Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମିଳିତ ରକ୍ତଦାନ ଶିବିର, ୫୫ଜଣଙ୍କ ସ୍ବେଚ୍ଛାକୃତ ରକ୍ତଦାନ
ଆସିକା : ଆସିକା ବସ ଷ୍ଟାଣ୍ଡ ନିକଟସ୍ଥ ପ୍ରଜାପିତା ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତି ଶକ୍ତିଭବନର ସଞ୍ଚାଳିକା ବ୍ରହ୍ମା କୁମାରୀ ପ୍ରଭାତୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିସରରେ!-->…
ବିରଳ ପ୍ରଜାତିର ୬ଟି ଗରୁଡ଼ ପକ୍ଷୀ ଉଦ୍ଧାର…
ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ପାଣ୍ଡରିପଡା ପଞ୍ଚାୟତ ଭାଲିଆଡିହି ଗ୍ରାମରୁ ୬ଟି ଗରୁଡ଼ ପକ୍ଷୀ ଉଦ୍ଧାର କରାଯାଇଛି।ଭାଲିଆଡିହି ଗ୍ରାମର ମା ରକ୍ଷାପାଳକଙ୍କ ଯତ୍ରାଉତ୍ସବ ପାଇଁ ଆବଶ୍ୟକ ଜାଳେଣି ପାଇଁ ଏକ ଶୁଖିଲା ଆମ୍ବଗଛ କାଟିବା ସମୟରେ ଏହି ୬ଟି ଗରୁଡ଼ ପକ୍ଷୀଙ୍କୁ!-->…
୪ଦଫା ଦାବୀ ପୂରଣ ନେଇ ସାମୂହିକ ଛୁଟିରେ ପ୍ରାଣୀ ଚିକିତ୍ସକ, ପ୍ରାଣୀ ଧନ ସମସ୍ୟାରେ…
ଦାରିଙ୍ଗବାଡ଼ି,୨୧/୧, ଗତ ୧୮ତାରିଖ ଠାରୁ ୪ଦଫା ଦାବୀ ପୂରଣ ନେଇ ସାମୂହିକ ଛୁଟିରେ ପ୍ରାଣି ଚିକିତ୍ସକ ରହିଥିବାରୁ ଦାରିଙ୍ଗବାଡ଼ି ପ୍ରାଣୀ ଚିକିତ୍ସାଳୟ ଆଜକୁ ୩ ଦିନ ଧରି ବନ୍ଦ ରହିଛି । ଫଳରେ ପ୍ରାଣୀ ଧନ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସମସ୍ୟା ସୃଷ୍ଟି ହୋଇଛି । ଅନେକ ପ୍ରାଣୀ ଧନ ପାଳକ,!-->…
କନ୍ଧମାଳ ସଂସଦୀୟକ୍ଷେତ୍ରରେ ସଫଳତାର ସହ ଆୟୋଜିତ ହେଲା ମେଗା ନିଯୁକ୍ତି ମେଳା
ଫୁଲବାଣୀ: ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ କିଟ୍ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲା ପ୍ରଶାସନ ସହଯୋଗରେ ଫୁଲବାଣୀ ଠାରେ ମେଗା ନିଯୁକ୍ତି ମେଳା ସଫଳତାର ସହ ଆୟୋଜିତ ହୋଇଯାଇଛି । ଏଥିରେ କନ୍ଧମାଳଜିଲ୍ଲାର ସମସ୍ତ ବ୍ଲକ୍, ବୌଦ୍ଧ ଜିଲ୍ଲାର ବୌଦ୍ଧ,ହରଭଙ୍ଗା ଓ କଂଟାମାଳ ବ୍ଲକ୍, ନୟାଗଡ଼!-->…
ନିର୍ମାଣଧିନ ଘରୁ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର
ବାଲିଗୁଡା : ବାଲିଗୁଡା ଥାନା ପଣସପଡି ସାହିରେ ଏକ ନିର୍ମାଣଧିନ ଘରୁ ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ବ୍ୟକ୍ତିଙ୍କର ବେକ ଏବଂ ମୁହଁରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ମୃତକ ପଣସପଡି ସାହିର ବୁଡୁ ଓରଫ ସୁଶାନ୍ତ ପୂଜାରୀ ବୋଲି ଜଣାପଡିଛି। ନିଜ ଶଳା ରାମସିଂ!-->…
