Browsing Category

ଆଞ୍ଚଳିକ

ଚିକିଟୀରେ ବ୍ଲକ ସ୍ତରୀୟ ନୂଆ – ଓ କାର୍ଯ୍ୟକ୍ରମ ଉଦଯାପିତ…

ଚିକିଟୀ : ଚିକିଟୀ ବ୍ଲକ ର ଗୌରଚନ୍ଦ୍ର ମିନି ଷ୍ଟାଡିୟମ ଠାରେ ରାଜ୍ୟ ସରକାର ଙ୍କ ନୂଆ-ଓ ତଥା କ୍ରୀଡା ଦିବସ କାର୍ଯ୍ୟକ୍ରମ ଯୁବ ଓଡିଶା,ନବୀନ ଓଡିଶା କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସାଵ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟିକା ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

ରନ୍ଧା ଦେଶୀ ମଦ ଓ ମହୁଲ ପୋଚ ଜବତ: ଜଣେ ଗିରଫ

ଦେବଗଡ଼,୨୯ା୧୨ : ବାରକୋଟ ଅବକାରୀ ଥାନା ପକ୍ଷରୁ ଶୁକ୍ରବାର ସରୁଆଳି ଗ୍ରାମ ପଂଚାୟତ ସଦର ମହକୁମାରେ ଚଢଉ କରାଯାଇ ବିପୁଳ ପରିମାଣର ବେଆଇନ ଦେଶୀ ରନ୍ଧାମଦ ଓ ମହୁଲ ପୋଚ ଜବତ କରାଯାଇଛି ।ଏଥିସହ ଏ ଘଟଣାରେ ଉକ୍ତ ଗ୍ରାମର ଭାରତ ସାହୁ(୫୭)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅବକାରୀ ବିଭାଗ

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର ଆହତ…

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୯୬ ଗ୍ରାମ ନିକଟରେ ଥିବା ୩୨୬ ଜାତୀୟ ରାଜପଥରେ ଆଜି ଦୁଇଟି ଟ୍ରକ ମୁହା ମୁହିଁ ଧକ୍କା ହୋଇଛି । ଏଥିରେ ଜଣେ ବ୍ୟକ୍ତି ଗୁରୁତ୍ତର ଆହତ ହୋଇଥିବା ବେଳେ ତାଙ୍କୁ ପ୍ରଥମେ କାଲିମେଳା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ

ହିଞ୍ଜିଳିକାଟୁ କଲେଜ ମିଛ ଅଭିଯୋଗ ଧରାପଡ଼ିଲା : ମିଛୁଆଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ

ଛଦ୍ମବେଶୀଙ୍କ ମୁଖା ଖୋଲିବା ପାଇଁ ଦାବିହିଞ୍ଜିଳିକାଟୁ, (୨୯ା୧୨): ଗତ ୨ଦିନ ଧରି କିଛି ଗଣମାଧ୍ୟମରେ ହିଞ୍ଜିଳିକାଟୁ କଲେଜର ଗାରିମାକୁ କ୍ଷୁର୍ଣ୍ଣ କରିବା ପାଇଁ ପ୍ରକାଶିତ ଖବର ମନ ଗଢ଼ା ,ମିଛ ତଥା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ପ୍ରମାଣ ହୋଇଛି । ଆରକେ ପାଢ଼ି ନାମକ ଜଣେ ଛଦ୍ମବେଶୀ

ହିଞ୍ଜିଳିକାଟୁରେ ରାଜସ୍ୱ ମେଳାରେ ୪୩୧ ହିତାଧିକାରୀ ଗ୍ରାମକଣ୍ଟକ ପଟ୍ଟା ପାଇଲେ…

ହିଞ୍ଜିଳିକାଟୁ (୨୯/୧୨): ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ହିଞ୍ଜିଳିକାଟୁ ବ୍ଲକ ମୋହନାପଲ୍ଲୀ ଗ୍ରାମରେ ଶୁକ୍ରବାର ରାଜସ୍ୱ ମେଳା ଅନୁଷ୍ଠିତ ହୋଇଯାଇଛି। ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓଙ୍କ ସଂଯୋଜନାରେ ଆୟୋଜିତ

