Browsing Category

ଆଞ୍ଚଳିକ

ସ୍ଥାୟୀ କର୍ମଚାରୀଙ୍କ ୩ମାସ ହେଲା ଦରମା ନମିଳିଥିବା ଦାବିରେ ଟିଟାନିୟମ କମ୍ପାନି ସମ୍ମୁଖରେ ଶ୍ରମିକଙ୍କ…

ଛତ୍ରପୁର : ଜମି ଦେଲୁ, ଶ୍ରମ ଦେଲୁ, ସରାଫ୍ ଟିଟାନିୟମ୍ ନାମକ କମ୍ପାନି ଗଢ଼ିବାରେ ସମ୍ପୁର୍ଣ୍ଣ ସହଯୋଗ କଲୁ । ମାତ୍ର, କମ୍ପାନି କର୍ତ୍ତୃପକ୍ଷ ଆମକୁ ଆମ ପରିଶ୍ରମର ପ୍ରାପ୍ୟ ଦେବାରେ ଅବହେଳା କରିଚାଲିଛି । ଏନେଇ ବାରମ୍ବାର କମ୍ପାନି କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ଏବଂ

ଓଡ଼ିଆ ବାପଟିଷ୍ଟ୍ ଚର୍ଚ୍ଚ ଫୁଲବାଣୀର ଶତବାର୍ଷିକୀ ଉତ୍ସବ ପାଳିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଓଡ଼ିଆ ବାପଟିଷ୍ଟ୍ ଚର୍ଚ୍ଚ ଫୁଲବାଣୀର ଶତବାର୍ଷିକୀ ଉତ୍ସବ ସତ୍ୟ ସାଇ ରୋଡ ସ୍ଥିତ ଚର୍ଚ୍ଚ ପରିସରରେ ଧୁମଧାମରେ ମହା ସମାରୋହରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରେଭ କିଶୋର ଦିଗାଲ, ରେଭ ଡଃ ନିହାର ବର୍ଦ୍ଧନ ଉପସ୍ଥିତ ରହି ନିଜ

ପିସିସି ସଭାପତିଙ୍କୁ ବ୍ରହ୍ମପୁରରେ ସମ୍ବର୍ଦ୍ଧନା…

ବ୍ରହ୍ମପୁର: ଆଜି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ କୋରାପୁଟ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ବ୍ରହ୍ମପୁର ସହର ମଧ୍ୟ ଦେଇ ଯିବା ସମୟରେ ବ୍ରହ୍ମପୁର ସହରର ବିଭିନ୍ନ ଜାଗା ମାନଙ୍କରେ କଂଗ୍ରେସ କର୍ମୀମାନେ ସମ୍ବର୍ଦ୍ଧନା ଦେଇଥିଲେ । ନରେନ୍ଦ୍ରପୁର ଛକ

୪୦ କେଜି ଗଞ୍ଜେଇ ସହ ଦୁଇ ଅଭିଯୁକ୍ତ ଗିରଫ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ଅବକାରୀ ବିଭାଗକୁ ମିଳିଛି ସଫଳତା l ସୁପରିଟେଣ୍ଡେଣ୍ଟ ପ୍ରବୀର କୁମାର ସାମଲଙ୍କ ନିର୍ଦ୍ଦେଶ କ୍ରମେ କୌଣସି ସୂତ୍ରରୁ ଖବର ପାଇ ଏସ ଆଇ ସାଗର ଭୋଇ, ଏ ଏସ ଆଇ ସୁକାନ୍ତ କୁମାର କହଁର, ଷ୍ଟାଫ ଅନିଲ କୁମାର ବେହେରା, ସଞ୍ଜୀବ ପ୍ରଧାନ ଓ ମିଲନ କୁମାର ସାହୁ

ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବଙ୍କ ହିଞ୍ଜିଳି ଗସ୍ତ…

ହିଞ୍ଜିଳିକାଟୁ (୪/୧୦) : ବୁଧବାର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗସ୍ତ କରି ନିର୍ମାଣଧିନ ଉନ୍ନୟନ ପ୍ରକଳ୍ପ ଗୁଡିକୁ ବୁଲି ଦେଖିବା ସହ ସମୀକ୍ଷା କରି ଫେରିଛନ୍ତି । ପ୍ରଥମେ ଶେରଗଡ଼ ଗସ୍ତ କରି ଶେରଗଡ

