Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ପାଣି ପଞ୍ଚାୟତ ପକ୍ଷ ପାଳନ ଓ ରଥ ଉଦଘାଟନ…
ମାଲକାନଗିରି, ୧୬।୧ : ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗ ଆନୁକୂଲ୍ୟରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଅଛି । ୨୦୨୪ ଜାନୁୟାରୀ ୧୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହା ସାରା ରାଜ୍ୟରେ ପାଳିତ ହେଉଅଛି। ଜଳ ପରିଚାଳନା କ୍ଷେତ୍ରରେ ପାଣି ପଂଚାୟତ ସଂଗଠନର!-->…
ପୋଡଙ୍ଗି ମା ଶ୍ୟାମଳାଇ ସାୟ ଶାଖା ତରଫରୁ ମକର ଉତ୍ସବ ପାଳିତ
ପୋଡଙ୍ଗି : ସୋମବାର ପୋଡଙ୍ଗି ମା ଶ୍ୟାମଳାଇ ସାୟ ଶାଖା ତରଫରୁ ମକର ଉତ୍ସବ ପଲ୍ଲୀ ବିକାଶ ପଡ଼ିଆରେ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଅବସରରେ ମଣ୍ଡଳ ଘୋଷ ପ୍ରମୁଖ ବ୍ରାହ୍ମଣଛାଇ ଜି ରାମ ପ୍ରସାଦ ଆଚାରୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମକର ଉତ୍ସବ ପାଳନ ର ଆବଶ୍ୟକତା ଓ ଯଥାର୍ଥତା ଉପରେ!-->…
ମହିଳାଙ୍କ ଆତ୍ମହତ୍ୟା…
ହିଞ୍ଜିଳିକାଟୁ ୧୬/୧ : ହିଞ୍ଜିଳି ଥାନା ଅନ୍ତର୍ଗତ ରାଳବ ଗ୍ରାମ ଦେଉଳ ସାହିର ଜଣେ ମହିଳା ବେକରେ ଲୁଗା ଲଗାଇ ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ହେଲେ ଶତ୍ରୁ ପ୍ରଧାନ ଙ୍କ ସ୍ତ୍ରୀ ପୁର୍ଣ୍ଣବାସି ପ୍ରଧାନ (୩୪)। ମୃତ ପୁର୍ଣ୍ଣବାସି ଙ୍କ ସ୍ବାମୀ ଭୁବନେଶ୍ଵର ରେ ରହୁଥିବା ଵେଳେ!-->…
ଜାନୁଆରୀ ୧୮ ତାରିଖରୁ ପ୍ରାଣୀ ଚିକିତ୍ସକଙ୍କ ସମୂହ ଛୁଟି…
ଫୁଲବାଣୀ : ପ୍ରାଣୀ ଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣର ଆବଶ୍ୟକତା ସମ୍ପର୍କରେ ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘ ତରଫରୁ ବର୍ଷ ବର୍ଷ ଧରି ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ ନକରିବା ପରିତାପର ବିଷୟ । ଗତ!-->!-->!-->…
ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଉଠା ଜଳ ସେଚନ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ୨୦୨୪ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ରାଜ୍ୟରେ ଏହି କାର୍ଯ୍ୟକ୍ରମ ୨୦୨୪ ଜାନୁଆରୀ ୧୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଛି । ଜଳ!-->…
ଦୁଇଗୋଷ୍ଠୀ ମଧ୍ୟରେ ଜମି ବିବାଦ : ଗୋଟିଏ ଗୋଷ୍ଠୀ ବ୍ଲକ ଅଫିସରେ ଧାରଣା
ଦାରିଙ୍ଗବାଡି (୧୬/୧) : ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଜମି ବିବାଦ କୁ ନେଇ ବ୍ଲକ କାର୍ଯ୍ୟାଳୟରେ ଧାରଣା ଦେଲେ। ଗୋଟିଏ ଗୋଷ୍ଟିର ଗ୍ରାମବାସୀ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସଲୁବାଡ଼ି, ଶ୍ରାମବାଡ଼ି ଓ ବୁରାପେନୁ ଗ୍ରାମର ଗ୍ରାମବାସି ଗୋଷ୍ଠୀ ଓ କେରୁବାଡ଼ି ମୌଜାର ଲୋକଙ୍କ ମଧ୍ୟରେ ଜମିଜମା!-->…
ସମାଜସେବୀ ଶାନ୍ତିଲତାଙ୍କ ଵିୟୋଗରେ ପ୍ରାକ୍ତନ ଵିଧାୟକ ଅଂଶୁମାନ ଶୋକ ପ୍ରାର୍ଥନାରେ ଶେଷଦର୍ଶନ
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍ ର ପ୍ରାକ୍ତନ ଉପାଧ୍ୟକ୍ଷ ସ୍ବର୍ଗତ ହଳଧର ମିଶ୍ରଙ୍କ ଧର୍ମ ପତ୍ନୀ ଶାନ୍ତି ଲତା ମିଶ୍ର ଚାନ୍ଦି ବାଉଁଶ ମୂଳ ପଞ୍ଚାୟତ ର ଯଦୁଚନ୍ଦ୍ର ପୁର ଗ୍ରାମରେ 72ବୟସରେ ଇହଲିଳା ସମ୍ବରଣ କରିଛନ୍ତି । ତାଙ୍କ ମୃତ୍ୟୁ ଖବର ପାଇ ପ୍ରାକ୍ତନ ବିଧାୟକ ତଥା!-->…
ବ୍ୟାସକବି ଜୟନ୍ତୀ ଓ ମକର ମିଳନ
ଫୁଲବାଣୀ : ଫୁଲବାଣୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଦ୍ୱାରା ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ଓ ମକରମିଳନ ସାମ୍ମୁଖ୍ୟର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | ସଭାପତି ଶ୍ରୀ ରବୀନ୍ଦ୍ରନାଥ ମିଶ୍ରଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ଏହି ଆସରରେ ବହୁ!-->…
ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟ ରେ ରାଜନୀତି ବିଜ୍ଞାନ ବିଭାଗ ତରଫରୁ ଜାତୀୟ ଆଲୋଚନା ଚକ୍ର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଆଲୋଚନାର ବିଷୟ ଥିଲା ଭାରତୀୟ ଗଣତନ୍ତ୍ର.. ସମସ୍ୟା ଓ ଆହ୍ୱାନ,ମୁଖ୍ୟ ଅତିଥିଭାବେ!-->…
ଭିତରକନିକାରେ ପ୍ରଶିକ୍ଷଣ ନେଲେ ଡେରାଡୁନର ୫୪ଜଣ ଆଇଏଫଏସ଼୍
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ବିଶ୍ଵ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକାକୁ ଇନ୍ଦିରାଗାନ୍ଧୀ ଜାତୀୟ ଫରେଷ୍ଟ ଏକାଡେମି ଡେରାଡୁନର ୫୪ ଜଣ ଭିତରକନିକା ଦୁଇଦିନିଆ ଗସ୍ତରେ ଆସି ଭାରତୀୟ ଫରେଷ୍ଟ ସେବା (IFS) ପ୍ରଶିକ୍ଷଣ ନେଇଥିଲେ। ଲୁଣା ଜଙ୍ଗଲ ବନୀକରଣ, ମେଟା!-->…