Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଛତ୍ରପୁର ଆର୍ଟିଓ କାର୍ଯ୍ୟାଳୟରେ ପୁଣି ଦଲାଲ ସକ୍ରିୟ : ଅଧିକାରୀଙ୍କ ଛତ୍ରଛାୟା ତଳେ ଦଲାଲମାନଙ୍କ ବେପାର ଆରମ୍ଭ..!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଛତ୍ରପୁରସ୍ଥିତ ଆର୍ଟିଓ କାର୍ଯ୍ୟାଳୟ ରେ ପୁଣି ଦଲାଲ ଗିରି ଆରମ୍ଭ ହୋଇଥିବା ଖବର ମିଳିଛି। ଗତ ଅକ୍ଟୋବର ମାସ ୧୪ ତାରିଖ ରେ ଗଞ୍ଜାମ ଏସ.ପି ଙ୍କ ନିର୍ଦ୍ଧେଶ ରେ ଛତ୍ରପୁର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେ ଦିନ ଚାରି ଜଣ ଦଲାଲ ପୋଲିସ ହାବୁଡ଼ ରେ!-->…
ଗଞ୍ଜାମ ଜିଲ୍ଲାରେ ଏବେ ଚାଲିଛି ପଟ୍ଟା ବଣ୍ଟନ ମେଳା…. ଆସିକାବାସୀଙ୍କୁ ପଟ୍ଟା ମିଳିବ କେବେ …?
ଵ୍ରହ୍ମପୁର : ଆସିକା ସହର ଓଡ଼ିଶାର ଏକ ପ୍ରମୁଖ ସହର ଏହା ଏକ ବିଧାନସଭା କ୍ଷେତ୍ର ଓ ସାଂସଦ କ୍ଷେତ୍ର। ସ୍ୱାଧୀନତା ର ୭୬ ବର୍ଷ ପରେ ବି ଆସିକା ବାସୀ ଙ୍କ ନିକଟରେ ପଟ୍ଟା ନାହିଁ। କିନ୍ତୁ ମଣିଷ ପାଇଁ ଆବଶ୍ୟକ ବାସ ଏଠିକାର ବାସିନ୍ଦାଙ୍କ ପାଇଁ ନିଜସ୍ୱ ନୁହଁ। ଗତ ୬ ବର୍ଷ ହେଲା!-->!-->!-->…
ଜାଗୁଆର ଏକାଡେମୀ ଅଫ ମାର୍ଶାଲ ଆର୍ଟସ ଏଣ୍ଡ ସେଲ୍ପ ଡିଫେନ୍ସ ତରଫରୁ କଲର ବେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ
ହିଞ୍ଜିଳିକାଟୁ ୮/୧ : ଜାଗୁଆର ଏକାଡେମୀ ଅଫ ମାର୍ଶାଲ ଆର୍ଟସ ଏଣ୍ଡ ସେଲ୍ପ ଡିଫେନ୍ସ ତରଫରୁ କଲର ବେଲ୍ଟ ପ୍ରତିଯୋଗିତା ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନି ଷ୍ଟାଡିୟମ ସ୍ଥିତ ଈଣ୍ଡୋର ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜାଗୁଆର ଏକାଡେମୀ ଅଫ ମାର୍ଶାଲ ଆର୍ଟସ ଏଣ୍ଡ ସେଲ୍ପ!-->…
ନିଖିଳ ଉତ୍କଳ ଖଡୁରା ସମାଜ ଫୁଲବାଣୀଠାରେ ଜିଲ୍ଲାସ୍ତରୀୟ ବୈଠକ
ଫୁଲବାଣୀ : ନିଖିଳ ଉତ୍କଳ ଖଡୁରା ସମାଜ, ଫୁଲବାଣୀ କନ୍ଧମାଳ ତରଫରୁ ସ୍ଥାନୀୟ ଡ୍ରିମ୍ ଲ୍ୟାଣ୍ଡ ହୋଟେଲ ଠାରେ ଜିଲ୍ଲାସ୍ତରୀୟ ବୈଠକ ଓ ପହିଲି ଭୋଗ ନୀତି, ଜିଲ୍ଲା ସଂଯୋଜକ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ନିଖିଳ ଉତ୍କଳ ଖଡୁରା ସମାଜର ସଭାପତି ଅର୍ଜୁନ!-->…
କରୁଣ ଦୃଶ୍ୟ : ଡଷ୍ଟବିନ୍ରୁ ଅଇଁଠା ଗୋଟାଇ ଖାଉଛନ୍ତି ମାନସିକ ବିକାରଗ୍ରସ୍ତ ବୃଦ୍ଧ