ସହରରେ ବିଏସ୍‌ଏନଏଲ୍ ନେଟ୍‌ୱାର୍କ ସମସ୍ୟାର ସମାଧାନ ନ କରୁଥିବାରୁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ…

ଛତ୍ରପୁର,୪/୧୦ : ସରକାରଙ୍କ ପକ୍ଷରୁ ଟେଲିକମ୍ ବିଭାଗ ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟ ହେଉଅଛି । ହେଲେ ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ସହରରେ ବିଏସଏନଏଲ ନେଟ୍‌ୱାର୍କ ଲଗାତର ଭାବେ ସମସ୍ୟା ଦେଖାଦେଉଛି । ଏନେଇ ବାରମ୍ବାର ସହରର ଉପଭୋକ୍ତାମାନେ ବିଏସ୍‌ଏନଏଲ୍ କର୍ତ୍ତୃପକ୍ଷଙ୍କ

ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନ ପାଇବେ କୌଶିକ ସାହୁ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବରିଷ୍ଠ ଆଇନଜୀବୀ କୌଶିକ ସାହୁ ଚଳିତ ବର୍ଷର ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସରଂକ୍ଷଣ ସମ୍ମାନ ପାଇବା ପାଇଁ ମନୋନୀତ ହୋଇଥିବା ଜଣାପଡିଛି l ସୂଚନା ଯୋଗ୍ୟ ଯେ, ୧୯୯୭ ମସିହାରୁ କନ୍ଧମାଳ ଜିଲ୍ଲାର ଅବୈତନକ ବନ୍ୟପ୍ରାଣୀ ସରଂକ୍ଷକ ଭାବେ

ସାଧାରଣ ନିରୀହ ଲୋକଙ୍କ ସହିତ ଖେଳୁଛି ଟାଟା ପାୱାର

ନିମାପଡା ୦୪/୧୦ : ବିଦୂତ୍ ତାର ଲାଗି ବିଭିନ୍ନ ଅଞ୍ଚଳରେ ଲୋକେ ମୃତ୍ୟୁ ମୁଖରେ ପଡ଼ୁଥିବା ଶୁଣିବାକୁ ମିଳୁଥିବା ବେଳେ ତଥାପି ବିଦୁଟ୍ ବିଭାଗ ର ନିଦ ନଭାଙ୍ଗି ବାକୁ ନେଇ ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି।ପୁରୀ ଜିଲ୍ଲା ନିମାପଡ଼ା ରେ ଦେଖିବାକୁ ମିଳିଛି ଏମିତି ଅନେକ ଦୃଶ୍ୟ। ନିମାପଡା

କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଦର୍ଶନା ଯୋରଦଷଙ୍କ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ…

ବ୍ରହ୍ମପୁର : କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଦର୍ଶନା ଯୋରଦଷଙ୍କ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି । ୪ ତାରିଖ ଦିନ ଖଲ୍ଲିକୋଟ,କଦୋଳା ଏବଂ ପୋଲସରା ଗସ୍ତ କରି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ସହ ମୋ' ମାଟି ମୋ' ଦେଶ କାର୍ଯ୍ୟକ୍ରମରେ ଯୋଗ ଦେବେ ।

୨କିଲୋ ୭୨୪ଗ୍ରାମ ସୁନା ନଗଦ ୨୬ ଲକ୍ଷ ୩୮ ହଜାର ଟଙ୍କା ଜବତ

ବ୍ରହ୍ମପୁର : ବ୍ରହ୍ମପୁର ପୋଲିସ ଆଜି ପ୍ରଶଂସା ର ପାତ୍ର ହୋଇଛି।ଏତେ ବଡ଼ ସଫଳତା ବ୍ରହ୍ମପୁର ପୋଲିସ ଜିଲ୍ଲାରେ ପ୍ରଥମ। ୨କିଲୋ ୭୨୪ଗ୍ରାମ ସୁନା ନଗଦ ୨୬ ଲକ୍ଷ ୩୮ ହଜାର ଟଙ୍କା ଜବତ କରିଛି। ଚୋର ଦଳର ମାଷ୍ଟେର ମାଇଣ୍ଡ ସନିଆ ଗୌଡ଼ କୁ ପୋଲିସ ଧରିବା ପରେ ଏତେ ବଡ଼ ଘଟଣା ର ପର୍ଦ୍ଧାଫାସ