Browsing Category

ଆଞ୍ଚଳିକ

ଚାରି ଦିନ ଧରି ଅନ୍ଧାରରେ ପଡ଼ିଆବ୍ଲକ ର ୮ଟି ଗାଁ, ପ୍ରବକ ଗରମ ଓ ଗୁଳୁଗୁଳି ରେ ଜନଜୀବନ ଅସ୍ତବ୍ୟସ୍ତ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକ ଅନ୍ତର୍ଗତ ମାଟେରୁ ଗ୍ରାମ ପଞ୍ଚାୟତର ଏକାଧିକ ଗାଁରେ ଗତ ଚାରି ଦିନ ଧରି ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଗଭୀର ଦୁର୍ଭୋଗର ସମ୍ମୁଖୀନ ହେଉଛନ୍ତି। ପର୍ସନପାଲ୍ଲୀ, ଏରବନପାଲି, କରାମଗୁଡା, ମାଢିଗୁଡା,…

କ୍ରାନ୍ତି ତରଫରୁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ

"ଜନସାଧାରଣଙ୍କୁ ଆହ୍ବାନ: ଆସନୁ ମିଳିମିଶି ଲଢ଼ିବା, ଆକର୍ଷଣରୁ ପରଦା ଉଠାଇ ତମାଖୁ ମୁକ୍ତ ଭାରତ ଗଠନ କରିବା" ବ୍ରହ୍ମପୁର : ସ୍ଥାନୀୟ ବ୍ରହ୍ମା ନଗର ୧ମ ସରଣୀ ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ତରଫରୁ ବିଶ୍ବ ତମାଖୁ ବର୍ଜନ ଦିବସ ସଚେତନତା କାର୍ଯ୍ୟକ୍ରମ ମହାସମାରୋହରେ…

ପରିଗଣନା ଫର୍ମ ବାଣ୍ଟିଲେ ଉପଜିଲ୍ଲାପାଳ ‘ଏସ ଆଇଆର’ କୁ ନେଇ ବାଲିଗୁଡା ବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

ବାଲିଗୁଡା, ତା, ୩୧/୦୫ : କନ୍ଧମାଳ ଜିଲ୍ଲାରେ ଆଜିଠୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଏଲ ଓ ଉପଜିଲ୍ଲାପାଳ ତଥା ଉପଖଣ୍ଡ ନିର୍ବାଚନ ଅଧୀକାରୀ ଶ୍ରୀମତୀ ପ୍ରଣୀତା ଙ୍କୁ ପରିଗଣନା ଫର୍ମ ପ୍ରଦାନ କରିଥିଲେ । ଉପ ଜିଲ୍ଲାପାଳ ତାକୁ ଗ୍ରହଣ କରିବା ସହିତ ବାଲିଗୁଡା ସହରର ବିଭିନ୍ନ…

ପାଇକ ଖଣ୍ଡାୟତ ସମାଜ ଗଠନ ପାଇଁ ସାଧାରଣ ବୈଠକ ଅନୁଷ୍ଠିତ

ବାଲିଗୁଡା : ଶ୍ରୀଜଗନ୍ନାଥ ପାଇକ ଖଣ୍ଡାୟତ କୁଳ ସମାଜ କନ୍ଧମାଳ ର ନିର୍ଦ୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ କୁଳ ସମାଜ ଗଠନ ପାଇଁ ପ୍ରଥମ ବୈଠକ ସ୍ଥାନୀୟ ମାଁ ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣ ରେ ମୃତ୍ୟୁଞ୍ଜୟ ପ୍ରଧାନୀ ଙ୍କ ଆବାହନ କ୍ରମେ ଜିଲ୍ଳା ସମ୍ପାଦକ ଶ୍ରୀକାନ୍ତ ଦଳ ବେହେରା…

କୋରୁକୋଣ୍ଡାରେ ଜଙ୍ଗଲରେ ନିଆଁ ନିଦ୍ରାରେ ବନବିଭାଗ

ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ କୋୟାଗୁଡାରୁ ଡୁଟେଲଗୁଡା ରାସ୍ତା ପାର୍ଶ୍ୱ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଜଙ୍ଗଲ ଓ ପରିବେଶ ସୁରକ୍ଷାକୁ ନେଇ ସରକାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ବ୍ୟାପକ ଅଭିଯାନ ଓ କଡ଼ା ପଦକ୍ଷେପ ନେଉଥିବା ବେଳେ…

