Browsing Category

ଆଞ୍ଚଳିକ

କଳାନିଧି ପୁରସ୍କାର ପାଇଲେ ସିନେ ଅଭିନେତା କୁମାର ନାୟକ

ମଞ୍ଜୁଷା (ଶ୍ରୀକାକୁଲମ୍) : ଆନ୍ଧ୍ରପ୍ରଦେଶ ଓଡିଆ କଳାକାର ମହାସଂଘର ରାଜ୍ୟ ଉପ-ସଭାପତି ତଥା ସୁନାମଧନ୍ୟ ସିନେ କଳାକାର କୁମାର ନାୟକ ରାଜମହେନ୍ଦ୍ରୀ ନରେନ୍ଦ୍ର ମଞ୍ଚ ଠାରେ ଜାନୁଆରୀ ସାତ ତାରିଖରେ ଅନୁଷ୍ଠିତ ଆନ୍ତର୍ଜାତୀୟ ତେଲୁଗୁ ମହାସଭାରେ ସମ୍ମାନଜନକ କଳାନିଧି ପୁରସ୍କାରରେ

ଅନ୍ଧଧାର୍ମୀକତା ଓ ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ଫକୀର ମୋହନ ଜଣେ ଯୁଗାନ୍ତକାରୀ ସାହିତ୍ୟିକ ଥିଲେ : ପୂଜ୍ୟପୂଜା…

ବ୍ରହ୍ମପୁର : ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ସ୍ଥାନୀୟ ବିଜିପୁର କମ୍ୟୁନିଟି ହଲଠାରେ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ୧୮୧ତମ ଜୟନ୍ତୀ ଉପଯୁକ୍ତ ମର୍ଯ୍ୟାଦାର ସହ ପାଳନ ହୋଇଯାଇଛି l ଓଡିଶା ନବଜାଗରଣର ଅନ୍ୟତମ ଅଭିବ୍ୟକ୍ତି ଫକୀର ମୋହନଙ୍କ ରଚିତ ଗଳ୍ପ,

ହାତିନା ସରପଞ୍ଚଙ୍କ ନେତୃତ୍ୱରେ ଗଡିଲା ଅର୍ପଣ ରଥ…

ରାଜନଗର : ଆସନ୍ତା ୧୭ତାରିଖରେ ଶ୍ରୀକ୍ଷେତ୍ର ପୁରୀରେ ପରିକ୍ରମା ମାର୍ଗ ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ସାର୍ଥକ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗାଁ କୁ ଗାଁ ଅର୍ପଣ ରଥ ବୁଲି ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତମାନଙ୍କୁ ଦର୍ଶନ ଦେଇ ଗୁଆ ଅରୁଆ ଚାଉଳ ସଂଗ୍ରହ କରାଯାଉଥିଲା। ଏହାକୁ

ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ଅନୁଷ୍ଠିତ…

ମାଲକାନଗିରି, ୧୩।୧ : ମାଲକାନଗିରି ଜିଲ୍ଲାର ବାଲିମେଳା ଏନ.ଏ.ସି ଅନ୍ତର୍ଗତ ମିନି ଷ୍ଟାଡିୟମଠାରେ ଆଜି ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ଉଦଘାଟିତ ହୋଇଯାଇଛି । ଏହାକୁ ବାଲିମେଳା ଏନ.ଏ.ସି ଅଧ୍ୟକ୍ଷ ପ୍ରଦୀପ ନାୟକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ

ଉତ୍କଳ ସାମ୍ବାଦିକ ସଂଘର କର୍ମକର୍ତ୍ତା ଚୟନ ସହିତ ବନ୍ଧୁ ମିଳନ…

ଦାରିଙ୍ଗବାଡି,୧୪/୧ : ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାସଙ୍କ ସଭାପତିତ୍ବରେ ଓ ଉପସଭାପତିଙ୍କ ନେତୃତ୍ୱରେ ଦାରିଙ୍ଗବାଡି ପର୍ଯ୍ୟଟନ ସ୍ଥଳୀ ଡୁଲୁରି ପାଇନବଣ ଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହେବା ସହ ବ୍ଲକ ସଂଘ ନିମନ୍ତେ କର୍ମକର୍ତ୍ତା ଚୟନ ହୋଇଥିଲା ।