ବିଜୁ କନ୍ୟାରତ୍ନ ଓ ଗେଲ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ…

ହିଞ୍ଜିଳିକାଟୁ, ୨୯/୧୨ : ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ହିଞ୍ଜିଳିକାଟୁ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାକକ୍ଷ ପ୍ରକୋଷ୍ଠରେ ବିଜୁ କନ୍ୟାରତ୍ନ ଯୋଜନା ଅନୁଷ୍ଠିତ ହୋଇଛି l ସିଡିପିଓ ଗାଙ୍ଗୀ ସୁବୁଦ୍ଧିଙ୍କ ତତ୍ତ୍ଵାବଧାନରେ

ପଂଚ ଦିବସୀୟ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ଝରବାହାଳ କ୍ରିକେଟ କ୍ଲବ ଚମ୍ପିୟାନ

ଦେବଗଡ଼,୨୯ା୧୨:ବାରକୋଟ ବ୍ଲକ ରାଇତାବାହାଳ ଗ୍ରାମ ପଂଚାୟତର ଗରଗଡବାହାଳ ଗ୍ରାମରେ ମା’ ବନ ଦୁର୍ଗା କ୍ରିକେଟ କ୍ଲବ ଆନୁକୂଲ୍ୟରେ ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ପଂଚ ଦିବସୀୟ କ୍ରିକେଟ ପ୍ରତିଯୋଗିତା ଶୁକ୍ରବାର ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ଅନୁଗୁଳ ଜିଲାର ସିଆରିମାଳିଆ

ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ରାଞ୍ଚି ସେଲ୍ ଚାମ୍ପିଅନ

ଦେବଗଡ଼ ୨୯|୧୨: ସ୍ଥାନୀୟ ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେଉଥିବା ୩୩ ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜିକାର ଫାଇନାଲ ମ୍ୟାଚ୍ ଜିମଖାନା ରାଉରକେଲା ବନାମ ରାଞ୍ଚି ସେଲ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆଜିକାର ମ୍ୟାଚ୍ ରେ ଜିମଖାନା ରାଉରକେଲା କୁ ୩ ଉଇକେଟ ରେ

ନିଷେଧାଞ୍ଚଳରେ ମାଛ ମାରିବା ମହଙ୍ଗା ପଡିଲା : ମା ସୋନାଲି ଟ୍ରଲର ସହ ୨ ସିଲିଣ୍ଡର ଜଵତ ୭ଗିରଫ…

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନ ଖଣ୍ଡ ଅଧିନସ୍ଥ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ସାତଭାୟା ସମୁଦ୍ର କୂଳ ଠାରୁ ପ୍ରାୟ ୭କିମି ଦୂରରେ ମାଛମାରୁଥିବା ଟ୍ରଲରକୁ ଜଵତ କରିବା ସହ ୭ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିବା ରେଞ୍ଜର ଶ୍ରୀ ପ୍ରଦୋଷ କୁମାର ମହାରଣାଙ୍କ ସୂଚନାରୁ

ଚକ୍ରଧରଙ୍କ ଝୁଲନ୍ତା ଶଵ ପାର୍କ ନିକଟସ୍ଥ ଗଛରୁ ଉଦ୍ଧାର…

ରାଜନଗର : ପରିବାର କହିଲେ ବୁଢା ଵାପା ମା, ସ୍ଵାମୀ ସ୍ତ୍ରୀ ଏଵଂ ୫ଟି ଝିଅ, ଝିଅଙ୍କ ମଧ୍ୟରୁ ଜଣେ ସ୍ବଳ୍ପ ବେତନରେ ଚାକିରୀ କରିଛି ଵାହାରେ, ବାକି ସଵୁ ଠିକ୍ ଠାକ୍ ଥିଲା କୁକୁଡା ଗାଡି ଚଳାଇ ପରିବାର ପ୍ରତିପୋଷଣ କରୁଥିଲା, ହେଲେ କଣ ହେଲା କେଜାଣି କାଲି ରାତି ପ୍ରାୟ ଦୁଇଘଣ୍ଟା ସମୟରେ ଗଛରେ