ହିଞ୍ଜିଳିକାଟୁ ୮।୧ : ଗାଈ, ଗୋରୁ, ଷଣ୍ଢ ଅଳିଆଗଦା ଆଉ ଡଷ୍ଟବିନରୁ ଖାଦ୍ୟ ଖାଇବାର ଦୃଶ୍ୟ ଦେଖିଥିବେ। ବହୁ ଜଗାରେ ଖାଦ୍ୟ ନପାଇ ମାନସିକ ବିକାରଗ୍ରସ୍ତ ଲୋକ ମଧ୍ୟ ଡଷ୍ଟବିନରୁ ଖାଦ୍ୟ ଖାଇବାର ନଜିର ଦେଖିଥିବେ। ହେଲେ ଏଠି ଭୋକ ବିକଳରେ ଜଣେ ମାନସିକ ବିକାରଗ୍ରସ୍ଥ ବୃଦ୍ଧ ଡଷ୍ଟବିନରୁ ଖାଦ୍ୟ!-->…
ନୟାଗଡ଼ ସାମ୍ବାଦିକ ଶାଖାର ପ୍ରତିଷ୍ଠା ଦିବସ…
ନୟାଗଡ଼ : ଆଜି ନୟାଗଡ଼ ସାମ୍ବାଦିକ ଭବନ ଠାରେ ନୟାଗଡ଼ ସାମ୍ବାଦିକ ଶାଖାର ପ୍ରତିଷ୍ଠା ଦିବସରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ, ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର ଓ ଉତ୍କଳ ସାମ୍ବାଦିକ ସଂଘର ୩୦୦ସାମ୍ବାଦିକ ଯୋଗଦେଇଥିଲେ । ଏହି ପ୍ରତିଷ୍ଠା ଦିବସ ରେ!-->…
ସ୍ବେଛାସେବୀ ସଂଗଠନ ଫ୍ରିଡମ୍ ଦ୍ଵାଦଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ…
ଆର,ଉଦୟଗିରି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଲବାର୍ସିଂ ଗ୍ରାମରେ ଦୀର୍ଘ ବାର ବର୍ଷ ଧରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସହ ଜଙ୍ଗଲ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ଫ୍ରିଡମ୍ ସ୍ବେଛାସେବୀ ଅନୁଷ୍ଠାନ ତାର ଦ୍ଵାଦଶ ତମ ଜନ୍ମ ଦିବସ ପାଳନ କରିଛି ଆଡମ୍ବର ସହ। ଏହି କାର୍ଯ୍ୟକ୍ରମ!-->…
କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୪ ଦ୍ଵିତୀୟ ଦିବସର ସାଂସ୍କୃତିକ ସଂଧ୍ୟା…
ଫୁଲବାଣୀ : କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୪ ଦ୍ଵିତୀୟ ଦିବସର ସାଂସ୍କୃତିକ ସଂଧ୍ୟାର କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ ଅବ୍ୟବହିତ ପୂର୍ବରୁ ଛାତ୍ରଛାତ୍ରୀ ଓ ମହିଳା ମାନଙ୍କ ମଧ୍ୟରେ କେତେ ଗୁଡ଼ିଏ ପ୍ରତିଯୋଗିତା କରାଯାଇଥିଲା । ସେଥିମଧ୍ୟରୁ ସୁନ୍ଦର!-->…
କେନ୍ଦ୍ରମନ୍ତ୍ରୀ ଶ୍ରୀ ରୁପାଲଙ୍କୁ ଗଞ୍ଜାମ ଜିଲ୍ଲା ପକ୍ଷରୁ ଭବ୍ୟସ୍ଵାଗତ ସମ୍ବର୍ଦ୍ଧନା
ଭାରତ ସରକାରଙ୍କର କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଆଜି ସକାଳେ ସାଗର ପରିକ୍ରମାରେ ବିଶାଖାପାଟଣା ଠାରୁ ଆସି ଗଞ୍ଜାମ ଜିଲ୍ଲାର ଗୋପାଳପୁର ପୋର୍ଟ ଠାରେ ପହଞ୍ଚିବା ପରେ ସେଠାରୁ ଆର୍ଯିପଲ୍ଲୀ ଗ୍ରାମକୁ ଯାଇ ମତ୍ସ୍ୟଜୀବି ମାନଙ୍କ ସହ ଏକ ଜନ ସମ୍ବାଦ!-->…