ବାର୍ଷିକ ପୁରଷ୍କାର ବିତରଣ ଉତ୍ସବ…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ପୁରଷ୍କାର ବିତରଣ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନି ଙ୍କ ପୌରହିତରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଙ୍କ

ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ…

ଦେବଗଡ଼,୧୩।୧:ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିର ଦେଶ ଭାବରେ ପରିଣତ ହୋଇଛି । ଆଗାମୀ ଦିନରେ ଆମ ଦେଶ ବିଶ୍ୱର ଏକ ନମ୍ବର ଅର୍ଥନୀତି ହେବା ସହ ବିକଶିତ ଭାରତ ହେବ । ଏଥିପାଇଁ ଏବେ ଠାରୁ ଆମର ଛାତ୍ରଛାତ୍ରୀଙ୍କ ଦକ୍ଷ କରିବାକୁ ପଡିବ । ସେମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତି

ଟିକାବାଲି ବ୍ଲକ ସରକାରୀ ଏସ. ଏସ. ଡି ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ…

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ସରକାରୀ ଏସ. ଏସ. ଡି ବାଳିକା ଉଚ୍ଚ ବିଦ୍ୟାଳୟ ପେନାଗୋବେରୀରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁବାସିନୀ ସେଠୀଙ୍କ ସଭାପତିତ୍ୱ ରେ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ କନ୍ଧମାଳ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ

ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସର ଜୋନ୍ ସଭାପତି ଚୟନ…

ଦାରିଙ୍ଗବାଡ଼ି, ୧୩/୧, ଦାରିଙ୍ଗବାଡି ବ୍ଲକ କଂଗ୍ରେସର ପକ୍ଷରୁ ଗତକାଲି ବ୍ଲକ କଂଗ୍ରେସ କାର୍ଯ୍ୟାଳୟରେ ବିକାଶ ମିଶନ ଓଡିଶା କଂଗ୍ରେସ ର ମଣ୍ଡଳ ଆବାହକ ତଥା ରାଜ୍ୟ କଂଗ୍ରେସ ଅନୁସୂଚିତ ଜାତି ବିଭାଗର ଉପାଧ୍ୟକ୍ଷ ଅମୀର ଚାନ୍ଦ ନାୟକଙ୍କ ନେତୃତ୍ୱରେ ଜୋନ ସଭାପତି ଚୟନ କାର୍ଯ୍ୟକ୍ରମ ହୋଇ

ରାଜା ରାମଚନ୍ଦ୍ର ମର୍ଦ୍ଧରାଜ ଦେଓଙ୍କ ୧୨୪ତମ ଜୟନ୍ତୀ : ‘ଓଡିଆ ଜାତି ପାଇର୍ ଲଢେଇରେ ମର୍ଦ୍ଧରାଜ ଦେଓଙ୍କ ଅବଦାନ…

ହିଞ୍ଜିଳିକାଟୁ, ୧୩ା୧ : ଓଡିଶାର ସୁଯୋଗ୍ୟ ବରପୁତ୍ର ତଥା ଗଞ୍ଜାମ ଜିଲ୍ଲାର ଚୀରସ୍ମରଣୀୟ, ନିର୍ଭୀକ ଓ ମହାନ ବ୍ୟକ୍ତିତ୍ୱ ଖଲ୍ଲିକୋଟ ରାଜା ବହାଦୁର ରାମଚନ୍ଦ୍ର ମର୍ଦ୍ଧରାଜ ଦେଓଙ୍କ ୧୨୪ତମ ଜନ୍ମ ଜୟନ୍ତୀ ସମାରୋହ ଶନିବାର ହିଞ୍ଜିଳିକାଟୁ ବିଜ୍ଞାନ (ସ୍ୱଂୟଶାସିତ) ମହାବିଦ୍ୟାଳୟ ପରିସରରେ ଭବ୍ୟ