ଓଡିଆ ସାହିତ୍ୟ ସଂସ୍କୃତି ସମ୍ପର୍କିତ ଆଲୋଚନା ଚକ୍ର
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସଦର ମହକୁମାରେ ଥିବା ଵହୁପୁରାତନ ଓ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଶ୍ରୀ ଶ୍ରୀ ଜଗନ୍ନାଥ ମହାଵିଦ୍ୟାଳୟରେ ଓଡିଆ ସାହିତ୍ୟ ସଂସ୍କୃତି ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଅତୁଲ କୁମାର ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ!-->…
ତାମ୍ପରା ଠାରେ ରେଡ୍ଡୀ ମହାଜନ ସଂଘମ୍ର ବୈଠକ…
ଛତ୍ରପୁର : ଗଞ୍ଜାମ ଜିଲ୍ଲା ରେଡ୍ଡୀ ମହାଜନ ସଂଘମ୍ ଆନୁକୁଲ୍ୟରେ ଛତ୍ରପୁର ଜୋନ୍ ସଭାପତି ଏସ୍. ବୈରାଗୀ ରେଡ୍ଡୀଙ୍କ ସଭାପତିତ୍ୱରେ ଏକ ରାଜ୍ୟ ସ୍ତରୀୟ ରେଡ୍ଡୀ ସଂଘମ୍ ର ବୈଠକ ରବିବାର ତାମ୍ପରା ହ୍ରଦ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ପ୍ରତି କୋଣ ଅନୁକୋଣରୁ ରେଡ୍ଡି ସଂଘମ୍ ର!-->…
ଶିବକୁମାର ପଟ୍ଟନାୟକ ରିଡ଼ିଙ୍ଗରୁମ୍ର ପ୍ରତିଷ୍ଠା ଉତ୍ସବ ମହାସମାରୋହ ରେ ପାଳିତ
ଛତ୍ରପୁର : ସ୍ଥାନୀୟ ଶିବକୁମାର ପଟ୍ଟନାୟକ ରିଡ଼ିଙ୍ଗରୁମ୍ର ପ୍ରତିଷ୍ଠାତ୍ସୋବ ମହା ସମାରୋହରେ ପାଳିତ ହୋଇଯାଇଛି । ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ଉପଦେଷ୍ଟା ବି. ଶ୍ରୀନିବାସ ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ରିଜୋନାଲ୍!-->!-->!-->…
ପ୍ରାଣୀ ଚିକିତ୍ସା ଠପ, ମୃତ୍ୟୁ ଦ୍ୱାରଦେଶରେ ପ୍ରାଣୀ…
ଛତ୍ରପୁର : ପ୍ରାଣୀ ଚିକିତ୍ସକଙ୍କ ସାମୂହିକ ଛୁଟି ଆନ୍ଦୋଳନ ରବିବାର ଚତୁର୍ଥ ଦିନରେ ଓ ସଦା କର୍ମ ତତ୍ପର ଓ ଉତ୍କୃଷ୍ଟ ସେବା ଯୋଗାଇ ଆସିଥିବା ଛତ୍ରପୁର ପ୍ରାଣୀ ଚିକିତ୍ସାଳୟ ପରିସରରେ ପ୍ରବଳ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଅଛି ଓ ଗତ ୧୯.୧.୨୪ ତାରିଖରେ ଗୋଟିଏ ଏବଂ ୨୦.୧.୨୪!-->!-->!-->…
ନୂଆ -ଓ ଓଡ଼ିଆ ଭାଷା ସାହିତ୍ୟର ଉଦଯାପନୀ ସମାରୋହ…
ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରକାରୀ ଉଚ୍ଚମାଧ୍ୟ୍ୟମିକ ବିଦ୍ୟାଳୟରେ ନୂଆ -ଓ ଓଡ଼ିଆ ଭାଷା ସାହିତ୍ୟଓ ଜଗନ୍ନାଥ ସଂସ୍କୃତି କୁ ନେଇ ଯେଉଁ ପ୍ରତଯୋଗିତା ହୋଇଥିଲା ତାର ଉଦଯାପନୀ ଅଧ୍ୟକ୍ଷ ଡ଼ ଜ୍ୟୋତି ରଞ୍ଜନ ରଥ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ!-->…