Browsing Category

ଆଞ୍ଚଳିକ

ଏସ.ଏସ.ଭିଏମର ୩୫ତମ ବାର୍ଷିକ କ୍ରୀଡ଼ା ସମାରୋହ

ଫୁଲବାଣୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ଫୁଲବାଣୀର ୩୫ତମ ବାର୍ଷିକ କ୍ରୀଡ଼ା ସମାରୋହ ସ୍ଥାନୀୟ ମାଦିକୁନ୍ଦା ରିଜର୍ଭ ପଡ଼ିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରିଜର୍ଭ ଇନ୍ସପେକ୍ଟର ବୀର ସିଂ ଶବର ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ

୧୫ ତମ ଯୁବ ଆଦିବାସୀ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳର ଚେନ୍ନାଇ ଅଭିମୁଖେ ଯାତ୍ରା

ଫୁଲବାଣୀ : ଫୁଲବାଣୀ ସହରର ସ୍ଥାନୀୟ ପି ଏ ଆଇ ଟି ଡି ଏ ସଭା ଗୃହ ଫୁଲବାଣୀ ଠାରେ ନେହରୁ ୟୁବ କେନ୍ଦ୍ର ଫୁଲବାଣୀ ତରଫରୁ ୧୫ ତମ ଯୁବ ଆଦିବାସୀ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳ ଚେନ୍ନାଇ ଅଭିମୁଖେ ଯାତ୍ରା କରୁଛନ୍ତି l ଅନୁଷ୍ଠିତ କାର୍ଯକ୍ରମ କୁ ମୂଖ୍ୟ ଅତିଥି ଭାବରେ ଜିଲ୍ଲା

ଦାରିଙ୍ଗବାଡିରେ ଶୀତ ଆସର ଅନୁଷ୍ଠିତ…

ଫୁଲବାଣୀ :ଓଡ଼ିଶାର କାଶ୍ମୀର ଓ ବରଫର ସହର ଦାରିଙ୍ଗାବାଡିଠାରେ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଫୁଲବାଣୀ ଓ ବନାନୀ ସାରସ୍ୱତ ପରିଷଦ ଆନୁକୂଲ୍ୟରେ କବିତାୟନ, ଆଲୋଚନା ପର୍ବ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଲେଖକ ସାମ୍ମୁଖ୍ୟର ଉପସଭାପତି ଅଶୋକ କୁମାର ମିଶ୍ରଙ୍କ

ଦୈନିକ ଖବରକାଗଜ ସକାଳ ପକ୍ଷରୁ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ…

ମାଲକାନଗିରି, ୧୯।୧୧ : ମାଲକାନଗିରି ଜିଲ୍ଲାରେ ଆଜି ସକାଳ ଖବର କାଗଜର ତୃତୀୟ ସ୍ବନକ୍ଷତ୍ର ଅବସରରେ ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ଏକ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଜିଲ୍ଲା ସଦର ମହକୁମା ସ୍ଥିତ ମାଲକାନଗିରି ମହା ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଦୁଇ ଜଣିଆ ଟିମ୍‌ ଭିତ୍ତିଭୂମି ପରଖିଲେ

ବାଲିଗୁଡ଼ା (୧୯/୧୧) : କନ୍ଧମାଳ ଜିଲ୍ଲାରେ ରହିଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଭିତ୍ତିଭୂମି ସାଙ୍ଗକୁ ଉନ୍ନତ ଶିକ୍ଷା ବ୍ୟବସ୍ଥା କୁ ପରଖିବା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ର ଦୁଇ ଜଣିଆ ଟିମ ଭୁବନେଶ୍ୱର ରୁ କନ୍ଧମାଳ ଜିଲ୍ଲା ଆସି ତିନି ଦିନ ବିଭିନ୍ନ ବିଦ୍ୟାଳୟ ବୁଲି

