Browsing Category

ଆଞ୍ଚଳିକ

ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ପକ୍ଷରୁ ପାଲେଷ୍ଟାଇନ ସଂହତି ଦିବସ

ପାଲେଷ୍ଟାଇନ ମୁକ୍ତି ସଂଗ୍ରାମର ନେତା କମ୍ରେଡ ମାରିୟମ ଆବୁଙ୍କୁ ତୁରନ୍ତ ରିଲିଜ ଦାବି ବ୍ରହ୍ମପୁର, ତା ୨୫/୧୦ : ସି.ପି.ଆଇ(ଏମ୍ ଏଲ୍)ରେଡ୍ ଷ୍ଟାର ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ପାଲେଷ୍ଟାଇନ ଉପରେ ଇସ୍ରାଇଲ ର ଆକ୍ରମଣକୁ ଦୃଢ଼ ନିନ୍ଦା କରି ଜିଲ୍ଲା କାର୍ଯ୍ୟାଳୟ ଠାରୁ ପଦଯାତ୍ରାରେ

ଛତ୍ରପୁର ତହସିଲଦାର ଭାବେ ଦିବ୍ୟା ମହାନ୍ତିଙ୍କ ଦାୟିତ୍ୱ ଗ୍ରହଣ…

ଛତ୍ରପୁର : ଛତ୍ରପୁର ତହସିଲଦାର ଭାବେ ବୁଧବାର ଦିବ୍ୟା ମହାନ୍ତି ଦାୟିତ୍ୱ ଗ୍ରହଣ କରିଛନ୍ତି l ସେ 2018 ବ୍ୟାଚ ର ଓଏଏସ ଅଟନ୍ତି l ସେ ପୂର୍ବରୁ ବାଲେଶ୍ୱର ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସିଥିଲେ l ପୂର୍ବରୁ ଛତ୍ରପୁର ଭାରପ୍ରାପ୍ତ ତହସିଲଦାର ଭାବେ

ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଯୁବକଯୁବତୀଙ୍କ ଲକ୍ଷ୍ନୌ ଅଭିମୁଖେ ଯାତ୍ରା…

ଫୁଲବାଣୀ : ଫୁଲବାଣୀ ଆଇଟିଡିଏ କନଫରେନ୍ସ ହଲ ଠାରେ ନେହରୁ ୟୁବ କେନ୍ଦ୍ର ଫୁଲବାଣୀ ତରଫରୁ ୧୫ ତମ ଯୁବ ଆଦିବାସୀ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳ ଲକ୍ଷ୍ନୌ ଅଭିମୁଖେ ଯାଉଥିବା ଯୁବକ ଯୁବତୀଙ୍କୁ ଉତ୍ସାହିତ କରିବା ସହ ସଠିକ ମାର୍ଗ ଦର୍ଶନ ପାଇଁ ଅନୁଷ୍ଠିତ କାର୍ଯକ୍ରମ ରେ ମୁଖ୍ୟ

ଫୁଲବାଣୀ ଠାରେ ଦଶହରା ଉତ୍ସବ ପାଳିତ : ସାଂସ୍କୁତିକ କାର୍ଯ୍ୟକ୍ରମ ରେ ଦୁଲୁକିଲା ସମଗ୍ର ସହର…

ଫୁଲବାଣୀ: ଆଜକୁ ପାଞ୍ଚ ଦିନ ହେଲା ଜଗତଜନନୀ ମା’ ଦୁର୍ଗାଙ୍କ ମୃଣ୍ମୟ ପ୍ରତିମାରେ ପୂଜାବିଧି ପୂର୍ବକ ଜୀବନ୍ୟାସ ଦେଇ ସମଗ୍ର ଫୁଲବାଣୀ ସହରରେ ପାଳିତ ହୋଇଛି ଦୁର୍ଗାପୂଜା l ଆଜି ଥିଲାପୂଜାର ଅନ୍ତିମ ଦିବସ । ଏଥି ସହିତ ଘରେ ଘରେ ପାଳିତ ହୋଇଥିଲା ପୂଜା ବିଧି ବ୍ରତ ଉପବାସ l ସନ୍ଧ୍ୟାରେ

ଥାନା ଯଗୁଛନ୍ତି ଅଧିକାରୀ କର୍ମଚାରୀ ମାନେ ବେପାର ରେ ବ୍ୟସ୍ତ.. !

ବ୍ରହ୍ମପୁର: ୨୫-୧୦ ଗଞ୍ଜାମ ଜିଲ୍ଲାର କେତେକ ଥାନା ରେ ଥାନା ଅଧିକାରୀ ଥାନା ଜଗୁଥିବା ବେଳେ ଥାନାର କର୍ମଚାରୀ ମାନେ ବେପାର ରେ ବ୍ୟସ୍ତ ଥିବା ନେଇ ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାର କେତେକ ଥାନା ଇଲାକା ଏବେ ବ୍ୟବସାୟ ର ପେଣ୍ଠ ସ୍ଥଳୀ ପାଲଟିଛି। ଥାନାର କେତେକ କର୍ମଚାରୀ ପେଟ୍ରୋଲିଂ

ଭିକାରୀ ଠୁ ବଳିଗଲେ ଭଦ୍ର ଭିକାରୀ..! :ପେଟି ପେଟି ଟଙ୍କା ଧରି ଦଲାଲ ମାନଙ୍କ ଭିଡ଼…!

