Browsing Category

ଆଞ୍ଚଳିକ

୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ -୨୦୨୩ ଅନୁଷ୍ଠିତ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ଜିଲ୍ଲା ଏବଂ ଦୌରା ଜଜ୍ ସତ୍ୟପିର ମିଶ୍ରଙ୍କ ଅଦାଲତ ରେ ଆଜି ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ -୨୦୨୩ ଅନୁଷ୍ଠିତ ହୋଇଯାଇଛି ।ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଛି ଯେ,ପ୍ରାକ୍ ମକଦ୍ଦମାମାମଲା ଗୁଡ଼ିକ ମଧ୍ୟରୁ ୧୧୧ଟିଅର୍ଥ ଅସୁଲି ମାମଲାର ବିଚାର

ଦାରିଙ୍ଗବାଡି ଶୀତ ମହୋତ୍ସବ ପ୍ରସ୍ତୁତି ବୈଠକ

ଦାରିଙ୍ଗବାଡି,୯/୧୨ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଶୀତ ମହୋତ୍ସବ ପାଇଁ ବ୍ଲକ ସଭାଗୃହ ଠାରେ ଉପବାଚସ୍ପତି ସାଲୁଗା ପ୍ରଧାନଙ୍କ ନେତୃତ୍ୱ କ୍ରମେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିଥି ଭାବେ ବ୍ଲକ ଅଧକ୍ଷ ସୁଶାନ୍ତ କୁମାର ପ୍ରଧାନ, ତହସିଲଦାର ଶରତ ଶବର, ଏସଆଇ

ଜିଲ୍ଲାର ଲୋକ କଳାକାରଙ୍କୁ ନେଇ ଆୟୋଜିତ ହେଲା ଲୋକ ନୃତ୍ୟ ପ୍ରତିଯୋଗିତା

ମାଲକାନଗିରି : ଆଜି ସ୍ଥାନୀୟ ସଂସ୍କୃତି ଭବନଠାରେ ମାଲ୍ୟବନ୍ତ ମହୋତ୍ସବ ନେଇ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ବିଶାଲ ସିଂ ଙ୍କ ତତ୍ତ୍ଵାବଧାନରେ ଲୋକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ, ଆଡମା ରାବା

ସ୍କୁଲ ଚାନ୍ଦାରେ ଅନୁଷ୍ଠିତ ବ୍ଲକସ୍ତରୀୟ ବିଜ୍ଞାନ ମେଳା : ଛାତ୍ରଛାତ୍ରୀଙ୍କୁ ବସିବାକୁ ସ୍ଥାନ ନାହିଁ,ଖରାରେ…

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସଦରମହକୁମା ସ୍ଥିତ ଶୈଳେନ୍ଦ୍ରନାରାୟଣ ଉ. ପ୍ରା ଵିଦ୍ୟାଳୟ ପରିସରରେ ଗତକାଲି ବ୍ଲକସ୍ତରୀୟ ଵିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାକୁ ବ୍ଲକ ଶିକ୍ଷାଧିକାରୀ ମନୋରଂଜନ ସେଠୀଙ୍କ ଅଧ୍ୟକ୍ଷତା କରିଥିବା ଵେଳେ ମୁଖ୍ୟ ଅତିଥି ବିଡିଓ ଶ୍ରୀ

ସ୍କୁଲ ବନ୍ଦ ଘଟଣା, ସହକାରୀ ଶିକ୍ଷକ ନିଲମ୍ବିତ

ଦାରିଙ୍ଗବାଡ଼ି, ୯/୧୨,କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଡିଡ୍ରବାଡ଼ି ସ୍କୁଲ ବନ୍ଦ ହେବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଇକିଆ ଗୋଷ୍ଟି ଶିକ୍ଷା ଅଧିକାରୀ ହାଡ଼ିବନ୍ଧୁ ବେହେରା ବୁଧବାର ଦିନ ସ୍କୁଲରେ ପହଞ୍ଚି ଘଟଣାର ତଦନ୍ତ କରିଥିବା ବେଳେ ଗୁରୁବାର

ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ…

ହିଞ୍ଜିଳିକାଟୁ, ୯ା୧୨ : ଶୁକ୍ରବାର ବିଳମ୍ବିତ ରାତିରେ ୩୬ନଂ ରାଜ୍ୟ ରାଜପଥ ହିଞ୍ଜିଳି କାଳୀମନ୍ଦିର ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ବାଦିଆମ୍ବଗାଁର ମହାଦେବ ସାହୁ(୮୨) । ପ୍ରକାଶ ଯେ, ଶୁକ୍ରବାର ରାତିରେ ନାତୁଣୀର

ସଡକ ସୁରକ୍ଷା ସଚେତନତା କଲେ ଶିକ୍ଷାର୍ଥୀ

ହିଞ୍ଜିଳିକାଟୁ, ୯ା୧୨: ହିଞ୍ଜିଳିକାଟୁ ବ୍ଳକ ପୋଚିଲିମା ଖାମ୍ବେୟାଦୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶନିବାର ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ସଂଯୋଜନାରେ ଶିକ୍ଷାର୍ଥୀ ମାନେ ବିଦ୍ୟାଳୟ ପରିସରରୁ ଏକ

ଷ୍ଟ୍ରବେରି ଚାଷ ନେଇ ପ୍ରଶିକ୍ଷଣ ଶିବିର…

ଦାରିଙ୍ଗବାଡି,୯/୧୨:ଜିଲ୍ଲା ପ୍ରଶାସନର ସହାୟତା କ୍ରମେ ଫୁଲବାଣୀ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ ଷ୍ଟ୍ରବେରି ଚାଷ ନେଇ ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ପ୍ରଶିକ୍ଷଣ ଶିବିରରେ ଅବସରପ୍ରାପ୍ତ ଜିଲ୍ଲା ଉଦ୍ୟାନ ଅଧିକାରୀ ମିହିର

ଛତ୍ରପୁରକୋର୍ଟରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ, ୧୬୩ ଟି ମାମଲାର ବିଚାରଣ ହୋଇ ୪୭ଟି କେସର ଫଇସଲା…

ଛତ୍ରପୁର : ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୈାରା ଜଜ୍ ମନୋରଂଜନ ଦାଶ, ସିନିୟର ସିଭିଲ ଜଜ୍ ଲିପା ମହାନ୍ତି, ଏସଡିଜେଏମ ପ୍ରିତିଶ କୁମାର ରଥ ଓ

ଓଡ଼ିଶା ଅଧୀନରେ ଡିଜିଟାଲ୍ ଦକ୍ଷତା କାର୍ଯ୍ୟକ୍ରମର ଶୁଭାରମ୍ଭ…

ଫୁଲବାଣୀ : ଓଡ଼ିଶା ସରକାରଙ୍କର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରଥମ ପର୍ଯ୍ୟାୟରେ କନ୍ଧମାଳ ଜିଲ୍ଲା ସମେତ ୧୧ ଗୋଟି ଜିଲ୍ଲାରେ ନୂତନ ଉନ୍ନତ ଅଭିଳାଷା ଓଡ଼ିଶାକୁ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଆଜି ଶୁଭାରମ୍ଭ କରିବା ସହିତ ନୂତନ ଉନ୍ନତ ଅଭିଳାଷା ଓଡ଼ିଶା ଅଧୀନରେ ଡିଜିଟାଲ୍