ଅନ୍ୟ ଜାତିର ଝିଅକୁ ବିବାହ କରିବାକୁ ନେଇ ବିବାଦ, ଶବକୁ ଗ୍ରହଣ କଲେନି ପରିବାର ଲୋକ

କେନ୍ଦୁଝର ୩୧।୫: ଅନ୍ୟ ଜାତିକୁ ଯାଇଥିଲା ବୋଲି ଶବକୁ ଗ୍ରହଣ କଲେନି ପରିବାର ଲୋକେ । ଭରସା ପରିବାର ସହ ମିଶି ଶବଦାହ କଲେ ଫାଣ୍ଡି ଅଧିକାରୀ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ସହରରେ । ଜଣେ ଯୁବକଙ୍କର ମୃତଦେହ ଶନିବାର ଶିରିପୁର ଗାଁରୁ ମିଳିଥିଲା । ତାପରେ ଯେତେବେଳେ…

ପରିତ୍ୟକ୍ତ ଘରେ ଅଜଣା ବ୍ୟକ୍ତିଙ୍କୁ ହତ୍ୟା, ନିକଟରେ ପଡ଼ିଛି ଫୁଲକୁଣ୍ଡ

ବ୍ରହ୍ମପୁର ୩୧।୫: ବ୍ରହ୍ମପୁରରେ ପୁଣି ଏକ ହତ୍ୟାକାଣ୍ଡ । ଫୁଲକୁଣ୍ଡରେ ଛେଚି ଯୁବକଙ୍କୁ ହତ୍ୟା । ହିଲପାଟଣା ପିଡବ୍ଲ୍ୟୁଡି ଅଫିସ ଗଳିରେ ଥିବା ଏକ ପରିତ୍ୟକ୍ତ ଘରେ ଅଜଣା ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଚିତ୍ର ଦେଖିବାକୁ ମିଳିଛି । ଗୋସାଇଁନୂଆଗାଁ ଥାନା ଗୀତା ଭବନ ନିକଟ ପରିତ୍ୟକ୍ତ ଘରେ…

କୋରାପୁଟ କଫିର ମହକ ସହ ଗଣତନ୍ତ୍ରର ଶୁଦ୍ଧତା: ଜିଲ୍ଲାପାଳଙ୍କ ଦ୍ୱାରା ‘ଏସଆଇଆର-୨୦୨୬’ ପତାକା ଉନ୍ମୋଚିତ

କୋରାପୁଟ (ବସନ୍ତ ପେଗଡ଼): କୋରାପୁଟ କଫିର ପ୍ରସିଦ୍ଧ ମହକ ସହ ଆଜି ମିଶିଯାଇଛି ଗଣତନ୍ତ୍ରର ସ୍ୱର। ସ୍ଥାନୀୟ କୋରାପୁଟ କଫି ପରିସରରେ ‘ସ୍ୱିପ୍’ (SVEEP) କାର୍ଯ୍ୟକ୍ରମ ଅଧୀନରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR 2026) ର ଏକ ନିଆରା ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲାପାଳ ମନୋଜ…

ଅହେତୁକ ବିଦ୍ୟୁତ୍ କାଟକୁ ନେଇ ଜନ ଅସନ୍ତୋଷ, ବିଦ୍ୟୁତ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

ନୟାଗଡ଼,୩୦/୦୫(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ରଣପୁର ବିଦ୍ୟୁତ ମୁଖ୍ୟ କାର୍ଯ୍ୟାଳୟ ଆଗରେ ଶନିବାର ଦିନ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି । ରଣପୁରରେ ବାରମ୍ବାର ଅହେତୁକ ବିଦ୍ୟୁତ୍ କାଟ କରି ଟାଟା ପାୱର ନିଜର ମନମାନି ଚଳାଇଛି । ଫଳରେ ଶିଶୁ ଠାରୁ ଆରମ୍ଭ…

ପରିଗଣନା ଫର୍ମ ବାଣ୍ଟିଲେ ଜିଲ୍ଲାପାଳ : ‘ଏସ୍.ଆଇ.ଆର୍.’ ନେଇ ଗଞ୍ଜାମବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଆଜିଠୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବି ଏଲ ଓ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତି ଭାସନଙ୍କ ବାସଭବନକୁ ଯାଇ ପରିଗଣନା ଫର୍ମ ପ୍ରଦାନ କରିଥିଲେ। ଜିଲ୍ଲାପାଳ ତାକୁ ଗ୍ରହଣ କରିବା ସହିତ ଛତ୍ରପୁର ସହରର ବିଭିନ୍ନ…