ବ୍ରହ୍ମପୁର:୨୩-୧୦ ଗଞ୍ଜାମ ଜିଲ୍ଲାରେ ଏବେ ପରମ୍ପରା ନାମରେ କେତେକ ଥାନା ରେ ଦଶହରା ମାମୁଲି ପାଈଁ ଭିଡ଼ ହେଉଥିବା ଚର୍ଚ୍ଚା ଜୋର ଧରିଛି। ବାଲି ଓ ମଦ ମାଫିଆ ମାନେ ଦଲାଲ ଙ୍କ ସହାୟତା ରେ ଆଦାୟ ହୋଇଥିବା ମାମୁଲି ନେଇ ଥାନା କୁ ଆସୁଥିବା ଯୋଗୁଁ କେତେକ ଥାନା ଚଳଚଞ୍ଚଳ ହୋଇ ଉଠିଥିବା ନେଇ

ମାରଦେଜୁ ଗ୍ରାମର ମା ଭୈରବୀଙ୍କ ଶକ୍ତିପୀଠରେ ଅଷ୍ଟମୀ ପୂଜା ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜ଼ିଲ୍ଲା, ଫୁଲବାଣୀ ବ୍ଲକ, ଅଲାମୀ ପଂଚାୟତ ମାରଦେଜୁ ଗ୍ରାମର ମା ଭୈରବୀ ଙ୍କ ଶକ୍ତି ପିଠ ରେ ଅଷ୍ଟମୀ ପୂଜା ଅନୁଷ୍ଠିତ ହେଇଯାଇଛି l ଏହିଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପୌରାଣିକ ନାଟକ ସୁଦଶା ବ୍ରତ ମଞ୍ଚସ୍ଥ କରାଯାଇଥିଲା l ଉକ୍ତ ନାଟକକୁ ଜାଗ୍ରତ କନ୍ଧମାଳ, ଓଡିଶାର

ଭତ୍ତା ପାଇବାରୁ ୨୫ ହିତାଧିକାରୀ ବଞ୍ଚିତ : ପ୍ରଶାସନ ନିରବ ଦ୍ରଷ୍ଟା…

ଫୁଲବାଣୀ: କ. ନୂଆଗାଁ ବ୍ଲକ୍ ମାହାସିଙ୍ଗ ପଞ୍ଚାୟତର ଅନେକ ମହିଳା ହିତାଧିକାରୀ ଦୀର୍ଘ ଦିନ ହେଲା ଭତ୍ତା ପାଇନାହାନ୍ତି। କହାକୁ ୫ ମାସ ହେଲାଣି ତ ଆଉ କାହାକୁ ଦୁଇ ମାସଭତ୍ତା ଟଙ୍କା ନ ପାଇ ବୃଦ୍ଧବୃଦ୍ଧା ଅନେକ ହଇରାଣ ହେଉଛନ୍ତି। ପଞ୍ଚାୟତ ଓ ବ୍ୟାଙ୍କକୁ ଯାଇ ବାରମ୍ବାର ନିରାଶ ହୋଇ ଘରକୁ

ଆର୍ଥିକ ସାକ୍ଷରତା ଶିବିର…

ବ୍ରହ୍ମପୁର,୨୧/୧୦- ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନର ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଆନୁକୁଲ୍ୟରେ ସ୍ଥାନୀୟ ରାଜସ୍ବ ଡାକ ବଙ୍ଗଳା ସମ୍ମିଳନୀ କକ୍ଷରେ ସ୍ଵଳ୍ପ ସଞ୍ଚୟ ଅଭିକର୍ତ୍ତା ଙ୍କ ନିମନ୍ତେ ଏକ ସାକ୍ଷରତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଆରମ୍ଭ ରେ

ଗଂଜାମ ପୋଲିସ ଜିଲ୍ଲାର 64 ତମ ପୋଲିସ ଶହୀଦ୍ ସ୍ମୃତି ଦିବସ ପାଳିତ…

ଛତ୍ରପୁର : ପ୍ରତି ବର୍ଷ ଭଳି ଆଜିର ଦିନକୁ ପୋଲିସ ପକ୍ଷରୁ ସହିଦ ଦିବସ ରୂପେ ପାଳନ କରାଯାଉଛି । ଏନେଇ ଛତ୍ରପୁର ରିଜର୍ଭ ପୁଲିସ ପଡିଆ ଠାରେ ଗଂଜାମ ପୁଲିସ ଜିଲ୍ଲାର 64ତମ ପୁଲିସ ଶହୀଦ୍ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ପ୍ୟାରଡ୍ ରେ ଗଞ୍ଜାମ ଏସ୍‌.ପି ଜଗମୋହନ