ଏସ୍‌ୟୁଜେର ସୁନ୍ଦରଗଡ଼ ଜିଲ୍ଲା ଶାଖାର କମିଟି ଗଠିତ

ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ସାମ୍ବାଦିକମାନଙ୍କ ସମସ୍ତ ସୁବ୍ୟବସ୍ଥା ଦିଗରେ ଧ୍ୟାନ ଦିଆଯିବ ରାଉରକେଲା -୧୯/୧୧ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବିଜୁ କଲ୍ୟାଣ ମଣ୍ଡପଠାରେ ରବିବାର ଦିନ ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ)ର ଆହ୍ବାନ କ୍ରମେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ

ପୋଖରୀ ପାଣିରେ ବୁଡି ୨ଭଉଣୀ ମୃତ…

ହିଞ୍ଜିଳିକାଟୁ : ରବିବାର ସକାଳେ ହିଞ୍ଜିଳି ଥାନା କିର୍ତ୍ତୀପୁର ଗ୍ରାମ ପୋଖରୀ ପାଣିରେ ବୁଡି ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକା ମାନେ ହେଲେ କବିସୂର୍ଯ୍ୟନଗର ଥାନା ଜରଡ ଗ୍ରାମର ଅବକାଶ ରାଉତଙ୍କ କନ୍ୟା ରୋଷନୀ ରାଉତ (୧୦) ଓ ସାନ ଝିଅ ସନ୍ଧ୍ୟାରାଣୀ ରାଉତ (୭) । ପ୍ରକାଶ ଯେ, ଜରଡ ଗ୍ରାମର

ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ ପରିଚାଳନା ସକାଶେ ଷ୍ଟାଫ୍ ମୁତୟନ ଦିଗରେ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ…

ଛତ୍ରପୁର ତା. ୧୮.୧୧.୨୦୨୩ ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ଆବଶ୍ୟକ ହେବାକୁ ଥିବା ଭୋଟ ସଂଗ୍ରହ ଅଧିକାରୀ ଓ କର୍ମଚାରୀଙ୍କ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଓସ୍ଵାନ ହଲ ଠାରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଓସ୍ଵାନ

କାନ୍‌ଭାସ୍‌ରେ ଭିତରକନିକା’ ଚିତ୍ରକଳା ଉତ୍ସବ ସମାପ୍ତ…

ରାଜନଗର -, ୧୯/୧୧:କେନ୍ଦ୍ରାପଡା ଜିଲ୍ଲା ରାଜନଗର ଵନଖଣ୍ଡ ଅଧିନସ୍ଥ ଜାତୀୟ ଉଦ୍ୟାନ ଅଭୟାରଣ୍ୟ ଭିତରକନିକାର ଅପରୂପ ସୌନ୍ଦର୍ଯ୍ୟକୁ ନେଇ ଏକ ଚିତ୍ରକଳା ଉତ୍ସବ ‘କାନ୍‌ଭାସ୍‌ରେ ଭିତରକନିକା’ ଗତକାଲି ଠାରୁ ଆରମ୍ଭ ଆଜି ଶେଷ ହୋଇଛି। ଏହା ଦୁଇ ଦିନ ଧରି ଚାଲିଥିଲା । କେନ୍ଦ୍ରପଡ଼ା

ଘରେଥିବା ଜାଳେଣି କାଠ ଗଦାରୁ ୧୨ଫୁଟର ଅହିରାଜକୁ ଉଦ୍ଧାର କଲା ବନଵିଭାଗ…

ରାଜନଗର -19.11.023କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ କୃଷ୍ଣନଗର ପଞ୍ଚାୟତ ପିଞ୍ଛାପାଟିଆ ଗ୍ରାମର ମାଧବ ମଣ୍ଡଳ ଜାଳେଣି ପାଇଁ ଗୋଟିଏ ଘରେ କାଠ କୁଟା ରଖିଥିଲେ। କାଠ ପାଇଁ ଯିବାରୁ ଗୋଟିଏ ଵଡ ସାପ ଦେଖି ଡରି ପଳାଇ ଆସିଥିଲେ ଏବଂ ଵନଵିଭାଗକୁ ଖବର ଦେଇଥିଲେ। ଖବର ପାଇ କନିକା