Browsing Category

ଆଞ୍ଚଳିକ

ଦେବଗଡ଼ ଜିଲ୍ଲାରେ ଲକ୍ଷ୍ମୀ ବସ୍ ର ଶୁଭାରମ୍ଭ…

ଦେବଗଡ଼:,୩୧|୧ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବଗଡ଼ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ।‌ ଏଥିରେ ୭୦ଟି ପଞ୍ଚାୟତରୁ ୩ ବ୍ଲକ କୁ ବସ୍ ଚଳାଚଳ ର ସୁବିଧା କରାଯାଇଛି ‌। ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ ଟଙ୍କାରେ…

ସ୍କୁଟରକୁ ପଛପଟୁ ଧକ୍କା ଦେଲା ସ୍କୋର୍ପିଓ : ଦମ୍ପତି ମୃତ…

ଦେବଗଡ: ,୩୧ା୧:ଆଜି ଅପରାହ୍ନରେ ବାରକୋଟ ଥାନା ଅନ୍ତର୍ଗତ ବମ୍ପରଡା ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଏକ ସ୍କୋର୍ପିଓ ଗାଡି ଧକ୍କାରେ ଏକ ସ୍କୁଟର ଚୁରମାର ହୋଇଯିବାସହ ସେଥିରେ ଯାଉଥିବା ଝରବାହାଳ ଏକ ଦମ୍ପତିଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଅପରାୟହ୍ନ ପ୍ରାୟ ୩ଟା ୩୦…

ଦାବୀ ପୂରଣରେ ବିଳମ୍ବନା କୁ ନେଇ ପ୍ରତିବାଦ:ପାରପୋଷି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କଲା ଜିଲା କୃଷକ…

ଦେବଗଡ଼,୩୧ା୧:ଚାଷ ହେଉଥିବା ସରକାରୀ ଜମିର ପଟ୍ଟା ପ୍ରଦାନ, ଭୂମୀହିନଙ୍କୁ ଘରଡିହ ପଟ୍ଟା ପ୍ରଦାନ, ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ, ରେଙ୍ଗାଳି ବାସଚ୍ୟୁତଙ୍କୁ ଜମି ପ୍ରଦାନ ଏବଂ ଜମିର କିସମ ପରିବର୍ତନ ଆଦି ୫ ଦଫା ଦାବୀ ପୁରଣରେ ବିଳମ୍ବତା ଯୋଗୁଁ ଆଜି ଦେବଗଡ…

ସରପଞ୍ଚଙ୍କ କାର୍ଯ୍ୟରେ ଅତିଷ୍ଟ ହୋଇ ବିଡ଼ିଓ ଙ୍କୁ ଫେରାଦ ହେଲେ ୱାର୍ଡ ମେମ୍ବର…

ଦାରିଙ୍ଗବାଡି,୩୧/୧, ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ନବନିତା କପାଟପାତ୍ର କାର୍ଯ୍ୟ ନେଇ ନାଏବ ସରପଞ୍ଚ ସମେତ ସମସ୍ତ ୱାର୍ଡ ମେମ୍ବର ମାନେ ବିଡ଼ିଓ ଙ୍କ ଠାରେ ଫେରାଦ ହୋଇଛନ୍ତି। ପଞ୍ଚାୟତରେ ମାସିକ ନିୟମିତ ବୈଠକ ହେଉନାହିଁ, ରାଜ୍ୟ ଓ କେନ୍ଦ୍ରୀୟ ଅନୁଦାନ…

