Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଆଠ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର…
ଦେବଗଡ଼,୨୮ା୧୧:ଦେବଗଡ ପୌରାଂଚଳ ରଜାମୁଣ୍ଡା ନୁଆଁସାହିରୁ ଏକ ଅଜଗର ସାପକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛାଡି ଦିଆଯାଇଛି । ସୂଚନା ଅନୁଯାୟୀ ଏକ ବିରାଟ ଅଜଗର ସାପ ରଜାମୁଣ୍ଡା ନୁଆଁସାହି ଅଂଚଳରେ ରାସ୍ତା କଡରେ ଥିବା ଦେଖି ସ୍ଥାନୀୟ ଲୋକେ ଦେବଗଡ ବନ ବିଭାଗକୁ ସୂଚନା ଦେବାସହ ସାପ ଧରାଳୀଙ୍କୁ!-->…
ଜଦୁଗୁଡ଼ା ଶୈବପୀଠରୁ ମାଲ୍ୟବନ୍ତ ମହୋତ୍ସବ -୨୦୨୩ କଳସ ଯାତ୍ରାର ଶୁଭାରମ୍ଭ
ମାଲକାନଗିରି : ଚଳିତ ବର୍ଷ ମାଲ୍ୟବନ୍ତ ମହୋତ୍ସବ ମାଲକାନଗିରି ବ୍ଲକର ପଦ୍ମଗିରୀ ପଞ୍ଚାୟତର ଜଦୁଗୁଡା ଶୈବ ପୀଠରୁ ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ବିଶାଲ ସିଂଙ୍କ ଉପସ୍ଥିତିରେ ଶୈବ ପୀଠରେ ପୂଜାର୍ଚ୍ଚନା ପରେ କଳସ ଜଳ ଶୋଭାଯାତ୍ରା ବାହାରିଥିଲା ।!-->…
ରାଜନଗରରେ ନାମ ସଂକୀର୍ତ୍ତନକୁ କାର୍ତ୍ତିକଶ୍ବର ପୂଜା ଆଧ୍ୟାତ୍ମିକ ଭକ୍ତି ଭାବକୁ ଵୃଦ୍ଧି କରୁଛି
ରାଜନଗର : ଉପକୂଳ ଓଡିଶାର ନୌବାଣିଜ୍ୟର ସ୍ମାରକୀ ରୂପେ ପାଳିତ ହୋଇ ଆସୁଅଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ବୋଇତ ବନ୍ଦାଣ ପରମ୍ପରା ସହ ଧାର୍ମିକ ଓ ସାଂସ୍କୃତିକ ଭାବଧାରା ଏ ଅଞ୍ଚଳର ସ୍ବତନ୍ତ୍ରତା ବହନ କରିଥାଏ। ଗାଁ ଗାଁ ରେ ହରିନାମ ସଂକୀର୍ତ୍ତନ ସହିତ ହରିହାଟ ଉତ୍ସବ ଓ!-->…
ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ IYDPର ସ୍ପୋର୍ଟସ ଇଭେନ୍ଟ ଆରମ୍ଭ
ଫୁଲବାଣୀ : ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ନୂଆ ଓ ଯୁବ ଓଡିଶା ନବୀନ ଓଡିଶାଅନ୍ତର୍ଗତ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମର କ୍ରୀଡା ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାଗଣା ଚକ୍ଷୁ ପରୀକ୍ଷା ସେବା ଶିବିର ଆୟୋଜନ!-->…
ନବୀନଙ୍କ ଯୁଗ ଶେଷ ପାଣ୍ଡିଆନଙ୍କ ଯୁଗ ଆରମ୍ଭ.. !
ଗଞ୍ଜାମ ଗସ୍ତ ବେଳେ ଦୟନୀୟ ଅବସ୍ଥା ରେ ନେତା ମାନଙ୍କୁ ଦେଖିବାକୁ ମିଳିଥିଲା…!
