଗୁରୁତର ଅବସ୍ଥାରେ ତଳେ ପଡି ଯନ୍ତ୍ରଣାରେ ଛଟପଟ ହେଉଥିଲା ଅନ୍ୟଜଣେ ଛାତ୍ରୀ ଭଗବାନଙ୍କ କୃପାରୁ ବର୍ତ୍ତୀଯାଇଥିଲେ।

ହୋଟେଲ ଗୁଡିକରେ ପ୍ରଶାସନର ମିଳିତ ଚଢଉ, ଫାଇନ ଆଦାୟ, ଗ୍ୟାସ ହାଣ୍ଡି ଜବତ…

ଦାରିଙ୍ଗବାଡି (୨/୧୨) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଖାଦ୍ୟର ମାନ ଯାଞ୍ଚ ସହ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ତହସିଲଦାର ଶରତ ଶବର ଓ ବିଡ଼ିଓ ଗଦାଧର ପାତ୍ର ମିଳିତ ଚଢଉ କରିଥିଲେ । ଏହି ଚଢ଼ଉରେ ଜମି ପଟ୍ଟା, ଏନଓସି ସାର୍ଟିଫିକେଟ,

ଚିକିଟି ବ୍ଲକର ଖରଖରିଆ ବାଲିଘାଟରୁ ଶହଶହ ଟ୍ରକ ବାଲି ଆନ୍ଧ୍ରକୁ ଚାଲାଣ…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଚୋରା ବାଲି ସମ୍ରାଟ ଏବେ କୋଦଳା ଜେଲ ରେ ଏବେ ଚିକିଟି ବ୍ଲକ ର ଖର ଖରିଆ ବାଲି ଘାଟ ଏବେ ମାଫିଆ ଓ ବାବୁ ମାନଙ୍କ ପାଇଁ ପୁଷ ମାସ ପାଲଟିଛି। ଆସିକା, ପୁରୁଷୋତ୍ତମପୁର ଓ ହିଞ୍ଜିଳି ଅଞ୍ଚଳ ରୁ ଚୋରା ବାଲି ଚାଲାଣ ଆନ୍ଧ୍ର କୁ ବନ୍ଦ ରହିଛି। ଏହାର ସୁଯୋଗ

ରିହାତି ଦରରେ କୃଷି ଯନ୍ତ୍ରପାତି ବଣ୍ଟନ କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି , ୨/୧୨, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି କୃଷି କାର୍ଯ୍ୟାଳୟରେ ରିହାତି ଦରରେ କୃଷି ଯନ୍ତ୍ରପାତି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବ୍ଲକ ସ୍ତରୀୟ କୃଷି ଯନ୍ତ୍ରପାତି ବଣ୍ଟନ କାର୍ଯ୍ୟକ୍ରମ ରେ ବ୍ଲକ କୃଷି ଅଧିକାରୀ ସୀତାନ୍ସୁ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

ଦାଦନ ଖଟିବାକୁ ଯାଇ ହାଇଦ୍ରାବାଦରେ ଯୁବକର ମୃତ୍ୟୁ

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ଗ୍ରାମ ପଞ୍ଚାୟତ ଯଦୁଚନ୍ଦ୍ରପୁର ଗ୍ରାମର ଶିତାକାନ୍ତ ଚଣ୍ଡଙ୍କ ପୁଅ ସତ୍ୟବ୍ରତ ଚଣ୍ଡ (21 ବର୍ଷ) ସୁଦୂର ହାଇଦ୍ରାବାଦରେ ଦାଦନ ଖଟିବାକୁ ଯାଇ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ ସତ୍ୟବ୍ରତଙ୍କ ପରିବା ବହୁତ ଅଭାବ

ଜମି ବିବାଦକୁ ନେଇ ଥାନାରେ ଅଭିଯୋଗ, ଥାନାରେ ହିଁ ସମାଧାନ !

କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧିନସ୍ଥ ଅଣ୍ଡାଳି ଜାମବାହାଳ ପଞ୍ଚାୟତ ଅନ୍ତର୍ଗତ ଅଣ୍ଡାଳି ଗ୍ରାମର ଜଣେ ବ୍ୟକ୍ତି ଘର ନିର୍ମାଣ କରୁଥିବା ନେଇ ଅଭିଯୋଗ ହୋଇଥିଲା | ଘର ନିର୍ମାଣ କରୁଥିବା ବ୍ୟକ୍ତି ମଧ୍ୟ ପଡୋଶୀ ଙ୍କ ବିରୋଧ ରେ ରାଏବଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