Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଅଧିକାରୀମାନେ ଏବେ ଧୃତରାଷ୍ଟ୍ର : ଲୋକଙ୍କ ସମସ୍ୟା ଓ ଦୁର୍ନୀତି ଚରମସୀମା ରେ… !
ବ୍ରହ୍ମପୁର : ଗଞ୍ଜାମ ଜିଲାରେ ପ୍ରତେକ କ୍ଷେତ୍ରରେ ରେ ସାଧାରଣ ଲୋକେ ବଡ଼ ବାବୁଙ୍କ ଅସହଯୋଗ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଅଧିକାଂଶ ଗ୍ରାମାଞ୍ଚଳ ର ସମସ୍ୟା ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ଦୁର୍ନୀତି ଚରମସୀମା ରେ ପହଞ୍ଚିଛି। ଦୀର୍ଘ ଦିନ ହେଲା ଗଞ୍ଜାମ ଜିଲ୍ଲାରେ ଲୋକଙ୍କ!-->…
କଟକଣା ସତ୍ତ୍ୱେ ଢ଼ୋ-ଢ଼ୋ ଫୁଟିଲା ବାଣ, ପ୍ରଦୂଷଣ ବଢ଼ିଲା…
ବ୍ରହ୍ମପୁର : ସୁପ୍ରିମ କୋର୍ଟ ର ଆଦେଶ ସତ୍ତ୍ୱେ ଗଞ୍ଜାମ ଜିଲ୍ଲା ରେ ଢ଼ୋ-ଢ଼ୋ ଫୁଟିଲା ବାଣ ସକାଳେ ଆକାଶ ରେ ଧୂଆଁଳିଆ ପରିବେଶ। କଟକଣା ଫୁ ପ୍ରଦୂଷଣ ପୁଣି ବିଗିଡ଼ିଲା ଗଞ୍ଜାମ ଜିଲ୍ଲା ରେ ବାଣ ଖୁଲାମ ଖୁଲା ବିକ୍ରି ହେଲା। ଲୋକେ ବାଣ ବି ସେମିତି ଫୁଟାଇଲେ କଟକଣା ମାନିବାକୁ ଅଧିକାରୀ ମାନେ!-->…
ନକଲି ୱାଇ-ଫର୍ମ ଚେରର ଟେର ପାଉନି ପୋଲିସ !
ସମ୍ରାଟ ଜେଲରେ ପୁଣି ବାଲି ମାଫିଆ ମାନେ ସକ୍ରିୟ……….ଭୁବନେଶ୍ୱର : ଅକ୍ଟୋବର ମାସ ର ଦ୍ୱିତୀୟ ସପ୍ତାହ ରେ ଗଞ୍ଜାମ ଜିଲ୍ଲାର କୋଦଳା ପୋଲିସ ହାତରେ ନକଲି ୱାଇ- ଫର୍ମ ରେ ବାଲି ଚାଲାଣ ର ଗୁମର ଖୋଲିଥିଲା। ଏଥିରେ ଚୋରା ବାଲି ସମ୍ରାଟ କୃପାସିନ୍ଧୁ ମୁଦୁଲିକୁ ନକଲି ୱାଇ-ଫର୍ମ ରେ ଚୋରା ବାଲି!-->…
ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ନଦୀ ବନ୍ଧ ନିର୍ମାଣ କରୁଛନ୍ତି ବାଲି ମାଫିଆ ନଷ୍ଟ କରୁଛନ୍ତି !
ବ୍ରହ୍ମପୁର : ଚୋରା ବାଲି ସମ୍ରାଟ ଜେଲରେ ଏହାର ସୁଯୋଗ ନେଇ ଅନ୍ୟ ବାଲି ମାଫିଆ ଏବେ ଆସିକାରେ ସକ୍ରିୟ। ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ନଦୀ ବନ୍ଧ ନିର୍ମାଣ କରୁଛନ୍ତି। ଏପଟେ ବାଲି ମାଫିଆ ମାନେ ଉକ୍ତ ନଦୀ ବନ୍ଧ ଉପରେ ଭାରି ଯାନ ଚଲାଇ ନଷ୍ଟ କରୁଥିବା ଆସିକା ରେ ଦେଖିବାକୁ!-->…
ଖାଦ୍ୟ ପ୍ରଦାନରେ ଅନିୟମିତାକୁ ନେଇ ଅଙ୍ଗନୱାଡ଼ି କର୍ମୀଙ୍କ ବିରୋଧରେ ଅଭିଯୋଗ
ମାଲକାନଗିରି (୧୧।୧୧) : ମାଲକାନଗିରି ଜିଲ୍ଲାର ଉନ୍ନତି ନିମନ୍ତେ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଥିବା ବେଳେ କୁନି କୁନି ପିଲାଙ୍କୁ ମୌଳିକ ଶିକ୍ଷା ଓ ସହ ମହିଳା ଏବଂ କୁନି କୁନି ପିଲାଙ୍କୁ ସୁଷମ!-->…
ବିଜେଡ଼ି ଛାନିଆ ! : ପଦ୍ମ ଧରିବେ ପ୍ରଦୀପ…
ବ୍ରହ୍ମପୁର : କିଛି ଦିନର ନୀରବତା ପରେ ପୂର୍ବତନ ଗଞ୍ଜାମ ଜିଲ୍ଲା ବିଜେଡ଼ି ର ଚାଣକ୍ୟ ଭୂମିକା ରେ ଥିବା ପ୍ରଦୀପ ବାବୁ ଏବେ ସକ୍ରିୟ ହେଉଥିବା ଖବର ମିଳିଛି । ଦିନଥିଲା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଏକମାତ୍ର ଅନୁଗତ ଭାବେ ଚର୍ଚ୍ଚାରେ ଥିବା ପ୍ରଦୀପ ପାଣିଗ୍ରାହୀଙ୍କ ଜୀବନରେ କଳାବାଦଲ ଆସିଗଲା!-->…
ଯାହାଙ୍କ ନାମରେ ଦଳ ତାଙ୍କ ବେକରେ ନାହିଁ ଫୁଲମାଳ…..