ବ୍ରହ୍ମପୁର : ଫାଇଭ ଟି ଅଧକ୍ଷ ଭି.କେ ପାଣ୍ଡିଆନ ବିଜେଡ଼ି ର ମଙ୍ଗଧରିବା ପରେ ଗଞ୍ଜାମ ଜିଲ୍ଲାର ତାରାତାରିଣୀଙ୍କ ପୀଠକୁ ଆସିଥିଲେ। ନେତା ଆସିଛନ୍ତି ମା ତାରାତାରିଣୀ ଙ୍କ ଆଶୀର୍ବାଦ ଭିକ୍ଷା ନେବା ପାଇଁ।!-->!-->!-->…
ପୋଖରୀ ପାଣିରେ ବୁଡି ବୃଦ୍ଧା ମୃତ…
ହିଞ୍ଜିଳିକାଟୁ : ମଙ୍ଗଳବାର ଭୋରରେ ହିଞ୍ଜିଳି ଥାନା ଆଡପଡା ଗ୍ରାମ ପୋଖରୀ ପାଣିରେ ବୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକା ଜଣଙ୍କ ହେଲେ ଆଡପଡା ଗ୍ରାମର ପଙ୍କଜ ପ୍ରଧାନ (୫୩) । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ!-->…
ସୁଇମିଂ ପୁଲକୁ ବୁଲି ଦେଖିଲେ ଗଞ୍ଜାମ ଜିଲ୍ଲା କ୍ରୀଡା ଅଧିକାରୀ
ଛତ୍ରପୁର : ଛତ୍ରପୁର ସର୍କିଟ ହାଉସ ଭିତରେ ଥିବା ସୁଇମିଂ ପୁଲ କୁ ବୁଲି ଦେଖିଲେ ଗଞ୍ଜାମ ଜିଲ୍ଲା କ୍ରୀଡା ଅଧିକାରୀ ସନ୍ତୋଷ କୁମାର ସାହୁ l ସୁଇମିଂ ପୁଲ କୁ ସ୍ଵଛ ଓ ସୁନ୍ଦର ରଖିବା ସହିତ ଏହାର ଉଚିତ ବ୍ୟବହାର କରିବା ପାଇଁ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ l ଏହା!-->…
ଗଞ୍ଜାମ ଜିଲ୍ଲାର ଚାଷୀଙ୍କୁ ସଶକ୍ତ କରୁଛି ଟାଟା ଷ୍ଟିଲ ଫାଉଣ୍ଡେସନ…
ଜଳବାୟୁ ସହନଶୀଳତା ଏବଂ ସ୍ଥାୟୀ କୃଷି ଅଭ୍ୟାସକୁ ଦେଉଛି ପ୍ରୋତ୍ସାହନ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ନନ୍ଦିକା ଗାଁର ଚାଷୀ ସୁବାସ ଚନ୍ଦ୍ର ପ୍ରଧାନଙ୍କ ପାଇଁ ପ୍ରାକୃତିକ ବିପର୍ଯ୍ୟୟ କୌଣସି ଚିରନ୍ତନ ଅଭିଶାପଠାରୁ କମ୍ ନଥିଲା। ବର୍ଷକୁ ବର୍ଷ ତାହା ତାଙ୍କର ଠିଆ ହୋଇଥିବା ଫସଲକୁ କୌଣସି!-->!-->!-->!-->!-->…
ଫୁଲବାଣୀ ପ୍ରେସ କ୍ଲବ ତରଫରୁ ମାଗଣା ଶୀତ ବସ୍ତ୍ର ପ୍ରଦାନ…
ଫୁଲବାଣୀ -କନ୍ଧମାଳ ରେ ଏବେ ଶୀତର ପ୍ରକୋପ ଧୀରେ ଧୀରେ ବଢୁ ଥିବାରୁ ଗରିବ ଲୋକେ ଏବେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l କି ବୁଢା କି ପିଲା ସମସ୍ତେ ଏବେ ନିଆଁ ଜାଳି ନିଆଁ ପାଖରେ ବସୁଛନ୍ତି l ବିଶେଷ କରି ବୁଢା ବୁଢୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି!-->!-->!-->…
ମା ମାଟିଆ ମଙ୍ଗଳା ଯୁବପରିଷଦର ବୋଇର ବନ୍ଦାଣ…
ରାଜନଗର,27.11.2023: ଐତିହ ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ କରବା ଲାଗି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରାହ୍ମଣୀ ତଟରେ ନୌବାଣିଜ୍ୟର ଗାଥା । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ଅଗ୍ରଣୀ ସାମାଜିକ ସଂଗଠନ ମା ମାଟିଆ ମଙ୍ଗଳା ଯୁବ ପରିଷଦ (କ୍ଳବ) ବାରଗାଁ ଆନୁକୂଲ୍ୟରେ,!-->…