ଉତ୍କଳ ବାପଟିଷ୍ଟ ସଣ୍ଡେସ୍କୁଲ ସମିତି ସମ୍ମିଳନୀର ୫୩ତମ ବାର୍ଷିକ ଅଧିବେଶନ ଅନୁଷ୍ଠିତ…

ଆର,ଉଦୟଗିରି /୩୧/୧ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ କେ.ଝାଲରସିଂ ବାପଟିଷ୍ଟ ମଣ୍ଡଳୀ ପଡି଼ଆ ଠାରେ ସ୍ଥାନୀୟ ସଣ୍ଡେସ୍କୁଲ ସମିତି ଆନୁକୁଲ୍ୟରେ ଉତ୍କଳ ବାପଟିଷ୍ଟ ସଣ୍ଡେସ୍କୁଲ ସମିତି ସମ୍ମିଳନୀର ୫୩ତମ ବାର୍ଷିକ ଅଧିବେଶନ ଦୁଇଦିନ ଧରି ଅନୁଷ୍ଟିତ ହୋଇଯାଇଛି। ଏଥିରେ ସଣ୍ଡେସ୍କୁଲ…

ଶିକ୍ଷକ ନିୟୁତି ଦାବିରେ ଫାଟକରେ ତାଲା ପକାଇ ଅନଶନ କଲେ ଅଭିଭାବକ…

ଆର,ଉଦୟଗିରି :ଆର,ଉଦୟଗିରି ବ୍ଲକର ଶବରପଲ୍ଲି ଗ୍ରାମର ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ନିଯୁତି ଦାବି ନେଇ ଅଭିଭାବକମାନେ ବିଦ୍ୟାଳୟ ମୁଖ୍ୟ ତାଲା ଅନସନ ବସିଛନ୍ତି । ଏହି ବିଦ୍ୟାଳୟରେ ୨୩୧ ପିଲାଙ୍କୁ ଦୁଇ ଶିକ୍ଷକ । ତା ପୁଣି ଦୁଇ ବର୍ଷ ହେଲା ବାଷିକ ପରିକ୍ଷା ନ ହୋଇ ପିଲାଙ୍କ ପାଠପଢା ଚାଲିଛି ।…

ମହତ୍ମା ଗାନ୍ଧିଙ୍କ ପୂଣ୍ୟତିଥିରେ କିନ୍ନରମାନଙ୍କ ଅଧିକାର ଓ ସମ୍ମାନ ଶୀର୍ଷକ ଆଲୋଚନା

ଫୁଲବାଣୀ : ସରକାରଙ୍କ ଅଦ୍ୟ ତା ୩୦/୦୧/୨୪ ରିଖ ଦିନ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପୂଣ୍ୟ ତିଥିରେ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସଚ୍ଛାସେବୀ ଅନୁଷ୍ଠାନ ସାତୀଙ୍କ ଦ୍ଵାରା କିନ୍ନର ମାନଙ୍କ ଅଧିକାର ଓ ସମ୍ମାନ ଶୀର୍ଷକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଜାଇଛି । କାର୍ଯ୍ୟକ୍ରମ କୁ ଜିଲ୍ଲା…

ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ସ୍ବଚ୍ଛ ଭାରତ ଅଭିଯାନ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଖମନଖୋଲ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ସ୍ବଚ୍ଛ ଭାରତ ଅଭିଯାନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଦେବୀ ପ୍ରସାଦ ଦାସ ଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ସଫା ସୁତରା କରିବା ସହ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ମୂଲ୍ୟାୟନ କେନ୍ଦ୍ର ଖୋଲିଲା

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ ଠାରୁ ନୂତନ ଭାବେ +୨ ମୂଲ୍ୟାୟନ କେନ୍ଦ୍ର ରାଜ୍ୟ ସରକାର ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଖୋଲା ଯାଇଛି। କନ୍ଧମାଳ ଜିଲ୍ଲାରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଫୁଲବାଣୀରେ…

ଓଡ଼ିଆ ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଆଲୋଚନା ପ୍ରତିଯୋଗିତା ଉଦଯାପିତ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ପଞ୍ଚାୟତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଫିରିଙ୍ଗିଆ ପରିସରରେ ଓଡ଼ିଆ ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଆଲୋଚନା ଓ ପ୍ରତିଯୋଗିତା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡଃ ଚିତ୍ତରଞ୍ଜନ ମିଶ୍ର ଅଧକ୍ଷତା କରିଥିବାବେଳେ…