ଏପଟେ ନେତାଙ୍କ ବେକରେ ମାଳମାଳ ଫୁଲମାଳ !ବ୍ରହ୍ମପୁର : ଆଜି ବିଜୁ ଜନତା ଦଳ ପକ୍ଷରୁ ଆସିକା ହରିଡ଼ା ପଦର ପଞ୍ଚାୟତ ରେ ଜନ ସମ୍ପର୍କ ପଦଯାତ୍ରା ଚାଲିଥିଲା। ଏଠାରେ ଏକ ବିଜୁବାବୁଙ୍କ ନାମରେ ପାଠାଗାର ରହିଛି। ତା ସମ୍ମୁଖ ରେ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରହିଛି। ହେଲେ ଯାହାଙ୍କ ନାମରେ!-->…
ଗରିବ ବେହାଲ ନେତା ମାଲେ ମାଲ……ନେତାଙ୍କ ସମ୍ପତ୍ତି ବଢୁଛି ଲୋକଙ୍କ ଘଟୁଛି !
ଭୁବନେଶ୍ୱର : ଏବେ ରାଜ୍ୟରେ ଗରିବ ଗୁରୁବା ଠାରୁ ମଧ୍ୟମଶ୍ରେଣୀ ର ପରିବାର ଲୋକେ ମାହାଙ୍ଗା ମାଡ଼ର ଶିକାର ହୋଇଛନ୍ତି। ପ୍ରତେକ ସାମଗ୍ରୀ ରେ ହୁ ହୁ ହୋଇ ଦର ବୃଦ୍ଧି ଚାଲିଛି। ପ୍ରଥମେ ଚାଉଳ ଅଟା ଟମାଟ ଏବେ ପିଆଜ ପନିପରିବା ଦର ଆକାଶ ଛୁଆଁ ହୋଇଛି। ସାଧାରଣ ଲୋକେ ତ୍ରାହି ତ୍ରାହି ଡାକିଲେଣି!-->…
ପ୍ରଶାସନର ଆଢୁଆଳରେ ଆସିକାରେ ଅନଲାଇନ ଜୁଆଖେଳ ବୃଦ୍ଧି !
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଏକ କେନ୍ଦ୍ର ସ୍ଥଳି ଓ ପ୍ରମୁଖ ହେଉଛି ଆସିକା ସହର।ଏଠାରେ ଅନଲାଇନ ରେ ରେ ବର୍ଷ ସାରା ଜୁଆ ଖେଳ ହୁଏ। ଆଇପିଏଲ ହେଉ କି ଟ୍ୱେଣ୍ଟି ଟ୍ୱେଣ୍ଟି କିମ୍ବା ୱାନଡେ କ୍ରିକେଟ ରେ ଅନଲାଇନ ରେ ଲକ୍ଷ ଲକ୍ଷ ଟଙ୍କା ର ବାଜି ଲାଗ। ପୂର୍ବରୁ ଏଠାରେ ଆଇପିଏଲ ରେ ବ୍ୟାଟିଂ!-->…
ବୃନ୍ଦାବନ ସରକାରୀ ବିଦ୍ୟାଳୟରେ ବିଜ୍ଞାନମେଳା ଓ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ…
ହିଂଜିଳିକାଟୁ (୧୧/୧୧) : ହିଂଜିଳିକାଟୁ ବୃନ୍ଦାବନ ସରକାରୀ ବିଦ୍ୟାଳୟରେ ଶନିବାର ବିଜ୍ଞାନ ମେଳା ସହ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହିଞିଳିକାଟୁ!-->…